ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ଗୋଦାମରୁ ତାଲା ଭାଙ୍ଗି ୬୦ଟି ଗ୍ୟାସ୍‌ ସିଲିଣ୍ଡର ଲୁଟିନେଲେ ଦୁର୍ବୃତ୍ତ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ଆଗ୍ରିଆ ଛକ ପାଖ ଏକ ଗ୍ୟାସ୍‌ ସିଲିଣ୍ଡର ଗୋଦାମରୁ ଲକ୍ଷାଧିକ ଟଙ୍କାର ଗ୍ୟାସ୍‌ ଟାଙ୍କି ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ଆଗ୍ରିଆ ଛକ ଉପକଣ୍ଠ ଜାତୀୟ ରାଜପଥ ପାର୍ଶ୍ୱରେ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

୪ ଯୁବତୀଙ୍କୁ ପ୍ରେମଜାଲ୍‌ରେ ଫସାଇ ଦୁଷ୍କର୍ମ! ରସିକିଆ କନିଷ୍ଠଯନ୍ତ୍ରୀଙ୍କୁ ବାନ୍ଧିଲା ପୁଲିସ

ବାରିପଦା: ଜଣେ କି ଦୁଇଜଣ ନୁହଁନ୍ତି; ୪ ଜଣ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ଏବଂ ବ‌ିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ଜଣେ ରସିକିଆ ଯନ୍ତ୍ରୀ। ହେଲେ ଶେଷରେ ଚୋରାପୀରତି ଧରାପଡ଼ିଛି। ପ୍ରତାରିତ ୨ ଯୁବତୀ ଆଜି ବାରିପଦା ଟାଉନ୍‌ ଥାନାରେ ଏତଲା ଦେବା ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ସୂଚନା ଓ ଲୋକ ସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକଙ୍କ ମୟୁରଭଞ୍ଜ ଗସ୍ତ

ରାଇରଙ୍ଗପୁର: ସୂଚନା ଓ ଲୋକ ସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ, (କଟକ )ଉପ ନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଗତକାଲିଠାରୁ ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତରେ ଆସି ମୟୁରଭଞ୍ଜ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣିଙ୍କ ସହିତ ଅପରାହ୍ନରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ…
ଅଧିକ ଖବର ଦେଖନ୍ତୁ...

ସାନ୍ତଳୀ ସମ୍ପ୍ରଦାୟର ନୂଆ ବର୍ଷ ମାଘେ ମଲ୍ଲୁ ପାଳିତ   

ରାଇରଙ୍ଗପୁର: ରାଇରଙ୍ଗପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ `ଆଦିମ ସାୱତା ସେମଲେଦ´ ତରଫରୁ ସାନ୍ତାଳୀ ସମାଜର ୧୭ ତମ ନୂଆବର୍ଷ ମାଘେ ମଲ୍ଲୁ ଆନନ୍ଦ ଉଲ୍ଲାସ ସହିତ ରାଇରଙ୍ଗପୁର ନିକଟସ୍ଥ  ନୂଆଗାଁର  ଲିପିଘୁଟୁ ଖେଳ ପଡିଆ ଠାରେ ପାରମ୍ପରିକ ନୃତ୍ୟସଂଗୀତ ମାଦଳର ତାଳେ ତାଳେ ମଜ୍ଜି ରହିଥିବାର…
ଅଧିକ ଖବର ଦେଖନ୍ତୁ...

ବାମନଘାଟିରେ ଭଞ୍ଜସେନାର ମିଶ୍ରଣ ପର୍ବ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ଭଞ୍ଜସେନାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ମିଶ୍ରଣ ପର୍ବରେ ଜିଲ୍ଲା ଆଦିବାସୀ ସଭାପତି ବାଜୁଁନ ହାଁସଦାଙ୍କ ଉପସ୍ଥିତିରେ ବହଳଦା ବ୍ଲକ କାଙ୍କି ପଞ୍ଚାୟତର ପୂର୍ବତନ ସରପଞ୍ଚ ଭାଗମାତ ସୋରେନଙ୍କ ନେତୃତ୍ୱରେ…
ଅଧିକ ଖବର ଦେଖନ୍ତୁ...

କାଲିରାତି ଖୁସିରେ ଥିଲେ ଯୁବକ, ଆଜି ସକାଳୁ ୧୧କେଭି ବିଦ୍ୟୁତ୍‌ ତା’ରରେ ଜୀବନ ହାରିଲେ

ସିଙ୍ଗଡ଼ା (ମୟୂରଭଂଜ) ୧୧ କେଭି ବିଦ୍ୟୁତ ତା’ର ସଂସ୍ପର୍ଶରେ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୟୂରଭଂଜ ଜିଲ୍ଲା ରରୁଆ ଥାନା ସିଙ୍ଗଡ଼ା ନିକଟ ବଡ଼ବିଲ ଗାଁର ଜଣେ ଯୁବକ ଜିଅନ୍ତା ଜଳି ଯାଇଛନ୍ତି। ମୃତ ବ୍ୟକ୍ତି ହେଲେ ନରହରି ମହାନ୍ତ(୨୭)। ସିଙ୍ଗଡ଼ା ଫାଣ୍ଡି ଅଧିକାରୀଙ୍କ ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଛାତ୍ରାବାସରୁ ତୃତୀୟ ଶ୍ରେଣୀର ଛାତ୍ର ନିଖୋଜ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ  ଥାନା ଅନ୍ତର୍ଗତ କୁକୁଡ଼ିମୁଣ୍ଡୀ ଆଶ୍ରମରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରାବାସରୁ ତୃତୀୟ ଶ୍ରେଣୀରେ ପଢ଼ୁଥିବା  ଛାତ୍ର ନିଖୋଜ ହେବା ନେଇ ଥାନାରେ ସ୍କୁଲ ପ୍ରଧାନଶିକ୍ଷକଙ୍କ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ପୁଲିସ ଏକ…
ଅଧିକ ଖବର ଦେଖନ୍ତୁ...

ନିୟନ୍ତ୍ରଣ ହରାଇ ଘର ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌; ଅଳ୍ପକେ ବର୍ତ୍ତିଗଲେ ଏକାଧିକ ଶିଶୁ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା  ବୈଶିଙ୍ଗା ଥାନା ଅଧୀନ ୧୮ନଂ ନମ୍ବର ଜାତୀୟ ରାଜପଥର ଆଗ୍ରିଆ ଛକରେ ଦୁର୍ଘଟଣା ଘଟିଛି। ଦ୍ରୁତଗାମୀ ଟ୍ରକ୍‌ ନିୟନ୍ତ୍ରଣ ହରାଇ ଘର ଉପରେ ଚଢ଼ିଯାଇଛି। ସୌଭାଗ୍ୟର କଥା ଯେ, ଏହି ଅଘଟଣରୁ ଏକାଧିକ ଶିଶୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତେବେ ସ୍ଥାନୀୟ ଉତ୍ତେଜିତ…
ଅଧିକ ଖବର ଦେଖନ୍ତୁ...

ପ୍ରଖ୍ୟାତ ଝୁମର ବିଶାରଦ ସଜନ ବଳ ଆଉ ନାହାନ୍ତି, ହୃଦ୍‌ଘାତରେ ପରଲୋକ 

ରାଇରଙ୍ଗପୁର: ଓଡ଼ିଶାର ଜଣାଶୁଣା ଖ୍ୟାତନାମା ଝୁମର ବିଶାରଦ ଓ ପ୍ରଚାରକ ସଜନ ବଳ (୭୩)ଙ୍କ ଦେହାନ୍ତ ହୋଇଛି। ଆଜି ସକାଳୁ ରାଇରଙ୍ଗପୁରସ୍ଥିତ ନିଜ ବାସ ଭବନରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି। ସେ ଜଣେ ମେଳାପି, ମିଷ୍ଟଭାଷୀ, ପରୋପକାରୀ, ଦରଦୀ ମଣିଷ ଥିଲେ। ସେ ସାରଳା ପୁରସ୍କାର ପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

ଗରିବ ପରିବାରକୁ ସହାୟ ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ତୋଟାପଡ଼ା ଅଞ୍ଚଳର ୫୭ ବର୍ଷିୟ ରଞ୍ଜିତ ଧର ମହାପାତ୍ର, କିଡ୍‌ନି ଜନିତ ସମସ୍ୟାରେ ପୀଡ଼ିତ ହୋଇ ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଦୁର୍ଭାଗ୍ୟବଶତଃ, ବୁଧବାର ସନ୍ଧ୍ୟାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ…
ଅଧିକ ଖବର ଦେଖନ୍ତୁ...