ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ଶ୍ରଦ୍ଧାଳୁଙ୍କ ବସ୍‌କୁ ଧକ୍କା ଦେଲା ହାଇୱା; ୨୦ ଆହତ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ରାୟଗଡ଼ା: ଶ୍ରୀ ମନ୍ଦିର ପରିକ୍ରମା ବୁଲି ଦେଖିବା ପାଇଁ ରାୟଗଡାରୁ ତିନୋଟି ପର୍ଯ୍ୟାୟରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ବୁଲି ଦେଖିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବସ ଯୋଗେ ପ୍ରତି ପଞ୍ଚାୟତରୁ ୨୦ ଜଣ ଏବଂ ଏନଏସି ଓ ପୌର ପରିଷଦର ପ୍ରତି ଵାର୍ଡରୁ ୨୦ ଜଣ ଲେଖାଏଁ ଯିବା ପାଇଁ ପ୍ରସ୍ତାବ…
ଅଧିକ ଖବର ଦେଖନ୍ତୁ...

ମଲଟିସ୍ବେଶାଲିଷ୍ଟ ସ୍ବାସ୍ଥ୍ୟ ଶିବିର ଆୟୋଜିତ, ୬୪୬ ଜଣ ରୋଗୀ ଚିକିତ୍ସିତ

ରାୟଗଡ଼ା: ଗୋଷ୍ଠୀ କଲ୍ୟାଣ ନିମନ୍ତେ ତାହାର ପ୍ରତିବଦ୍ଧତାର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍‌ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନି ଉତ୍କଳ ଆଲୁମିନା ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ ଭଲ୍ୟୁଣ୍ଟାରି ଅର୍ଗାନାଇଜେସନ୍‍ ସହଯୋଗିତାରେ ଏକ…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କୁ ମୌଳିକ ସୁବିଧା ଦେବାରେ ରାଜ୍ୟ ସରକାର ବିଫଳ; ୨ ଲୋକସଭା, ୧୨ ବିଧାନସଭା ଆସନରେ ଜିତିବୁ କହିଲେ ସପ୍ତଗିରି

ଚନ୍ଦ୍ରପୁର: କୋରାପୁଟ ସାଂସଦ ସପ୍ତଗିରି ଉଲାକା ସମ୍ବାଦକୁ ସାକ୍ଷାତ ଦେଇ ଚଳିତ ନିର୍ବାଚନରେ କିପରି କଂଗ୍ରେସ ବିଜୟୀ ହେବ ସେନେଇ ତାଂକର ପୂର୍ବ ପ୍ରସ୍ତୁତିକୁ ବଖାଣିଥିଲେ। ଗତ ନିର୍ବାଚନରେ ଆମକୁ ସମୟ ମିଳିପାରିନଥିଲା, ଯାହାଫଳରେ ଆମେ ପରାସ୍ତ ହୋଇଥିଲୁ। ତେଣୁ ଏଥର ସମୟ ରହିଥିବା ବେଳେ ବଡ଼ବଡ଼…
ଅଧିକ ଖବର ଦେଖନ୍ତୁ...

ରଣନୀତିର ଖୁଲାସା କଲେ ସପ୍ତଗିରି: ବାହିନୀପତିଙ୍କ ସହ କୌଣସି ଝଗଡ଼ା ନାହିଁ

ରାୟଗଡ଼ା: ଗତ ନିର୍ବାଚନରେ ଆମକୁ ସମୟ ମିଳିନଥିଲା। ତେଣୁ ପ୍ରଦର୍ଶନ ଭଲ ହୋଇନଥିଲା। ଆଗାମୀ ନିର୍ବାଚନ ପାଇଁ ପର୍ଯ୍ୟାପ୍ତ ସମୟ ମିଳିଛି ବୋଲି କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ସୌଜନ୍ୟମୂଳକ ସାକ୍ଷାତକାରରେ ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଦଳର ରଣନୀତି କ’ଣ ରହିଛି ତାହାର…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିହୀନ ଅନନ୍ତଙ୍କ ଦୁଃଖଭରା କାହାଣୀ: ବଞ୍ଚିବା ପାଇଁ ଏକାକୀ ସଂଘର୍ଷ କରୁଛନ୍ତି

ଚନ୍ଦ୍ରପୁର: ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଶିବପଦର ପଞ୍ଚୟତ ଅନ୍ତର୍ଗତ ପିଜିବାଲି ଗ୍ରାମରେ ଅନନ୍ତ ସିକକାଙ୍କ ଘର। ଅନନ୍ତକୁ ପିଲାଟି ଦିନରୁ ହିଁ ଦୁଃଖ ଛାଡୁ ନାହିଁ। ସେ ଯେତେବେଳେ ୭ ବର୍ଷର ପିଲା ହୋଇଥିଲେ ବାପାଙ୍କର ଦେହାନ୍ତ ହୋଇଯାଇଥିଲା। ବାପାଙ୍କର ଦେହାନ୍ତ ପରେ ମା’ ଆଉ ଜଣେ ଯୁବକ…
ଅଧିକ ଖବର ଦେଖନ୍ତୁ...

ପଶୁ ଡାକ୍ତରଙ୍କ ଆନ୍ଦୋଳନ ଜାରି; ପ୍ରାଣୀଧନ ନୀରିକ୍ଷକ କରୁଛନ୍ତି ଚିକିତ୍ସା

ଚନ୍ଦ୍ରପୁର: ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଏକ ଦୁର୍ଗମ ପାହାଡ଼ ଓ ଜଙ୍ଗଲରେ ପରିପୂର୍ଣ୍ଣ ଅଞ୍ଚଳ। ଏଠିକାର ଚାଷୀମାନେ ବିଭିନ୍ନ ଚାଷ କରିବା ସହିତ ପଶୁପାଳନ ଉପରେ ନିର୍ଭର କରନ୍ତି। ଗତ ୧୮ ତାରିଖରୁ ପଶୁ ଡକ୍ଟରମାନେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ସମୂହ ଛୁଟିରେ ଅଛନ୍ତି। ରାଜ୍ୟ ସରକାର…
ଅଧିକ ଖବର ଦେଖନ୍ତୁ...

ନୂତନ ଜିଲ୍ଳାପାଳ ଓ ଏସ୍‌ପିଙ୍କୁ ଭେଟି ସମସ୍ୟା ଜଣାଇଲେ ଟ୍ରାକ୍ଟର ମାଲିକ ସଂଘ

ରାୟଗଡ଼ା: ମା' ମଝିଘରିଆଣୀ ଟ୍ରାକ୍ଟର ମାଲିକ ସଂଘ ସଭାପତି ପଦ୍ମନାଭ ଦାସଙ୍କ ନେତୃତ୍ୱରେ ଟ୍ରାକ୍ଟର ମାଲିକମାନେ ନୂତନ ଜିଲ୍ଳାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ହରିଶ ବି.ସିଙ୍କୁ ସୈାଜନ୍ୟମୂଳକ ସାକ୍ଷାତ କରି ନିଜର ସମସ୍ୟା ସଂପର୍କରେ ଅବଗତ କରାଇଛନ୍ତି। ସଂଘ ସଦସ୍ୟଙ୍କ…
ଅଧିକ ଖବର ଦେଖନ୍ତୁ...

ମିଲନଙ୍କ ସଫଳତା: ରାୟଗଡ଼ାରୁ ଟଲିଉଡ, ତେଲୁଗୁ ସିନେମା ‘ହନୁମାନ’ରେ ସହନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ

ରାୟଗଡ଼: ରାୟଗଡ଼ା ବାସିନ୍ଦା ମିଲନ ନାୟକଙ୍କ ସଫଳଥା ଏବେ ଜିଲ୍ଲା ଓ ରାଜ୍ୟରେ ବେଶ ଚର୍ଚ୍ଚା ସାଉଁଟିଛି। ପିଲାଟି ଦିନରୁ ସିନେମା ପ୍ରତି ଆଗ୍ରହ ଥିବାରୁ ସେ ଏବେ ଟଲିଉଡ଼ ଜଗତର ଆଗଧାଡ଼ିର ନିର୍ଦ୍ଦେଶକ ଭାବେ ଉଭା ହୋଇଛନ୍ତି। ରାୟଗଡ଼ା ନିକଟସ୍ଥ ଜେକେପୁର ଠାରେ ତାଂକର ଜନ୍ମ। ବାଲ୍ୟ ଶିକ୍ଷା…
ଅଧିକ ଖବର ଦେଖନ୍ତୁ...

ଜନଜାତିଙ୍କ ସଂସ୍କୃତି, ପରଂପରା ଓ ଐତିହ ଅନନ୍ୟ: ମନ୍ତ୍ରୀ

ରାୟଗଡା: ରାୟଗଡ଼ ଜିଲ୍ଲାସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ଗୁରୁବାର ଉଦଘାଟିତ ହୋଇଯାଇଛି। ତିନି ଦିବସୀୟ ଏହି ମହୋତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ଓ ମିସନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ରମ ଯୋଗ ଦେଇ ଜନଜାତିଙ୍କ ପରଂପରା ଅନନ୍ୟ ବୋଲି କହିଥିଲେ।…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ପୋଷ୍ୟ ସନ୍ତାନ ଗ୍ରହଣ କଲେ ବଙ୍ଗୀୟ ଦମ୍ପତି

ରାୟଗଡ଼ା: ରାୟଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆଜି ଏକ କନ୍ୟା ସନ୍ତାନକୁ ବଙ୍ଗୀୟ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଅନୁସନ୍ଧାନ ପ୍ରାଧିକରଣ (କାରା) କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ…
ଅଧିକ ଖବର ଦେଖନ୍ତୁ...