ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ରଣନୀତିର ଖୁଲାସା କଲେ ସପ୍ତଗିରି: ବାହିନୀପତିଙ୍କ ସହ କୌଣସି ଝଗଡ଼ା ନାହିଁ

ରାୟଗଡ଼ା: ଗତ ନିର୍ବାଚନରେ ଆମକୁ ସମୟ ମିଳିନଥିଲା। ତେଣୁ ପ୍ରଦର୍ଶନ ଭଲ ହୋଇନଥିଲା। ଆଗାମୀ ନିର୍ବାଚନ ପାଇଁ ପର୍ଯ୍ୟାପ୍ତ ସମୟ ମିଳିଛି ବୋଲି କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ସୌଜନ୍ୟମୂଳକ ସାକ୍ଷାତକାରରେ ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଦଳର ରଣନୀତି କ’ଣ ରହିଛି ତାହାର…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିହୀନ ଅନନ୍ତଙ୍କ ଦୁଃଖଭରା କାହାଣୀ: ବଞ୍ଚିବା ପାଇଁ ଏକାକୀ ସଂଘର୍ଷ କରୁଛନ୍ତି

ଚନ୍ଦ୍ରପୁର: ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଶିବପଦର ପଞ୍ଚୟତ ଅନ୍ତର୍ଗତ ପିଜିବାଲି ଗ୍ରାମରେ ଅନନ୍ତ ସିକକାଙ୍କ ଘର। ଅନନ୍ତକୁ ପିଲାଟି ଦିନରୁ ହିଁ ଦୁଃଖ ଛାଡୁ ନାହିଁ। ସେ ଯେତେବେଳେ ୭ ବର୍ଷର ପିଲା ହୋଇଥିଲେ ବାପାଙ୍କର ଦେହାନ୍ତ ହୋଇଯାଇଥିଲା। ବାପାଙ୍କର ଦେହାନ୍ତ ପରେ ମା’ ଆଉ ଜଣେ ଯୁବକ…
ଅଧିକ ଖବର ଦେଖନ୍ତୁ...

ପଶୁ ଡାକ୍ତରଙ୍କ ଆନ୍ଦୋଳନ ଜାରି; ପ୍ରାଣୀଧନ ନୀରିକ୍ଷକ କରୁଛନ୍ତି ଚିକିତ୍ସା

ଚନ୍ଦ୍ରପୁର: ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଏକ ଦୁର୍ଗମ ପାହାଡ଼ ଓ ଜଙ୍ଗଲରେ ପରିପୂର୍ଣ୍ଣ ଅଞ୍ଚଳ। ଏଠିକାର ଚାଷୀମାନେ ବିଭିନ୍ନ ଚାଷ କରିବା ସହିତ ପଶୁପାଳନ ଉପରେ ନିର୍ଭର କରନ୍ତି। ଗତ ୧୮ ତାରିଖରୁ ପଶୁ ଡକ୍ଟରମାନେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ସମୂହ ଛୁଟିରେ ଅଛନ୍ତି। ରାଜ୍ୟ ସରକାର…
ଅଧିକ ଖବର ଦେଖନ୍ତୁ...

ନୂତନ ଜିଲ୍ଳାପାଳ ଓ ଏସ୍‌ପିଙ୍କୁ ଭେଟି ସମସ୍ୟା ଜଣାଇଲେ ଟ୍ରାକ୍ଟର ମାଲିକ ସଂଘ

ରାୟଗଡ଼ା: ମା' ମଝିଘରିଆଣୀ ଟ୍ରାକ୍ଟର ମାଲିକ ସଂଘ ସଭାପତି ପଦ୍ମନାଭ ଦାସଙ୍କ ନେତୃତ୍ୱରେ ଟ୍ରାକ୍ଟର ମାଲିକମାନେ ନୂତନ ଜିଲ୍ଳାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ହରିଶ ବି.ସିଙ୍କୁ ସୈାଜନ୍ୟମୂଳକ ସାକ୍ଷାତ କରି ନିଜର ସମସ୍ୟା ସଂପର୍କରେ ଅବଗତ କରାଇଛନ୍ତି। ସଂଘ ସଦସ୍ୟଙ୍କ…
ଅଧିକ ଖବର ଦେଖନ୍ତୁ...

ମିଲନଙ୍କ ସଫଳତା: ରାୟଗଡ଼ାରୁ ଟଲିଉଡ, ତେଲୁଗୁ ସିନେମା ‘ହନୁମାନ’ରେ ସହନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ

ରାୟଗଡ଼: ରାୟଗଡ଼ା ବାସିନ୍ଦା ମିଲନ ନାୟକଙ୍କ ସଫଳଥା ଏବେ ଜିଲ୍ଲା ଓ ରାଜ୍ୟରେ ବେଶ ଚର୍ଚ୍ଚା ସାଉଁଟିଛି। ପିଲାଟି ଦିନରୁ ସିନେମା ପ୍ରତି ଆଗ୍ରହ ଥିବାରୁ ସେ ଏବେ ଟଲିଉଡ଼ ଜଗତର ଆଗଧାଡ଼ିର ନିର୍ଦ୍ଦେଶକ ଭାବେ ଉଭା ହୋଇଛନ୍ତି। ରାୟଗଡ଼ା ନିକଟସ୍ଥ ଜେକେପୁର ଠାରେ ତାଂକର ଜନ୍ମ। ବାଲ୍ୟ ଶିକ୍ଷା…
ଅଧିକ ଖବର ଦେଖନ୍ତୁ...

ଜନଜାତିଙ୍କ ସଂସ୍କୃତି, ପରଂପରା ଓ ଐତିହ ଅନନ୍ୟ: ମନ୍ତ୍ରୀ

ରାୟଗଡା: ରାୟଗଡ଼ ଜିଲ୍ଲାସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ଗୁରୁବାର ଉଦଘାଟିତ ହୋଇଯାଇଛି। ତିନି ଦିବସୀୟ ଏହି ମହୋତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ଓ ମିସନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ରମ ଯୋଗ ଦେଇ ଜନଜାତିଙ୍କ ପରଂପରା ଅନନ୍ୟ ବୋଲି କହିଥିଲେ।…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ପୋଷ୍ୟ ସନ୍ତାନ ଗ୍ରହଣ କଲେ ବଙ୍ଗୀୟ ଦମ୍ପତି

ରାୟଗଡ଼ା: ରାୟଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆଜି ଏକ କନ୍ୟା ସନ୍ତାନକୁ ବଙ୍ଗୀୟ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଅନୁସନ୍ଧାନ ପ୍ରାଧିକରଣ (କାରା) କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ମୃତ୍ୟୁର ୫ ଦିନ ପରେ ଚାଲିଗଲା ପୁଅର ଜୀବନ

ରାୟଗଡା: ରାୟଗଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କର ଶୁଦ୍ଧକ୍ରିୟା ପାଇଁ ରାୟଗଡ଼ା ଆସି ଘରକୁ ଫେରୁଥିବା ବେଳେ ପୁଅର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ବାପାଙ୍କର ମୃତ୍ୟୁର ମାତ୍ର ୫ ଦିନ ହୋଇଥିବା ବେଳେ ପୁଅର ମୃତ୍ୟୁ ପରିବାରକୁ ଏବଂ ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି। ଘଟଣା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

 ପାଣିରେ ପଡ଼ିଲା କୋଟିକୋଟି ଟଙ୍କା: ଶୌଚ ପାଇଁ ଲୋକେ ଜଂଗଲ, ଝରଣା ଉପରେ ନିର୍ଭରଶୀଳ

ରାୟଗଡ଼ା: ସ୍ବଚ୍ଛ ଭାରତ ଅଭିଯାନରେ ଗତ ୨୦୧୪ ମସିହାରେ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟର ସମସ୍ତ ଏପିଏଲ ଏବଂ ବିପିଏଲ ପରିବାରଙ୍କ ପାଇଁ ଶୌଚାଳୟ ନିର୍ମାଣ ନେଇ ବିଡା ଉଠାଇଥିଲେ। ପରିବାରର ସମସ୍ତେ ଯେପରି ଶୌଚାଳୟ ବ୍ୟବହାର କରିବେ ସେଦିଗରେ ସେତେବେଳେ ସରକାର ବିଜ୍ଞାପନ ମାଧ୍ୟମରେ ଏବଂ ଗାଁକୁ…
ଅଧିକ ଖବର ଦେଖନ୍ତୁ...

କୁଲି ଉଚ୍ଚବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାୟଗଡା: ସଦର ବ୍ଲକ ସ୍ଥିତ କୁଲି ଉଚ୍ଚ ବିଦ୍ୟାଳୟରେ ଦ୍ବିତୀୟ ବାର୍ଷିକ ଉତ୍ସବ ମହାସମାହାରରେ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ ଯୋଗ ଦେଇଥଇବା ବେଳେ ସମ୍ମାନିତ ଅତିଥି ଭାବେ ଟୁନି ହୁଇକା, ରାୟଗଡ଼ା ବ୍ଲକ ଉପାଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...