ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

୨ବିପ୍ଲବୀଙ୍କ ସ୍ମୃତିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୪୪ ୟୁନିଟ ରକ୍ତ ସଂଗ୍ରହ

ଜୟପୁର: ୨ବିପ୍ଲବୀ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଉଭୟଙ୍କ ସ୍ମୃତି ଚାରଣ କରି  ‘ସମ୍ବାଦ’-ଆ‌ମଓଡ଼ିଶା’ ପକ୍ଷରୁ ରୋୟଲ ଡିଗ୍ରୀ କଲେଜ ସହଯୋଗରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୪ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଅନ୍ତାସ୍ଥିତ ରୋୟଲ…
ଅଧିକ ଖବର ଦେଖନ୍ତୁ...

ନେତାଜୀ ଜୟନ୍ତୀରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୧୨୭ ୟୁନିଟ ରକ୍ତ ସଂଗ୍ରହ

ରାୟଗଡ଼ା/କୋଲନରା: ରାୟଗଡା ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ମିଟସ୍ ବିଶ୍ବ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ଅବସରରେ ମିଟସ୍ ଗ୍ରୁପ ଓ ଆମ ଓଡିଶାର ମିଳିତ ସହଯୋଗରେ ସ୍ବେଚ୍ଛାକୃତ ରକ୍ଦଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ…
ଅଧିକ ଖବର ଦେଖନ୍ତୁ...

ଇଚ୍ଛାମୃତ୍ୟୁ ପାଇଁ ଗ୍ରାମବାସୀ ନିବେଦନ କରିବେ

ରାୟଗଡ଼ା: ସ୍ବାଧୀନତା ମିଳିଛି ସତ, ସମାନତାର ଅଧିକାର ମିଳିନି। ସମ୍ମାନର ସହ ବଞ୍ଚିବାରୁ ବଞ୍ଚିତ କରାଯାଇଛି। ଗୁହାରିକୁ ଉପେକ୍ଷା କରି ସଂଘର୍ଷ କରିବାକୁ ବାଧ୍ୟ କରାଯାଇଛି। ହକ୍‌ ପାଇଁ ଲଢ଼େଇ କରିବାକୁ ଆଉ ବଳ ନାହିଁ। ସୁବିଧା କରିବାକୁ ଶେଷ ଥର ପାଇଁ ପ୍ରଶାସନକୁ ନିବେଦନ କରୁଛୁ ବୋଲି ଆଜି…
ଅଧିକ ଖବର ଦେଖନ୍ତୁ...

ନେତାଜୀଙ୍କ ବଳିଷ୍ଠ ପଦକ୍ଷେପ ଆଜି ବି ଯୁବପିଢ଼ିଙ୍କୁ ଦେଶଭକ୍ତି ପାଇଁ ଆହ୍ୱାନ କରୁଛି : ଏନ୍‌ ଭାସ୍କର ରାଓ

ରାୟଗଡ଼ା: ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଦେଶଭକ୍ତ ଏବଂ ଜଣେ ଅବିସ୍ମରଣୀୟ ଯୋଦ୍ଧା ଭାବେ ଏ ଜାତିର ଚିର ନମସ୍ୟ ରହିଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ଓ ୩୪ତମ ବାର୍ଷିକ ଉତ୍ସବକୁ ମହାସମାରୋହରେ ପାଳନ କରିଛି ରାୟଗଡ଼ାର କଳା ଅନୁଷ୍ଠାନ ଆଜାଦ୍ ହିନ୍ଦ ୟୁଥ୍ ଆସୋସିଏସନ। ରାୟଗଡ଼ା…
ଅଧିକ ଖବର ଦେଖନ୍ତୁ...

ମାଟି ଅତଡା ଖସି ଜଣଙ୍କର ମୃତ୍ୟୁ

ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି ନିକଟସ୍ଥ ଗୋପୀସଂକାବଡୁ ଗ୍ରାମରେ ମାଟି ଅତଡା ଖସି ଜଣକର ମୃତ୍ୟୁ ଘଟିଛି।ମୃତବ୍ୟକ୍ତି ଜଣକ ହେଲେ ଆମ୍ବାଦୋଳା ଗ୍ରାମର ଧୋବା ଗୁରୁଡିଆ। ଗୋପୀସଂକାବଡୁ ଗ୍ରାମରେ ପାଇପ ଲାଇନ ବିଛାଯାଉଥିବାବେଳେ ଧୋବା ସେହି ପାଇପ ଲାଇନରେ କାମ କରୁଥିଲେ। ଆଜି ଛୁଟି…
ଅଧିକ ଖବର ଦେଖନ୍ତୁ...

କାହ୍ନୁଗୁଡାବାସୀଙ୍କ ପାଇଁ ମୌଳିକ ସୁବିଧା ସାତସପନ: ୭୭ ବର୍ଷ ପରେ ବି ଗାଁକୁ ପହଞ୍ଚିଲା ନାହିଁ ଯୋଜନା

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକର ଦୁର୍ଗମ କାହ୍ନୁଗୁଡା ଗ୍ରାମରେ ସ୍ବାଧୀନତାର ୭୭ ବର୍ଷ ପରେ ବି ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି। ପ୍ରତିବର୍ଷ ଲୋକେ ସରକାର ଏବଂ ପ୍ରଶାସନ ନିକଟରେ ମୌଳିକ ସୁବିଧା ପାଇଁ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି। କାହ୍ନୁଗୁଡା…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାର ଗଳିକନ୍ଦିରେ ମଦ ଦୋକାନ! ରାସ୍ତାରେ ଚାଲିବା ବେଳେ ଲୋକେ ଅସୁରକ୍ଷିତ

ରାୟଗଡ଼ା: ଦିନକୁ ଦିନ ରାୟଗଡ଼ା ସହର ଶୃଙ୍ଖଳିତ ବାତାବରଣରୁ ବିଶୃଙ୍ଖଳିତ ହେବାରେ ଲାଗିଛି। ଏହାର ଅନେକ କାରଣ ରହିଛି। ସେଥିମଧ୍ୟରୁ ମୁଖ୍ୟ କାରଣ ରହିଛି ମଦ।ରାସ୍ତା ଉପରେ ଲୋକେ ମଦ ପିଉଛନ୍ତି। କିଏ ଯଦି ଏହାର ପ୍ରତିବାଦ କିମ୍ବା ବିରୋଧ କରେ ତେବେ ମଦୁଆମାନେ ମାରପିଟ ଓ ଗଣ୍ଡଗୋଳ କରୁଛନ୍ତି। ଗତ…
ଅଧିକ ଖବର ଦେଖନ୍ତୁ...

ପ୍ରେସ ୟୁନିୟନର ପ୍ରତିଷ୍ଠା ଦିବସ ପାଳିତ

ରାୟଗଡ଼ା: ପ୍ରେସ୍ ୟୁନିୟନ ରାୟଗଡ଼ାର ଅଷ୍ଟମ ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ ଶକ୍ତି ଅନୁଷ୍ଠାନ ଜରାଶ୍ରମରେ ବୃଢ଼ବୃଦ୍ଧାଙ୍କୁ ଫଳ ବଣ୍ଟନ କରାଯାଇଛି। ୟୁନିଅନ ସଭାପତି ମାଉଡ଼ି ବାରିକଙ୍କ ନେତୃତ୍ୱରେ ୟୁନିଅନର ସଭ୍ୟମାନେ ଉପସ୍ଥିତ ରହି ଜରାଶ୍ରମର ବୃଦ୍ଧ ଓ ବୃଦ୍ଧାଙ୍କ ସହ ସମୟ ବିତାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ ଡେପୁଟେସନ ନିର୍ଦ୍ଦେଶକୁ ଫୁ; ତୁରନ୍ତ ରିଲିଭ ପାଇଁ ଜିଲ୍ଲା ପରିଷଦ ସିଡିଓଙ୍କୁ ଦାବିପତ୍ର

ରାୟଗଡା: ରାୟଗଡା ଜିଲ୍ଳାର କଲ୍ୟାଣସିଂହପୁର ଓ ରାୟଗଡା ବ୍ଳକରେ ସରକାରଙ୍କ ସାମଗ୍ରୀକ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଏବଂ ଉନ୍ନୟନମୂଳକ କାର୍ଯ୍ୟଗୁଡିକୁ ସୂଚାରୁ ରୂପେ ପରିଚାଳନା ପାଇଁ ଜିଲ୍ଳାପାଳ ରାୟଗଡା ଜିଲ୍ଲାର ଉଭୟ ବ୍ଳକର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ଏଇଇ)ଙ୍କୁ ଜିଲ୍ଳା…
ଅଧିକ ଖବର ଦେଖନ୍ତୁ...

ଦିବଙ୍ଗତ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାୟଗଡ଼ା: ରାୟଗଡା ଜିଲ୍ଳାର ନିୟୁଜ୍ ୧୮ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ଗଜମୋହନ ଗରଡିଆଙ୍କ ଅକାଳ ବିୟୋଗରେ ସମସ୍ତେ ମର୍ମାହତ।ତାଂକର ଅମର ଆତ୍ମାର ସଦଗତି କାମନା କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଳା ସଂସ୍କୃତି ଭବନ ସମ୍ମିଳନୀ କକ୍ଷ ଠାରେ ଶନିବାର ଏକ ଶ୍ରଦ୍ଧାଂଜଳି ସଭା ଆୟୋଜିତ ହୋଇଯାଇଛି।…
ଅଧିକ ଖବର ଦେଖନ୍ତୁ...