ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ନେତାଜୀଙ୍କ ବଳିଷ୍ଠ ପଦକ୍ଷେପ ଆଜି ବି ଯୁବପିଢ଼ିଙ୍କୁ ଦେଶଭକ୍ତି ପାଇଁ ଆହ୍ୱାନ କରୁଛି : ଏନ୍‌ ଭାସ୍କର ରାଓ

ରାୟଗଡ଼ା: ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଦେଶଭକ୍ତ ଏବଂ ଜଣେ ଅବିସ୍ମରଣୀୟ ଯୋଦ୍ଧା ଭାବେ ଏ ଜାତିର ଚିର ନମସ୍ୟ ରହିଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ଓ ୩୪ତମ ବାର୍ଷିକ ଉତ୍ସବକୁ ମହାସମାରୋହରେ ପାଳନ କରିଛି ରାୟଗଡ଼ାର କଳା ଅନୁଷ୍ଠାନ ଆଜାଦ୍ ହିନ୍ଦ ୟୁଥ୍ ଆସୋସିଏସନ। ରାୟଗଡ଼ା…
ଅଧିକ ଖବର ଦେଖନ୍ତୁ...

ମାଟି ଅତଡା ଖସି ଜଣଙ୍କର ମୃତ୍ୟୁ

ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି ନିକଟସ୍ଥ ଗୋପୀସଂକାବଡୁ ଗ୍ରାମରେ ମାଟି ଅତଡା ଖସି ଜଣକର ମୃତ୍ୟୁ ଘଟିଛି।ମୃତବ୍ୟକ୍ତି ଜଣକ ହେଲେ ଆମ୍ବାଦୋଳା ଗ୍ରାମର ଧୋବା ଗୁରୁଡିଆ। ଗୋପୀସଂକାବଡୁ ଗ୍ରାମରେ ପାଇପ ଲାଇନ ବିଛାଯାଉଥିବାବେଳେ ଧୋବା ସେହି ପାଇପ ଲାଇନରେ କାମ କରୁଥିଲେ। ଆଜି ଛୁଟି…
ଅଧିକ ଖବର ଦେଖନ୍ତୁ...

କାହ୍ନୁଗୁଡାବାସୀଙ୍କ ପାଇଁ ମୌଳିକ ସୁବିଧା ସାତସପନ: ୭୭ ବର୍ଷ ପରେ ବି ଗାଁକୁ ପହଞ୍ଚିଲା ନାହିଁ ଯୋଜନା

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକର ଦୁର୍ଗମ କାହ୍ନୁଗୁଡା ଗ୍ରାମରେ ସ୍ବାଧୀନତାର ୭୭ ବର୍ଷ ପରେ ବି ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି। ପ୍ରତିବର୍ଷ ଲୋକେ ସରକାର ଏବଂ ପ୍ରଶାସନ ନିକଟରେ ମୌଳିକ ସୁବିଧା ପାଇଁ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି। କାହ୍ନୁଗୁଡା…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାର ଗଳିକନ୍ଦିରେ ମଦ ଦୋକାନ! ରାସ୍ତାରେ ଚାଲିବା ବେଳେ ଲୋକେ ଅସୁରକ୍ଷିତ

ରାୟଗଡ଼ା: ଦିନକୁ ଦିନ ରାୟଗଡ଼ା ସହର ଶୃଙ୍ଖଳିତ ବାତାବରଣରୁ ବିଶୃଙ୍ଖଳିତ ହେବାରେ ଲାଗିଛି। ଏହାର ଅନେକ କାରଣ ରହିଛି। ସେଥିମଧ୍ୟରୁ ମୁଖ୍ୟ କାରଣ ରହିଛି ମଦ।ରାସ୍ତା ଉପରେ ଲୋକେ ମଦ ପିଉଛନ୍ତି। କିଏ ଯଦି ଏହାର ପ୍ରତିବାଦ କିମ୍ବା ବିରୋଧ କରେ ତେବେ ମଦୁଆମାନେ ମାରପିଟ ଓ ଗଣ୍ଡଗୋଳ କରୁଛନ୍ତି। ଗତ…
ଅଧିକ ଖବର ଦେଖନ୍ତୁ...

ପ୍ରେସ ୟୁନିୟନର ପ୍ରତିଷ୍ଠା ଦିବସ ପାଳିତ

ରାୟଗଡ଼ା: ପ୍ରେସ୍ ୟୁନିୟନ ରାୟଗଡ଼ାର ଅଷ୍ଟମ ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ ଶକ୍ତି ଅନୁଷ୍ଠାନ ଜରାଶ୍ରମରେ ବୃଢ଼ବୃଦ୍ଧାଙ୍କୁ ଫଳ ବଣ୍ଟନ କରାଯାଇଛି। ୟୁନିଅନ ସଭାପତି ମାଉଡ଼ି ବାରିକଙ୍କ ନେତୃତ୍ୱରେ ୟୁନିଅନର ସଭ୍ୟମାନେ ଉପସ୍ଥିତ ରହି ଜରାଶ୍ରମର ବୃଦ୍ଧ ଓ ବୃଦ୍ଧାଙ୍କ ସହ ସମୟ ବିତାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ ଡେପୁଟେସନ ନିର୍ଦ୍ଦେଶକୁ ଫୁ; ତୁରନ୍ତ ରିଲିଭ ପାଇଁ ଜିଲ୍ଲା ପରିଷଦ ସିଡିଓଙ୍କୁ ଦାବିପତ୍ର

ରାୟଗଡା: ରାୟଗଡା ଜିଲ୍ଳାର କଲ୍ୟାଣସିଂହପୁର ଓ ରାୟଗଡା ବ୍ଳକରେ ସରକାରଙ୍କ ସାମଗ୍ରୀକ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଏବଂ ଉନ୍ନୟନମୂଳକ କାର୍ଯ୍ୟଗୁଡିକୁ ସୂଚାରୁ ରୂପେ ପରିଚାଳନା ପାଇଁ ଜିଲ୍ଳାପାଳ ରାୟଗଡା ଜିଲ୍ଲାର ଉଭୟ ବ୍ଳକର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ଏଇଇ)ଙ୍କୁ ଜିଲ୍ଳା…
ଅଧିକ ଖବର ଦେଖନ୍ତୁ...

ଦିବଙ୍ଗତ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାୟଗଡ଼ା: ରାୟଗଡା ଜିଲ୍ଳାର ନିୟୁଜ୍ ୧୮ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ଗଜମୋହନ ଗରଡିଆଙ୍କ ଅକାଳ ବିୟୋଗରେ ସମସ୍ତେ ମର୍ମାହତ।ତାଂକର ଅମର ଆତ୍ମାର ସଦଗତି କାମନା କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଳା ସଂସ୍କୃତି ଭବନ ସମ୍ମିଳନୀ କକ୍ଷ ଠାରେ ଶନିବାର ଏକ ଶ୍ରଦ୍ଧାଂଜଳି ସଭା ଆୟୋଜିତ ହୋଇଯାଇଛି।…
ଅଧିକ ଖବର ଦେଖନ୍ତୁ...

୪ ଦଫା ଦାବିରେ ପ୍ରାଣୀ ଚିକିତ୍ସକଙ୍କ ଧାରଣା ଜାରି

ରାୟଗଡ଼ା: ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୧ ଗୋଟି ବ୍ଲକ୍‌ର ୧୬ ଗୋଟି ପ୍ରାଣୀ ଚିକିତ୍ସାଳୟରେ ଥିବା ସମସ୍ତ ପ୍ରାଣୀ ଚିକିତ୍ସକମାନେ ଛୁଟି ନେଇ ଧାରଣାରେ ବସିଛନ୍ତି। ପ୍ରକାଶଥାଉ କି ରାୟଗଡ଼ା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ସେମାନଙ୍କର ୪ ଦଫା…
ଅଧିକ ଖବର ଦେଖନ୍ତୁ...

ଫସଲ ଅମଳ ସମୟରେ ହାତୀପଲ: ଅସୁରକ୍ଷିତ ଭାବେ ଅତିକ୍ରମ କରୁଛନ୍ତି ରେଳଲାଇନ୍‌

ରାୟଗଡ଼ା: ରାୟଗଡା ସୀମାବର୍ତ୍ତି ଅଞ୍ଚଳରେ ଘୁରି ବୁଲୁଛନ୍ତି ହାତୀପଲ। କ୍ଷେତରେ ପଶି ଧାନ, ଆଖୁ ଖାଇବା ସଙ୍ଗେ ସଙ୍ଗେ ଅନେକ ଫସଲ ମଧ୍ୟ ନଷ୍ଟ କରୁଥିବା ଜଣାପଡିଛି।ଏନେଇ ପ୍ରଥମେ ଆନ୍ଧ୍ର ପ୍ରଶାସନ କମରଡ୍ ମଣ୍ଡଳର ଅର୍ଥମ ୱାଲ୍ସା ଓ ଏହାର ସୀମାବର୍ତ୍ତି ଗ୍ରାମରେ ରାତିରେ କର୍ଫ୍ୟୁ ଜାରି…
ଅଧିକ ଖବର ଦେଖନ୍ତୁ...

‘ମୁକ୍ତା’ ଯୋଜନାକୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ

ରାୟଗଡ଼ା: କୋଭିଡ-୧୯ ମହାମାରୀ ସମୟରେ ଓଡିଶାର ସହରାଞ୍ଚଳରେ ବସବାସ କରୁଥିବା ସହସ୍ରାଧିକ ଗରିବ, ଅଣକୁଶଳୀ ଶ୍ରମିକ, ଅସୁରକ୍ଷିତ ବର୍ଗର ଲୋକମାନେ ତଥା ପ୍ରବାସୀ ଶ୍ରମିକ, ମହିଳା, କିନ୍ନର, ଭିନ୍ନକ୍ଷମ ବ୍ୟକ୍ତି ନିଜର ଜୀବିକା ହରାଇ ଗଭୀର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହି ପ୍ରତିକୂଳ…
ଅଧିକ ଖବର ଦେଖନ୍ତୁ...