ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ରାୟଗଡ଼ାରେ ଜିଲ୍ଲାସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଯାପିତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋତାପେଟା ପଞ୍ଚାୟତ ସମିତି ଅନ୍ତର୍ଗତ ଭାକୁରୁଗୁଡା ଗ୍ରାମଠାରେ ଜିଲ୍ଲାସ୍ତରୀୟ ସିରମା ରାଜା ପଦ୍ମ ରାଜା ଭଲିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ସମାରୋହରେ ମୁଖ୍ୟଅତିଥି ଭାବେ ବିଧାୟକ ରାୟଗଡା ମକରନ୍ଦ ମୁଦୁଲି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଏସ୍‌ପିର ପରିଚୟ ଦେଇ ଠିକାଦାରଙ୍କୁ ୭.୬୦ ଲକ୍ଷ ଚୁନା ଲଗାଇଥିଲେ, ଗିରଫ ହେଲେ ଅଧ୍ୟାପକ

ଭୁବନେଶ୍ବର: ଅଧ୍ୟାପକ ଜୀବନରେ ସନ୍ତୁଷ୍ଟ ନଥିଲେ କି? ଦରମା ପୋଶାଉ ନଥିଲା କି? ଯେଉଁଥି ପାଇଁ କଳା କାରନାମା କରୁଥିଲେ। ଭିଜିଲାନ୍ସ ଏସ୍‌ପି ଭାବେ ପରିଚୟ ଦେଇ ଠିକାଦାରଙ୍କ ଠାରୁ ୭ ଲକ୍ଷ ୬୦ ହଜାର ଟଙ୍କା ଚୂନ ଲଗାଇବା ଅଭିଯୋଗରେ ଜଣେ ଅଧ୍ୟାପକ ଗିରଫ ହୋଇଛନ୍ତି। ଗିରଫ ଅଧ୍ୟାପକ ହେଲେ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୨୫ରୁ ସରକାରୀ ଯୋଜନାର ପ୍ରଚାର ପ୍ରସାର କରିବେ ଲୋକନୃତ୍ୟ କଳାକାର, ନେଲେ ତାଲିମ

ରାୟଗଡ଼ା: ସ୍ଥାନୀୟ ସଂସ୍କୃତି ଭବନରେ କଳାକାରଙ୍କୁ ଦିଆଯାଉଛି ତାଲିମ।ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାର ବ୍ଲକ କଳା ସାଂସ୍କୃତିକ ସଂଗଠନର କଳାକାରମାନଙ୍କୁ ଶନିବାର ଦିନ ଏକ…
ଅଧିକ ଖବର ଦେଖନ୍ତୁ...

ଡ୍ରାଇଭରକୁ ଆକ୍ରମଣ ପରେ ସଂଘ ପକ୍ଷରୁ ଥାନାରେ ଏତଲା

ରାୟଗଡ଼ା: ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସରମବାଇ ଛକରେ ଶୁକ୍ରବାର ହୋଇଥିବା ଆକ୍ରମଣ ଘଟଣାରେ ଦୁଇଜଣ ଗୁରୁତର ଥିବା ବେଳେ ଡ୍ରାଇଭରଙ୍କୁ ମଧ୍ୟ ଅମାନୁଷିକ ଭାବେ ଆକ୍ରମଣ କରାଯାଇଥିଲା। ଏହାକୁ ନେଇ ରାଜ୍ୟ ଡ୍ରାଇଭର ମହାସଂଘରେ ଉଦବେଗ ପ୍ରକାଶ ପାଇଥିବାବେଳେ ଆଜି ଉକ୍ତ ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ଗମାଙ୍ଗ ପରିବାର; ଦଳରେ ମିଶିବା ନେଇ ଦେଲେ ସବୁଜ ସଂକେତ

ରାୟଗଡା/ଗୁଣୁପୁର: କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ଗମାଙ୍ଗ ପରିବାର ଭେଟି ଆଲୋଚନା କରିଛନ୍ତି। ପୂର୍ବରୁ ଗମାଙ୍ଗ ପରିବାର ଦିଲ୍ଲୀରେ ହାଇକମାଣ୍ଡଙ୍କ ସମେତ ଆଗଧାଡିର କଂଗ୍ରେସ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିବା ନେଇ ସଂକେତ ଦେଇଥିଲେ। କଂଗ୍ରେସ ବି ଏମାନଙ୍କୁ ପୁଣି କୋଳେଇ…
ଅଧିକ ଖବର ଦେଖନ୍ତୁ...

ନୂଆ-ଓ କାର୍ଯ୍ୟକ୍ରମର ଆୟୋଜକ ଓ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ କଂଗ୍ରେସର ଏତଲା

ରାୟଗଡ଼ା: ରାୟଗଡ଼ା ଠାରେ ଗତ ୧୦ ତାରିଖରେ ରାଜ୍ୟ ସରକାରଙ୍କର ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ହୋଇଥିବା ଅବ୍ୟବସ୍ଥା ଏବଂ ଅଘଟଣକୁ ନେଇ କଂଗ୍ରେସ ଓ ବିଜେପି ତରଫରୁ ଉଦବେଗ ପ୍ରକାଶ କରାଯାଇ ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟି ଆୟୋଜକ ଏବଂ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଯୁବ ଦିବସ: ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୧୩୦ ୟୁନିଟ ରକ୍ତ ସଂଗ୍ରହ

ରାୟଗଡ଼ା: ଜାତୀୟ ଯୁବ ଦିବସ ଅବସରରେ ଶୁକ୍ରବାର ସ୍ଥାନୀୟ ଲାୟନସ କ୍ଲବ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ହୋନେଷ୍ଟି ଏଣ୍ଟରପ୍ରାଇଜେସ, ଆମ ଓଡ଼ିଶା ଓ ଲାୟନସ୍ କ୍ଲବ ପକ୍ଷରୁ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ…
ଅଧିକ ଖବର ଦେଖନ୍ତୁ...

ଛାତ୍ରଛାତ୍ରୀଙ୍କୁ ସରକାରୀ କାର୍ଯ୍ୟରେ ସାମିଲ କରି ପାଠପଢ଼ାରୁ ବଞ୍ଚିତ କରାଯାଉଛି: କଂଗ୍ରେସ

ରାୟଗଡ଼ା: ଦିନିକିଆ ରାୟଗଡ଼ଶ ଜିଲ୍ଳା ଗସ୍ତ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ। ନୂଆ-ଓ ଉତ୍ସବ କାର୍ଯ୍ୟକ୍ରମରେ ଗରମ ତେଲ କଢ଼େଇରେ ପଡ଼ିବାରୁ ଗୁରୁତର ହୋଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଚିକିତ୍ସାଧୀନ ଅବସ୍ଥାରେ ଥିବା ଛାତ୍ରୀ ଦୀପାଂଜଳି ନାୟକଙ୍କୁ ଭେଟି ତାଙ୍କ…
ଅଧିକ ଖବର ଦେଖନ୍ତୁ...

କପାଚାଷୀଙ୍କ ସମସ୍ୟା ନେଇ ଦାବି ଉଠାଇଲା କୃଷକ ସଂଗଠନ; କ୍ବିଣ୍ଟାଲ ପିଛା ୧୫ ହଜାର ଟଙ୍କା ସରକାରୀ ଦର ଦାବି

ରାୟଗଡ଼ା: ରାୟଗଡ଼ା ଜିଲ୍ଳାରେ କପାଚାଷୀଙ୍କ ସମସ୍ୟା ସୀମା ଟପିଲାଣି। ଅନେକ କପା ଚାଷୀ ଦୁଇ ପଇସା ରୋଜଗାର ବଦଳରେ କପା ବ୍ୟବସାୟରେ କ୍ଷତି ସହୁଛନ୍ତି।ସରକାରୀ କ୍ରୟ କେନ୍ଦ୍ର ଅଭାବ ହେତୁ କପା ଚାଷୀମାନେ ଚଢା ସୁଧରେ ସାହୁକାରମାନଙ୍କ ଠାରୁ ଋଣ ଆଣିବାକୁ ବାଧ୍ୟ ହେଉଛନ୍ତି ଏବଂ ସୁଧ ଶୁଝି ଶୁଝି…
ଅଧିକ ଖବର ଦେଖନ୍ତୁ...

ଘରୋଇ କଂପାନିର କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର

ରାୟଗଡ଼ା: କାଶୀପୁର ବ୍ଲକର ସୁଙ୍ଗେରସ୍ଥିତ ସରମ୍ବାଇ ଛକ ନିକଟରେ ମୈତ୍ରୀ କମ୍ପାନିର କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ଜଣେ ଗୁରୁତର ଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଆଜି ସକାଳେ ମୈତ୍ରୀ କମ୍ପାନିର ଜେନେରାଲ ମ୍ୟାନେଜର ସିଏଚ.ବୋଷ, ଜନସଂପର୍କ ଅଧିକାରୀ ପୁଷ୍ଟି…
ଅଧିକ ଖବର ଦେଖନ୍ତୁ...