ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

‘ଜିଲ୍ଲା ବିକାଶରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ’

ରାୟଗଡ଼ା: ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ପିରାମିଲ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୀତି ଆୟୋଗ…
ଅଧିକ ଖବର ଦେଖନ୍ତୁ...

ଦୁଇ ସାମ୍ବାଦିକଙ୍କ ଅକାଳ ବିୟୋଗ

ବେତନଟୀ ସଦର/ରାୟଗଡା: ବେତନଟୀ ବ୍ଳକର ଜଣେ ଆଗଧାଡିର ସାମ୍ବାଦିକ, ରାଜନେତା, ସଙ୍ଗଠକ ତଥା ଜଣେ ସଫଳ ଚାଷୀଭାବେ ଖ୍ୟାତି ଅର୍ଜନ କରିଥିବା ସଞ୍ଜିତ କୁମାର ଦାସ ଗୁରୁବାର ମଧ୍ୟାହ୍ନରେ ଇହଧାମ ତ୍ୟାଗ କରିଛନ୍ତି | ସେ ବିଗତ ତିନି ବର୍ଷ ହେବ ମୁଖ କର୍କଟ ରୋଗରେ ପୀଡିତ ଥିଲେ | ମୃତ୍ୟୁ ବେଳକୁ…
ଅଧିକ ଖବର ଦେଖନ୍ତୁ...

ରାୟଗଡା ସହରରେ ଥମୁନି ଚୋରି ଓ ଡକାୟତି: କାର କାଚ ଭାଙ୍ଗି ନେଇଗଲେ ୨ଟି ବ୍ୟାଗ

ରାୟଗଡା: ଚୋରଙ୍କ କବଜାରେ ରାୟଗଡ଼ା ସହର। ଏଭଳି ଚର୍ଚ୍ଚା ସହରବାସୀ କରୁଥିବାବେଳେ ଏହାକୁ ପ୍ରମାଣ କରୁଛି ଦିନକୁ ଦିନ ଘଟୁଥିବା ସହରର ଚୋରି ଓ ଡକାୟତି ଘଟଣା। ଆଜି ପୁଣି ରାୟଗଡ଼ା ସହରର ଗୋଟିଏ ଦିନରେ ଦୁଇଟି ଚୋରି ଘଟଣା ସାମ୍ନାକୁ ଆସିଛି। ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ରହିଥିବା ଏକ…
ଅଧିକ ଖବର ଦେଖନ୍ତୁ...

ପାଣିପାଗ ପରିବର୍ତ୍ତନ ଯୋଗୁଁ କାନ୍ଦୁଲ ଚାଷ ପ୍ରଭାବିତ: ଚିନ୍ତାରେ ଚାଷୀ, କ୍ଷତିପୂରଣ ନେଇ କଲେ ଦାବି

ରାୟଗଡା: ରାୟଗଡା ଜିଲ୍ଲାରେ ସର୍ବାଧିକ କପା ଚାଷ କରାଯାଉଥିବା ବେଳେ ଏହାପରେ ଧାନ, ମାଣ୍ଡିଆ ଓ ମକା ଚାଷ କରାଯାଇଥାଏ। ଏସବୁ ଚାଷକୁ ଛାଡିଦେଲେ ଚାଷୀ କାନ୍ଦୁଲ ଚାଷ ପ୍ରତି ମଧ୍ୟ ମନ ବଳାଉଛନ୍ତି। ଜିଲ୍ଲାର ୧୧ଟି ବ୍ଲକରେ କାନ୍ଦୁଲ ଚାଷ କରାଯାଇଥାଏ। ୪୯ ହଜାର ହେକ୍ଟରରେ କପା ଚାଷ ହେଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

‘ହାତ’ ଧରିଲେ ଗମାଙ୍ଗ ପରିବାର: ଜିଲ୍ଲା କଂଗ୍ରେସରେ ହଇଚଇ

ରାୟଗଡ଼ା/ନୂଆଦିଲ୍ଲୀ: କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ଗମାଙ୍ଗ ପରିବାର। ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର ମିଶ୍ରଣ ପର୍ବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ଏଆଇସିସି କୋଷାଧ୍ୟକ୍ଷ ଅଜୟ…
ଅଧିକ ଖବର ଦେଖନ୍ତୁ...

ଘରକୁ ବାହୁଡ଼ିଲେ ଗମାଙ୍ଗ ପରିବାର; ରାୟଗଡ଼ା ଜିଲ୍ଲା କଂଗ୍ରେସରେ ହଇଚଇ, ଆଶାୟୀଙ୍କ ମଧ୍ୟରେ ଭାଳେଣି

ରାୟଗଡ଼ା: ଗମାଙ୍ଗ ପରିବାରକୁ ନେଇ ସମସ୍ତ ଆଲୋଚନ ଓ ପର୍ଯ୍ୟାଲୋଚନା ଶେଷ ହୋଇଛି। ଆଜି ଦିଲ୍ଲୀରେ ଓଆଇସିସିର କୋଷାଧ୍ୟକ୍ଷ ଅଜୟ ମାକନ, ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ଗିରିଧାରୀ ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ କଂଗ୍ରେସରେ ପୁଣି ସାମିଲ ହୋଇଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାର ରାୟଗଡ଼ା ଜିଲ୍ଲା ପ୍ରତି ବୈମାତୃକ ଭାବ ପୋଷଣ କରୁଛନ୍ତି: କଂଗ୍ରେସ 

ରାୟଗଡ଼ା: ରାୟଗଡା ଜିଲ୍ଲା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା। ଏହି ଜିଲ୍ଲାରେ ବିମାନବନ୍ଦର ରାଜ୍ୟ ସରକାର ନିର୍ମାଣ କରିବା କଥା। ଏହି ଅଂଚଳରେ ଶାସକ ଦଳର ମନ୍ତ୍ରୀ, ବିଧାୟକ, ଉପଦେଷ୍ଟାମାନେ ରହିଛନ୍ତି। କିନ୍ତୁ ଏମାନେ ଅଂଚଳର ବିକାଶ କରୁଥିବା ନେଇ ବାହାସ୍ପଟ ମାରୁଛନ୍ତି। ଏତେ ବଡ ଜିଲ୍ଲା ଏବଂ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ଅବହେଳାର ଶିକାର ରାୟଗଡା ଜିଲ୍ଲା: ରାଜନୈତିକ ଅପାରଗତା ଓ ପ୍ରଶାସନର ନୀରବତା ବିମାନବନ୍ଦର ପ୍ରତିଷ୍ଠା ପାଇଁ…

ରାୟଗଡ଼ା: ଅବିଭକ୍ତ କୋରାପୁଟ ଜିଲ୍ଲାର ଅଗ୍ରଣୀ ଜିଲ୍ଲା ଭାବେ ରାୟଗଡ଼ା ପରିଚିତ। ଅଥଚ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାର ପ୍ରମୁଖ ଶିକାର ହୋଇ ଆସିଛି ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରବେଶ ଦ୍ଵାର କୁହାଯାଉଥିବା ଏଇ ଜିଲ୍ଲା। କୋରାପୁଟ ଜିଲ୍ଲାର ଜୟପୁର ପରେ ମାଲକାନଗିରି ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ମା’ ମଝିଘରିଆଣିଙ୍କ ପୀଠରେ ପୂଜାର୍ଚ୍ଚନା: ମନସ୍କାମନା ପୂର୍ଣ୍ଣ ହେତୁ ସଧବା, ଯୁବତୀ ସତୀକୁଣ୍ଡରେ କରୁଛନ୍ତି ପୂଜା

ରାୟଗଡ଼ା: ମକର ସଂକ୍ରାନ୍ତି ଅବସରରେ ମା' ମଝିଘରିଆଣିଙ୍କ ପୀଠରେ ଲାଗିଛି ବିଶେଷ ପୂଜାର୍ଚ୍ଚନା। ମନସ୍କାମନା ପୂର୍ଣ୍ଣ ହେତୁ ସାଧବା ଏବଂ କୁଆଁରୀ ଯୁବତୀମାନେ କରୁଛନ୍ତି ସତୀକୁଣ୍ଡ ପୂଜା। ପୁରାତନ କଥୋପ କଥନ ଅନୁଯାୟୀ ୧୫୧୬ ଖ୍ରୀଷ୍ଟାବ୍ଦରେ ରାଜା ବିଶ୍ଵନାଥ ଦେବଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଭିନ୍ନକ୍ଷମ ନିରଞ୍ଜନଙ୍କ ଦୁଃଖଦ କାହାଣୀ; ଜୟପୁରରେ ଘରଦ୍ବାର-ଜମିବାଡି, ରାୟଗଡ଼ା ବସଷ୍ଟାଣ୍ଡ ପାଲଟିଛି ସାହାରା

ରାୟଗଡ଼ା: ନିରଞ୍ଜନ ପଣ୍ଡା। ବୟସ ପାଖାପାଖି ୬୩ ହେବ। ଜନ୍ମରୁ ନିଜର ଦୁଇଟି ଚକ୍ଷୁ ହରାଇଛନ୍ତି ନିରଞ୍ଜନ। ସେ ପିଲାଟି ଦିନରୁ ମାଆ ଓ ବାପାଙ୍କୁ ହରାଇଛନ୍ତି। ଦୁଇ ବର୍ଷ ହେଲା ବେଳକୁ ମା’ ଆରପାରିକୁ ଚାଲିଗଲେ। ସେହିପରି ୭ ବର୍ଷ ହେଲାବେଳକୁ ବାପା ମଧ୍ୟ ହାତ ଛାଡ଼ିଦେଲେ। ତିନି ଭାଇ ଓ ଗୋଟିଏ…
ଅଧିକ ଖବର ଦେଖନ୍ତୁ...