ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ମହିଳା ୱାକର୍ସ କ୍ଲବ ତରଫରୁ କମ୍ବଳ ବଣ୍ଟନ

ରାୟଗଡ଼ା: ସ୍ଥାନୀୟ ମହିଳା ୱାକର୍ସ କ୍ଲବ ତରଫରୁ ଆଜି ବିଭିନ୍ନ ମନ୍ଦିରରେ ଭିକ ମାଗି ଚଳୁଥିବା ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ୫୦ରୁ ଉର୍ଦ୍ଧ୍ବ ଗରିବ ଲୋକଙ୍କୁ କମ୍ବଳ ପ୍ରଦାନ କରାଯାଇଥିବା କୁହାଯାଇଛି। ପ୍ରତିବର୍ଷ ମହିଳା ୱାକର୍ସ କ୍ଲବ ତରଫରୁ ଏଭଳି ସମାଜସେବା କାର୍ଯ୍ୟ କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ରାୟଗଡ଼ା: ସ୍ଥାନୀୟ ବାଳିକା ଉଚ୍ଚବିଦ୍ୟାଳୟ ପଲିସରରେ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ରଙ୍ଗାରଙ୍ଗ ପରିବେଶ ଭିତରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ମକରନ୍ଦ ମୁଦୁଲି ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ଗୁଣାତ୍ମକ ମୂଲ୍ୟବୋଧର ବିକାଶରେ…
ଅଧିକ ଖବର ଦେଖନ୍ତୁ...

ସିଡିଏମଓଙ୍କ ବୟାନକୁ ନେଇ ତାତିଲା ବିଜେପି, କ୍ଷମା ନମାଗିଲେ ଆନ୍ଦୋଳନ ଚେତାବନୀ

ରାୟଗଡ଼ା: ଜିଲ୍ଳାସ୍ତରୀୟ ନୂଆ-ଓ ଉତ୍ସବ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଶେଷ ହୋଇଯାଇଥିବା ବେଳେ ରାୟଗଡ଼ା ରାଜନୀତି ଏକ ପ୍ରକାର ସରଗରମ ହୋଇଛି।ଶାସକ ବିଜେଡି ଦଳର ଦଳୀୟ କାର୍ଯ୍ୟକ୍ରମ ବୋଲି ବିରୋଧୀ ଓ ଉକ୍ତ କାର୍ଯ୍ୟକ୍ରମରେ ଠେଲାପେଲାରେ ଗରମ ତେଲରେ ପଡ଼ି ଗୁରୁତର ହୋଇଥିବା ଛାତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରୁଥିଲେ: ଧରାପଡ଼ିଲେ ୪ ଶିକ୍ଷକ, ଏତଲା ଦେଲେ କାଶୀପୁର ବିଇଓ

ରାୟଗଡ଼ା: ରାୟଗଡା ଜିଲ୍ଲା କାଶୀପୁର ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ୪ ଜଣ ଜାଲିଆତି ଶିକ୍ଷକ ଚିହ୍ନଟ ହୋଇଛନ୍ତି। ଦୁଇଜଣଙ୍କ ବିରୋଧୀରେ ଗୁରୁବାର କାଶୀପୁର ଥାନାରେ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ ହେଇଥିବାବେଳେ ଅନ୍ୟ ଦୁଇଜଣଙ୍କ ବିରୋଧରେ ସମ୍ପୂର୍ଣ୍ଣ ତଦନ୍ତ ପରେ ଥାନାରେ ଲିଖିତ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ହିଂସାରେ  ନୁହେଁ, ଶାନ୍ତିରେ ବିକାଶ ହୁଏ: ପୂର୍ବତନ ମାଓ ନେତା

ରାୟଗଡ଼ା (ପ୍ରେମେନ୍ଦ୍ର ପରିଚ୍ଛା): ଏଭଳି ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ଯାହାର ନାମ ଶୁଣଲେ ରାୟଗଡ଼ା, ଗଜପତି ଏବଂ ଆନ୍ଧ୍ରପ୍ରଦେଶର ସୀମାନ୍ତ ଗ୍ରାମଗୁଡ଼ିକ ଭୟରେ ଆତଙ୍କିତ ହୋଇପଡୁଥିଲେ। ତାଂକର ସଂଗଠନରେ ବଂଶଧାରା ଡିଭିଜନ ଓ ଘୁମୁସରା ଡିଭିଜନ ତିଆରି ହୋଇଥିଲା। ତାଂକୁ ନେଇ ମାଓ ସଂଗଠନ ଆଗକୁ…
ଅଧିକ ଖବର ଦେଖନ୍ତୁ...

ଶାନ୍ତିର ବାର୍ତ୍ତା ବାଣ୍ଟୁଛନ୍ତି ଘାସିରାମ: ଶିକ୍ଷକରୁ ମାଓବାଦୀ, ଏବେ ସମାଜସେବୀ

ରାୟଗଡ଼ା: ହିଂସା ନୁହେଁ, ଶାନ୍ତି ଦ୍ବାରା ବିକାଶ ହୁଏ। ଏହି ଉକ୍ତିକୁ ଆଦର୍ଶ କରି ଦୁର୍ଦ୍ଦାନ୍ତ ମାଓ ନେତାରୁ ସମାଜସେବୀ ପାଲଟିଛନ୍ତି ଘାସିରାମ ମାଝି। ଆତ୍ମସମର୍ପଣ ପରେ ଏବେ ଲୋକଙ୍କ ସେବା କରୁଛନ୍ତି। ଦିନ ଥିଲା ଘାସିରାମଙ୍କ ନାଁ ଶୁଣିଲେ ରାୟଗଡା, ଗଜପତି ଏବଂ ଆନ୍ଧ୍ରର ସୀମାନ୍ତ ଗାଁରେ…
ଅଧିକ ଖବର ଦେଖନ୍ତୁ...

ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ: ଗୀତନାଚରେ ଝୁମିଲେ ୧୫ ହଜାର ଛାତ୍ରଛାତ୍ରୀ

ରାୟଗଡ଼ା: ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସ୍ଥାନୀୟ ଜିଆଇସିଆର ପଡ଼ିଆରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ୧୧ଟି ବ୍ଲକରୁ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଓଡ଼ିଆ ସିନେ ତାରକା ବାବୁସାନ ମହାନ୍ତି ଛାତ୍ରଛାତ୍ରୀଙ୍କୁ ନାଚଗୀତରେ ଝୁମାଇଥିଲେ।…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ନୀତି ଆଦର୍ଶ ଠାରୁ ଦୂରେଇ ଯିବାରୁ ଦଳ ଛାଡ଼ିଲି: ରବି ଗମାଙ୍ଗ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଂଗ୍ରେସର ଗଡ଼ ବୋଲି ପରିଚିତ ହେଉଥିବା ବେଳେ ଆଜି ଏହା ଭୁଷୁଡ଼ି ମାଟିରେ ମିଶିବାକୁ ବସିଲାଣି କହିଲେ କିଛି ଅତ୍ୟୁକ୍ତି ହେବା ନାହିଁ। ଆଜି ପୁଣି କଂଗ୍ରେସକୁ ଏକ ଶକ୍ତ ଝଟକା ଲାଗିଛି। କଂଗ୍ରେସର ଯୁବନେତା ତଥା ରାମନାଗୁଡ଼ା ବ୍ଳକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ…
ଅଧିକ ଖବର ଦେଖନ୍ତୁ...

ବୋଲେରୋ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ: ମହିଳାଙ୍କ ଠାରୁ ଟଙ୍କା, ସୁନା ସହ ମୋବାଇଲ ଝାମ୍ପିନେଲେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ କଣ୍ଟାମାଳ ଗ୍ରାମରେ କିଛି ଦୁର୍ବୃତ୍ତ ମଙ୍ଗଳବାର ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ମେଲଘରା ଗ୍ରାମର କିଛି ମହିଳା ଓ ପୁରୁଷଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ତାଙ୍କ ଠାରେ ଥିବା ମୋବାଇଲ, ସୁନା ଅଳଙ୍କାର…
ଅଧିକ ଖବର ଦେଖନ୍ତୁ...

ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅଘଟଣ; ତେଲ କଢ଼େଇରେ ପଡ଼ି ୨ ଛାତ୍ରୀ ଗୁରୁତର

ରାୟଗଡ଼ା: ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅଘଟଣ। ଖାଇବକୁ ନପାଇ ଠେଲାପେଲାରେ ତେଲ କଢେଇରେ ପଡ଼ି ଦୁଇ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସ୍ଥିର ବୋଲି ଜଣାପଡିଛି। ନୂଆ-ଓ…
ଅଧିକ ଖବର ଦେଖନ୍ତୁ...