ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ଚିପିରପଲ୍ଲୀ ଶ୍ରୀନିବାସଙ୍କୁ ସୁରେଶ ସମ୍ମାନ ପ୍ରଦାନ

ରାୟଗଡା: ଗଣତନ୍ତ୍ରରେ ସାମ୍ବାଦିକଙ୍କ ଭୂମିକା ହେଉଛି ଜାଗ୍ରତ ପ୍ରହରୀ। ଲୋକପ୍ରତିନିଧୀଙ୍କୁ ନିଜ ଦାୟିତ୍ୱ ମନେ ପକାନ୍ତି ସାମ୍ବାଦିକ ବୋଲି ଆଜି ସୁରେଶ ସମ୍ମାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ ଡଃ.ଦୁଷ୍ମନ୍ତକୁମାର ମହାନ୍ତି ମତବ୍ୟକ୍ତି କରିଛନ୍ତି। ଆଜି…
ଅଧିକ ଖବର ଦେଖନ୍ତୁ...

‘ଆରବିଆଇ’ର ଆର୍ଥିକ ସାକ୍ଷରତା ଓ ସଚେତନତା ନେଇ ‘ୱାକାଥନ୍‌’ କାର୍ଯ୍ୟକ୍ରମ

ରାୟଗଡ଼ା: ଜନସାଧାରଣଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ରାୟଗଡ଼ାରେ ଆଜି ଆର୍ଥିକ ସାକ୍ଷରତା ଓ ସଚେତନତା ଉପରେ ଏକ 'ୱାକାଥନ୍' ଆୟୋଜନ କରଯାଇଥିଲା। ଏହି ‘ୱାକାଥନ୍’ ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରୁ…
ଅଧିକ ଖବର ଦେଖନ୍ତୁ...

ସଡ଼କ ସୁରକ୍ଷା ସପ୍ତାହରେ ଅଘଟଣ: ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ଶିଶୁ ଗୁରୁତର

କଲ୍ୟାଣସିଂହପୁର/ରାୟଗଡ଼ା: ସଡ଼କ ସୁରକ୍ଷା ସପ୍ତାହ ପାଳନ ବେଳେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କା‌ରେ ଜଣେ ୪ବର୍ଷର ଶିଶୁ ଗୁରୁତର ଆହତ ହୋଇଛି। ଶିଶୁର ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ ଦୁଇଟି ଯାକ ଗୋଡ ଭାଙ୍ଗି ଯାଇଛି। ରାୟଗଡ଼ା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...

ନୂଆ ଭୋଟର ତାଲିକା: ରାୟଗଡ଼ାରେ ପୁରୁଷ ତୁଳନାରେ ମହିଳାଙ୍କ ସଂଖ୍ୟା ବେଶୀ

ରାୟଗଡା: ରାୟଗଡ଼ା ଜିଲ୍ଲାର ଭୋଟର ତାଲିକା ପ୍ରକାଶ ପାଇଲା।୨୦୨୩ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଜିଲ୍ଲାରେ ଭୋଟର ସଂଖ୍ୟା ୬ ଲକ୍ଷ ୯୧ ହଜାର ୯୭୧ ଜଣ ଥିଲେ। ତେବେ ଜାନୁଆରି ୫ ତାରିଖ ସୁଦ୍ଧା ଏହା ବର୍ଦ୍ଧିତ ହୋଇ ୭ ଲକ୍ଷ ୪ ହଜାର ୫୦୩ରେ ପଞ୍ଚିଚିଛି। ଜିଲ୍ଲାରେ ପୁରୁଷ ଭୋଟରମାନଙ୍କ ଠାରୁ ଚଳିତ…
ଅଧିକ ଖବର ଦେଖନ୍ତୁ...

ସଡକ ସୁରକ୍ଷା ସପ୍ତାହରେ ୱାକାଥନ୍‌ ସଚେତନତା କାର୍ଯ୍ୟକ୍ରମ

ରାୟଗଡ଼ା: ରାୟଗଡ଼ା ଜିଲ୍ଳା ସଡ଼କ ସୁରକ୍ଷା ସମିତି ଓ ସ୍ଥାନୀୟ ଆଞ୍ଚଳିକ ପରିବହନ ବିଭାଗ ରାୟଗଡ଼ା ଆନୁକୂଲ୍ୟରେ ଚଳିତ ମାସ ୧ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପି ଜିଲ୍ଳାରେ ‘ସଡକ ସୁରକ୍ଷା ପରିବାର ରକ୍ଷା’ ବାର୍ତ୍ତା ନେଇ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ଛାଡିଲା ମହାବଳ! କେବଳ ପାଦଚିହ୍ନ ଦିଶିଲା, ଆନ୍ଧ୍ରରେ ପ୍ରବେଶ ସୂଚନା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା, ଗୁଡାରୀ, ପଦ୍ମପୁର, ଗୁଣୁପୁର ବନାଞ୍ଚଳରେ ଗତ ଏକ ମାସ ଧରି ମହାବଳ ବାଘ ବନ ବିଭାଗ ଏବଂ ଲୋକଙ୍କୁ ହନ୍ତସନ୍ତ କରିଥିଲା।ଲୋକେ ଭୟରେ ଏକ ମାସ ଧରି ଘରୁ ପଦାକୁ ବାହାରିବା ମୁସକିଲ ହୋଇଯାଇଥିଲା। ଏହି ଚାରୋଟି ରେଞ୍ଜର ବନ କର୍ମଚାରୀଙ୍କ ନିଦ ହଜାଇ ଦେଇଥିଲା।…
ଅଧିକ ଖବର ଦେଖନ୍ତୁ...

ରାସ୍ତାକଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ବର୍ତ୍ତମାନ ଜାଡ଼ ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ଏଭଳି ସ୍ଥିତିରେ ଗରିବ ଲୋକ ବଞ୍ଚିବା କଷ୍ଟକର ହୋଇପଡିଛି। କାରଣ ଏହି ଜାଡ଼ ପାଇଁ ରାସ୍ତାକଡ଼ରେ ରହୁଥିବା ଲୋକଙ୍କ ପାଖରେ ନା ଅଛି ଶୀତବସ୍ତ୍ର ନା ମୁଣ୍ଡ ଗୁଞ୍ଜିବା ପାଇଁ ଚାଳ ଟିଏ। ଫଳରେ ଲୋକେ ରାତି ତମାମ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଆଇନ୍‌ମନ୍ତ୍ରୀଙ୍କ ଗାଡ଼ିଧକ୍କାରେ ନାବାଳକର ଦୁଇଗୋଡ଼ ଭାଙ୍ଗିଲା, ଉତ୍ତେଜନା ପରେ ଡାକ୍ତରଖାନାରେ ଭର୍ତ୍ତି

ରାୟଗଡ଼ା: ଆଦିବାସୀ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ଆଜି ଜଣେ ୪ ବର୍ଷ ବୟସର ଶିଶୁର ଦୁଇ ଗୋଡ଼ ଭାଙ୍ଗିଛି। ଗୁରୁତର ନାବାଳକ ହେଲା ନବୀନ ଗୁନୁଲୁ। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁ ଶରୀରର ବିଭିନ୍ନ ଅଙ୍ଗ ଓ ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଥିବା…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷରେ ସରକାରୀ ଡିଗ୍ରୀ କଲେଜ ଭେଟିଦେଲେ ମୁଖ୍ୟମନ୍ତ୍ରୀ; କୃତଜ୍ଞତା ଜଣାଇଲେ ମନ୍ତ୍ରୀ, ବିଧାୟକ

ରାୟଗଡ଼ା: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଆସିଛି ରାୟଗଡ଼ା ଜିଲ୍ଲା। ନୂଆବର୍ଷରେ ରାୟଗଡ଼ା ଜିଲ୍ଲାବାସୀଙ୍କୁ ସରକାରୀ ଡିଗ୍ରୀ କଲେଜ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ଅଂଚଳବାସୀଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି। ଏ ନେଇ ମନ୍ତ୍ରୀ ଜଗନ୍ନାଥ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି: ଆଦିବାସୀ ମହାସଂଘର ୧୨ ଘଣ୍ଟିଆ ରାୟଗଡ଼ା ବନ୍ଦ

ରାୟଗଡ଼ା: ଗତ ୨୦୧୦ ମସିହାରେ ଭାଗିରଥୀ ମାଣ୍ଡାଙ୍ଗି ଅପହରଣ କରି ହତ୍ୟା କରାଯିବା,୨୦୧୯ରେ ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗଙ୍କୁ ଏବଂ ଏବେ ଆଦିବାସୀ ଝିଅ ଲକ୍ଷ୍ମୀ ମାଝିଙ୍କୁ ହତ୍ୟା କରାଯିବା ପରେ ମଧ୍ୟ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିବାରେ ବିଫଳ ହୋଇଛି। ଦୋଷୀକୁ ଗିରଫ…
ଅଧିକ ଖବର ଦେଖନ୍ତୁ...