ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ଚନ୍ଦ୍ରପୁରରେ ଯୁବତୀଙ୍କ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ଓ ସାଇନଟିଫିକ ଟିମ୍‌ର ତନାଘନା ଜାରି

ରାୟଗଡା: ଚନ୍ଦ୍ରପୁର ମେଡିକାଲର ମା‘ଗୃହରେ କାର୍ଯ୍ୟରତ ଯୁବତୀ ଲକ୍ଷ୍ମୀ ମାଝିଙ୍କ ମୃତ୍ୟୁକୁ ନେଇ ତନାଘନା ଆରମ୍ଭ ହୋଇଛି। ପ୍ରଥମେ ପୁଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଇ ଚୁପ ବସି ରହିଥିଲା। ପରେ ପରିବାରର ଅଭିଯୋଗ ଏବଂ ବିଜେପିର ରାସ୍ତାରୋକ ଏହି ଘଟଣାର ମୋଡ ବଦଳାଇ ଦେଇଛି। ପୁଲିସକୁ ବାଧ୍ୟ…
ଅଧିକ ଖବର ଦେଖନ୍ତୁ...

ଜେକେ ପେପର ମିଲରେ ଜରୁରୀକାଳୀନ ପରିସ୍ଥିତି ପାଇଁ ମକଡ୍ରିଲ

ରାୟଗଡା: ରାୟଗଡାସ୍ଥିତ ଜେକେ ପେପେର ମିଲ ଏହାର କେମିକାଲ ପ୍ଲାଣ୍ଟ ପରିସରରେ ସିଲିଣ୍ଡର ଓ ପାଇପଲାଇନରୁ କ୍ଲୋରିନ୍ ଗ୍ୟାସ ନିର୍ଗତ ହେବା ଯୋଗୁଁ ସମ୍ଭାବିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାପାଇଁ ନିଜର ପ୍ରସ୍ତୁତିର ସମୀକ୍ଷା କରିବାପାଇଁ ଜିଲ୍ଲାପ୍ରଶାସନର ଅଧିକାରୀମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କୃଷି ମୁଖ୍ୟ ଶାସନ ସଚିବ

ରାୟଗଡ଼ା: କୃଷି ଓ କୃଷକ ସଶକ୍ତୀକରଣ ତଥା ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତାଶୀଳ୍ପ ବିଭାଗ ଓଡ଼ିଶା ସରକାରଙ୍କ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ ଆଜି ଦିନିକିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ପ୍ରାଣୀ ସମ୍ପଦ, ଉଦ୍ୟାନ କୃଷି, ଜଳ ବିଭାଜିକା, ମତ୍ସ୍ୟ ଓ କୃଷି ବିଭାଗର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକଙ୍କୁ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ଲୋକାର୍ପଣ ପାଇଁ ନିମନ୍ତ୍ରଣ

ରାୟଗଡ଼ା: ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଲୋକାର୍ପଣ ପାଇଁ ଆଜି ରାୟଗଡ଼ାରେ ପହଞ୍ଚିଥିଲା ଏକ ପ୍ରତିନିଧି ଦଳ।ତିନି ଜଣିଆ ପ୍ରତିନିଧି ଦଳ ଆଜି ସକାଳେ ପହଞ୍ଚିବା ପରେ ରାୟଗଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଆଦିବାସୀ ନୃତ୍ୟ, ଓଡ଼ିଶୀ ନୃତ୍ୟୁ ଏବଂ ଢେମସା ନାଚର ତାଳେ ତାଳେ, ଘଣ୍ଟ…
ଅଧିକ ଖବର ଦେଖନ୍ତୁ...

ମୃତ ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ ଦାବିରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ୬ ଘଣ୍ଟିଆ ରାୟଗଡ଼ା ବନ୍ଦ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ସ୍ଥିତ ମା ଗୃହ ପରିଚାଳିକା ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଗିରଫ କରିବା ଦାବି ନେଇ ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଆଇନମନ୍ତ୍ରୀଙ୍କ ଜିଲ୍ଲାରେ ଆଇନକୁ ଜଳାଞ୍ଜଳି ଦିଆଯାଉଛି: ବିଜେପି

ରାୟଗଡ଼ା: ରାୟଗଡା ଜିଲ୍ଳା ଚନ୍ଦ୍ରପୁରସ୍ଥିତ ମା’ଗୃହର କର୍ମଚାରୀ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝିଙ୍କ ମୃତ୍ୟୁ ଘଟଣାକୁ ସାତ ଦିନ ବିତିଲାଣି। ତଥାପି ପୁଲିସର ହାତ ଖାଲି ପଡିଛି।ଘଟଣାର ପ୍ରକୃତ ସତ୍ୟ ଲୋକଲୋଚନକୁ ଅଣାଯାଉ ନ ଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟାକାଣ୍ଡ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ବାଘ ବୁଲୁଥିବା ପ୍ରଚାର ପରେ ଘରେ ଘରେ ତାଟି କବାଟ ପଡିଲା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସୀମାନ୍ତ ଗାଁରେ ବାଘ ବୁଲୁଛି ନେଇ ପ୍ରଘଟ ହେଲା ପରେ ଗାଁରେ ତାଟି କବାଟ ପଡ଼ି ଯାଇଛି। ଏଭଳିକି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ମଧ୍ୟ ହୋଇଛି। ସୂତ୍ରରୁ ପ୍ରକାଶ ଯେ କେରେଡ଼ା ପଞ୍ଚାୟତର ସୁଲୁଆ ଗ୍ରାମର ଲୋକ ଜଙ୍ଗଲକୁ କାଠ କାଟିବା ପାଇଁ ଯାଇ ଥିଲେ। ସେଠାରେ ବାଘର…
ଅଧିକ ଖବର ଦେଖନ୍ତୁ...

ବ୍ୟସ୍ତ ହୁଅନ୍ତୁନି, ଆମେ ତ ଅଛୁ: ଗାଁରେ ପହଞ୍ଚିପାରିଲା ନାହିଁ ଆମ୍ବୁଲାନ୍ସ, ଗର୍ଭବତୀଙ୍କୁ ଖଟିଆରେ ବୋହି ୩ କିଲୋମିଟର…

ରାୟଗଡା: ପୁଣି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ପୁଣି ବୁହା ହେଲେ ଗର୍ଭବତୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ସୀମାନ୍ତ ପିପଲପଦର ଗ୍ରାମରେ। ଏହି ଗ୍ରାମର ଅଭି ମାଣ୍ଡିଙ୍କ ପତ୍ନୀ କହ୍ନେଇ ମାଣ୍ଡି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ୧୦୮…
ଅଧିକ ଖବର ଦେଖନ୍ତୁ...

ସଜେଇ ହୋଇଛି ରାୟଗଡ଼ା: ଆଜି ‘ଚଇତି‘ର ଶୁଭାରମ୍ଭ

ରାୟଗଡ଼ା: ଚଇତି ପାଇଁ ସଜେଇ ହୋଇଛି ରାୟଗଡ଼ା। ମଙ୍ଗଳବାର ଠାରୁ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ(ଜିସିଡି) ହାଇସ୍କୁଲ ପଡ଼ିଆ ଠାରେ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଜିଲ୍ଳାର ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୩’। ସହରର ବିଭିନ୍ନ ସ୍ଥାନରେ ଥିବା…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରକୁ ଭାସିଗଲେ ଓଡ଼ିଶା ମାଛ

ରାୟଗଡା: ରାୟଗଡ଼ା ଜିଲ୍ଲା ମତ୍ସ୍ୟ ବିଭାଗର ଦୂରଦୃଷ୍ଟି ଅଭାବରୁ ଲାଭ ପାଇଲା ଆନ୍ଧ୍ର। ମାଛ ଉତ୍ପାଦନରେ ଶ୍ରୀକାକୁଲମ ଜିଲ୍ଲା କେବଳ ଶୀର୍ଷ ସ୍ଥାନ ଅଧିକାର କରିନାହିଁ, ଓଡ଼ିଶାରୁ ଭାସି ଯାଇଥିବା ମାଛକୁ ପୁଣି ଓଡ଼ିଶାରେ ବିକ୍ରି କରିଛି। ଏଥିଯୋଗୁଁ ରାୟଗଡ଼ା ଜିଲ୍ଲାର ମତ୍ସ୍ୟଜୀବୀଙ୍କ ଜୀବିକା…
ଅଧିକ ଖବର ଦେଖନ୍ତୁ...