ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ରାୟଗଡ଼ାରେ ବିଦ୍ୟୁତ୍‌ ଖୁଣ୍ଟି ସହ ଭ୍ୟାନ୍‌ ପିଟି ହୋଇ ୩ ମୃତ, ୫ ଆହତ

ରାୟଗଡ଼ା: ସୋମବାର ବିଳମ୍ବିତ ରାତିରେ ଜେକେପୁର ନିକଟସ୍ଥ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଗ୍ରସ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତକ ୩ ଜଣଙ୍କୁ ଛାଡ଼ିଲା ପରେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଲ୍ଲେଖଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲା ଖୋର୍ଦ୍ଧା-ବିଶାଖାପାଟଣା ଏକ୍ସପ୍ରେସ୍‌ !

ରାୟଗଡ଼ା: ରାତି ପ୍ରାୟ ୧ଟା ବେଳକୁ ମୁନିଗୁଡା ଷ୍ଟେସନ୍‌ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଅତିକ୍ରମ କରିବାପରେ ହଠାତ୍‌ ସେଠାରେ ବଡ଼ ଧରଣର ଶବ୍ଦ ହୋଇଥିଲା। ଏହା ଶୁଣି ସେଠାରେ ରେଳ କର୍ମଚାରୀମାନେ ପହଞ୍ଚିଥିଲେ। ସେମାନେ ସେଠାରେ ରେଳ ଧାରଣାକୁ ମରାମତି କରିଥିଲେ। ଏହାପୂର୍ବରୁ ମୁନିଗୁଡା…
ଅଧିକ ଖବର ଦେଖନ୍ତୁ...

ମଜୁରି ବୃଦ୍ଧି ଦାବିରେ ରେଳବାଇ ଶ୍ରମିକଙ୍କ ଆନ୍ଦୋଳନ

ରାୟଗଡା: ରାୟଗଡା ରେଳବାଇ ଷ୍ଟେସନରେ ଟ୍ରେନ ସଫେଇ ପାଇଁ ନିୟୋଜିତ ଠିକା କର୍ମଚାରୀ ବର୍ଦ୍ଧିତ ମଜୁରି ପ୍ରଦାନ ଦାବିରେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଜଣାପଡିଛି। ସଫେଇ କର୍ମଚାରୀ ପ୍ରାୟ ସାଢେ ୨ବର୍ଷ ଧରି ଏକ ଠିକାଦାରଙ୍କ ନିକଟରେ କାମ କରୁଥିଲେ। ଦୈନିକ ମଜୁରି ବାବଦକୁ ୨୧୦ଟଙ୍କା…
ଅଧିକ ଖବର ଦେଖନ୍ତୁ...

୨ ପରିତ୍ୟକ୍ତ ଶିଶୁ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲାର ୨ଟି ଜାଗାରେ ୨ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୨ ଶିଶୁ ହେଉଛନ୍ତି ଅଲୋଡ଼ା। ଜନ୍ମକଲା ବାପାମା’ ସେମାନଙ୍କୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। କେଉଁ କାରଣ ପାଇଁ ଏମିତି କୋଳଛେଉଣ୍ଡ କରିଛନ୍ତି, ତାହା ଜଣାପଡ଼ିନାହିଁ। ଏହିଭଳି ଶିଶୁମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଦୋକାନରୁ ୫୦ହଜାର ଟଙ୍କା ଚୋରି

ସେମିଳିଗୁଡା: ସେମିଳିଗୁଡା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ପ୍ରକାଶ ହାର୍ଡେଓ୍ଵର ଦୋକାନରୁ ଗତକାଲି ଚୋରି ହୋଇଛି। ଦୋକାନର ପଛପଟ ଲୁହା କବାଟ ଭାଙ୍ଗି ଦୁର୍ବୃତ୍ତ ଦୋକାନ ଭିତରେ ପଶିବା ପରେ ଦୋକାନରେ ଲାଗିଥିବା ସିସି କ୍ୟାମେରା ଭାଙ୍ଗି ଦେଇଥିଲା। ପରେ ଦୋକାନ କାଉଣ୍ଟରରେ ଥିବା ୫୦ହଜାର…
ଅଧିକ ଖବର ଦେଖନ୍ତୁ...

କଲ୍ୟାଣସିଂହପୁରରେ ଜନନୀ ଯାତନା

କଲ୍ୟାଣସିଂହପୁର ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ରେ ଜନନୀ ଯାତନା ଥମିବାର ନାମ ନେଉନି। ପୁଣି ଗୋଟିଏ ଦିନରେ ଦୁଇ ଜଣ ଗର୍ଭବତୀ ହିନସ୍ତା ହୋଇଛନ୍ତି। ଜଣେ ଗର୍ଭବତୀ ରାସ୍ତାକଡରେ ପ୍ରସବ କରିଥିବା ବେଳେ ଅନ୍ୟ ଜଣେ ପ୍ରସୂତି ଭାରରେ ୧୨କିଲୋମିଟର ବୁହା ହୋଇ ଡାକ୍ତରଖାନାରେ ପହଞ୍ଚିଛନ୍ତି।…
ଅଧିକ ଖବର ଦେଖନ୍ତୁ...