ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ଧାନ ଫସଲରେ ବିପିଏଚ ମାଛି, ଚିନ୍ତାରେ ଚାଷୀ

ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ହୋଇଥିବା ଧାନ ଫସଲରେ ଏବେ ବିପିଏଚ ମାଛିି ବ୍ୟାପିବାରେ ଲାଗିଛି। ଏଥି ଯୋଗୁଁ ଚାଷୀ ଫସଲ ନଷ୍ଟ ହେବା ନେଇ ଚିନ୍ତାରେ ପଡିଛନ୍ତି। ଯେତେ କୀଟନାଶକ ଔଷଧ ସିଞ୍ଚନ କଲେ ମଧ୍ୟ ଏହି ମାଛି ମରୁନଥିବା ଚାଷୀ ମାନେ କହିଛନ୍ତି। ଧାନ ପାଚିବା ସମୟରେ ବିପିଏଚ…
ଅଧିକ ଖବର ଦେଖନ୍ତୁ...

କୋର୍ଟରେ ହାଜର ହେଲେ ସବ୍ୟସାଚୀ

ରାୟଗଡା : ମାଓନେତା ସଚ୍ୟସାଚୀ ପଣ୍ଡାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ଜେଲରୁ ରାୟଗଡ଼ା ଅଣାଯାଇ ସ୍ଥାନୀୟ ସିଜେଏମ କୋର୍ଟରେ ହାଜର କରାଯାଇଥିଲା। ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟନାୟକଙ୍କ ସୂଚନା ଅନୁଯାୟୀ ୩ଟି ମକଦ୍ଦମାର ବିଚାରଣା ପାଇଁ କୋର୍ଟରେ ହାଜର କରାଯାଇଥିଲା। ଚାନ୍ଦିଲି…
ଅଧିକ ଖବର ଦେଖନ୍ତୁ...

ବିବାଦୀୟ ହୋଇ ଯାଇଥିଲେ, ପୁଣି ଫେରିଲେ

ରାୟଗଡା: ରାୟଗଡା ଜିଲ୍ଲା ତତ୍କାଳନୀ ଜିଲ୍ଲା ମଙ୍ଗଳ ଅଧିକାରୀ ଧନେଶ୍ୱର ପୃଷ୍ଟିଙ୍କ ଆତ୍ମହତ୍ୟା ଘଟଣାରେ ବିବାଦୀୟ ହୋଇଥିବା ବରିଷ୍ଠ ଓଏଏସ ଅଧିକାରୀ ଗୋରାଚାନ୍ଦ ଗମାଙ୍ଗ ପ୍ରାୟ ଅଢେଇ ବର୍ଷ ପରେ ପୁଣି ରାୟଗଡା ଜିଲ୍ଲାକୁ ବଦଳି ହୋଇ ଆସିଛନ୍ତି। ପୂର୍ବରୁ ଶ୍ରୀ ଗମାଙ୍ଗ ୧୪ବର୍ଷ ଧରି ରାୟଗଡା…
ଅଧିକ ଖବର ଦେଖନ୍ତୁ...

ଅପହୃତ ୪ଜଣ ମୁକୁଳିଲେ

ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତ ଅନ୍ତର୍ଗତ ବଡଡେଙ୍ଗୁଣି ଗ୍ରାମର ବଲି କରକରିଆ, ତେଲା କରକରିଆ, ନେପାଳ ଟାକ୍ରୀ ଓ ହର ଟାକ୍ରୀଙ୍କୁ ନକ୍ସଲ ଛାଡି ଦେଇଥିବା ଜଣାପଡିଛି। ନକ୍ସଲ ସଂଗଠନ ପକ୍ଷରୁ ଏକ ପ୍ରଜାକୋର୍ଟର ଆୟୋଜନ କରାଯାଇ କିଛି ସର୍ତ୍ତ ରଖି ଛାଡିଦେଇଥିବା…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା: ମାଓବାଦୀଙ୍କ କବଳରୁ ଖସିଆସିଲେ ୪ଜଣ ଯୁବକ

ରାୟଗଡ଼ା: ମୁନିଗୁଡ଼ା ବ୍ଲକ ବଡ଼ଡ଼େଙ୍ଗୁଣି ଗ୍ରାମରୁ ରବିବାର ଅପହୃତ ହୋଇଥିବା ୪ଜଣ ଯୁବକ ମାଓବାଦୀଙ୍କ କବଳରୁ ଖସିଆସିଥିବା ଜଣାପଡ଼ିଛି। ପୁଲିସ ଇନଫର୍ମର ସନ୍ଦେହରେ ଏହି ଯୁବକମାନଙ୍କୁ ମାଓବାଦୀମାନେ ଅପହରଣ କରିଥିଲେ ବୋଲି ବିଷମ କଟକ ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଗତ ଅକ୍ଟୋବର ୩୦ରେ ୧୦ରୁ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ଦ୍ୱାରା ୪ ଅପହୃତ

ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତ ଅନ୍ତର୍ଗତ ବଡଡେଙ୍ଗୁଣି ଗ୍ରାମର ୪ଜଣଙ୍କୁ ନକ୍ସଲ ଅପହରଣ କରିଥିବା ସୂଚନା ମିଳିଛି। ଗତ ରବିବାର ରାତିରେ ବଡଡେଙ୍ଗୁଣି ଗ୍ରାମର ବଲି କରକରିଆ, ତେଲା କରକରିଆ, ନେପାଳ ଟାକ୍ରୀ ଓ ହର ଟାକ୍ରୀଙ୍କୁ ନକ୍ସଲ ଅପହରଣ କରିଥିବା…
ଅଧିକ ଖବର ଦେଖନ୍ତୁ...

୩ ବାଲି ବୋଝେଇ ଗାଡି ଜବତ, ୨୦ହଜାର ଜୋରିମାନା ଆଦାୟ

ଗୁଣପୁର: ଗୁଣପୁର ଅତିରିକ୍ତ ତହସିଲଦାର ବନମାଳି ସେଠୀ ଆଜି ୨ଟି ବାଲି ବୋଝେଇ ଟ୍ରାକ୍ଟର ଓ ଗୋଟିଏ ଟିପ୍ପର ଜବତ କରିଛନ୍ତି। ଜୋରିମାନା ବାବଦକୁ ୨ଟି ଟ୍ରାକ୍ଟରରୁ ୨୦ହଜାର ଟଙ୍କା ଆଦାୟ ହୋଇଛି। ସୂଚନା ଅନୁଯାୟୀ, ଆଜି ଗୁଣପୁର ବ୍ଲକ ଚାଲକାମ୍ବା ନିକଟସ୍ଥ ବଂଶଧାରା ନଦୀ ତଟରୁ ୨ଟି ଟ୍ରାକ୍ଟରରେ…
ଅଧିକ ଖବର ଦେଖନ୍ତୁ...

ନାଗାବଳୀରେ ଭାସିଗଲେ ୨ ଯୁବତୀ

ରାୟଗଡ଼ା : ଫଟୋ ଉଠାଇବା କାଳ ହେଲା। ନାଗାବଳୀ ନଦୀର ଏକ ପଥର ଉପରେ ଠିଆ ହୋଇ ଜଣେ ଯୁବତୀ ଫଟୋ ଉଠାଉଥିବା ବେଳେ ଗୋଡ଼ ଖସିଗଲା। ତାଙ୍କୁ ଉଦ୍ଧାର କରିବା ପାଇଁ ଯାଉ ଆଉ ଜଣେ ମଧ୍ୟ ନଦୀ ସ୍ରୋତରେ ଭାସିଗଲେ। ଏଭଳି ହାତ ଧରାଧରି ହୋଇ ୨ଜଣ ଆନ୍ଧ୍ର ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଲା। ମୃତ ମହିଳାଦ୍ୱୟ ହେଲେ…
ଅଧିକ ଖବର ଦେଖନ୍ତୁ...

ସେଲଫି ନିଶା ହେଲା କାଳ: ନଦୀରେ ଭାସିଯାଇ ୨ ଯୁବତୀ ମୃତ

ରାୟଗଡ଼ା: ଜୀବନ ପାଇଁ ଖୁସି ଯେତିକି ଆବଶ୍ୟକ ସେତିକିରେ ରହିବା ଭଲ। ତା’ଠାରୁ ଅଧିକ ଆଶା ରଖିଲେ ବିପଦ ଆସିଥାଏ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ନାଗାବଳୀରେ ସେଲଫି ନେବା ବେଳେ ଅଘଟଣର ଶିକାର ହୋଇଥିବା ୨ ଯୁବତୀ। ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ଦେଇ ପ୍ରବାହିତ ହୋଇଥିବା ନାଗାବଳୀ ନଦୀ ଉପରେ…
ଅଧିକ ଖବର ଦେଖନ୍ତୁ...

ମେଗା ଦିବ୍ୟାଙ୍ଗ ସହାୟକ ଶିବିର:ଉପକୃତ ହେଲେ ୨୫୩୬ ଭିନ୍ନକ୍ଷମ

ରାୟଗଡ଼ା: ଦିବ୍ୟାଂଗ ନିଜ ମନୋବଳ ଦୃଢ ରଖନ୍ତୁ। ଆତ୍ମବିଶ୍ୱାସର ସହ ଆଗେଇ ଚାଲନ୍ତୁ। ସହାୟତା ପାଇଁ ଆମେ ଅଛୁ। ରାୟଗଡା ଠାରେ ଆୟୋଜିତ ମେଗା ଦିବ୍ୟାଙ୍ଗ ସହାୟକ ଶିବିରରେ ଏହି କଥା କହିଛନ୍ତି ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର। ସ୍ଥାନୀୟ ଜିସିଡ଼ି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଶିବିରରେ…
ଅଧିକ ଖବର ଦେଖନ୍ତୁ...