ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ରାୟଗଡ଼ା: ବନ୍ଧୁକ ଦେଖାଇ ୫ଟି ପରିବାରୁ ୩୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଡକାୟତି

ରାୟଗଡ଼ା: ଗତକାଲି ରାତିରେ ରାୟଗଡ଼ା ଜିଲ୍ଲା କଲ୍ୟାଣପୁର ବ୍ଲକ୍‌ର କୁସୁମାଘାଟି ଗ୍ରାମରେ ସଶସ୍ତ୍ର ଡକାୟତମାନେ ୫ଟି ଘରେ ପଶି ବନ୍ଧୁକ ମୁନରେ ୫ଲକ୍ଷ ୧୦ ହଜାର ନଗଦ ଟଙ୍କା ଓ ୧୧୦ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଖବର ପାଇ କଲ୍ୟାଣସିଂହପୁର ଥାନାର ଇନ୍‌ସପେକ୍ଟର ଶିବ ଦାସ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଟିପ୍ପର-କାର ଧକ୍କା: ମହିଳା ମୃତ, ୩ ଗୁରୁତର

ରାୟଗଡା: ସକାଳ ୧୦ ଟାରେ କୋଟଲାଗୁଡ଼ା ମା ତାରିଣୀ ମନ୍ଦିର ନିକଟରେ ଏକ ସୁଇପ୍ଟ ଡ଼ିଜାଇର କାର ଏବଂ ଟିପ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳା ପ୍ରତିସ୍ୱନୀ ମଲ୍ଲିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। କାରରେ ବସିଥିବା ସ୍ୱାମୀ, ଭାଣିଜୀ ଓ ପୁତୁରା ଗୁରୁତର ଆହତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା: ସଡ଼କ ଦୁର୍ଘଟଣାରେ ମହିଳା ମୃତ, ମାମୁଁ-ଭାଣଜୀ ଆହତ

ରାୟଗଡ଼ା: ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ପତି ଓ ଭାଣିଜୀ ଆହତ ହୋଇଛନ୍ତି। ଆହତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ସୁନାବେଡାସ୍ଥିତ ହିନ୍ଦୁସ୍ଥାନ ଏରୋନୋଟିକ୍‌ ଲିମିଟେଡରେ…
ଅଧିକ ଖବର ଦେଖନ୍ତୁ...

କାଶୀପୁରରେ ମାଓ ବ୍ୟାନର

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶିଳ୍ପାଞ୍ଚଳରେ ମାଓବାଦୀ ନାଁରେ କିଛି ସ୍ଥାନରେ ଲାଗିଥିବା ବ୍ୟାନର ଓ ପୋଷ୍ଟରକୁ ପୁଲିସ ଜବତ କରିଛି। ସ୍ଥାନୀୟ ଡି. କରଳ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ଗଛ ଓ କୁଚେଇପଦର ଏବଂ ସୋରିଷପଦର ଛକ ନିକଟରେ ମାଓବାଦୀ ନାଁରେ ବ୍ୟାନର ଓ ପୋଷ୍ଟର ଲଗାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ନିଦ ହଜାଇଛି ଚକଡା ପୋକ

କଲ୍ୟାଣିସଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଚକଡା ଚଡକ ଚାଷୀଙ୍କ ଉପରେ ପଡିଛି। ବ୍ଲକର ଶିକରପାଇ, ସେରିଗୁମା, ବୁଡାଗୁଡା, ମାଝିଗୁଡା, ପୂଜାରୀଗୁଡା, କଲ୍ୟାଣସିଂହପୁର, ଧାମୁଣିପଙ୍ଗା, କରପା, ନାରାୟଣପୁର, ସୁନଖଣ୍ଡି, ପୂଜାରୀଗୁଡା ପଞ୍ଚାୟତରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ରେଳ ଧାରଣାରେ ଫାଟ, ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଲିଙ୍କ୍‌

ଅମ୍ବାଦୋଳା/ମୁନିଗୁଡା : ରେଳ ଧାରଣରେ ସୃଷ୍ଟି ହୋଇଥିଲା ଫାଟ। ତେବେ ସେହି ଟ୍ରାକ୍‌ରେ ଟ୍ରେନ୍‌ ଆସିବାର ଅଳ୍ପ ସମୟ ପୂର୍ବରୁ ପ୍ଲାଟ୍‌ଫର୍ମରେ ଅପେକ୍ଷା କରିଥିବା କିଛି ଯାତ୍ରୀ ଏହାକୁ ଦେଖିଥିଲେ। ଫଳରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଭୁବନେଶ୍ୱର-ଜୁନାଗଡ ଲିଙ୍କ୍‌ ହୀରାଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ରାୟଗଡା ଜିଲ୍ଲାରେ ଭୁଶୁଡିଲାଣି ଶିକ୍ଷା ବ୍ୟବସ୍ଥା:ବର୍ଷ ବର୍ଷ ଧରି ଖାଲି ପଡୁଛି ପଦବି

ରାୟଗଡ଼ା: ରାୟଗଡା ଜିଲ୍ଲାରେ ଭୁଶୁଡି ଯାଇଛି ଶିକ୍ଷା ବ୍ୟବସ୍ଥା। ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟ ଗୁଡିକ ଚାଲିଥିବା ବେଳେ ଶିକ୍ଷକ ମରୁଡି ଉଦ୍‌ବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି। ସର୍ବଶିକ୍ଷା ଅଭିଯାନରେ କେନ୍ଦ୍ର ସରକାର ଭିତ୍ତିଭୂମି ସୁଧାରିବା ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରମନ୍ତ୍ରୀଙ୍କ ଜୋତା ବୋହିଲେ ବ୍ୟକ୍ତିଗତ ସହାୟକ

ରାୟଗଡା: ଭିଆଇପି ସଂସ୍କୃତିକୁ କେନ୍ଦ୍ର ସରକାର ବନ୍ଦ କରିବାକୁ ସିଧାସଳଖ ଘୋଷଣା କଲେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀଙ୍କ ଗାଡିରୁ ନାଲିବତିକୁ ହଟାଇ ଦେଲେ। ଦଳୀୟ ସାଂସଦଙ୍କୁ ଲୋକଙ୍କ ସେବକ ଭାବେ କାର୍ଯ୍ୟ କରିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଗୁଣି ସନ୍ଦେହରେ ଘଟିଛି ପୁଣି ଏକ ହତ୍ୟାକାଣ୍ଡ। ଗୁଣି ସନ୍ଦେହରେ ଜଣେ ବୃଦ୍ଧ ରାଇମଣି ମିଣିଆକା(୬୧)ଙ୍କୁ ହତ୍ୟା କରାଯାଇଛି। ହତ୍ୟା ଅଭିଯୁକ୍ତ ସେହି ଗ୍ରାମର ସାଙ୍କାରାଓ କାଡ୍ରାକାକୁ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଠିକା କ୍ୟାମ୍ପର ୧୦ ଗାଡ଼ି ଜାଳିଲେ ମାଓବାଦୀ

କଲ୍ୟାଣସିଂହପୁର : ରାସ୍ତା କାମକୁ ବିରୋଧ କରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ମାଓବାଦୀ ଲଙ୍କାକାଣ୍ଡ ଘଟାଇଛନ୍ତି। ଗତକାଲି ରାତିରେ ନାରିଙ୍ଗତୋଳା ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଆର ଆଣ୍ଡ ବି ଠିକା କଂପାନିର ୧୦ଟି ଗାଡ଼ିକୁ ପେଟ୍ରୋଲ ଢାଲି ପୋଡି ଦେଇଛନ୍ତି। ଏଥିରେ ୪ଟ୍ରାକ୍ଟର,…
ଅଧିକ ଖବର ଦେଖନ୍ତୁ...