ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ରାୟଗଡ଼ା ଜିଲ୍ଲାରେ ଅର୍ପଣ ରଥରୁ ସଂଗୃହୀତ ଚାଉଳ, ଗୁଆ ସହ ନଗଦ ଟଙ୍କା ଗଲା ଶ୍ରୀମନ୍ଦିର

ରାୟଗଡା: ଚଳିତ ମାସ ୧୭ ତାରିଖରେ ଶ୍ରୀକ୍ଷେତ୍ର ପୁରୀ ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ସମଗ୍ର ରାଜ୍ୟରେ ଅର୍ପଣ ରଥ ପରିଭ୍ରମଣ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ

ରାୟଗଡ଼ା: ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ପରେ ରେଳଧାରଣାରୁ ଉଠିଲା ମୃତଦେହ

ରାୟଗଡ଼ା: ବୁଧବାର ରାତି ପ୍ରାୟ ୧୧ଟାରେ ରାୟଗଡ଼ା ଏବଂ ଜେକେପୁର ମଧ୍ୟରେ ଥିବା ଦେବଦଳାଗୁଡା ଗ୍ରାମ ନିକଟରେ ଘଟିଥିବା ଟ୍ରେନ ଧକ୍କାରେ ଦୁଇ ଜଣ ଯୁବକଙ୍କର ଅକାଳ ମୃତ୍ୟୁ ନେଇ ଉତ୍ତେଜିତ ଗ୍ରାମବାସୀ କ୍ଷତିପୂରଣ ପରେ ରେଳଧାରଣାରୁ ମୃତଦେହ ଉଠାଇଛନ୍ତି। ମୃତ ଦୁଇ ଯୁବକ ହେଲେ ଆମିସିରାଓ ପୁଲାକା ଓ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାର ଆଦିବାସୀ ଜମିରେ କପା ଚାଷ କରି ମାଲାମାଲ ଆନ୍ଧ୍ର ଚାଷୀ

ରାୟଗଡ଼ା: ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ାରେ ଆଦିବାସୀ ଚାଷୀଙ୍କ ସଂଖ୍ୟା ସର୍ବାଧିକ। ଧାନ ଚାଷ ଛାଡ଼ିଦେଲେ ଜିଲ୍ଲାର ଚାଷୀ ଧଳା ହୀରା କୁହାଯାଉଥିବା କପା ଚାଷ ପ୍ରତି ବିଶେଷ ଆଗ୍ରହ ଦେଖାଉଛନ୍ତି। ଏଥିରୁ ବେଶି ଦିପଇସା ମଧ୍ୟ ଲାଭ ପାଉଛନ୍ତି। ଜିଲ୍ଲାରେ ୩୦ ପ୍ରତିଶତ କପା ଚାଷୀ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର ଦଲାଲଙ୍କ କବ୍‌ଜାରେ ଓଡ଼ିଶା ଜମି: କପା ଚାଷ କରି ହେଉଛନ୍ତି ମାଲେମାଲ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ସରଳ ଆଦିବାସୀଙ୍କୁ ପ୍ରଲୋଭନରେ ଫସାଉଛନ୍ତି। ଯଦି କିଏ ନଫସିଲା, ତେବେ ଋଣ ଜାଲରେ ଛନ୍ଦୁଛନ୍ତି ଆନ୍ଧ୍ର ଦଲାଲ। ଏହାପରେ ୬୦୦୦ଟଙ୍କା ଲିଜ୍‌ ଦରରେ କବ୍‌ଜା କରୁଛନ୍ତି ଚାଷ ଜମି। ଯେଉଁଥିରେ ଫଳାଉଛନ୍ତି ଧଳା ହୀରା (କପା)। ଗୋଟିଏ ଏକର ଜମିରୁ ଲକ୍ଷାଧିକ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଟ୍ରାଏଲ୍‌ ରନ୍‌ରେ ଅଘଟଣ: ୨ଜଣଙ୍କ ଉପରେ ଚଢ଼ିଗଲା ଟ୍ରେନ୍‌

ରାୟଗଡା: ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍‌ ନିର୍ମାଣ ପରେ ଆଜି ହୋଇଥିବା ଟ୍ରାଏଲ୍‌ ରନ୍‌ ସମୟରେ ଅଘଟଣ ଘଟିଛି। ଟ୍ରେନ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ‌କେଉଁ ପରିସ୍ଥିତିରେ ଏମିତି ଘଟିଲା ସ୍ପଷ୍ଟ ହୋଇପାରିନି। ରେଳ ନିରାପତ୍ତା କମିସନର ବ୍ରିଜେଶ କୁମାର…
ଅଧିକ ଖବର ଦେଖନ୍ତୁ...

ଡିଜେଲ ସରିବାରୁ ଓଭର ବ୍ରିଜ ମଝିରେ ଅଟକିଲା ଟ୍ରକ୍‌; ଫସିଲା ଶହଶହ ଗାଡ଼ି

ରାୟଗଡ଼ା: ସହରର ମଧ୍ୟ ଭାଗରେ ରହିଥିବା ଓଭର ବ୍ରିଜରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଓଭର ବ୍ରିଜ ଦେଇ ଯାଉଥିବା ଏକ ଟ୍ରକ୍‌ରୁ ଡିଜେଲ ସରିବାରୁ ବୁଧବାର ସନ୍ଧ୍ୟାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଟ୍ରକ୍‌ଟି ବ୍ରିଜ ଉପରେ ଅଟକି ରହିବା କାରଣରୁ ଶହଶହ ଗାଡ଼ି ଫସିଛି ଦୁଇପଟେ ଦୁଇ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ଗସ୍ତରେ ୩ୟ ରେଳଲାଇନର ତଦାରଖ ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ସେଫଟି କମିସନର

ରାୟଗଡ଼ା: ଆଜି ରାୟଗଡା ଗସ୍ତରେ ରେଳବାଇ ବିଭାଗର ସେଫଟି କମିସନର ବ୍ରିଜେଶ କୁମାର ମିଶ୍ର ପହଞ୍ଚି ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ। ସକାଳ ସାଢ଼େ ୮ଟାରେ ରେଳବାଇ ସେଫଟି କମିଶନର ଶ୍ରୀ ମିଶ୍ର ପହଞ୍ଚିବା ପରେ ରାୟଗଡା-ସିଙ୍ଗାପୁର ତୃତୀୟ ରେଳ ଲାଇନର ତଦାରଖ କରିଥିଲେ। ତୃତୀୟ ରେଳ…
ଅଧିକ ଖବର ଦେଖନ୍ତୁ...

ବିଛିନ୍ନ ପୋଡ଼ାମରା ଗ୍ରାମବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ହେବ ପୂରା; ଝଞ୍ଜାବତୀ ନଦୀ ଉପରେ ନିର୍ମାଣ ହେବ ସେତୁ

ରାୟଗଡ଼ା: ଝଂଜାବତୀ ନଦୀ ଆରପାରିରେ ଥିବା ପୋଡାମରା ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଜନ ରାୟଗଡ଼ା ପକ୍ଷରୁ ବିଜୁ ସେତୁ ଯୋଜନା ଅର୍ନ୍ତଭୁକ୍ତରେ ନିର୍ମାଣ ହେବାକୁ ଯାଉଛି ଝଂଜାବତୀ ନଦୀ ଉପରେ ୧ କୋଟି ୫୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଳାର ବିକାଶ ଦିଗରେ ତତ୍ପରତା ଦେଖାଇଥିଲେ ଆଇଏଏସ୍‌ ସ୍ୱଧାଦେବ ସିଂହ; ମନେ ରଖିବେ ରାୟଗଡ଼ାବାସୀ

ରାୟଗଡ଼ଶ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ୧୭ ଜିଲ୍ଳାର ଜିଲ୍ଳାପାଳଙ୍କୁ ବଦଳି କରାଯାଇଛି। ଏହି କ୍ରମରେ ରାୟଗଡ଼ା ଜିଲ୍ଳାପାଳ ସ୍ୱଧାଦେବ ସିଂହଙ୍କୁ ନୟାଗଡ ଜିଲ୍ଳାପାଳ ଭାବେ ବଦଳି କରାଯାଇ ଥିବା ବେଳେ ଆରଆର-୨୦୧୯ ଆଇଏଏସ…
ଅଧିକ ଖବର ଦେଖନ୍ତୁ...