ନେତାଜୀ ଜୟନ୍ତୀରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୧୨୭ ୟୁନିଟ ରକ୍ତ ସଂଗ୍ରହ

ରାୟଗଡ଼ା/କୋଲନରା: ରାୟଗଡା ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ମିଟସ୍ ବିଶ୍ବ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ଅବସରରେ ମିଟସ୍ ଗ୍ରୁପ ଓ ଆମ ଓଡିଶାର ମିଳିତ ସହଯୋଗରେ ସ୍ବେଚ୍ଛାକୃତ ରକ୍ଦଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ର ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ପାତ୍ର ରକ୍ତ ସଂଗ୍ରହ ବେଳେ କି କି ସୁରକ୍ଷିତ ପଦକ୍ଷେପ ଗ୍ରହଣ କରିବ ସେନେଇ ବୁଝାଇବା ସହ ରକ୍ତଦାନର ମହତ୍ବ ଓ ଉଦେଶ୍ୟ ସଂପର୍କରେ ରକ୍ତଦାତାମାନଙ୍କୁ କହିଥିଲେ। ତାଂକର ଉପସ୍ଥିତି ସମସ୍ତଙ୍କୁ ଉତ୍ସାହିତ କରିଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମିଟସ୍ ଗ୍ରୁପର ଉପସଭାପତି ବିଶ୍ବଜିତ ପଣ୍ଡା, ସମ୍ବାଦର ପୂର୍ବତନ ବିଏମ ତ୍ରିନାଥ ଖାଡେଙ୍ଗା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ରକ୍ତଦାନ ନେଇ ପ୍ରବର୍ତ୍ତାଇଥିଲେ। ମିଟସ୍ ଗ୍ରୁପ ପ୍ରତିବର୍ଷ ରକ୍ତଦାନ କରି ରେକର୍ଡ ସୃଷ୍ଟି କରିଛି। ଏହି ରକ୍ତଦାନ ଶିବିରରେ କଲେଜର ଛାତ୍ରୀମାନେ ସ୍ବେଛାକୃତ ଭାବେ ଆଗକୁ ଆସି ରକ୍ତଦାନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ରକ୍ତଦାତା ଜୀବନଦାତା- ଅଞ୍ଜଳି ସୁଆଁଲିଆ, ସତ୍ୟବ୍ରତ ମହାନ୍ତି, ଅଭିଜିତ ପ୍ରତିହାରି, ହେମରାଜ ବେନିଆ, ଅନିମେଶ ଘୋଷ, ଶିଳାଲିପି ସାମନ୍ତରାୟ, ସବିତା ପାଣିଗ୍ରାହୀ, ଲିନି ସେଠୀ, ସି.ଭି.ଗୋପୀନାଥ, ସୁନିତା ରାଣୀ, ଦୀପେଶ କୁମାର ନାୟକ, ବାବୁରାଜ ପରଜା, ହ୍ରିତେଶ କୁମାର ସାହୁ, କରଣ ଘୋଷ, ଶୁଭମ ଶେଖର ପଣ୍ଡା, ଅଭିଜିତ କୁମାର ପ୍ରଧାନ, ଲଳିତ କୁମାର ପଣ୍ଡା, ସୈନିକ ନାୟକ, ଆଶୁତୋଷ ମାଝି, କୃପାସିନ୍ଧୁ ମହତ, ଆକାଶ କୁମାର ଝଲିଆ, ଆକାଂଶା କୁମାର ପାତ୍ର, ରଶ୍ମିରଂଜନ ସୁଆର, ବିଶ୍ବଜିତ ପଣ୍ଡା, ସଧୁସୁଦନ ସାହୁ, ଦୁର୍ଗା ପ୍ରସାଦ ପ୍ରାଣ, ଚନ୍ଦନ ମାଝି, ସ୍ବରୂପ ମେହେର, ଭବାନୀ ଶଂକର ମହନ୍ତ, ସ୍ନେହେଞ୍ଜନା ମାଝି, ସୁନାଇ କୁମାର ବେହେରା, ଆଶୁତୋଷ ସାମଲ, ଓମ ପ୍ରକାଶ ମିଶ୍ର, ତିଲେଶ୍ବର ମାଝି, କ୍ରିଷ୍ଣା ଗୋପାଲ ବେହେରା, ବର୍ଷା ପ୍ରୀୟଦର୍ଶିନୀ, ମନୋଜ ମାଝି, ଧଳେଶ୍ବର ନିଆଲ, ଦିଗାମ୍ବର ଚିନ୍ତଡା, ହିରଣ୍ୟ ସୁଆନ୍ତ, ହୃଦୟ କୁମାର ପାଣିଗ୍ରାହୀ, ଶୁଭମ କୁମାର ସାହୁ, ଅରଣ୍ୟ କୁମାର ରଜକ, ଏନ.ଇଶ୍ବର ସନୀ, ଆଶିଷ ପାଣିଗ୍ରାହୀ, ରଂଜନ ବସ୍ତରୟା, ପ୍ରତ୍ୟୁଷ ଖମାରି, ଜିତୁ ସେନାପତି, ବିଡ଼ିକା କୋଟେଶ, ସୁଧାଂଶୁ ଶେଖର ସୁନାନୀ, ଜଳେନ୍ଦ୍ର ନାୟକ, ମୋଫିନ ମୁଣ୍ଡାଗୁଡିଆ, ପ୍ରଦୀପ କୁମାର ମାଡକାମୀ, ନବୀନ ରାସପେଦା, ସଚିଦାନନ୍ଦ ନାୟକ, ଶିବ ସୂର୍ଯ୍ୟା, ମନୋଜ ହନ୍ତାଳ, ଓଡି ପ୍ରଣାଳୀ, ଏସ.ପ୍ରବୀଣ କୁମାର, ସମୀର ରଂଜନ ଶତପଥୀ, ଦିପ୍ତୀ କଡାମ୍ବାଲୁ, ପ୍ରିୟା ନାୟକ, ସାଇକ୍ରିଷ୍ଣା ପ୍ରଧାନ, ଦାସ ଅନ୍ଥୋନି ରାଜ, ସୁରଜ ବେପାରୀ, ଜି.ଗୌରି ଶଂକର, ରାଧା ପାଙ୍ଗି, ରାମଲି ମୁଣ୍ଡାମାଝି, ଚନ୍ଦ୍ରଶେଖର ହିକକା, ରୁଦ୍ର ପ୍ରସାଦ ପାଢୀ, ତାପସ ମିସ୍ତ୍ରୀ, ଅମନ ଧୁରୁଆ, ରିତେଶ ମଣ୍ଡଳ, ସାଗର ମଣ୍ଡଳ, ମାଧବ ଧାରୁଆ, ମହେନ୍ଦ୍ର ମାଝି, ମହେନ୍ଦ୍ର ଜାନି, ମକର ମୁଚୁକି, ଦେବୀ ପ୍ରସାଦ କୁଆଁର, ଗୋବିନ୍ଦ୍ର ମୁଦୁଲି, ସରନ ଡୁଙ୍ଗ ଡୁଙ୍ଗ, ଭବାନୀ ହରିଜନ, ବିଦ୍ୟାପତି ମାଝି, ଶ୍ରୀକାନ୍ତ ତାଣ୍ଡି, ସଂଜୟ ଆର୍ଲାବ, ପଙ୍କଜିନି ଶବର, ପ୍ରତ୍ୟୁଷା ପଣ୍ଡା, ହୃଦାନନ୍ଦ ଦାସ, ଜଗତରାୟ ମୁଦୁଲି, ଭବାନୀ ଶଂକର ପାତ୍ର, ମାଦନା ବେଶ୍ରା, ବିଶ୍ବରଂଜିତା ବିଶ୍ବାଳ, ଟଙ୍କଧର ମୁଦୁଲି, କାହ୍ନା ପଡିଆମି, ସୁଶାନ୍ତ କୁମାର ମାଝି, ସ୍ବାଧୀନ ସେଠ, ଚୁମନ ମାଝି, ମନରଂଜନ ବାର, ସଂଗ୍ରାମ କେଶରୀ ବେହେରା, ଅନାବ୍ରତ ନାୟକ, ଦେବୀ ପ୍ରସାଦ ମାଝି, ଉତେଶ ପାତ୍ର, ମନଶୁନ ଜେନା, ସଚିଦାନନ୍ଦ ବିଶ୍ବାଳ, ରୋହନ ଦେହୁରୀ, କେ.ଦାମରାଜ, ପ୍ରତୀକ୍ଷା ଘଦର, ଶିବ ପ୍ରସାଦ ବେହେରା, ରଂଜିତ ବିଶ୍ବାଳ, ହିମାଂଶୁ ମହନ୍ତ, ୟଂଶୁରାଜ ପାତୁଲ, ଜୟନ୍ଦ କୁମାର ପ୍ରିୟଦର୍ଶୀ, ମନିଷ ଚନ୍ଦ୍ର ମଲ୍ଲିକ, ଦେବବ୍ରତ ଖାଡେଙ୍ଗା, ଦିବାକର ପୂଜାରୀ, ପଦ୍ମନ ମାଝି, କପିଳାଶ ପାଙ୍ଗି, ସାଗର ବୋଷ, ସୁମିତ୍ରା ରାୟ, ହରିନାଥ ମହାନ୍ତି, ହିମାଂଶୁ ମହାପାତ୍ର, ତୃପ୍ତି ଆଦିତ୍ୟ ନାହୁଲ, ଗୋକୁଳାନନ୍ଦ ବଶ୍ବାଳ, ବିନୋଦ କାଡ୍ରାକା, ଡମ୍ବରୁଧର ପଣ୍ଡା, ନରସିଂହ ପାତ୍ର, ଅରୁଣା ନାହକ, ପ୍ରତିଷ ମହାପାତ୍ର, ରମଣ ସିଂହ, ଆକାଶ ଶବର, ଦୀପକ ପିନିଣ୍ଟି, ରାଧାରାଣୀ ପାତ୍ର, ସାଇ ପଲ୍ଲଭୀ।
ଏହି କାର୍ଯ୍ୟକ୍ରମରେ ମିଟସ୍ ଗ୍ରୁପର ଡ.ସିଭି ଗୋପିନାଥ, ଡ.ଶାନ୍ତୁନୁ ମହାନ୍ତି, ଡମ୍ବରୁ ଧର ପଣ୍ଡା, କ୍ଷୀରୋଦ ଚନ୍ଦ୍ର ସେନାପତି, ନରସିଂହ ପାତ୍ର, ଅର୍ଚ୍ଚନା ଆନନ୍ଦ, କୁମାର ଦୀପକ, ଏମ ମଣି କୁମାର, ସୁଶାନ୍ତ ପଣ୍ଡା, ପ୍ରକାଶ ଚନ୍ଦ୍ର ବେହେରା, ବିଜୟ କୁମାର ରାଉତ ସହଯୋଗ କରିଥିବା ବେଳେ ଆମ ଓଡ଼ିଶାର ଜିଲ୍ଲା ସଂଯୋଜକ ପ୍ରେମେନ୍ଦ୍ର ପରିଛା, କୋଲନରା ବ୍ଲକର ସଂଯୋଜକ ତଥା ପ୍ରତିନିଧି ରାଜେନ୍ଦ୍ର ମିଶ୍ର, ମୁକୁନ୍ଦପୁର ପ୍ରତିନିଧି ସୋନୁ ବାଗ ପ୍ରମୁଖ ପରିଚାଳନା କରିଥିଲେ। ତେବେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ତଦାରଖ କରିଥିଲେ ମିଟସ୍ ଗ୍ରୁପର ଉପସଭାପତି ବିଶ୍ବଜିତ ପଣ୍ଡା। ରକ୍ତଭଣ୍ଡାରର ସମ୍ସତ ସହଯୋଗ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।
ସମ୍ବନ୍ଧିତ ଖବର