ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

୩ଟି ଗ୍ରାମକୁ ନାହିଁ ରାସ୍ତା; ରାୟଗଡ଼ା ଯିବା ପାଇଁ ୧୫ କିମି ବଦଳରେ ୫୦କିମି‌ ଯାଉଛନ୍ତି ଲୋକେ 

ରାୟଗଡ଼ା: ୧୫ କିଲୋମିଟର ରାସ୍ତା ପରିବର୍ତ୍ତେ ୫୦କିଲୋମିଟର ଦୂର ରାସ୍ତା ଅତିକ୍ରମ କରି ରାୟଗଡା ଜିଲ୍ଳା ସଦର ମହକୁମାକୁ ଯିବାକୁ ପଡୁଛି। ଫଳରେ ସମୟ ନଷ୍ଟ ହେବା ସହ ଗାଡ଼ି ଭଡ଼ା ଦେଇ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି କରି…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରୁ ବାହାର ରାଜ୍ୟକୁ ଚାଲାଣ ବେଳେ ୪୧୭ କିଲୋ ଗଂଜେଇ ଜବତ, ୨ ଗିରଫ

ରାୟଗଡ଼ା: ରାୟଗଡା ଜିଲ୍ଲା ଗୁଡାରି ପୁଲିସକୁ ମିଳିଛି ବଡ଼ ସଫଳତା। ଗଂଜେଇ ଜବତ କରିବା ସହ ଦୁଇ ଜଣ ଆସାମୀକୁକ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସଂଜୟ ରଇତ(୨୫) ଏବଂ ଅଜିର ରଇତ(୨୨)। ବିଶେଷ ସୂତ୍ରରୁ ଖବର ପାଇ ଗୁଡାରି ଆଇଆଇସିଙ୍କ ନେତୃତ୍ବରେ ପାଟ୍ରୋଲିଂ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଗଣତନ୍ତ୍ର ଦିବସରେ ପ୍ରତିନିଧିତ୍ବ କରିଥିଲେ ଓଡ଼ିଆ ଝିଅ ସ୍ବାଗତିକା, ସମ୍ବର୍ଦ୍ଧନା ଦେଲା ମହିଳା ମହାବିଦ୍ୟାଳୟ

ରାୟଗଡ଼ା: ଦିଲ୍ଳୀ ଠାରେ ଅନୁଷ୍ଠିତ ଚଳିତ ବର୍ଷର ୭୫ତମ ଗଣତନ୍ତ୍ର ପରେଡ଼ରେ ଅଂଶଗ୍ରହଣ କରି ରାୟଗଡ଼ା ଫେରିଛନ୍ତି ସ୍ଥାନୀୟ ମହିଳା ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍ ସ୍ବାଗତିକା ମଲ୍ଳିକ। ଓଡ଼ିଶାରୁ ପ୍ରତିନିଧିତ୍ୱ କରି ରାଜ୍ୟ ସମେତ ରାୟଗଡା ଜିଲ୍ଳାର ସୁନାମ ଆଣିଥିବାରୁ ମହିଳା ମହାବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ଦୁର୍ଗମ ଅଞ୍ଚଳରେ ବ୍ୟବସ୍ଥା: ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ୩କିମି ଦୂର ଜଙ୍ଗଲ ଭିତରେ ରହୁଛି ଆମ୍ବୁଲାନ୍ସ

ରାୟଗଡ଼ା: ସ୍ବାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ରହୁ ନାହିଁ। କିନ୍ତୁ ଜଙ୍ଗଲ ଭିତରେ ଆମ୍ବୁଲାନ୍ସ ରହୁଛି। ଏହା ଆଶ୍ଚର୍ଯ୍ୟ ଭଳି ଲାଗୁଥିଲେ ବି ସତ। ଏହାର କାରଣ ହେଉଛି ମୋବାଇଲ୍‌ ନେଟୱର୍କ। ରାୟଗଡ଼ା ଜିଲ୍ଲାର ଅର୍ଦ୍ଧାଧିକ ପଞ୍ଚାୟତରେ ମୋବାଇଲ ନେଟୱର୍କ ସୁବିଧା ନାହିଁ। କେବଳ ବ୍ଲକ ସଦର…
ଅଧିକ ଖବର ଦେଖନ୍ତୁ...

ଧାନଚାଷକୁ ଚାଷୀଙ୍କ ନା: ବର୍ଷା ଅଭାବ, ଜଳସେଚନର ଅସୁବିଧାରୁ ଅଣଧାନ ପ୍ରତି କରୁଛନ୍ତି ଆଗ୍ରହ

ରାୟଗଡ଼ା: ଜିଲ୍ଲାରେ ଚଳିତ ବର୍ଷ ଧାନ ଚାଷକୁ ପ୍ରାଧାନ୍ୟ ନଦେଇ କପା ଓ ମିଲେଟ ଚାଷକୁ ଅଧିକ ପ୍ରାଧାନ୍ୟ ଦେଉଛି ଚାଷୀ। ବର୍ଷା ଅଭାବ ସହ ଜଳସେଚନର ସୁବିଧା ନଥିବାରୁ ଏବଂ ଅଧିକ ଲାଭ ପାଇଁ ଚାଷୀ ଏବେ ଧାନ ଚାଷ ଛାଡ଼ି କପା ଓ ମିଲେଟ ଚାଷ ପ୍ରତି ମନ ବଳାଇଛନ୍ତି। ଜଳସେଚନ ସୁବିଧା ନଥିବାରୁ ଛାଷ…
ଅଧିକ ଖବର ଦେଖନ୍ତୁ...

ପରକୀୟା ପ୍ରୀତି ସନ୍ଦେହ: ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର, ଅଭିଯୁକ୍ତ ଫେରାର

ରାୟଗଡ଼ା: ପରକୀୟା ପ୍ରୀତି  ସନ୍ଦେହରେ ସ୍ୱାମୀର ଛୁରାମାଡ଼। ସ୍ତ୍ରୀ ଗୁରୁତର। ଗୁରୁତର ଅବସ୍ଥାରେ ସ୍ତ୍ରୀ ବାସନ୍ତୀଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଅନୁଧ୍ୟାନ ଜାରି ରଖିଥିବା ସମୟରେ ଘଟଣାସ୍ଥଳରୁ ସ୍ୱାମୀ…
ଅଧିକ ଖବର ଦେଖନ୍ତୁ...

ୟୁଟ୍ୟୁବ ଦେଖି ବରକୋଳି ଚାଷ କରିଥିଲେ, ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଯୁବକ

ରାୟଗଡ଼ା: ଥାଇଲ୍ୟାଣ୍ଡ ବରକୋଳି ରାୟଗଡ଼ା ମାଟିରେ ଫଳିଛି। ଶୁଣିବା ପାଇଁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଭାଲେରି କୁଡିଆ ଗ୍ରାମର ଆଦିବାସୀ ଯୁବକ ପୀତବାସ ଶବର ଏହି ଚାଷ ନିଜ ଜମିରେ କରୁଛନ୍ତି। ଚାଷ ଛାଡି ଦାଦନ ଖଟିବାକୁ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

କାଶୀପୁରରେ ବ୍ୟାପୁଛି ଅଜଣା ରୋଗ! ୩ ଦିନରେ ୩ ମୃତ, ୪ ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ପୁଣି ଅଜଣା ରୋଗ ଆତଙ୍କ ସୃଷ୍ଟି କରିଛି। ବ୍ଲକ୍‌ର କଣ୍ଟାମାଳ କରଳ ଗାଁରେ ଝାଡ଼ାବାନ୍ତି ଆଉ ପେଟ ଯନ୍ତ୍ରଣା ଯୋଗୁ ତିନି ଦିନ ମଧ୍ୟରେ ୩ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଆଉ ୪ଜଣ ଗୁରୁତର ରହିଥିବା ‌ବେଳେ ଡାକ୍ତରୀ ଦଳ ପହଞ୍ଚି ୩ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

କାଶୀପୁରରେ ପୁଣି ଅଜଣା ରୋଗର ଆତଙ୍କ; ୩ ଦିନରେ ୩ ଜଣଙ୍କର ମୃତ୍ୟୁ, ୪ ଗୁରୁତର

ରାୟଗଡ଼ା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ପୁଣି ଅଜଣା ରୋଗର ଆତଙ୍କ। ଝାଡାବାନ୍ତି ହେବା ସହ ପେଟ ଯନ୍ତ୍ରଣାରେ ଛଟପଟ ହୋଇ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ଘଟଣା ଘଟିଛି କାଶୀପୁର ବ୍ଲକରେ କଣ୍ଟାମାଳ କରଳ ଗ୍ରାମରେ। ଗତ ତିନି ଦିନ ତଳେ କିଛି ଲୋକ ହଠାତ୍ ପେଟ ଯନ୍ତ୍ରଣାରେ ଛଟପଟ ହେବା ସହ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ରେଳ ଡିଭିଜନ ପ୍ରସଙ୍ଗ: ଘୋଷଣାକୁ ୫ ବର୍ଷ ବିତିଲା, କାମ ଆଗକୁ ବଢୁନି

ରାୟଗଡା: ଇଷ୍ଟକୋଷ୍ଟ ରେଳବିଭାଗର ବିଶାଖାପାଟଣମ ରେଳ ଡିଭିଜନର ପ୍ରମୁଖ ରେଳଷ୍ଟେସନ ମଧ୍ୟରୁ ରାୟଗଡା ଅନ୍ୟତମ। ଏହି ଷ୍ଟେସନ ଦେଇ ପ୍ରତିଦିନ ବହୁ ରେଳ ଚଳାଚଳ କରୁଥିବା ବେଳେ ମାଲବାହୀ ଟ୍ରେନ ମଧ୍ୟ ଯାତାୟତ କରୁଛି। ଏହି ରେଳ ଷ୍ଟେସନକୁ କେନ୍ଦ୍ର ସରାକର ଗତ ୨୦୧୭ ମସିହିା ଫେବ୍ରୁଆରି ୧୯…
ଅଧିକ ଖବର ଦେଖନ୍ତୁ...