ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

କଂଗ୍ରେସ ବିଧାୟକ ଆଶାୟୀଙ୍କ ମଧ୍ୟରେ ପ୍ରତିଯୋଗିତା; ବାହାଘରେ ଓ ସୋସିଆଲ ମିଡିଆରେ ଲୋକଙ୍କୁ ଯୋଡ଼ିବା ନେଇ ନିର୍ଦେଶ

ରାୟଗଡା: ରାୟଗଡା କଂଗ୍ରସରେ ଏବେ ବିଧାୟକ ଟିକଟ ଆଶାୟୀଙ୍କ ସଂଖ୍ୟା ବଢଇବାରେ ଲାଗିଛି।ରାୟଗଡା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ୭ ଜଣ ଟିକଟ ଆଶାୟୀ ହୋଇଥିବା ବେଳେ ପିସିସିର ନିର୍ଦେଶ ଅନୁଯାୟୀ ଆଶାୟୀମାନେ କାମରେ ଲାଗିଯାଇଛନ୍ତି। ପ୍ରଥମତଃ ଯିଏ ବିଜେଡି ଓ ବିଜେପି ବାହାଘରେ ଯେତେ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ଦାବି ନେଇ କୃଷି କର୍ମଚାରୀଙ୍କ ଧାରଣା: ରକ୍ତଦାନ କରି ଦାବି କରିବାର ଅଭିନବ ପ୍ରୟାସ

ମାଲକାନଗିରି: ଦୀର୍ଘ ମାସ ଧରି ଅବହେଳିତ କୃଷି କର୍ମଚାରୀମାନଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଉଦାସୀନ ରହି ଆସୁଥିବା ଅଭିଯୋଗ ହୋଇଛି, ଯେଉଁଥିପାଇଁ ଜିଲ୍ଲା କୃଷି କର୍ମଚାରୀ ସଂଘ ରାଜ୍ୟ କୃଷି କର୍ମଚାରୀ ସଂଘର ନିର୍ଦ୍ଦେଶରେ ଗଣଧାରଣାରେ ବସିଛନ୍ତି। ଫେବ୍ରୁଆରି…
ଅଧିକ ଖବର ଦେଖନ୍ତୁ...

ସ୍ବପ୍ନାଦେଶ ପରେ ମହାଦେବଙ୍କ ଆବିର୍ଭାବ, ଧୁମ୍‌ଧାମ୍‌ରେ ପାଳନ ହେବ ମହାଶିବରାତ୍ରୀ

ରାୟଗଡ଼ା: ରାୟଗଡା ବ୍ଲକ ଅନ୍ତର୍ଗତ କଟୁଳି ପଞ୍ଚାୟତର ଦେଓଝୋଲା ଗ୍ରାମ। ଏହିଗ୍ରାମର ସାହେବ ମିନିଆକା ନିଜର ପତ୍ନୀ ସାବୀ ମିନିଆକା ଏବଂ ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି। ଦିନେ ସାହେବଙ୍କୁ ସ୍ବପ୍ନ ହେଲା ଯେ ମାଟି ତଳେ ମୁଁ ପୋତି ହୋଇ ରହିଯାଇଛି ମୋତେ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

୩ଟି ବିଧାନସଭା ଓ ଲୋକସଭା ଆସନ ଏଥର ଆମର: ଏନ୍‌ ଭାସ୍କର ରାଓ

ରାୟଗଡ଼ା: ରାୟଗଡା ବ୍ଲକର କେରଡ଼ା ପରେ ଏବେ ଅମଳାଭଟ୍ଟାରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଏନ.ଭାସ୍କର ରାଓ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଉପସଭାପତି ବିନାୟକ କର ପରିଚାଳନା କରିଥିଲେ। ଜିଲ୍ଲା ପରିଷଦ ‘ଗ’ ଜୋନର ସମସ୍ତ…
ଅଧିକ ଖବର ଦେଖନ୍ତୁ...

ସୁନାଚେନ, ମଙ୍ଗଳ ସୂତ୍ର ଝାମ୍ପି ନେଲେ ଦୁର୍ବୃତ୍ତ 

ରାୟଗଡ଼ା: ରାୟଗଡାରେ ଡକାୟତି, ରାହାଜାନି ଓ ଚୋରି ଥମିବାର ନାମ ନେଉ ନାହିଁ। ଗତ ଦୁଇ ଦିନ ତଳେ ସହରର ଦୁଇଟି ସ୍ଥାନରେ ଚୋରି ହୋଇଥିବା ବେଳେ ଆଜି ପୁଣି ଜଣେ ମହିଳାଙ୍କ ବେକରୁ ସୁନା ଚେନ, ମଙ୍ଗଳ ସୂତ୍ର ଝାମ୍ପି ନେଲେ ଦୁର୍ବୃତ୍ତ। ଆନ୍ଧ୍ରପ୍ରଦେଶର କମରଡ଼ାର ଗ୍ରାମର ମଣି ଭୂଷଣ ରାଓ ନାମକ…
ଅଧିକ ଖବର ଦେଖନ୍ତୁ...

ବିଶାଖାପାଟଣା ରେଳଷ୍ଟେସନରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ଅର୍ଥ ସାଜିଛି ବାଧକ

ରାୟଗଡ଼ା: ଗତ ସପ୍ତାହ ମଧ୍ୟରେ ଦୁଇ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ହେଲାଣି। ଅର୍ଥଅଭାବରୁ ଶବକୁ ଆଣିବା ପାଇଁ ପରିବାର ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି। ଏବେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ବିଶାଖାପାଟଣା ରେଳ ଷ୍ଟେସନରେ ହୋଇଛି। ପାଖରେ ଟଂକା ନଥିବାରୁ ପରିବାର ଲୋକେ ଶବକୁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ନିଆରା ବିବାହ ଆୟୋଜନ: ବିଜେପି ବରକୁ ବିଜେଡି କନିଆ

ରାୟଗଡା: ରାୟଗଡା ଠାରେ ଏକ ନିଆରା ବାହାରର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ବାହାରକୁ ଆୟୋଜନ କରିଥିଲା କଂଗ୍ରେସ। ଦୁଇ ଜଣ କର୍ମୀ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମରେ ମୁଖାପିନ୍ଧି ବର ଓ କନିଆ ସାଜିଥିଲେ। ବାହାଘରଟି…
ଅଧିକ ଖବର ଦେଖନ୍ତୁ...

ନାଗାବଳୀ ନଦୀ ପଠାରୁ ବେଆଇନ ଆନ୍ଧ୍ରକୁ ବାଲି ଚାଲାଣ

ରାୟଗଡା: ଚିରଶ୍ରୋତା ନାଗାବଳୀ ପଠାରୁ ହେଉଛି ବେଆଇନ ବାଲି ଉଠାଣ। ନିରଵଦ୍ରଷ୍ଟା ସାଜିଛି ପ୍ରଶାସନ।ବେଆଇନ ଭାବେ ବିନା ଚାଲାଣ ଫର୍ମରେ ଆନ୍ଧ୍ରପ୍ରଦେଶକୁ ହେଉଛି ବାଲିର ଚୋରାଚାଲାଣ।ରାଜନୈତିକ ଦଳର ନେତା ସାଜିଛନ୍ତି ବାଲି ଚଲାଣର ସୂତ୍ରଧାର। ଦୈନିକ ନଦୀ ମଧ୍ୟରୁ ଜେସିବି ଦ୍ୱାରା ଶତାଧିକ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ଆତ୍ମସମର୍ପଣ କଲେ; ସରକାର ପ୍ରତିଶ୍ରୁତି ଦେଲେ, ପୂରଣ ବେଳେ ଭୁଲିଗଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କର ରାଜ ଚାଲିଥିଲା। ଦିନ ଦ୍ବିପହରରେ ଲୋକଙ୍କୁ ଅପହରଣ କରି ନେଉଥିଲେ। ବିନା ଦ୍ବିଧାରେ ହତ୍ୟା କରୁଥିଲେ। ଜିଲ୍ଲାକୁ ନିଜ ଅକ୍ତିଆରରେ ରଖିଥିଲେ। ନକ୍ସଲ ଏକ ପ୍ରକାର ରକ୍ତମୁଖା ହୋଇଯାଇଥିଲେ। ଲୋକ ଜିଲ୍ଲାରେ ତ୍ରାହୀ ତ୍ରାହି ଡାକୁଥିଲେ। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

୬ ଦଫା ଦାବି ନେଇ କୃଷି କର୍ମଚାରୀ ସଂଘର ଧାରଣା

ରାୟଗଡ଼ା: ଗ୍ରାମ୍ୟ କୃଷି କର୍ମଚାରୀ ରାଜ୍ୟ ସଂଘ ଡାକାରାରେ ମଙ୍ଗଳବାର ଠାରୁ ଆସନ୍ତା  ୧୯ତାରିଖ ଯାଏଁ ୬ଦଫା ଦାବି ନେଇ ରାୟଗଡା ଜିଲ୍ଳା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ରାୟଗଡା ଜିଲ୍ଳା ଶାଖା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ।ଜିଲ୍ଳା ସଭାପତି ପ୍ରଭାତ…
ଅଧିକ ଖବର ଦେଖନ୍ତୁ...