ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ପାନୀୟ ଜଳ ଆଜି ବି ଅପହଞ୍ଚ; ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ରାୟଗଡ଼ା: ରାୟଗଡ଼ା ପୈାର ପରିଷଦର ୱାର୍ଡ ନମ୍ବର ୨୪ ଅଧିନସ୍ଥ ଅଡୁଗୁଡା ଗ୍ରାମକୁ ଯାତାୟାତ ପାଇଁ ରାସ୍ତା ଖଣ୍ଡିଏ ନ ଥିବାରୁ ପକ୍କା ରାସ୍ତା ନିର୍ମାଣ ପାଇଁ ଆଜି ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଡୁଗୁଡା ଗ୍ରାମବାସୀ।ଜିଲ୍ଳାପାଳ ମନୋଜ କୁମାର ସତ୍ୟବାନଙ୍କୁ ସାକ୍ଷାତ କରି ରାସ୍ତା ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ବାଘ ଚମଡ଼ା ଚାଲାଣ ଘଟଣା: ଚାଲାଣକାରୀକୁ ୩ ବର୍ଷ ଜେଲ ଦଣ୍ଡ, ୧୦ ହଜାର ଜରିମାନା

ରାୟଗଡ଼ା: ଆଜି ରାୟଗଡା ଏସଡିଜେଏମ କୋର୍ଟର ଜଜ ବର୍ଷା ଦାସ ବାଘ ଚମଡା ଚାଲାଣ ମାମଲାରେ ସମସ୍ତ ୯ ଜଣ ସାକ୍ଷ ପ୍ରମାଣକୁ ଭିତ୍ତି କରି ଚାଲାଣକାରୀକୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଂକା ଜରିମାନା ଆଦାୟ ନେଇ ନିର୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୨୩…
ଅଧିକ ଖବର ଦେଖନ୍ତୁ...

ଚିଡିପଦର ଗ୍ରାମବାସୀଙ୍କୁ ଚୁଆ ପାଣି ଭରସା

ଚନ୍ଦ୍ରପୁର: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ପଞ୍ଚାୟତ ଠାରୁ ମାତ୍ର ୩ କିମି ଦୂରରେ ବିଡିପଦର ଗ୍ରାମ ରହିଛି। ବିଡିପଦର ତଳ ସାହିରେ ୧୨ ଆଦିବାସୀ ପରିବାର ରହନ୍ତି। କିନ୍ତୁ ସେମାନଙ୍କ ବଞ୍ଚିବା ପାଇଁ କେବଳ ସାହା ଭରସା ଚୁଆ ପାଣି। ଗ୍ରାମରେ ଏକମାତ୍ର ନଳକୂପ ଅଙ୍ଗନବାଡ଼ି କେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...

ପୁଣି ମାତିଲେ ଚୋର,୨ଟି ସ୍ଥାନରେ ଚୋରି: ପୁଲିସ ଚୋର ଧରିବାରେ ବିଫଳ ହେଉଛି ଓ ଲୋକଙ୍କ ବିଶ୍ବାସ ତୁଟୁଛି

ରାୟଗଡା: ରାୟଗଡା ଜିଲ୍ଲା ସଦର ମହକୁମାରେ ଚୋରିଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ପ୍ରତିଦିନ କୌଣସି ନା କୌଣସି ସାହିରେ ଚୋର ଲୋକଙ୍କ ଘରକୁ ଟାର୍ଗେଟ କରୁଛନ୍ତି। ଦିନେ ଦୁଇ ଦିନ ଘରେ ତାଲା ପଡିଥିଲେ, ଚୋର ସେହି ଘରକୁ ଟାର୍ଗେଟ କରୁଛନ୍ତି।ସଦ୍ୟତମ ଘଟଣା କ୍ରମରେ ନ୍ୟୁ କଲୋନୀର ୩ୟ ଲାଇନରେ…
ଅଧିକ ଖବର ଦେଖନ୍ତୁ...

ସିଲଟିଗୁଡା ଡ୍ୟାମରେ ଛାତ୍ର ନିଖୋଜ

ରାୟଗଡା: ରାୟଗଡା ସଦର ବ୍ଲକ ଅନ୍ତର୍ଗତ କୋତାପେଟା ପଞ୍ଚାୟତର ସିଲଟିଗୁଡା ଡ୍ୟାମରେ ଗତକାଲି ଜଣେ ଛାତ୍ର ନିଖୋଜ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପତ୍ତା ମିଳିପାରି ନାହିଁ। ଅଗ୍ନିଶମ କର୍ମଚାରୀ ଖୋଜି ଖୋଜି ନାକେଦମ ହେଲେଣି ବି କୌଣସି ପତ୍ତା ମିଳିପାରିନାହିଁ । ଘଟଣା ଅନୁଯାୟୀ ଗତକାଲି ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ବିଷମକଟକରେ ବିଷମ ରାଜନୀତି: ଜଗନ୍ନାଥଙ୍କ ପାଇଁ କଣ୍ଟା ଜଗନ୍ନାଥ

ରାୟଗଡ଼ା: ବଦଳୁଛି ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜନୈତିକ ପାଣିପାଗ। ଆଗାମୀ ନିର୍ବାଚନ ପାଇଁ ଦୁଇଜଣ ଜଗନ୍ନାଥଙ୍କୁ ନେଇ ବିଜେଡିରେ ଦ୍ବନ୍ଦ୍ବ ବଢ଼ିଛି। ଏହି ଦୁଇଜଣ ହେଲେ ରାଜ୍ୟ ଅନୁସୂଚିତ ଜନଜାତି, ଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଉନ୍ନୟନ ବିଭାଗ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ…
ଅଧିକ ଖବର ଦେଖନ୍ତୁ...

‘ନବୀନ ସରକାର’ ସର୍ବାଙ୍ଗୀନ ବିକାଶର ସରକାର: ଏନ୍‌ ଭାସ୍କର ରାଓ

ରାୟଗଡା: ସାଧାରଣ ନିର୍ବାଚନରେ ରାୟଗଡ଼ା ବିଧାନସଭା ଆସନ ହାତ ମୁଠାରୁ ଖସି ଯାଇଥିଲା। କିନ୍ତୁ ଏବେ ଆଉ ସେଭଳି ଫଳାଫଳ ନ କରିବା ତଥା ସମସ୍ତେ ଏକଜୁଟ ହୋଇ ପୁଣିଥରେ ରାୟଗଡା ବିଧାୟକ ଆସନକୁ ବିଜେଡ଼ି ଖାତାରେ ଯିବା ପାଇଁ ସଂକଳ୍ପ ନେବା ଏବଂ ଆସନ୍ତା ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ଭି.ସୁଜ୍ଞାନୀ ଦେଓଙ୍କ ବିୟୋଗରେ ବିଜେଡି ତରଫରୁ ଶୋକସଭା

ରାୟଗଡ଼ା: ରାୟଗଡ଼ାର ବିଶିଷ୍ଠ ରାଜନୈତିଜ୍ଞ ତଥା ଖଲ୍ଳିକୋଟର ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ ଦେଓଙ୍କ ବିୟୋଗରେ ବିଜୁ ଜନତା ଦଳ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଶନିବାର ସଂଧ୍ୟାରେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେଡି ଦଳର…
ଅଧିକ ଖବର ଦେଖନ୍ତୁ...

ଝୋଡିଆଙ୍କୁ ଆଦିବାସୀ ମାନ୍ୟତା କେବେ ? ସାଧାରଣ ନିର୍ବାଚନରେ ଝୋଡିଆଙ୍କ ଭୋଟ ନିର୍ଣ୍ଣାୟକ ହେବ

ରାୟଗଡ଼ା: କେନ୍ଦ୍ର ସରକାର ଗତ କିଛି ଦିନ ତଳେ ଚାରୋଟି ସଂପ୍ରଦାୟରଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରିଛନ୍ତି।ସେମାନଙ୍କ ମଧ୍ୟରୁ ଦୁରୁଆ ଓ କୋଣ୍ଡାରେଡ୍ଡୀ ଅନ୍ୟତମ।ରାଜ୍ୟ ସରକାର ୧୬୯ଟି ସଂପ୍ରଦାୟ ଜନଜାତି ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏନେଇ…
ଅଧିକ ଖବର ଦେଖନ୍ତୁ...

ଦାଦନ ଖଟିବାକୁ ଯାଇ ଦିବ୍ୟାଙ୍ଗର ମୃତ୍ୟୁ: ରୋଜଗାରିଆକୁ ହରାଇ ପରିବାର ଏବେ ସର୍ବସ୍ବାନ୍ତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତଳଝିରି ପଞ୍ଚାୟତର ରାଶିଝିରି ଗ୍ରାମର ମଦନ ଗଉଡ(୩୩) ଜଣ ଦିବ୍ୟାଙ୍ଗ ଅଟନ୍ତି। ପରିବାର କହିଲେ ତିନି ଝିଅ,ଗୋଟିଏ ପୁଅ ଓ ସ୍ତ୍ରୀଙ୍କୁ ମିଶାଇ ୬ ପ୍ରାଣୀ କୁଟୁମ୍ବ। ଦିନ ମଜୁରିଆ ଭାବେ କାମ କରି ସେ ନିଜର ପରିବାରର ପ୍ରତିପୋଷଣ କରୁଥିଲେ।…
ଅଧିକ ଖବର ଦେଖନ୍ତୁ...