ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

କୃଷକଙ୍କୁ ଏକାଠି କରିପାରିଛି କୃଷି ମହୋତ୍ସବ: ମନ୍ତ୍ରୀ

ରାୟଗଡ଼ା: ରାୟଗଡା ଜିଲ୍ଳାର ସମସ୍ତ ଚାଷୀ ଭାଇଭଉଣୀ, କୃଷି ବିଶେଷଞ ଓ କୃଷି ଶିଳ୍ପଦ୍ୟୋଗୀଙ୍କୁ ଏକାଠି କରିପାରିଛି ଅନୁଷ୍ଠିତ ଜିଲ୍ଳାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ବୋଲି ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରକାଶ କରିଛନ୍ତି। ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ସବୁଜ ଜହର ନେଇ ଚଢାଉ: ୯ ହଜାର ଗଂଜେଇ ଗଛକୁ ନଷ୍ଟ କଲା ପୁଲିସ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ଏବଂ ପଦ୍ନପୁର ଅଂଚଳରେ ଏକର ଏକର ଜାଗାରେ ଗଂଜେଇ ଚାଷ କରାଯାଇଥାଏ। ପ୍ରତିବର୍ଷ ନଭେମ୍ବର ଓ ଡିସେମ୍ବର ମାସରେ ଗଂଜେଇ ଅମଳ କରିବାର ସମୟ ରହିଥିବା ବେଳେ ପୁଲିସ ଚଢାଉ କରି ଏହି ଗଂଜେଇ ଗଛକୁ ନଷ୍ଟ କରିବାରେ ନିଜର ପାରିବା ପଣିଆ ଦେଖାଇଥାଏ। ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଯୁବକଙ୍କୁ ହତ୍ୟା: ଚେତାବନୀ ଦେଇଥିଲା ପ୍ରେମିକାର ଭାଇ, ଅଣଦେଖା କରି ଜୀବନ ହାରିଲେ ଛାତ୍ର

ରାୟଗଡା: ରାୟଗଡା ସହରରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକକୁ ତିନି ଜଣ ଯୁବକ ଅତର୍କିତ ଆକ୍ରମଣ କରି ହତ୍ୟା କରିବା ଘଟଣା ରାୟଗଡା ସମତେ ସାରା ଜିଲ୍ଲାକୁ ଥରାଇ ଦେଇଛି। ପ୍ରେମିକାର ଭାଇର ଚେତାବନୀକୁ ଅଣଦେଖା କରି ଛାତ୍ର ଜଣକ ଜୀବନ ହାରିଛନ୍ତି। ମାମୁଁ ଝିଅ ଭଉଣୀକୁ ସ୍କୁଲ ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ନେଇଗଲେ ୪୦୦ ଗ୍ରାମ୍‌ ସୁନା ଓ ଲକ୍ଷାଧିକ ଟଙ୍କା ‌

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥନା ଅଧୀନ ଶିକରପାଇ ଗାଁର ଜଣେ ବ୍ୟବସାୟୀଙ୍କ ଘରେ ବଡ଼ଧରଣର ଚୋରି ହୋଇଛି। ଅନ୍ଧାର ରାତିର ସୁଯୋଗ ନେଇ ଡକାୟତମାନେ ଦୁଇ ଜଣ ମହିଳାଙ୍କୁ ନିଶା ଦ୍ରବ୍ୟ ସୁଘାଇ ଦେଇ ଏହି ଲୁଟ୍‌ କାମ କରିଛନ୍ତି। ଦୁର୍ବୃତ୍ତମାନେ ୪୦ ଭରି (୪୦୦ ଗ୍ରାମ୍‌)…
ଅଧିକ ଖବର ଦେଖନ୍ତୁ...

ଦିବାଲୋକରେ କଲେଜ ଛାତ୍ରଙ୍କୁ ଛୁରି ଭୁସିଦେଲେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସଂଦେହ

ରାୟଗଡ଼ା: ରାୟଗଡ଼ା ସହରରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡା ହୋଇଛି। ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଦ୍ବିତୀୟ ବର୍ଷ ଛାତ୍ର ପ୍ରମୋଦ କଲକାଙ୍କୁ ୩ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ପ୍ରମୋଦଙ୍କ ମୃତ୍ୟୁ ହୋଇଛି। ଖବର…
ଅଧିକ ଖବର ଦେଖନ୍ତୁ...

ଜନ୍ମମାଟିରେ ‘ଓୟୋ’ ପ୍ରତିଷ୍ଠାତା ରିତେଶ ଖୋଲିବେ ୫ ସ୍ବାସ୍ଥ୍ୟକେନ୍ଦ୍ର: ରାୟଗଡ଼ାରେ ଖୋଲିଲା ପ୍ରଥମ କେନ୍ଦ୍ର

ରାୟଗଡା: ବିଷମକଟକରେ ଜନ୍ମ ହୋଇ ବଢ଼ିଥିବା ଓୟୋର ମୁଖ୍ୟ ରିତେଶ ଅଗ୍ରୱାଲ୍ ରାଜ୍ୟର ଅନଗ୍ରସର ବର୍ଗ ନିମନ୍ତେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଲାଗି ବର୍ଷକ ଭିତରେ ପାଞ୍ଚଟି ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବେ। ପ୍ରଥମ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ରମେଶ ଓ ବେଲା ଅଗ୍ରୱାଲ ହେଲ୍‌ଥକେୟାର ସେଣ୍ଟର ଉଦ୍‌ଘାଟିତ

ରାୟଗଡା: ଗ୍ଲୋବାଲ ଟ୍ରାଭେଲ-ଟେକ୍ କମ୍ପାନି ‘ଓୟୋ ରୁମ୍‌ସ’ର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ଏବଂ ଲାଷ୍ଟ ମାଇଲ କେୟାର ପକ୍ଷରୁ ରାୟଗଡ଼ା ଠାରେ ରମେଶ ଓ ବେଲା ଅଗ୍ରୱାଲ ହେଲଥକେୟାର ସେଂଟରର ଶୁଭାରମ୍ଭ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ଓ ଆଇନ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ବାଘ ଆତଙ୍କ: ବନ ଅଧିକାରୀ କହିଲେ- ଦିନକୁ ୨୦ କିମି ଅଞ୍ଚଳରେ ବୁଲୁଛି ମହାବଳ

ରାୟଗଡା: ଜିଲ୍ଲାର ଗୁଡାରି ଅଂଚଳରେ ଗତ ଚାରି ଦିନ ହେଲା ବାଘ ଆତଙ୍କ ଜାରି ରହିଛି। ବନ ବିଭାଗ କର୍ମଚାରୀ ମଧ୍ୟ ବାଘକୁ ଠାବ କରିବା ପାଇଁ ଦୁଇ ତିନୋଟି ଟିମ୍‌ ଗଠନ କରିଛନ୍ତି। ବନ ଅଧିକାରୀ ଦିଲୀପ ପଟ୍ଟନାୟକଙ୍କ ନେତୃତ୍ବରେ ବାଘର ପାଦ ଚିହ୍ନ ଠାବ ହେଉଛି ସିନା ଜୀବନ୍ତ ବାଘକୁ ଆଜି ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ଯୁବତୀ ଗୁରୁତର

ରାୟଗଡା: ରାୟଗଡା ସହରର ଓଭର ବ୍ରିଜ ତଳ ଯାଇଥିବା ଟ୍ରେନ୍‌ ଲାଇନରେ ବୁଧବାର ରାତିରେ ଜଣେ ଯୁବତୀ ଟ୍ରେନ ଲାଇନ ପାର କରୁଥିବା ବେଳେ ଟ୍ରେନ୍‌ ଧକ୍କାରେ ଗୁରୁତର ହୋଇଛନ୍ତି। ପ୍ରକାଶ ଥାଉକି ରେଳ ବିଭାଗର ତୃତୀୟ ଲାଇନ କାମ ଜୋରସୋରରେ ଚାଲୁଥିବା ବେଳେ ସହରର ଅଭର ବ୍ରିଜ ତଳେ ଥିବା ଅଣ୍ଡର…
ଅଧିକ ଖବର ଦେଖନ୍ତୁ...

ରାୟଗଡା କାଶୀପୁର ଅଞ୍ଚଳରେ ମାଓ ପୋଷ୍ଟର

ରାୟଗଡା: ରାୟଗଡା-କାଶୀପୁର ଅଞ୍ଚଳରେ ଆଜି ମାଓ ପୋଷ୍ଟର ଦେଖିବାକୁ ମିଳିଛି | ପୋଷ୍ଟରରେ ଲେଖାଯାଇଛି ଯେ ଖଣି ଖନନକୁ ବିରୋଧ ସହ କମ୍ପାନୀର ଗୁଣ୍ଡା ସାଜିଛି ପୁଲିସ | ବିଜେପି, ବିଜେଡ଼ି, କଂଗ୍ରେସ ଓ ବିଏସପି କମ୍ପାନୀ ଇଙ୍ଗିତରେ ସାମ୍ୱାଦିକ ସମ୍ମିଳନୀ କରି ବେଦାନ୍ତ, ଆଦାନୀ, ବିର୍ଲା ଓ…
ଅଧିକ ଖବର ଦେଖନ୍ତୁ...