ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ଡିସେମ୍ବର ୨୨ରେ ମାଓବାଦୀଙ୍କ ଭାରତ ବନ୍ଦ ଡାକରା 

ରାୟଗଡା: ଆସନ୍ତା ଡିସେମ୍ବର ୨୨ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛି ମାଓ ସଂଗଠନ। ଆନ୍ଧ୍ର--ଓଡିଶା ବଡର ଡିଭିଜନର ସଚିବ ଗଣେଶ ଆଜି ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ପ୍ରଦାନ କରିଛି। ଝାଡଖଣ୍ଡ ଓ ବିହାରରେ ଲୋକଙ୍କ ଉପରେ ହେଉଥିବା ନିର୍ଯାତନାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବା…
ଅଧିକ ଖବର ଦେଖନ୍ତୁ...

ବାଜିଲା ‘ଚଇତି‘ର ବିଗୁଲ

ରାୟଗଡା: ବାଜିଲା ‘ଚଇତି‘ର ବିଗୁଲ । ଚଳଚଞ୍ଚଳ ହୋଇ ଉଠିଲା ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲା। ଆଜି କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ ପାଦ ଦେଶର ପ୍ରସିଦ୍ଧ ଦେବଗିରି ଶୈବ ପୀଠରୁ ରାୟଗଡା ଜିଲ୍ଳାର ଲୋକ ମହୋତ୍ସବ "ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୩"ର ଶୁଭାରମ୍ଭ କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

କାଶୀପୁରରେ ଦାଦନର ଦୁଃଖ: ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଦୁଇ ଭାଇଙ୍କର ମୃତ୍ୟୁ

ରାୟଗଡା: ଦାଦନ ଖଟିବାକୁ ଯାଇ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି। ଜଣେ ରାୟଗଡ଼ା ମେଡିକାଲରେ ଆଉ ଜଣକର ମୋହନା ମେଡ଼ିକାଲରେ ମୃତ୍ୟୁ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ମକାପଦର ଗାଁରେ।ପ୍ରକାଶ ଥାଉକି ଦୁଇ ଦୁଇ ଭାଇ ଗଙ୍ଗାଧର ମାଝି ଓ ମହେଶ୍ୱର…
ଅଧିକ ଖବର ଦେଖନ୍ତୁ...

ବଡରାଇସିଂ ଆଶ୍ରମ ବିଦ୍ୟାଳୟର ପିଲା ଚାଲି ଚାଲି ଆସିବା ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ

ରାୟଗଡା: ରାୟଗଡା ବ୍ଲକର ଜେମାଦେଇପେଣ୍ଠ ପଞ୍ଚାୟତର ବଡରାଇସିଂ ସେବାଶ୍ରମ ବିଦ୍ୟାଳୟର ଛାତ୍ରମାନେ ଗତ ଦୁଇ ଦିନ ତଳେ ଚାଲି ଚାଲି ପ୍ରାୟ ୨୦ କିଲୋମିଟର ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ ମଧ୍ୟ ଦ୍ବିତୀୟ ଶନିବାର ଥିବାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ବନ୍ଦ ରହିଥିଲା। ପରେ ଏହି ପିଲାମାନେ…
ଅଧିକ ଖବର ଦେଖନ୍ତୁ...

ସରକାରୀ ବାବୁଙ୍କ ପାଦ ପଡିନଥିବା ଗାଁ ହିର୍ଷାମୁହିଁ: ଝରଣା ପାଣିରେ ମେଣ୍ଟୁଛି ଶୋଷ

ରାୟଗଡା: ରାଜ୍ୟ ସରକାରଙ୍କର ମାଳ ମାଳ ଯୋଜନା ଆଜି ବି ରାୟଗଡା ଜିଲ୍ଲାର ଦୁର୍ଗମ ଅଂଚଳରେ ବସବାସ କରୁଥିବା ଗାଁଗୁଡିକରେ ପହଞ୍ଚିପାରିଲା ନାହିଁ। ଲୋକେ ସରକାରୀ ଯୋଜନା କଣ ଭୁଲିଗଲେଣି। ନିଜର ପରଂପରା,ସଂସ୍କୃତି ଓ ଜଳ,ଜମି ଓ ଜଂଗଲକୁ ନେଇ ଜୀବନ ଅତିବାହିତ କରୁଛନ୍ତି। କେବଳ ପ୍ରସାର ପ୍ରଚାରରେ…
ଅଧିକ ଖବର ଦେଖନ୍ତୁ...

ଦାଦନ ଦୁଃଖ: ରୋଜଗାର ପାଇଁ ଆନ୍ଧ୍ର ଯାଇଥିଲେ ୨ଭାଇ, ଜଣଙ୍କର ମୃତଦେହ ଫେରିଲା, ଆଉ ଜଣେ ଗୁରୁତର

ରାୟଗଡ଼ା: ଦୁର୍ଗମ ଅଞ୍ଚଳରେ ସରକାରଙ୍କ ଯୋଜନାଗୁଡ଼ିକ ଠିକ୍‌ ଭାବେ ପହଞ୍ଚି ପାରୁ ନାହିଁ। ରାୟଗଡ଼ା ଜିଲ୍ଲାର ଅନେକ ଅଞ୍ଚଳରେ ଲୋକେ କାମଧନ୍ଦା ନମିଳିବାରୁ ବାଧ୍ୟ ହୋଇ ପେଟର ଭୋକକୁ ଦୂର କରିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଜୀବନ୍ତ ଫେରୁ…
ଅଧିକ ଖବର ଦେଖନ୍ତୁ...

ମଣିଷର ଆବେଗକୁ ବଞ୍ଚାଇ ରଖେ ସାହିତ୍ୟ: ଡ.ଗୌରହରି ଦାସ

ରାୟଗଡ଼ା: ସାହିତ୍ୟ ଅନ୍ଧାରକୁ ଆଲୋକିତ କରେ। ଅତୀତକୁ ବୁଝିବା, ବର୍ତ୍ତମାନକୁ ଜାଣିବା ଏବଂ ଭବିଷ୍ୟତର ନକ୍ସା ତିଆରି କରିବାରେ ସାହାଯ୍ୟ କରେ। ସାହିତ୍ୟ ମଣିଷର ଆବେଗକୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ରାୟଗଡ଼ା ସାହିତ୍ୟ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
ଅଧିକ ଖବର ଦେଖନ୍ତୁ...

ରାତିରେ ୨୦କିମି ଚାଲିଲେ ୧୫ଛାତ୍ର: ହାତୀ, ବାଘ ଭୟଠୁ ବଳିଗଲା ପେଟ ଭୋକ

ରାୟଗଡ଼ା: ହାତୀ, ବାଘ ଆଉ ଅନ୍ଧାର ଭୟଠୁ ବଳିଗଲା ପେଟର ଭୋକ। ‌ରାତି ୩ଟାରୁ ୨୦କିମି ଚାଲିଚାଲି ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ସେବାଶ୍ରମ ବିଦ୍ୟାଳୟର ୧୫ ଛାତ୍ର। ଦ୍ବିତୀୟ ଶନିବାର ସରକାରୀ ଛୁଟି ହୋଇଥିବାରୁ ପିଲାମାନେ ଜିଲ୍ଲାପାଳଙ୍କୁ ଭେଟି ପାରିଲେନି। ଶେଷରେ ଅନୁସୂଚିତ…
ଅଧିକ ଖବର ଦେଖନ୍ତୁ...

ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀଙ୍କ ଜିଲ୍ଲାରେ ଆଦିବାସୀ ଛାତ୍ରଛାତ୍ରୀ ନିର୍ଯାତିତ

ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା। ଏହି ଜିଲ୍ଲାର ଜଣେ ବିଧାୟକ ମଧ୍ୟ ରାଜ୍ୟ ସରକାରଙ୍କର ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ରହିଛନ୍ତି। କିନ୍ତୁ ଏହି ଜିଲ୍ଲାରେ ହିଁ ବାରମ୍ବାର ଆଦିବାସୀ ଛାତ୍ରଛାତ୍ରୀ ନିର୍ଯାତିତ ଓ ଅବହେଳିତ ହୋଇ ରହିଛନ୍ତି। ସଦ୍ୟତମ ଘଟଣାକ୍ରମରେ…
ଅଧିକ ଖବର ଦେଖନ୍ତୁ...

ଗୁଡ଼ାରିରେ ବୁଲୁଛି ମହାବଳ: ଚକ୍‌ମା ଦେଉଛି, ଠାବ ହେଉନି

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଲୁଚକାଳି ଖେଳୁଛି ମହାବଳ ବାଘ। ଏ ଜଙ୍ଗଲରୁ ସେ ଜଙ୍ଗଲ ଘୂରୁଛି। ବାରମ୍ବାର ପାଦଚିହ୍ନ ମିଳୁଥିବା ବେଳେ କିଛି ଘଣ୍ଟା ମଧ୍ୟରେ ମାଇଲ ମାଇଲ ରାସ୍ତା ଅତିକ୍ରମ କରି ବନ ବିଭାଗକୁ ଥକାଇ ସାରିଲାଣି। ପୂର୍ବରୁ ମୁନିଗୁଡ଼ା ଓ ପଦ୍ମପୁର ରେଞ୍ଜ ଅଞ୍ଚଳରେ ବୁଲୁଥିଲା। ଏବେ…
ଅଧିକ ଖବର ଦେଖନ୍ତୁ...