ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ବାଘକୁ ଠାବ ପାଇଁ ଟ୍ରାପ୍‌ କ୍ୟାମେରା ଲଗାଇଲା ବନ ବିଭାଗ

ରାୟଗଡ଼ା: ଦୁଇ ଦିନ ତଳେ କନ୍ଧମାଳକୁ ଚାଲିଯାଇଥିବା ମହାବଳ ବାଘ ପୁଣି ଫେରିଛି। ଖାଦ୍ୟ ଅନ୍ବେଷଣରେ ଘୁରି ବୁଲୁଛି ବାଘ। ଗୁଡ଼ାରି ଓ ପଦ୍ମପୁର ସୀମାନ୍ତ ଜଂଗଲରେ ଘୁରିବୁଲୁଛି। କଦମା ପଞ୍ଚାୟତର ମେରେଣ୍ଡା ଗ୍ରାମ ନିକଟସ୍ଥ ଡିପଗାଁରେ ବାଘ ପଶି ଗୋଟଏ ଗାଈକୁ ଟାର୍ଗେଟ କରିଥିଲା। ତାର ବେକକୁ କାମୁଡ଼ି…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀମାନଙ୍କ ପ୍ରତି ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ ଥାନାରେ ଅଟକ

ରାୟଗଡ଼ା: ରାୟଗଡ଼ା ସ୍ଥିତ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସହ ଏହି ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ନାୟକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଅଭିଭାବକମାନେ ବିଦ୍ୟାଳୟରେ ପଶି ପାଟିତୁଣ୍ଡ କରିଥିଲେ। ସେମାନେ କଳଙ୍କିତ ଗୁରୁଙ୍କୁ ନିସ୍ତୁକ ମାଡ଼…
ଅଧିକ ଖବର ଦେଖନ୍ତୁ...

ଡାଙ୍ଗସୋରଡ଼ାରେ ସ୍ବେଚ୍ଚାକୃତ ରକ୍ତଦାନ ଶିବିର

ରାୟଗଡା/ଚନ୍ଦ୍ରପୁର: ରାୟଗଡା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ବ୍ଲକର ଦୁର୍ଗମ ଡାଙ୍ଗସୋରଡ଼ାସ୍ଥିତ ଏମଇ ସ୍କୁଲରେ ଆମ ଓ଼ଡିଶା ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଅତିଥି ଭାବେ ଡାକ୍ତର ତୋପ ପ୍ରସାଦ ବେହେରା, ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରଛାତ୍ରୀଙ୍କ ମହାନତା: ବୃଦ୍ଧାଶ୍ରମରେ ଖାଦ୍ୟସାମଗ୍ରୀ ବାଣ୍ଟିଲେ

ରାୟଗଡ଼ା: ରାୟଗଡା ସ୍ବିୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠ ପଢିବା ସହ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ହାଉସିଂ ବୋର୍ଡ କଲୋନିରେ ରହିଥିବା ବୃଦ୍ଧାଶ୍ରମକୁ ଯାଇ ସେଠାରେ ରହୁଥିବା ବୃଦ୍ଧ ଓ ବୃଦ୍ଧାମାନଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା: ନବରଂଗପୁରରୁ ଆସିଥିଲେ ଗାଇଡ୍‌, ସିଡ଼ିରୁ ଖସି ରାୟଗଡ଼ାରେ ମୃତ୍ୟୁ

ରାୟଗଡ଼ା: ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥଯାତ୍ରାରେ ଆସିଥିବା ଗାଇଡଙ୍କ ସିଡିରୁ ଖସି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରାୟଗଡ଼ାସ୍ଥିତ କଲ୍ୟାଣୀ ମଣ୍ଡପରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଗାଇଡ ଜଣକ ହେଲେ ଅଟଳ ବିହାରୀ ହୋତା। ସେ ନବରଙ୍ଗପୁର ଜିଲ୍ଲା ସାନମୁସି ଗାଁର ଉଚ୍ଚ ବିଦ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...

ସୁନା ଦୋକାନରେ ଆୟକର ଚଢାଉ

ରାୟଗଡା: ରାୟଗଡ଼ା ସ୍ଥିତ ଏକ ସୁନା ଦୋକାନ ଉପରେ ଆଜି ଦ୍ବିପହରରେ ଆୟକର ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇଛି। ଆୟକର ବିଭାଗର ଚାରି ଜଣିଆ ଟିମ ମୁଖ୍ୟ ଛକରେ ରହିଥିବା ସାବିତ୍ରୀ ସୁନା ଦୋକାନ ଉପରେ କଡା ସୁରକ୍ଷାର ସହ ଚଢାଉ କରିଥିଲେ। ଏହାର ପ୍ରଭାବରେ ପାଖରେ ଥିବା ଅନ୍ୟ ସୁନା ଦୋକାନଗୁଡିକ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ପୁଲିସ କର୍ମଚାରୀଙ୍କର ମୃତଦେହ ଉଦ୍ଧାର: ଟ୍ରେନରୁ ଓହ୍ଲାଇବା ବେଳେ ଚାଲିଗଲା ଜୀବନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଘରେ ରୋଷେଇ କାର୍ଯ୍ୟରେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କର ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ମୃତ କନେଷ୍ଟବଳଙ୍କ ନାଁ ବି. ହରିଶଙ୍କର ରାଓ। ତେବେ ସେ ଟ୍ରେନରୁ ଡେଇଁପଡ଼ି ପ୍ରାଣ ହରାଇଥିବା କୁହାଯାଉଛି। ରାୟଗଡା ରେଳ…
ଅଧିକ ଖବର ଦେଖନ୍ତୁ...

୨୦୨୪ ନିର୍ବାଚନରେ ତୃଣମୂଳସ୍ତରରୁ ଦଳ ସଂଗଠିତ ହେବ : କଂଗ୍ରେସ

ରାୟଗଡା: ଆଦିବାସୀ ବହୁଳ ରାୟଗଡା ଜିଲ୍ଳାରେ ତୃଣମୂଳସ୍ତରରେ କଂଗ୍ରେସ ଦଳର ସଂଗଠନକୁ ସୁଦୃଢ କରିବା, ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଲୋକଙ୍କ ପାଇଁ ବିକାଶର ସେବା ଯୋଗାଇବା ଏବଂ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ କରିବାର ଲକ୍ଷ୍ୟ ନେଇ…
ଅଧିକ ଖବର ଦେଖନ୍ତୁ...

ବିନା ଟାଉନପ୍ଲାନିଂରେ ଜମିପ୍ଲଟ ରେଜିଷ୍ଟ୍ରେସନ୍‌ ଉପରେ ରୋକ: ପୌର ସଂସ୍ଥା ହରାଇଛି ୧୦୦ କୋଟି ରାଜସ୍ୱ

ଗୁଣପୁର: ପୂର୍ବରୁ ସରକାରଙ୍କ ନିର୍ଦେଶନାମା ଥିବାସତ୍ତ୍ୱେ ବିନା ଟାଉନ ପ୍ଲାନିଂ ଓ ପୈାର ସଂସ୍ଥାର ଅନୁମୋଦନ ନଥାଇ ପ୍ଲଟଜମି ବେଆଇନ ଭାବେ କିଣାବିକା ଚାଲିଥିଲା। ସବ ରେଜିଷ୍ଟ୍ରି ଅଫିସରେ ତହସିଲଦାର ଓ କର୍ମଚାରୀ ମାନେ ନିୟମ ପ୍ରତି ଆଖୀ ବୁଜିଦେଇ ରେଜିଷ୍ଟ୍ରେସନ କରୁଥିଲେ। ଏବେ ଏହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ମିଟସ୍ ଗ୍ରୁପ ‘ଶିକ୍ଷାଗୋଷ୍ଠୀ-୨୦୨୩‘ରେ ସମ୍ମାନିତ

ରାୟଗଡା: ରାୟଗଡା ଜିଲ୍ଳାରେ ମିଟସ୍ ଗ୍ରୁପକୁ ସମ୍ମାନଜନକ 'ଶିକ୍ଷା ଗୋଷ୍ଠୀ -୨୦୨୩' ପୁରସ୍କାର ପ୍ରଦାନ କରାଯାଇଛି। ବେଙ୍ଗାଲୁରୁର ଏକାଡେମିକ୍ ଇନସାଇଟ ମ୍ୟାଗେଜିନ ଦ୍ୱାରା ଆୟୋଜିତ ଉତ୍କର୍ଷ ପୁରସ୍କାର ୨୦୨୩ ବିତରଣ କାର୍ଯ୍ୟକ୍ରମ ବେଙ୍ଗଲୁରୁସ୍ଥିତ ଏକ ଘରୋଇ ହୋଟେଲ ଠାରେ ଅନୁଷ୍ଠିତ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...