ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଭବାନୀଭବନ ପଡ଼ିଆରେ ବିଜେଡି ପ୍ରାର୍ଥୀ ଯୋଗେଶ: ଫୁଟବଲ ଖେଳିଲେ, ଲୋକଙ୍କୁ ଭେଟି ଆଶୀର୍ବାଦ ମାଗିଲେ

ସୁନ୍ଦରଗଡ଼: ଚାଲିଛି ନିର୍ବାଚନ ପ୍ରଚାର। କିଛି ପ୍ରାର୍ଥୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଉପାୟ ଆପଣେଇଛନ୍ତି। ଏହିକ୍ରମରେ ନିଆରା ପ୍ରଚାରକୁ ନେଇ ସୁନ୍ଦରଗଡ଼ ବିଧାନସଭାର ବିଜେଡି ପ୍ରାର୍ଥୀ ଯୋଗେଶ ସିଂ ବେଶ ଚର୍ଚ୍ଚାରେ ରହିଛନ୍ତି। ଗାଁ ଅଞ୍ଚଳକୁ ପ୍ରଚାରକୁ ଗଲା ବେଳେ କେତେବେଳେ ସେ…
ଅଧିକ ଖବର ଦେଖନ୍ତୁ...

ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା କାର୍‌କୁ ଧକ୍କା ଦେଲେ, ୪ ବର୍ଷୀୟ ଶିଶୁର ମୃତ୍ୟୁ

ରାଉରକେଲା: ଦ୍ରୁତଗତି ମହାବିପତ୍ତି। ଏହା ଜାଣିଥିଲେ ମଧ୍ୟ ଲୋକ ଅସାବଧାନତା ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥାନ୍ତି। ରାଉରକେଲା ପୁଲିସ ଜିଲ୍ଲା ଚାନ୍ଦିପୋଷ ଥାନା ମୂଷାବିରା ଠାରେ ଆଜି ଏକ ଅଲ୍ଟୋ କାର୍‌କୁ ହ୍ୟୁଣ୍ଡାଇ କାର ପଛ ପାର୍ଶ୍ୱରୁ ଧକ୍କା ଦେଇଛି। ଫଳରେ ଜଣେ ୪ ବର୍ଷ ବୟସର ଶିଶୁର…
ଅଧିକ ଖବର ଦେଖନ୍ତୁ...

ବନ ବିଭାଗ ଦ୍ଵାରା ବସ୍ତି ଉଚ୍ଛେଦକୁ ବିଜେପିର ବିରୋଧ

ରାଉରକେଲା: ସାଧାରଣ ନିର୍ବାଚନ ଘୋଷଣା ପରେ ରାଉରକେଲା ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର- ୬ ଏକ୍ତା କ୍ଳବ୍ ବସ୍ତିରେ ବନ ବିଭାଗ ଦ୍ଵାରା ମାନବିକ ବସ୍ତି ଉଚ୍ଛେଦ କରାଯାଉଥିଲା। ଏହି ଉଚ୍ଛେଦକୁ ବିରୋଧ କରି ବିଜେପି ଜିଲ୍ଲା ସଭାନେତ୍ରୀ  ଲତିକା ପଟ୍ଟନାୟକଙ୍କ ନେତୃତ୍ଵରେ…
ଅଧିକ ଖବର ଦେଖନ୍ତୁ...

ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ବାଙ୍କୀ ରେଞ୍ଜର ଖେସରାବିଟ୍ ରଙ୍ଗେଇଗୁଢା ଗ୍ରାମ ନିକଟରେ ଦାନ୍ତା ହାତୀର ମୃତଦେହ ଠାବ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। କିଛି ଦିନ ଦନ୍ତା ହାତୀ ଅସୁସ୍ଥ ଥିଲା। ହାତୀଟି କୋଇଡ଼ା ରେଞ୍ଜରେ ଘୁରି ବୁଲୁଥିଲା। ଆଜି ସକାଳେ ବାଙ୍କୀ ରେଞ୍ଜରେ…
ଅଧିକ ଖବର ଦେଖନ୍ତୁ...

କେମିତି ଜିଉଁଛନ୍ତି ରାଉରକେଲାର ଭିକାରି! ସହରରେ ଅଛନ୍ତି ୪୪୭ ଭିକାରି, କାମରେ ଆସୁନି ଥଇଥାନ କେନ୍ଦ୍ର 

ରାଉରକେଲା: ସ୍ମାର୍ଟସିଟି ରାଉରକେଲାର ରିଂ ରୋଡ୍‌ ହେଉ ଅବା ଅନ୍ୟକୌଣସି ପ୍ରମୁଖ ରାସ୍ତା, ସବୁଠାରେ ଭିକାରିଙ୍କୁ ଦେଖିବାକୁ ମିଳୁଛି। ଏମିତିକି ସହରର ବିଭିନ୍ନ ମନ୍ଦିର, ବଜାର ଅଞ୍ଚଳରେ ବି ଏମାନଙ୍କ ଉପସ୍ଥିତି। ବିଶେଷକରି କୁଷ୍ଠ ରୋଗରେ ପ୍ରଭାବିତ ଲୋକଙ୍କ ମଧ୍ୟରୁ ପାଖାପାଖି ୬୦…
ଅଧିକ ଖବର ଦେଖନ୍ତୁ...

ଶ୍ମଶାନ ବନ୍ଧୁ, ଜିଲ୍ଲା କ୍ରୀଡ଼ା ସଂସଦ ଓ ସମ୍ବାଦ-ଆମ ଓଡ଼ିଶାର ଜଳଛତ୍ର ଖୋଲିଲା

ସୁନ୍ଦରଗଡ଼: ମଙ୍ଗଳବାର ସୁନ୍ଦରଗଡ଼ ଷ୍ଟାଡିୟମ ଛକଠାରେ ‘ସମର୍ପିତ ସେବା ସଂସ୍ଥାନ’ ( ଟିମ ଶ୍ମଶାନ ବନ୍ଧୁ) ଓ ‘ଜିଲ୍ଲା କ୍ରୀଡ଼ା ସଂସଦ’ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଆନୁକୁଲ୍ୟରେ ଜଳଛତ୍ର ଓ ସରବତ ବଣ୍ଟନ କେନ୍ଦ୍ର ଖୋଲିଲା। ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ର ସମସ୍ତଙ୍କ ପ୍ରିୟ ଡାକ୍ତର ଦିଲୀପ…
ଅଧିକ ଖବର ଦେଖନ୍ତୁ...

ଯୋଗେଶ ଚଲାଇଲେ ଦିଲୀପ ବସିଲେ: ବାଇକରେ ଗାଁକୁ ଯାଇ ମାଗିଲେ ଭୋଟ୍‌

ସୁନ୍ଦରଗଡ଼: ମଙ୍ଗଳବାର ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେଶ ସିଂ ଓ ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଦିଲୀପ ତିର୍କୀ ଟାଙ୍ଗରପାଲି ବ୍ଲକରେ ମାରାଥାନ ପ୍ରଚାର କରିଛନ୍ତି। ଏହି ସମୟରେ ଉଜ୍ବଳପୁରଠାରେ ଯୋଗେଶ ଓ ଦିଲୀପ ବାଇକରେ ବସି ଭୋଟ ମାଗିଥିଲେ। ଯୋଗେଶ ବାଇକ୍…
ଅଧିକ ଖବର ଦେଖନ୍ତୁ...

ରଘୁନାଥପାଲିରେ ବିଜେଡିର ମହିଳା କାର୍ଡ: ସୁବ୍ରତ କଟିଲେ, ଅନଭିଜ୍ଞ ପତ୍ନୀ ଅର୍ଚ୍ଚନାଙ୍କୁ ଟିକେଟ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରଘୁନାଥପାଲି ଆସନରେ ବିଜେଡି ପ୍ରାର୍ଥୀକୁ ନେଇ ଦୀର୍ଘଦିନ ଧରି ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ହ୍ୟାଟ୍ରିକ୍ ବିଜୟଲାଭ କରିଥିବା ସୁବ୍ରତ ତରାଇଙ୍କୁ ବାଦ୍‌ଦେଇ ତାଙ୍କ ପତ୍ନୀ ଅର୍ଚ୍ଚନାରେଖା ବେହେରାଙ୍କୁ ଦଳ ଟିକେଟ ଦେଇଛି। ସୁବ୍ରତଙ୍କ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ି ଜେଏମ୍‌ଏମ୍‌ରେ ନୀହାର ସୁରିନ୍‌: ଶିବୁ ସୋରେନଙ୍କ ବାସଭବନରେ ସମର୍ଥକଙ୍କ ସହ ମିଶିଲେ

ରାଉରକେଲା: ବୀରମିତ୍ରପୁର ବିଜେଡି ଟିକେଟ ‌ଦୌଡ଼ରେ ଥିବା ପୂର୍ବତନ ବିଧାୟକ ନୀହାର ସୁରିନ୍‌ ଆଜି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌)ରେ ସାମିଲ ହୋଇଛନ୍ତି। ସେ ତାଙ୍କର ଶତାଧିକ ସମର୍ଥକଙ୍କ ସହ ରାଞ୍ଚିସ୍ଥିତ ଶିବୁ ସୋରେନଙ୍କ ବାସଭବନରେ ଯୋଗଦେଇଛନ୍ତି। ତାଙ୍କ ସହିତ ବୀରମିତ୍ରପୁର…
ଅଧିକ ଖବର ଦେଖନ୍ତୁ...

ପ୍ରଚାର ସମୟର ରୋଚକ ଦୃଶ୍ୟ: ଯୋଗେଶଙ୍କୁ ଘରେ ବସାଇ ପଖାଳ ଖୁଆଇଲେ ମହିଳା ଭୋଟର

ସୁନ୍ଦରଗଡ଼: ଟାଣ ଖରାରେ ଚାଲିଥିଲା ନିର୍ବାଚନୀ ପ୍ରଚାର। ସୁନ୍ଦରଗଡ଼ ବିଧାନସଭାର ବିଜେଡି ପ୍ରାର୍ଥୀ ଯୋଗେଶ ସିଂ ଟାଙ୍ଗରପାଲି ବ୍ଲକ୍ କିରିପସିରା ଓ ନିଆଲିପାଲି ପଞ୍ଚାୟତର ୨୦ରୁ ଅଧିକ ଗାଁକୁ ଯାଇ ଭୋଟ ମାଗିଥିଲେ। କିରିପସିରା ପଞ୍ଚାସୟତର ଖମାରବାହାଲ ଗାଁରେ ପ୍ରଚାର କଲା ବେଳେ ହାଲିଆ…
ଅଧିକ ଖବର ଦେଖନ୍ତୁ...