ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ସାଢ଼େ ୨ଟା ସୁଦ୍ଧା ସୁନ୍ଦରଗଡ଼ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ଆଜି ଦିନ ସାଢ଼େ ୨ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁଯାୟୀ, ସୁନ୍ଦରଗଡ଼ ସବୁଠୁ ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ରହିଛି ୪୩.୮ ଡିଗ୍ରି ସେଲସିଅସ୍। ଏହାଛଡ଼ା ସମ୍ବଲପୁରରେ ତାପମାତ୍ରା ୪୨.୪, ଚାନ୍ଦବାଲି ଓ କେନ୍ଦୁଝରରେ ୪୨.୨, ହୀରାକୁଦରେ ୪୨, ରାଉରକେଲାରେ ୪୧.୮,…
ଅଧିକ ଖବର ଦେଖନ୍ତୁ...

ଡିଏମ୍‌ଏଫ୍‌ ଉପରେ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର: ଏକ୍ସ ହ୍ୟାଣ୍ଡେଲ୍‌ରେ ପୋଷ୍ଟ ପରେ ଚର୍ଚ୍ଚା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମ୍‌ଏଫ୍‌)ର ଦୁରୁପଯୋଗ ଅଭିଯୋଗ ଆସିବାପରେ ସୁନ୍ଦରଗଡ଼ ସାଂସଦ ତଥା ପ୍ରତିଷ୍ଠାନର ଟ୍ରଷ୍ଟି ସଦସ୍ୟ ଜୁଏଲ ଓରାମ ୨୦୨୨ ନଭେମ୍ବର ୧୧ ତାରିଖରେ ସିଏଜି ଅଡିଟ୍‌ ପାଇଁ ଭାରତର ମହାସମୀକ୍ଷକ (ଅଡିଟର ଜେନେରାଲ)ଙ୍କୁ ଚିଠି ଲେଖିବା…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ଆଖଡ଼ା ଶୋଭାଯାତ୍ରା: ସାମିଲ ହେଲେ ଲୋକସଭା ଓ ବିଧାନସଭାର ପ୍ରାର୍ଥୀ

ରାଉରକେଲା: ଆଜି ସହରର ରାମନବମୀ ଶୋଭାଯାତ୍ରାକୁ ଆରକ୍ଷୀ ଅଧିକ୍ଷକ ତଥା ଡିଆଇଜି ବ୍ରିଜେଶ କୁମାର ରାୟ ନଡ଼ିଆ ଭାଙ୍ଗି ଉଦ୍‌ଘାଟନ କରିବା ପରେ ଶୋଭାଯାତ୍ରା ବିର୍ସା ଛକଠାରୁ ଆରମ୍ଭ ହୋଇଥିଲା। ଡିଆଇଜି ଶ୍ରୀ ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏହି ଶୋଭାଯାତ୍ରାରେ ଶାନ୍ତି ବଜାୟ ରଖିବାକୁ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ହେଉଛି ଦିଲୀପ ବିରୋଧୀ ଚିଠି

ରାଉରକେଲା: ରାଉରକେଲା ବିଧାନସଭା ଆସନରୁ ଦିଲୀପ ରାୟ ବିଜେପି ଟିକେଟ୍‌ ପାଇବା ପରେ ବିବାଦ ତେଜୁଛି। ମଙ୍ଗଳବାର ତାଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ବିଜେପିର ଶତାଧିକ ନେତା ଓ କର୍ମୀମାନେ ବରିଷ୍ଠ ନେତା ନିହାର ରାୟଙ୍କ ଘର ବାହାରେ ମେଳି ବାନ୍ଧିଥିଲେ। ବିଜେପି ଟିକେଟ୍‌ରୁ ବଞ୍ଚିତ ନିହାରଙ୍କ…
ଅଧିକ ଖବର ଦେଖନ୍ତୁ...

ସୁଧୁରୁନି ଆଦର୍ଶ ପୋଖରୀ, ଭୋଟ ବର୍ଜନ ଚେତବନୀ

ଲହୁଣିପଡ଼ା: ଲହୁଣିପଡ଼ା ବ୍ଲକ୍‌ ଅନ୍ତର୍ଗତ ରଜାମୁଣ୍ଡା ପଞ୍ଚାୟତସ୍ଥ ପତିବନ୍ଧଟି ଆଦର୍ଶ ପୋଖରୀ ମାନ୍ୟତା ପାଇଛି। ମାତ୍ର ପୋଖରୀର ପାହୁଚଘାଟ ଗତ ୭ବର୍ଷ ଧରି ନିର୍ମାଣ ଚାଲିଛି ଯେ ସରୁନାହିଁ। ଯାହା ଫଳରେ ଗାଁ ଲୋକେ ଗାଧୋଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ରାମନବମୀରେ ଶୋଭାଯାତ୍ରା ବେଳେ ଦୁର୍ଘଟଣା: ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ସୁନ୍ଦରଗଡ଼: ପବିତ୍ର ରାମନବମୀ ଅବସରରେ ଆୟୋଜିତ ବାଇକ ଶୋଭାଯାତ୍ରାରେ ଅଘଟଣ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ତୁମୁଳିଆ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ସବଡେଗା ଅଞ୍ଚଳର ବାସ୍ତବ ମାଝୀ (୧୭) ଓ…
ଅଧିକ ଖବର ଦେଖନ୍ତୁ...

୬୩୦ ପୁଲିଂ ଅଧିକାରୀଙ୍କୁ ପ୍ରଶିକ୍ଷଣ

ରାଉରକେଲା: ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୁଲିଂ ଓ ପ୍ରିଜାଇଡିଂ ଅଧିକାରୀମାନଙ୍କର ଦ୍ବିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରାଜ୍ୟରେ ହେବାକୁ ଥିବା ବିଧାନ ସଭା ଓ ଲୋକସଭା ନିର୍ବାଚନରେ ମତଦାନ ପ୍ରକିୟା ସରଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ମିନତି ଦେବତା ବିଜେଡିରୁ ନିଲମ୍ବିତ

ରାଉରକେଲା: ଦଳ ବିରୋଧୀ କାର୍ଯ୍ୟ ପାଇଁ ମହିଳା ବିଜେଡି ରାଜ୍ୟ ଉପସଭାନେତ୍ରୀ ମିନତି ଦେବତାଙ୍କୁ ମହଙ୍ଗା ପଡ଼ିଛି। ଆଜି ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ମିନତି ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିଲେ। ଗତ କିଛି ମାସ ଧରି ରାଉରକେଲା ବିଜେଡି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଇସ୍ପାତ ସହରରେ ଦିଲ୍ଲୀପ-ସାରଦା ବଳ କଷାକଷି

ରାଉରକେଲା: ବିଜେପି ପକ୍ଷରୁ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଇସ୍ପାତ ସହର ରାଉରକେଲାରୁ ବିଜେପି ଦିଲ୍ଲୀପ ରାୟଙ୍କୁ ଟିକେଟ ଦେଇଛି। ଏହି ଆସନରେ ବିଜେଡି ପକ୍ଷରୁ ସାରଦା ପ୍ରସାଦ ନାୟକଙ୍କୁ ଟିକେଟ ପ୍ରଦାନ କରାଯାଇଛି। ଫଳରେ ରାଉରକେଲା ନିର୍ବାଚନମଣ୍ଡଳୀରେ କଡ଼ା…
ଅଧିକ ଖବର ଦେଖନ୍ତୁ...

ଟିକେଟ କଟିବାରୁ ଭୋଭୋ କାନ୍ଦିଲେ ପ୍ରବୋଧ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କିଙ୍କୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ପ୍ରଚାର ଆରମ୍ଭ କରିଦେଇଥିଲେ। ତେ‌ବେ, ଗତକାଲି ତାଙ୍କ ପ୍ରାର୍ଥିତ୍ବ ପରିବର୍ତ୍ତନ ହୋଇଥିବା ଖବର ପାଇଁ ସେ ଭାଙ୍ଗିପଡ଼ିଥିଲେ।…
ଅଧିକ ଖବର ଦେଖନ୍ତୁ...