ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଅବହେଳିତ ଖେଳପଡ଼ିଆ ପାଲଟିଛି ଚାରଣଭୂମି: ସରକାରୀ କାର୍ଯ୍ୟକ୍ରମ ପାଇଁ ଭାଙ୍ଗିଦେଲେ ପାଚେରି

ଗୁରୁଣ୍ଡିଆ: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କ୍ରୀଡ଼ାକ୍ଷେତ୍ରରେ ବିକାଶ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। କ୍ରୀଡ଼ା ଭିତ୍ତିଭୂମି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଗୁରୁଣ୍ଡିଆରେ ଥିବା ଏକମାତ୍ର ଖେଳପଡ଼ିଆ ନଜର ଆ​ଢ଼ୁଆଳରେ ରହିଯାଇଛି। ଏହି ପଡ଼ିଆରେ ବିଭିନ୍ନ ସରକାରୀ ଓ…
ଅଧିକ ଖବର ଦେଖନ୍ତୁ...

ପିକ୍‌ଅପ୍‌ ଡ୍ରାଇଭରଙ୍କୁ ଗୁଳିମାଡ଼: ବାଇକ୍‌ରେ ଆସିଥିଲେ ୨ ଦୁର୍ବୃତ୍ତ

ରାଉରକେଲା/ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ଆଇଟିଆଇ ବସ୍ତିରେ ଶନିବାର ସକାଳ ପ୍ରାୟ ୮ଟାରେ ଜଣେ ପିକ୍‌ଅପ୍‌ ଡ୍ରାଇଭରଙ୍କୁ ଗୁଳିମାଡ଼ ହୋଇଛି। ଗୋଟିଏ ଗୁଳି ପିକ୍ଅପ୍‌ ଡ୍ରାଇଭର ମହମ୍ମଦ ରାଜା(୩୨)ଙ୍କ ଡାହାଣ ଛାତିରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବିଶ୍ରା…
ଅଧିକ ଖବର ଦେଖନ୍ତୁ...

ବୋଲେରୋ ବୋନେଟ୍‌ରେ ୧୨ ଫୁଟର ଅଜଗର

ରାଉରକେଲା: ସ୍ଥାନୀୟ ପାୱାରହାଉସ୍‌ ରୋଡ୍‌ରେ ଥିବା ଏକ ପରିତ୍ୟକ୍ତ ଅଞ୍ଚଳରୁ ଆଜି ୧୨ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି। ସ୍ବୀକୃତିପ୍ରାପ୍ତ ସାପ ଧରାଳି ଅମର ଦାସ ସାପକୁ ସୁରକ୍ଷତିଭାବେ ଉଦ୍ଧାର କରିଥିଲେ। ପରେ ବନବିଭାଗକୁ ହସ୍ତାନ୍ତର କରାଯାଇଥିବାବେଳେ ସାପକୁ ଜଙ୍ଗଲରେ ଛଡ଼ା…
ଅଧିକ ଖବର ଦେଖନ୍ତୁ...

ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବର ଚତୁର୍ଥ ସନ୍ଧ୍ୟା: କିମିଆକଲା ଏଲିଆନାଙ୍କ ଓଡ଼ିଶୀ ଓ ନରେନ୍ଦ୍ରଙ୍କ ବଂଶୀ

ରାଉରକେଲା: ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଓଡ଼ିଶୀ ଓ ଲୋକନୃତ୍ୟ ଦର୍ଶକଙ୍କୁ ଅବିଭୂତ କରିଛି। ବିଶେଷକରି ସୁନାମଧନ୍ୟ ଓଡିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଉପାଧିପ୍ରାପ୍ତ ଏଲିଏନା ସିତାରିଷ୍ଟଙ୍କ ଓଡ଼ିଶୀ ନୃତ୍ୟ ଆଜିର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଏଲିଏନା ମହାକବି କାଳିଦାସଙ୍କ…
ଅଧିକ ଖବର ଦେଖନ୍ତୁ...

ସର୍ଟସର୍କିଟ୍ ଯୋଗୁ ଜଳିଗଲା ଦୋକାନ

ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କନ୍ତଯୋଡ଼ିସାହି ଛକରେ ଥିବା ଏକ ବିଦ୍ୟୁତ୍‌ସାମଗ୍ରୀ ଦୋକାନ ସର୍ଟସର୍କିଟ୍‌ ଯୋଗୁ ଜଳିଯାଇଛି। ଆଜି ସକାଳ ପ୍ରାୟ ୧୦ଟା ସମୟରେ ବନ୍ଦଥିବା ଦୋକାନରୁ ହୁହୁ ହୋଇ ଧୂଆଁ ବାହାରିଥିଲା। ସ୍ଥାନୀୟଲୋକେ ସ୍ଥାନୀୟ ଦମକଳବାହିନୀକୁ ଖବରଦେବା ସହ…
ଅଧିକ ଖବର ଦେଖନ୍ତୁ...

ଅଉଁଲାବାହାଲ ସାକ୍ଷୀଗୋପାଳ ହତ୍ୟା ମାମଲା: ବାପା-ମା’ଙ୍କ ସହ ୨ ପୁଅକୁ ୧୦ ବର୍ଷ ଜେଲ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଲେଫ୍ରିପଡ଼ା ଥାନା ଅଉଁଲାବାହାଲରେ ସଂଘଟିତ ସାକ୍ଷୀଗୋପାଳ ପୋଢ଼ ନାମକ ଯୁବକଙ୍କ ଜଘନ୍ୟ ହତ୍ୟା ମାମଲାର ଶୁଣାଣି ହୋଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ ରାଜେଶ ଦାଶ ଗୋଟିଏ ପରିବାରର ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦…
ଅଧିକ ଖବର ଦେଖନ୍ତୁ...

ସାଂଘାତିକ ଠକେଇ: ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବାକୁ କହି ଠକିନେଲେ ୧୫ କୋଟି 

ସୁନ୍ଦରଗଡ଼: ଚାକିରି ନାଁରେ ସାଂଘାତିକ ଠକେଇ। ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବାକୁ କହି ରାଜ୍ୟର ପ୍ରାୟ ୧୨ ଶହ ଯୁଵକଯୁବତୀଙ୍କ ଠାରୁ ଠକି ନେଲେ ପ୍ରାୟ  ୧୫ କୋଟି  ଟଙ୍କା। ସେଥିମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବି ଅନେକ ଯୁବକଯୁବତୀ ରହିଛନ୍ତି। ସେମାନଙ୍କୁ ପଞ୍ଚାୟତିରାଜ ବିଭାଗରେ ଚାକିରି…
ଅଧିକ ଖବର ଦେଖନ୍ତୁ...

ପିକଅପ୍ ଡ୍ରାଇଭରଙ୍କୁ ଗୁଳିମାଡ଼: ଗୁଳିକାଣ୍ଡର କାରଣ ଅସ୍ପଷ୍ଟ

ରାଉରକେଲା: ଆଜି ସକାଳ ପ୍ରାୟ  ୮ଟାରେ ବିଶ୍ରା ଆଇଟିଆଇ ବସ୍ତିରେ ଗୁଳିକାଣ୍ଡ ହୋଇଛିl ଦୁଇ ଅଜ୍ଞାତ ଯୁବକଙ୍କ ଗୁଳିମାଡ଼ରେ ପିକଅପ ଡ୍ରାଇଭର ମହମ୍ମଦ ରାଜା ଗୁରୁତର ହୋଇଛନ୍ତିl ରାଜାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିl ତାଙ୍କ ଛାତିରେ ଗୁଳି ବାଜିଛିl ଗୁଳିକାଣ୍ଡର…
ଅଧିକ ଖବର ଦେଖନ୍ତୁ...

ଆଳୁ, ପିଆଜ ପାଇଁ ଚାଷୀ ଅମଙ୍ଗ: କେବଳ ୨.୦୭% ଜମିରେ ଆଳୁ ଓ ୧.୮୮% ପିଆଜ ଚାଷ

ରାଉରକେଲା: ଆଳୁ ଓ ପିଆଜ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟରେ ପରିଣତ ହେଲାଣି। ଏଣୁ ବିଭିନ୍ନ ସମୟରେ ଏଥିରେ ଦର ବୃଦ୍ଧି ହେଲେ କିମ୍ବା ଅଭାବ ଦେଖାଗଲେ, ତାହା ସିଧାସଳଖ ଜନସାଧାରଣଙ୍କୁ ପ୍ରଭାବିତ କରିଥାଏ। ଏହାକୁ ଦୂର କରିବାକୁ ଯେଉଁ ଅନୁପାତରେ ଆଳୁ, ପିଆଜ ଚାଷ ହେବା କଥା; ତାହା ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

କୋଇଲା ଖଣି କ୍ଷତିପୂରଣ ହାତେଇବାକୁ କାରସାଦି; ସନ୍ଦେହରେ ଅସାଧୁ ତହସିଲ କର୍ମଚାରୀ

ସୁନ୍ଦରଗଡ଼/ହେମଗିର: ହେମଗିର ତହସିଲ ଅଞ୍ଚଳରେ କୋଇଲା ଖଣି କ୍ଷତିପୂରଣ ହାତେଇବାକୁ ଚାଲିଛି ସାଂଘାତିକ କାରସାଦି। ଜମି ଅଧିଗ୍ରହଣରେ କୋଟି କୋଟି ଟଙ୍କାର କ୍ଷତିପୂରଣ ମିଳିବାକୁ ଥିବାରୁ ଜମି ଦଲାଲମାନେ ପ୍ରସ୍ତାବିତ ଖଣି ଅଞ୍ଚଳରେ ବିଛାଇଛନ୍ତି ଜାଲ୍। ଗୋଚର, ଜଳଚର, ଅନାବାଦି ସରକାରୀ ଜମି…
ଅଧିକ ଖବର ଦେଖନ୍ତୁ...