ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ବିଜାହାନ କୋଇଲା ଖଣି ଅଞ୍ଚଳବାସୀଙ୍କ ଦାବି: ପ୍ରଥମେ ଗ୍ରାମସଭା, ପରେ ପରିବେଶୀୟ ମଞ୍ଜୁରି ଜନଶୁଣାଣି 

ସୁନ୍ଦରଗଡ଼: ହେମଗିର ତହସିଲ୍ ବିଜାହାନ ଖୋଲା ମୁହଁ କୋଇଲା ଖଣି ପାଇଁ ପରିବେଶୀୟ ମଞ୍ଜୁରି ନିମନ୍ତେ ହେବାକୁ ଥିବା ଜନଶୁଣାଣିକୁ ସ୍ଥଗିତ ରଖିବାକୁ ପ୍ରଭାବିତ ଅଞ୍ଚଳବାସୀ ଦାବି କରିଛନ୍ତି। ଖଣି ପାଇଁ ବିସ୍ଥାପିତ ତଥା ପ୍ରଭାବିତ ଗାଁ ଅଞ୍ଚଳରେ ପଲ୍ଲୀସଭା ଓ ଗ୍ରାମସଭା କରାଯାଇ…
ଅଧିକ ଖବର ଦେଖନ୍ତୁ...

ଭାଗନେଲେ ୧୧ ଶିକ୍ଷାନୁଷ୍ଠାନର ୭୫୦ ଖେଳାଳି: ଏନ୍‌ଆଇଟିର କ୍ରୀଡ଼ା ମହୋତ୍ସବ ଆରମ୍ଭ

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ବାର୍ଷିକ କ୍ରୀଡ଼ା ମହୋତ୍ସବ ‘ବୃଦ୍ଧି’ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଫୁଟବଲ୍, କ୍ରିକେଟ୍, ବ୍ୟାଡମିଣ୍ଟନ୍, ଚେସ୍, କବାଡି, ଭଲିବଲ୍, ବାସ୍କେଟବଲ୍, ଖୋ-ଖୋ,…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ଅଳଙ୍କାର ଦୋକାନରେ ଜିଏସଟି ଚଢ଼ାଉ

ରାଉରକେଲା: ଷ୍ଟିଲସିଟି ରାଉରକେଲାରେ ଆଜି ଏକ ଗହଣା ଦୋକାନରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି | ସହରର ମୁଖ୍ୟମାର୍ଗ ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ନିକଟସ୍ଥ କନକ ଅଳଙ୍କାର ଦୋକାନରେ ରାଜ୍ୟ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜିଏସ୍‌ଟି ବିଭାଗ ପକ୍ଷରୁ ଗଠିତ ୮ ଜଣିଆ ଟିମ୍‌…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ମଣ୍ଡିରେ ଅବ୍ୟବସ୍ଥା: ୬୦% ମଣ୍ଡିରେ ନାହିଁ ସେଡ୍‌ ଓ ସିସି କ୍ୟାମେରା

ରାଉରକେଲା: ଆସନ୍ତା ଡିସେମ୍ବରରୁ ଖୋଲିବାକୁ ଯାଉଛି ମଣ୍ଡି। କଟ୍‌ନିଛଟ୍‌ନି ରୋକିବା ସହ ଚାଷୀଙ୍କଠୁ ଧାନ କିଣାରେ ସ୍ବଚ୍ଛତା ଆଣିବାକୁ ପ୍ରତ୍ୟେକ ମଣ୍ଡିରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି। କେବଳ ଏତିକି ନୁହେଁ ଚାଷୀଙ୍କ ଧାନକୁ ସୁରକ୍ଷିତ ରଖିବାକୁ ପ୍ରତ୍ୟେକ ମଣ୍ଡିରେ ସେଡ୍‌…
ଅଧିକ ଖବର ଦେଖନ୍ତୁ...

କୁଚ୍‌ବିହାର ଟ୍ରଫିକ ପାଇଁ: ୧୯ ବର୍ଷରୁ କମ୍‌ ଓଡ଼ିଶା କ୍ରିକେଟ୍ ଦଳରେ ରାଉରକେଲାର ଦୁଇ

ରାଉରକେଲା: କୁଚ୍‌ ବିହାର ଟ୍ରଫି ପାଇଁ ୧୯ ବର୍ଷରୁ କମ ଓଡ଼ିଶା କ୍ରିକେଟ୍ ଦଳରେ ସାମିଲ ହୋଇଛନ୍ତି ରାଉରକେଲାର ଦୁଇ ଜଣ ଖେଳାଳି। ସେମାନେ ହେଉଛନ୍ତି ଆଶୀର୍ବାଦ ସ୍ଵାଇଁ ଓ ଆଦର୍ଶ ରାୟଗୁରୁ। ଆଶୀର୍ବାଦଙ୍କୁ ଦଳର ଅଧିନାୟକ ଦାୟିତ୍ବ ମିଳିଛି। ଉଭୟ ଖେଳାଳି ସେକ୍ଟର-୬ ଇସ୍ପାତ ଷ୍ଟାଡିୟମରେ…
ଅଧିକ ଖବର ଦେଖନ୍ତୁ...

ବିସ୍ଫୋରଣରେ ମହିଳା ଗୁରୁତର; ଅଭିଯୋଗ ସତ୍ବେ ହସ୍ପିଟାଲରେ ପହଞ୍ଚିଲାନି ପୁଲିସ,  ନକ୍ସଲଙ୍କ ସମ୍ପୃକ୍ତି ଥିବା ସନ୍ଦେହ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ସୋଏମ୍ବା ପଞ୍ଚାୟତ ବଡବାଲିଜୋର ଗାଁରେ ବିସ୍ଫୋରଣରେ ନିର୍ମଳା ସିଂହ ନାମ୍ନୀ ମହିଳା ଗୁରୁତର ହୋଇଛନ୍ତି। ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲାବେଳେ ତାଙ୍କ ଡାହାଣ ଗୋଡର ପାଦରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ପାଇଁ…
ଅଧିକ ଖବର ଦେଖନ୍ତୁ...

ଦାଦନ ଖଟିବାକୁ ଯାଇଥିବା ପୁଅ ଶବହୋଇ ଘରକୁ ଫେରିଲା 

ବାଲିଶଙ୍କରା: ପରିବାରର ଅଭାବ ଅନଟନକୁ ସହି ନପାରି ମାତ୍ର ୧୭ ବର୍ଷ ବୟସରେ ଗୋଆକୁ ଦାଦନ ଖଟିବାକୁ ଯାଇଥିବା ନାବାଳକ ଶବହୋଇ ଘରକୁ ଫେରିଛି। ବିଡ଼ମ୍ବନା ହେଉଛି, ଗୋଆରୁ ପୁଅର ଶବ ଆଣିବାକୁ ହାତ ଟେକିଦେଇଥବା ପରିବାର ଜିଲ୍ଲା ପ୍ରଶାସନ ସହାୟତାରେ ପୁଅର ଶବକୁ ଫେରାଇ ଆଣିପାରିଛି। ଏପରି…
ଅଧିକ ଖବର ଦେଖନ୍ତୁ...

କୁର୍‌କୁରେ ପ୍ରଲୋଭନ ଦେଖାଇ ଶିଶୁକନ୍ୟାକୁ ଦୁଷ୍କର୍ମ କଲା ଦାଦା, ଝାଡ଼ଖଣ୍ଡରୁ ରାଉରକେଲା ଆସିଥିଲା ଅଭିଯୁକ୍ତ

ରାଉରକେଲା: ଇସ୍ପାତ ନଗରୀ ‘ରାଉରକେଲା’ରେ ପୁଣି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। କୁର୍‌କୁରେର ପ୍ରଲୋଭନ ଦେଖାଇ ୩ ବର୍ଷ ବୟସର ଶିଶୁକନ୍ୟାକୁ ସଂପର୍କୀୟ ଦାଦା ଦୁଷ୍କର୍ମ କରିଥିବା ନେଇ ଉଦିତନଗର ଥାନାରେ ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଅଭିଯୁକ୍ତ ଯୁବକକୁ ନିସ୍ତୁକ ମାଡ଼ମାରି ଥାନାରେ…
ଅଧିକ ଖବର ଦେଖନ୍ତୁ...

ପ୍ରଦୂଷଣକାରୀଙ୍କୁ ଛାଟ: ୨ କାରଖାନା ସିଲ୍‌ ଓ ୧୧ଟିକୁ କାରଣଦର୍ଶାଅ ନୋଟିସ୍‌

ରାଉରକେଲା: ସୁନ୍ଦରଗଡ଼ରେ ପ୍ରଦୂଷଣ ସୃଷ୍ଟିକାରୀ କାରଖାନାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଛାଟ। ଜିଲ୍ଲାରେ ବଢ଼ିଚାଲିଥିବା ପ୍ରଦୂଷଣର ମାତ୍ରା ହ୍ରାସ କରିବାକୁ ବିଭାଗ ମାର୍ଗଦର୍ଶିକାକୁ କଡ଼ାକଡି କରିଛି। ଜିଲ୍ଲାରେ ଯେଉଁମାନେ ପ୍ରଦୂଷଣ ନିୟମ ଭଙ୍ଗ କରୁଛନ୍ତି, ସେମାନଙ୍କ ବି‌ରୋଧରେ…
ଅଧିକ ଖବର ଦେଖନ୍ତୁ...

ନିୟମିତ ବିମାନସେବା ପାଇଁ ସରକାର ଅଣ୍ଟା ଭିଡ଼ିଲେ, ରାଉରକେଲା-କୋଲକାତା ପାଇଁ ଭିଜିଏଫ୍‌ ଦେବେ

ରାଉରକେଲା: ରାଉରକେଲା-କୋଲକାତା ଭାୟା ଭୁବନେଶ୍ବର ଦେଇ ବିମାନ ଉଡ଼ାଣ ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇଯାଇଛି। ୬ ତାରିଖରୁ ପରିବର୍ତ୍ତିତ ସମୟ ସହ ଏହି ବିମାନ ସେବା ଆରମ୍ଭ ହୋଇଛି। ତେବେ ସେବା ଯୋଗାଣକାରୀ ସଂସ୍ଥା ଆଲିଆନ୍ସ ଏୟାର୍‌ ପାଖରେ ପର୍ଯ୍ୟାପ୍ତ ସଂଖ୍ୟକ ବିମାନର ଅଭାବ ହେଉ ଅବା…
ଅଧିକ ଖବର ଦେଖନ୍ତୁ...