Advertisment
Latest Posts
Advertisment
ଜିଲ୍ଲା
ସମ୍ବଲପୁର ଛାତ୍ରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା
ସମ୍ବଲପୁର ଜିଲ୍ଲାର ବୁଢାରାଜା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଦୀପୁ ଯାଦବଙ୍କ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ମୃତ୍ୟୁ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି...
Gallery
ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ
ପବିତ୍ର ରକ୍ଷାବନ୍ଧନ ଅବସରରେ ଆଜି ପୂରା ଦେଶ ସମେତ ଓଡ଼ିଶାର ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିଛନ୍ତି। ଏହି କ୍ରମରେ ‘ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର’ ପକ୍ଷରୁ ମଧ୍ୟ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ବାଣିଜ୍ୟ
ବିଏସଏନଏଲ ଲଞ୍ଚ କଲା ନୂତନ ପ୍ଲାନ; ଗ୍ରାହକଙ୍କୁ ମିଳିବ ଏସବୁ ଫାଇଦା
ବିଏସଏନଏଲର ଏହି ୧୪୯୯ ଟଙ୍କାର ଦୀର୍ଘ ବୈଧତା ଅଫର୍ ବଜାରରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ସୁଲଭ ମୂଲ୍ୟ ସହିତ ଉତ୍ତମ କଭରେଜ୍ ସହିତ, ଏହି ଯୋଜନା ସେହି ଗ୍ରାହକମାନଙ୍କ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ ଯେଉଁମାନେ ବାରମ୍ବାର ରିଚାର୍ଜ ନକରି ଦୀର୍ଘ ସମୟ ପାଇଁ ସଂଯୋଗରେ ରହିବାକୁ ଚାହାଁନ୍ତି।
ଅପରାଧ
ପୁଣି ଚର୍ଚ୍ଚାରେ ଏଫ୍ଏମ୍ କଲେଜ: କ୍ଲାସ୍ରେ ପଶି ଛାତ୍ରୀଙ୍କୁ ଗାଳିଗୁଲଜ, ଅଭିଯୁକ୍ତ ଯୁବକଙ୍କୁ ବାନ୍ଧିଲା ଟାଉନ୍ ଥାନା ପୁଲିସ
ଦେଶରେ ଚର୍ଚ୍ଚାକୁ ଆସିଥିବା ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମଦାହ ମାମଲାକୁ ଆସନ୍ତାକାଲି ଏକ ମାସ ବିତୁଥିବା ବେଳେ ସୋମବାର କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି। କଲେଜର ଜଣେ ଛାତ୍ରୀଙ୍କୁ ସୋମବାର ଅପରାହ୍ନରେ ଅଣଛାତ୍ର ତଥା ମୟୂରଭଞ୍ଜ ଅଞ୍ଚଳର ଯୁବକ ଚନ୍ଦନ କୁମାର ଗିରି ଗାଳିଗୁଲଜ କରିବା ଅଭିଯୋଗ ହୋଇଛି...
ମନୋରଞ୍ଜନ
କାପ୍ସ କାଫେରେ ଆକ୍ରମଣ ଓ ବିଷ୍ଣୋଇ ଗ୍ୟାଙ୍ଗର ଧମକ ପରେ ବଢ଼ିଲା କପିଲଙ୍କ ସୁରକ୍ଷା
ଗୋଟିଏ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସରେରେ ଥିବା ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାପ୍ସ କାଫେରେ ଗୁଳି ଚାଳନା ହେବା ପରେ ଏବେ କପିଲଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି।
ପୁନଶ୍ଚ ପୃଥିବୀ
ପଟାଙ୍ଗିରେ ପରିବେଶ ପଞ୍ଚାୟତ: ଜଙ୍ଗଲ ସୃଷ୍ଟି, ଜୈବିକ ଚାଷକୁ ଗୁରୁତ୍ବ
କୋରାପୁଟ ଜିଲ୍ଲାରେ ସୁନ୍ଦର ଓ ମନୋରମ ପରିବେଶ ରହିଥିଲା। କିନ୍ତୁ ବିକାଶକୁ ପ୍ରାଧାନ୍ୟ ଦେଇ ଆମେ ପରିବେଶକୁ ବିନାଶ କରିଛୁ। ପରିବେଶ ପ୍ରଦୂଷଣ ସାମାଜିକ ବ୍ୟବସ୍ଥାରେ ପ୍ରତିବନ୍ଧକ ସାଜୁଛି।