ଅନୁସନ୍ଧାନ କରୁଥିବା ବର୍ଗ

Latest

ଶିଳ୍ପ ଅଭିବୃଦ୍ଧି ୪.୯%କୁ କମିଲା

ନୂଆଦିଲ୍ଲୀ: ୨୦୨୪ ମାର୍ଚ୍ଚ ମାସ ପାଇଁ ଦେଶର ଶିଳ୍ପ ଉତ୍ପାଦନ ତଥ୍ୟ ଆଜି ସରକାର ପ୍ରକାଶ କରିଛନ୍ତି। ମାର୍ଚ୍ଚରେ ଶିଳ୍ପ ଅଭିବୃଦ୍ଧି ୪.୯ ପ୍ରତିଶତ ରହିଛି। ମୁଖ୍ୟତଃ ଖଣି କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁ ଶିଳ୍ପ ଉତ୍ପାଦନ ମନ୍ଥର ହୋଇଛି। ଚଳିତବର୍ଷ ଫେବ୍ରୁଆରିରେ ଏହା ୫.୬ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ସିଲି ପଏଣ୍ଟ୍‌: ଜାହ୍ନବୀଙ୍କ ପିଠିରେ କ୍ରିକେଟ୍ ବଲ୍

ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କାପୁର ନିଆରା ଢଙ୍ଗରେ ନିଜ ଆଗାମୀ ଚଳଚ୍ଚିତ୍ର ‘ମିଷ୍ଟର୍ ଆଣ୍ଡ୍ ମିସେସ୍ ମାହି’ର ପ୍ରଚାର କରିଛନ୍ତି। ଶୁକ୍ରବାର ଏକ ପ୍ରମୋସନାଲ ଇଭେଣ୍ଟ୍‌ରେ ଯୋଗଦେବା ଅବସରରେ ସେ ପିନ୍ଧିଥିବା ନାଲି ରଙ୍ଗର ପୋଷାକର ପଛ ପଟ ଫିତାରେ ୧୦ରୁ ଅଧିକ ଛୋଟ ‌ଛୋଟ କ୍ରିକେଟ୍ ବଲ୍‌…
ଅଧିକ ଖବର ଦେଖନ୍ତୁ...

ଲକ୍ଷେ କୋଟି ଦେବ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଭାଂଶ ଆକାରରେ ଭାରତ ସରକାରଙ୍କୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିପାରେ। ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ପାହାଡ଼ ଉପରେ ଟାଙ୍କି, ତଳକୁ ମିଳୁନି ପାଣି: ଖାଲି ହାଣ୍ଡି ଧରି ସାମିଲ ହେଲେ ମହିଳା

ନବରଙ୍ଗପୁର: ପାହାଡ଼ ଉପରେ ପାଣି ଟାଙ୍କି ରହିଛି। ତଳେ ଆମେ ରହୁଛୁ। ଟାଙ୍କିରୁ ନବରଙ୍ଗପୁର ସହରବାସୀଙ୍କୁ ଜଳ ଯୋଗାଣ ହେଉଛି। କିନ୍ତୁ ପାଣି ଟାଙ୍କି ତଳେ ଥିଲେ ମଧ୍ୟ ପଞ୍ଚାୟତ ଅଧୀନରେ ରହିଥିବାରୁ ମିଳୁନି ପିଇବା ପାଣି। ଫଳରେ ପାଣି ପାଇଁ ଡହଳବିକଳ ହେବାକୁ ପଡ଼ୁଛି। ବାରମ୍ବାର ଦାବି ପରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

କେକେଆର୍‌ ବିପକ୍ଷରେ ଟାଇଟନ୍ସ ପିନ୍ଧିବ ବାଇଗଣୀ ଜର୍ସି

ଅହମଦାବାଦ: କର୍କଟ ରୋଗ ପ୍ରତି ସ‌ଚେତନତା ସୃଷ୍ଟି କରିବା ପାଇଁ ଶୁବମନ ଗିଲ୍‌ଙ୍କ ନେତୃତ୍ବାଧୀନ ଗୁଜରାଟ ଟାଇଟନ୍ସ ଖେଳାଳିମାନେ ଚଳିତ ଆଇପିଏଲ୍‌ରେ ଈଷତ୍ ବାଇଗଣୀ ରଙ୍ଗର ଜର୍ସି ପରିଧାନ କରିବେ। ଆସନ୍ତା ୧୩ ତାରିଖରେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ ଏହି…
ଅଧିକ ଖବର ଦେଖନ୍ତୁ...

ବାଘ ଆକ୍ରମଣରେ ଜଣେ ମୃତ!

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ସାହେବି ପଞ୍ଚାୟତ ଅନ୍ତର୍ଗତ ଧଣ୍ଡମୁଣ୍ଡା ନିକଟସ୍ଥ ଜଙ୍ଗଲରେ ଶୁକ୍ରବାର ସକାଳେ ମାନକୁଣ୍ଡା ଗ୍ରାମର ସାଦ ମୁଣ୍ଡା (୫୮)ଙ୍କ ଶବ ଉଦ୍ଧାର କରାଯାଇଛି। ତେବେ ମୃତଦେହ ପଡ଼ିଥିବା ସ୍ଥାନ ଏବଂ ପାରିପାର୍ଶ୍ୱିକ ସ୍ଥିତିରୁ କୌଣସି ହିଂସ୍ର ଜନ୍ତୁ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ଏନ୍‌କାଉଣ୍ଟର, ଆଉ ୧୨ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଆଜି ଆଉ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ଏଥିରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଜଙ୍ଗଲ ଭିତରୁ ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଏନ୍‌କାଉଣ୍ଟରରେ ଶହେରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

୨୪ରେ ଆମେରିକା ଯିବ ପ୍ରଥମ ପର୍ଯ୍ୟାୟ ଭାରତୀୟ ଦଳ

ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ କ୍ରିକେଟ୍‌ ଦଳର ପ୍ରଥମ ପର୍ଯ୍ୟାୟ ଗସ୍ତ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ। ବିଶ୍ବକପ୍‌ ଦଳରେ ଥିବା ଯେଉଁ ଖେଳାଳିମାନେ ଆଇପିଏଲ୍‌ ପ୍ଲେଅଫ୍‌କୁ ଯୋଗ୍ୟତା ଅର୍ଜନ ନକରିପାରିବେ, ସେମାନେ ତୁରନ୍ତ ଆମେରିକା ଗସ୍ତ କରିବେ। ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ରଥ ନିର୍ମାଣ: ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ସୁନା କୁରାଢ଼ିରେ ଛେଦନ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଘୋଷଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଶାସ୍ତ୍ରୀୟ ବନଜାଗ ବିଧିରେ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ ନିର୍ମାଣର ଅନୁକୂଳ ହୋଇଛି। ଶ୍ରୀମନ୍ଦିରରୁ ତିନି ରଥ ପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ଦେଉଳ…
ଅଧିକ ଖବର ଦେଖନ୍ତୁ...

ଶୀତଳଷଷ୍ଠୀ ପାଇଁ ଥାଳ ଉଠିଲା: ସାମିଲ ହେଲେ ଧର୍ମେନ୍ଦ୍ର, ପ୍ରଣବ, ଜୟ ଓ ରୋହିତ

ସମ୍ବଲପୁର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ପ୍ରଚଳିତ ପରମ୍ପରା ଅନୁସାରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ‘ଥାଳଉଠା’ କାର୍ଯ୍ୟକ୍ରମ ଅକ୍ଷୟ ତୃତୀୟା ତିଥିରେ ସଂପନ୍ନ ହୋଇଛି। ‌ଏବେ ନିର୍ବାଚନ ଋତୁ ଚାଲିଥିବାରୁ ନେତାମାନେ ଏହି ପବିତ୍ର କାର୍ଯ୍ୟକ୍ରମକୁ ହାତଛଡ଼ା…
ଅଧିକ ଖବର ଦେଖନ୍ତୁ...