ଅନୁସନ୍ଧାନ କରୁଥିବା ବର୍ଗ

Latest

ଜଳୁଛି ଓଡ଼ିଶା: ୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟବ୍ୟାପୀ ପ୍ରବଳ ଖରା ସହିତ ଭୀଷଣ ଗରମ ଅନୁଭୂତ ହେଉଛି। ତାପମାତ୍ରା ଆହୁରି ୪ ଦିନ ଏମିତି ଜାରି ରହିବ। ଲୋକଙ୍କୁ କଲବଲ କରିବ। ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରର ସର୍ବୋଚ୍ଚ ଦିନର ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ହେଲିକପ୍ଟରକୁ ଚଢ଼ିବା ବେଳେ ପଡ଼ିଗଲେ ମମତା ବାନାର୍ଜୀ, ଭାଇରାଲ ହେଲା ଭିଡିଓ

କୋଲକାତା: ନିର୍ବାଚନ ପ୍ରଚାର ବେଳେ ଆହତ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ମମତା ପଶ୍ଚିମବଙ୍ଗର ଦୁର୍ଗାପୁରରେ ପହଞ୍ଚିଥିଲେ। ପ୍ରଚାର ଶେଷ ‌କରି ଫେରିବା ସମୟରେ ହେଲିକପ୍ଟରରେ ଚଢ଼ିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତୃଣମୂଳ…
ଅଧିକ ଖବର ଦେଖନ୍ତୁ...

୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ବିଜେପିର ଜିଲ୍ଲା ସଭାପତି ନିମାଇଁ ପାଲଙ୍କ ସଭାପତିତ୍ବରେ ଆୟୋଜିତ୍ ସାମ୍ବାଦିକ ସମ୍ମିଳନୀରେ ବିଜେପି ନବରଂଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି ବିଜେଡିର ୨୫ ବର୍ଷର ଶାସନ ବିରୋଧରେ ଚାର୍ଜସିଟ ଲୋକାର୍ପିତ କରିଥିଲେ। ସରକାର…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଆମେରିକାରେ ୩ ଭାରତୀୟ ମହିଳା ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ଆମେରିକାରେ ଏକ ଭୟଙ୍କର କାର ଦୁର୍ଘଟଣାରେ ଗୁଜରାଟର ତିନିଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ସମସ୍ତ ମହିଳା ଗୁଜରାଟର ଆନନ୍ଦ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମହିଳାମାନେ ହେଉଛନ୍ତି ରେଖାବେନ ପଟେଲ, ସାଙ୍ଗିତାବେନ ପଟେଲ ଏବଂ ମନୀଷାବେନ…
ଅଧିକ ଖବର ଦେଖନ୍ତୁ...

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର: ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ସାରା ରାଜ୍ୟରେ। ଏହାକୁ ଆଖି ଆଗରେ ରଖି ଦ୍ବୈତ ନଗରୀ କଟକ, ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ନେଇ ରେଡ୍ ଆଲର୍ଟ ଜାରି ହୋଇଥିବା ପାଣିପାଗ ବିଜ୍ଞାନୀ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ମୁସ୍‌ଲମାନ ଭୋଟ୍‌ ଚାହୁଁଛି, ପ୍ରାର୍ଥୀ ଚାହୁଁନି: ଏପରି କହି ଦଳ ଛାଡ଼ିଲେ ମହମ୍ମଦ ଆରିଫ

ନୂଆଦିଲ୍ଲୀ: ମହାରାଷ୍ଟ୍ର କଂଗ୍ରେସ ନେତା ମହମ୍ମଦ ଆରିଫ 'ନସିମ' ଖାନ ଦଳର ପ୍ରଚାର କମିଟିରୁ ଇସ୍ତଫା ଦେଇଛନ୍ତି। ରାଜ୍ୟରେ କୌଣସି ମୁସଲମାନ ନେତାଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ନମିଳିଥିବାରୁ ଅସନ୍ତୋଷ ବ୍ୟକ୍ତ କରି ସେ ଏହି ନିଷ୍ପତ୍ତି ନେଇଛନ୍ତି। ସେ ଦଳର ମୁଖପାତ୍ର ମଲ୍ଲିକାର୍ଜୁନ…
ଅଧିକ ଖବର ଦେଖନ୍ତୁ...

ଟିକେଟ ଫେରାଇ ନିଆଯିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ

ଭୁବନେଶ୍ୱର: ଟିକେଟ ଦେଇ ଫେରାଇବା ନେବାରୁ କ୍ଷୁବ୍ଧ ହୋଇଛନ୍ତି ମୋହନ ହେମ୍ବ୍ରମ। ସେ ଓ ଓ ପତ୍ନୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଖାଲି ସେିତିକି ନୁହେଁ, କଂଗ୍ରେସ ଉପରେ ବର୍ଷିବା ସହ ସେ କହିଛନ୍ତି ଯେ, ଏଆଇସିସିର ନିଷ୍ପତ୍ତି ତାଙ୍କୁ ଲଜ୍ଜିତ କରୁଛି। ଟିକେଟ ଦେଇ…
ଅଧିକ ଖବର ଦେଖନ୍ତୁ...

ସିସିଟିଭିରେ ଦିଶିଲେ ୫ ଦିନ ହେବ ନିଖୋଜ ଥିବା ‘ତାରକ ମେହତା କା ଉଲ୍‌ଟା ଚଷମା’ କଳାକାର; ଅପହରଣ ମାମଲା ରୁଜୁ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଭାରତୀୟ ଧାରାବାହିକ ‘ତାରକ ମେହତାକା ଉଲ୍‌ଟା ଚଷମା’ ଖ୍ୟାତି ଗୁରୁଚରଣ ସିଂହ ଗତ କିଛି ଦିନ ହେବ ନିଖୋଜ ‌ଅଛନ୍ତି। ଧାରାବାହିକରେ ସେ ରୋଶନ ସିଂହ ସେ‌ାଢ଼ି ଭୂମିକାରେ ଅଭିନୟ କରିଥିଲେ। ସେ ଅଚାନକ ନିଖୋଜ ହେବା ପରେ ତାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ବଢ଼ୁଛି ତାତି: ସାଢ଼େ ୧୧ଟା ବେଳକୁ ୪୧ ଡିଗ୍ରି ଟପିଲା ରାଜଧାନୀ

ଭୁବନେଶ୍ୱର: ଆଜି ବି ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରି ରହିଛି। ଏଣେ ରାଜଧାନୀ ଭୁବନେଶ୍ୱରରେ ଆଜି ୧୧ଟା ୩୦ ସୁଦ୍ଧା ତାପମାତ୍ରା ୪୧.୨ ଡିଗ୍ରି…
ଅଧିକ ଖବର ଦେଖନ୍ତୁ...

ଭିଭିପିଏଟି ଆବେଦନ ଖାରଜ ନେଇ ମୋଦୀଙ୍କ ବିରୋଧୀଙ୍କୁ ଶକ୍ତ ଚାପୁଡ଼ା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲା କଂଗ୍ରେସ

ନୂଆଦିଲ୍ଳୀ: ଗତକାଲି ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)କୁ ନେଇ ହୋଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି ଅଦାଲତ। ଏହାକୁ ନେଇ ‌ଏବେ…
ଅଧିକ ଖବର ଦେଖନ୍ତୁ...