ଅନୁସନ୍ଧାନ କରୁଥିବା ବର୍ଗ

Latest

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡ଼ି, ୫ ଗୁରୁତର

ସାନଖେମୁଣ୍ଡି: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଏକ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଏକ ନଳକୂପ ଖନନ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେବା ପରେ ୧୨ ଜଣ ଆହତ ହୋଇଛନ୍ତି। ଏବେ ବି ଜଣେ ଚାପି ହୋଇ ରହଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗଞ୍ଜାମରୁ…
ଅଧିକ ଖବର ଦେଖନ୍ତୁ...

୨୦୩୦ ସୁଦ୍ଧା ଇ-ବାଣିଜ୍ୟର ତୃତୀୟ ବୃହତ୍ତମ ବଜାର ହେବ ଭାରତ: ଏହାର ସବୁଠାରୁ ବଡ କାରଣ କ’ଣ ଜାଣନ୍ତି କି?

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଚୀନ୍ ଏବଂ ଆମେରିକା ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଇ-ବାଣିଜ୍ୟ ବଜାରରେ ପରିଣତ ହେବ ଏବଂ ଡିଜିଟାଲ ଅର୍ଥନୀତିର ଆକାର ୮,୦୦୦ କୋଟି ଡଲାରକୁ ବୃଦ୍ଧି ପାଇବ। ଏଥି ସହିତ ଚଳିତ ବର୍ଷ ଭାରତର ଇ-ବାଣିଜ୍ୟ ବଜାର ପ୍ରାୟ ୩,୨୫୦ କୋଟି ଡଲାରକୁ ବୃଦ୍ଧି ପାଇବ ବୋଲି ଆଶା…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ କଟକରେ ସ୍ବାଭିମାନ ଦିବସ ପାଳିତ

କଟକ: ଆଜି ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମ ଜୟନ୍ତୀ। ଏହାକୁ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ସ୍ବାଭିମାନ ଦିବସ ଭାବେ ପାଳିତ ହୋଇଥାଏ। ଏହି ଅବସରରେ କଟକ ତୁଳସୀପୁର ସ୍ଥିତ ମଧୁସୂଦନ ଦାସଙ୍କ ସମାଧୀପୀଠ ଗୋରାକବରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଏହି…
ଅଧିକ ଖବର ଦେଖନ୍ତୁ...

ଗୁଆଙ୍ଗଝୋ‌ରେ ଘୂର୍ଣ୍ଣିବଳୟର ତାଣ୍ଡବ: ୫ ମୃତ, ୩୩ ଆହତ, ୧୦୦ରୁ ଅଧିକ କାରଖାନା କ୍ଷତିଗ୍ରସ୍ତ

ବେଜିଂ: ଦକ୍ଷିଣ ଚୀନ୍‌ର ଗୁଆଙ୍ଗଝୋରେ ହୋଇଥିବା ଘୂର୍ଣ୍ଣିବଳୟରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩୩ ଜଣ ଆହତ ହୋଇଛନ୍ତି। ଚୀନ୍‌ର ସରକାରୀ ଗଣମାଧ୍ୟମ ଆଧାରରେ ସିଏନଏନ ଏହି ସୂଚନା ଦେଇଛି। ଏକ କୋଟି ୯୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗୁଆଙ୍ଗଝୋ ସହର ସ୍ତର-୩ ତୀବ୍ରତା ଘୂର୍ଣ୍ଣିବଳୟର…
ଅଧିକ ଖବର ଦେଖନ୍ତୁ...

ବାଧକ ସାଜୁଛି ମୁଣ୍ଡଫଟା ତାତି, ଦିନ ନୁହେଁ ରାତିରେ ଜମୁଛି ପ୍ରଚାର

ରାଉରକେଲା: ସହରରେ ଦିନକୁ ଦିନ ଅସହ୍ୟ ହେଉଛି ମୁଣ୍ଡପଠା ତାତି। ଦିନ ୧୦ଟା ପରେ ବାହାରକୁ ଗୋଡ଼ କାଢ଼ିବା ମୁସ୍କିଲ। ଡହ ଡହ ଖରା ଏବେ ନିର୍ବାଚନ ପ୍ରଚାରରେ ବାଧକ ସାଜିଛି। ତେଣୁ ଦିନ ଅପେକ୍ଷା ରାତିରେ ନିର୍ବାଚନ ପ୍ରଚାର ବେଶ୍‌ ଜମୁଛି। ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଏଲିଅନଙ୍କର କୌଣସି ପ୍ରମାଣ ପାଇନାହିଁ: ନିଖୋଜ ବିମାନ ଏମଏଚ୍-୩୭୦ର ଡ୍ରୋନ୍ ଭିଡିଓ ନେଇ ଏଲନ୍ ମସ୍କଙ୍କ ପ୍ରତିକ୍ରିୟା

ୱାଶିଂଟନ: ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ଏଲନ୍ ମସ୍କ ନିଖୋଜ ବିମାନଏମଏଚ୍-୩୭୦ ସମ୍ପର୍କରେ କହିଛନ୍ତି ଯେ ସେ ଏଲି୍ରନଙ୍କର କୌଣସି ପ୍ରମାଣ ପାଇ ନାହାନ୍ତି। ଯଦି ମୁଁ ଏଲିଅନଙ୍କର କୌଣସି ପ୍ରମାଣ ପାଏ, ତେବେ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ପୋଷ୍ଟ କରିବି। ​​ଜଣେ ୟୁଜର ଏକ୍ସରେ ବିମାନର…
ଅଧିକ ଖବର ଦେଖନ୍ତୁ...

ପୁଣି ୫ ଜଙ୍ଗଲରେ ନିଆଁ

କାଳିଆପାଣି: କଟକ ବନଖଣ୍ଡ ଟମକା ଓ ସୁକିନ୍ଦା ରେଞ୍ଜ୍‌ ୫ଟି ଜଙ୍ଗଲରେ ନିଆଁ ଲାଗିଥିବା ବିଭ‌ାଗୀୟ ସୂତ୍ରରୁ ସୂଚନା ମିଳିଛି। ଟମକା ସେକ୍ସନ କିଆଝର ପଞ୍ଚାୟତ ଚମ୍ପାଝର, ରାଇଘାଟି, ମଦଗୁଳା, ଇଟାଝର ଓ ବୁରୁଡ଼ିସାହି ଜଙ୍ଗଲରେ ମାସକ ମଧ୍ୟରେ ପୁଣି ଥରେ ନିଆଁ ଲାଗିଥିବା କହନ୍ତି ବନପାଳ ଚିତ୍ତରଞ୍ଜନ…
ଅଧିକ ଖବର ଦେଖନ୍ତୁ...

ରାଜକୀୟ ରହଣି

କାହିଁ କେତେ କାଳରୁ ରାଜପ୍ରାସାଦ ବା ରାଜଉଆସ ପ୍ରତି ଲୋକଙ୍କ ମନ‌େର କୌତୂହଳ ଥିଲା ଏବଂ ଏବେ ବି ରହିଛି। କେହି ଭଲ ଘର ଖଣ୍ଡେ ତୋଳିଲେ ଅନ୍ୟମାନେ କୁହାକୁହି ହୁଅନ୍ତି, ରାଜଉଆସ ‌ତୋଳୁଛି। ରାଜପ୍ରାସାଦରେ ରହିବାକୁ ଯେ ସମସ୍ତଙ୍କର ମନ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଆଜିକାଲି ପ୍ରାଚୀନ…
ଅଧିକ ଖବର ଦେଖନ୍ତୁ...

ସମଲିଙ୍ଗୀ ସମ୍ପର୍କ ନେଇ ଇରାକ କଠୋର: ଦୋଷୀଙ୍କୁ କିଭଳି ଦଣ୍ଡାଦେଶ କରାଯିବ, ଜାଣନ୍ତୁ…

ବାଗଦାଦ୍: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଇରାକର ସଂସଦ ଏକ ଆଇନ ପ୍ରଣୟନ କରିଛି। ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରିଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୧୫ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆଇନରେ ବ୍ୟବସ୍ଥା ରହିଛି। ଧାର୍ମିକ ମୂଲ୍ୟବୋଧ ବଜାୟ ରଖିବା…
ଅଧିକ ଖବର ଦେଖନ୍ତୁ...

ସୀମା ଟପିଲା ନିଆଁବର୍ଷା: ଭୁବନେଶ୍ବରରେ ଚଳିତ ଋତୁର ସର୍ବାଧିକ ତାପମାତ୍ରା

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ରାଜଧାନୀ ଆକାଶରୁ ନିଆଁ ବର୍ଷିଥିଲା। ଅଧିକାଂଶ ଲୋକ କାମକୁ ବାହାରିବାବେଳକୁ ଡହ ଡହ ଖରାରେ ଆଉଟୁପାଉଟୁ ହେବା ଆରମ୍ଭ କରିଥିଲା ଟୁଇନ୍‌ ସିଟିର ପରିବେଶ। ସକାଳ ସାଢ଼େ ୮ଟା ବେଳକୁ ଭୁବନେଶ୍ବର ସହରର ତାପମାତ୍ରା ୩୩.୪ ଡିଗ୍ରିରେ ପହଞ୍ଚିଥିଲା। ଏହାର ଠିକ୍‌ ୩…
ଅଧିକ ଖବର ଦେଖନ୍ତୁ...