ଅନୁସନ୍ଧାନ କରୁଥିବା ବର୍ଗ

Latest

ଟ୍ରେନ୍‌ରେ ମନ୍ତ୍ରୀ ଉଷା ଦେବୀଙ୍କ ୨୫ ହଜାର ଟଙ୍କା ସହିତ ଭ୍ୟାନିଟ୍‌ ଚୋରି

ଭୁବନେଶ୍ୱର: ଗତକାଲି ପୁରୀ-ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସ ଯୋଗେ କଣ୍ଟାବାଞ୍ଜି ଯାଉଥିବା ମନ୍ତ୍ରୀ ଉଷା ଦେବୀଙ୍କ ଭ୍ୟାନିଟ ବ୍ୟାଗ, ଲଗେଜ, ମୋବାଇଲ ଫୋନ ଚୋରି ହୋଇଯାଇଛି। ଏ ନେଇ ମନ୍ତ୍ରୀ ଉଷା ଦେବୀ ଜିଆରପି ଥାନାରେ ଏତଲା ଦେଇଛନ୍ତି। ଭ୍ୟାନିଟ୍‌ ବ୍ୟାଗ୍‌ରେ ୨୫ ହଜାର ଟଙ୍କା ଥିଲା।
ଅଧିକ ଖବର ଦେଖନ୍ତୁ...

ଫତ୍‌ଓ୍ଵା ପରେ ଝାଡ଼ଖଣ୍ଡର ମୁସଲମାନ ଯୋଗ ଶିକ୍ଷିକାଙ୍କ ଘର ସାମ୍ନାରେ ହଟ୍ଟଗୋଳ କଲେ ଉତ୍ତ୍ୟକ୍ତ ଜନତା

ନୂଆଦିଲ୍ଲୀ: ଫତ୍‌ଓ୍ଵା ଜାରି କରିବା ଯଥେଷ୍ଟ ନୁହେଁ ବିଚାରି ଦଳେ ଉତ୍ତ୍ୟକ୍ତ ଜନତା ଝାଡ଼ଖଣ୍ଡର ମୁସଲମାନ ଯୋଗ ଶିକ୍ଷିକା ରଫିଆ ନାଜ୍‌ଙ୍କ ଘର ସାମ୍ନାରେ ହଟ୍ଟଗୋଳ କରିଛନ୍ତି। ନାଜ୍‌ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରର ପ୍ରସାରଣ ଜଣେ ସ୍ଥାନୀୟ ମୌଲବି ଦେଖିବା ପରେ ହଟ୍ଟଗୋଳ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ମଦଦୋକାନ କର୍ମଚାରୀଙ୍କୁ ଗୁଳିମାରି ଲୁଟ୍‌

ଭୁବନେଶ୍ୱର: ଗତକାଲି ରାତିରେ ବାଲିପାଟଣା ଥାନା ଅନ୍ତର୍ଗତ ବାଳକାଟି ପଞ୍ଚାୟତ ରାସ୍ତାରେ ଯାଉଥିବା ଜଣେ ମଦଦୋକାନ କର୍ମଚାରୀଙ୍କୁ ଗୁଳି ମାରି ୩ ଜଣ ଦୁର୍ବୃତ୍ତ ୫ ହଜାର ଟଙ୍କା ଲୁଟି ନେଇଛନ୍ତି। ମଦଦୋକାନ କର୍ମଚାରୀ ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ଗ୍ରାମର ଜଗବନ୍ଧୁ ସାହୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ମହିଳାଯାତ୍ରୀଙ୍କ ସହ ଦୁର୍ବ୍ୟବହାର କରି ଏୟାର୍‌ ଏସିଆ ବିମାନର ତିନି କର୍ମଚାରୀ ଗିରଫ

ବେଙ୍ଗାଲୁରୁ: ନଭେମ୍ବର ୩ ତାରିଖ ଦିନ ରାଞ୍ଚିରୁ ବେଙ୍ଗାଲୁରୁ ଯାଉଥିବା ଜଣେ ୨୮ ବର୍ଷୀୟ ମହିଳାଙ୍କ ସହ ଦୁର୍ବ୍ୟବହାର କରି ଏୟାର୍‌ ଏସିଆର ତିନି ଜଣ କର୍ମଚାରୀ ଗିରଫ ହୋଇଛନ୍ତି। ସନମିତ କରାଣ୍ଡିକର, କାଇଜାଦ ସନ୍‌କୋଟ୍‌ ଏବଂ ଜିତିନ ରବୀନ୍ଦ୍ରନ ଦୁର୍ବ୍ୟବହାର ପ୍ରଦର୍ଶନ, ଯୌନ ଉତ୍ପୀଡ଼ନ…
ଅଧିକ ଖବର ଦେଖନ୍ତୁ...

ବିଚାରପତିଙ୍କ ନାମରେ ଲାଞ୍ଚ ମାମଲା : ଦୁଇ ଜଣିଆ ବେଞ୍ଚର ନିର୍ଦେଶ ରଦ୍ଦ

ନୂଆଦିଲ୍ଳୀ : ସୁପ୍ରିମ କୋର୍ଟରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବିଚାରପତିଙ୍କ ନାମରେ ଲାଞ୍ଚ ମାମଲାରେ ଗତକାଲି ଦୁଇ ଜଣିଆ ଖଣ୍ଡପୀଠ ଦେଇଥିବା ନିର୍ଦେଶକୁ ଆଜି ପାଞ୍ଚ ଜଣିଆ ବେଞ୍ଚ ଖାରଜ କରିଦେଇଛନ୍ତି। ଏଭଳି ନିର୍ଦେଶ ଦେବାଲାଗି ଏହି ଖଣ୍ଡପୀଠର କ୍ଷମତା ନାହିଁ। ଏହା…
ଅଧିକ ଖବର ଦେଖନ୍ତୁ...

ମିଳିବ ୧୩୭ କୋଟି ସହାୟତା

୧୫୦ ବ୍ଲକର ୮୦୯୨ ଗ୍ରାମରେ ୩୩ %ରୁ ଅଧିକ ଫସଲ କ୍ଷତିଗ୍ରସ୍ତ ଭୁବନେଶ୍ୱର : ରାଜ୍ୟର ପଶ୍ଚିମାଞ୍ଚଳର ଅଧିକାଂଶ ଜିଲ୍ଲାରେ ଧାନ ଫସଲ ଅମଳ ସରିବାକୁ ବସିଲାଣି। ରାଜ୍ୟ ସରକାର ବି ଆରମ୍ଭ କରିଦେଲେଣି ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ। ଫସଲରେ ରୋଗପୋକ ପରିସ୍ଥିତି ସାଂଘାତିକ ରୂପ ଧାରଣ କରି…
ଅଧିକ ଖବର ଦେଖନ୍ତୁ...

ପାଚିଲା ଧାନକୁ ଲଘୁଚାପ ବିପଦ!

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ଧାନ ଫସଲ ଉପରେ ଦାଉ ସାଧୁଛି ରୋଗପୋକ। ଏଥିରୁ ଅନେକ ଦୂରରେ ରହିଛି ଉପକୂଳର ଅଧିକାଂଶ ଜିଲ୍ଲା। କିନ୍ତୁ ଆଉ ବେଶୀ ଦିନ ନୁହେଁ। ଆସନ୍ତା ସୋମବାର ଦିନଠାରୁ ଦକ୍ଷିଣ ଉପକୂଳ ଏବଂ ୧୬ ତାରିଖରୁ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ କ୍ଷେତରେ ହସୁଥିବା ଧାନ ଫସଲକୁ ଭିଜାଇ,…
ଅଧିକ ଖବର ଦେଖନ୍ତୁ...

ନରମିଲା ପାକିସ୍ତାନ : କୁଳଭୂଷଣଙ୍କୁ ଭେଟିବେ ପତ୍ନୀ

ଇସଲାମାବାଦ/ନୂଆଦିଲ୍ଲୀ : ପାକିସ୍ତାନ ସାମରିକ ଅଦାଲତ ଦ୍ୱାରା ଫାଶୀ ଦଣ୍ଡାଦେଶ ପାଇଥିବା ଭାଭରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାରେ ପାକିସ୍ତାନ ନରମିଛି। ପାକିସ୍ତାନ ସରକାର ଇସଲାମାବାଦ ସ୍ଥିତି ଭାରତୀୟ ହାଇକମିସନଙ୍କ କାର୍ଯ୍ୟାଳୟକୁ ପତ୍ର ଲେଖି କୁଳଭୁଷଣଙ୍କୁ ଭେଟିବା…
ଅଧିକ ଖବର ଦେଖନ୍ତୁ...

ଶସ୍ତା ହେଲା ୨୧୩ ସାମଗ୍ରୀ

କମିଲା: ଚକଲେଟ, ଚୁଇଂଗମ୍‌, ଦାଢ଼ି କାଟିବାରେ ବ୍ୟବୃହତ ସାମଗ୍ରୀ, ସାମ୍ପୁ, ଡିଓ, ଜୋତା ପଲିସ୍‌, ପୁଷ୍ଟିକର ପାନୀୟ, ମହିଳାଙ୍କ ପ୍ରସାଧାନରେ ବ୍ୟବହୃତ ସାମଗ୍ରୀ, ଡିଟରଜେଣ୍ଟ, ଗ୍ରାନାଇଟ୍‌, ମାର୍ବଲ, ଅଗ୍ନି ନିର୍ବାପକ, ଘଣ୍ଟା, ବ୍ଲେଡ୍‌, ଷ୍ଟୋଭ୍‌, ମ୍ୟାଟ୍ରେସ୍‌, ଫ୍ଲାଏ ଆସ୍‌, ଫ୍ଲାଏ…
ଅଧିକ ଖବର ଦେଖନ୍ତୁ...

ବିବାହ ପୂର୍ବରୁ କନ୍ୟା ହେଲେ ଅସୁସ୍ଥ, ହସ୍ପିଟାଲରେ ପହଞ୍ଚି ବାହାହେଲେ ବର!

କୋଲକାତା: ବିବାହ ବିଭିନ୍ନ ସ୍ଥାନରେ ସଂପନ୍ନ ହୋଇଥାଏ। ମାତ୍ର ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ କି କିଛି ବିବାହ ହସ୍ପିଟାଲରେ ବି ହୋଇପାରେ! ଏଭଳି ଏକ ଆଶ୍ଚର୍ଯ୍ୟ ଏବଂ କୌତୂହଳପୂର୍ଣ୍ଣ ବିବାହ ହୋଇଛି କୋଲକାତାରେ। ଘଟଣାଟି ଏପରି, ମହମ୍ମଦ ଶାହାନଓ୍ଵାଜ ଆଲାମ ସାଉଦି ଆରବରେ ଜଣେ…
ଅଧିକ ଖବର ଦେଖନ୍ତୁ...