ଅନୁସନ୍ଧାନ କରୁଥିବା ବର୍ଗ

Latest

ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ: ଆଇପିଏଲ୍‌ର ୪୩ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)କୁ ପରାଜିତ କରିଛି। ୨୫୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୨୪୭ ରନ୍ କରିଥିଲା। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ସାଢ଼େ ୪କୋଟି ଲୋକ ହେଉଛନ୍ତି ନବୀନଙ୍କ ପରିବାରର ସଦସ୍ୟ: ଭି‌ କେ ପାଣ୍ଡିଆନ୍

ରୁପ୍ରା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସାଢ଼େ ୪କୋଟି ଲୋକଙ୍କୁ ନିଜର ପରିବାରର ସଦସ୍ୟ ଭାବରେ ଦେଖନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା କ୍ଷେତ୍ର ଅଧୀନ ଯୋରାଡୁବରା ଠାରେ ଆୟୋଜିତ ଜନସଭାରେ ବିଜେଡି ନେତା ଭ‌ି.କେ ପାଣ୍ଡିଆନ୍‌ ଶନିବାର ଦିନ ଏହା କହିଛନ୍ତି। ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ବିଜେପି ଦେଶର ସ୍ବାଧୀନତା ପାଇଁ କେବେ ମଧ୍ୟ କିଛି କରିନାହିଁ: କଂଗ୍ରେସର ବଡ଼ ଅଭିଯୋଗ

ଗୁଆହାଟୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ଗତ ଦଶ ବର୍ଷ ମଧ୍ୟରେ ବିଜେପି ସରକାର ଦେଶର ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସେଥିମଧ୍ୟରୁ ଗୋଟିଏ ମଧ୍ୟ ପୂରଣ ହୋଇନାହିଁ। ଲୋକସଭା ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ…
ଅଧିକ ଖବର ଦେଖନ୍ତୁ...

ରୁଷରୁ ଭାରତ ଆସୁଥିବା ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼, ଲାଗିଲା ନିଆଁ

ଜେରୁଜେଲମ: ଲୋହିତ ସାଗରରେ ଭାରତ ଅଭିମୁଖେ ଆସୁଥିବା ଏକ ତୈଳବାହୀ ଜାହାଜଉପରେ ପୁଣି ଆକ୍ରମଣ ହୋଇଛି । ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ଏହି ଜାହାଜ କ୍ଷତିଗ୍ରସ୍ତ ହେବା ସହ ସେଥିରେ ନିଆଁ ଲାଗିଯାଇଛି । ଜାହାଜଟିରେ ପାନାମାର ପତାକା ଲାଗିଥିବାବେଳେ ତାହା ରୁଷରୁ ଆସୁଥିଲା । ଆକ୍ରମଣ ପରେ ତେଲ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ଖରାରେ ସିଝୁଛି ଓଡ଼ିଶା: ୪୦ଡିଗ୍ରି ଉପରେ ୩୩ ସହର, ଅନୁଗୁଳରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ

ଭୁବନେଶ୍ବର: ଓଡ଼ିଶାବାସୀ ପ୍ରବଳ ଖରାରେ ସିଝୁଛନ୍ତି। ସକାଳ ୮ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପ୍ରଖର କିରଣ ଓ ତତଲା ଝାଞ୍ଜିରେ ଛଟପଟ ହେଉଛନ୍ତି। ଆଜି ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଅନୁଗୁଳରେ ତାପମାତ୍ରା ୪୪.୭ ଡ଼ିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ୱରରେ ୪୪.୬ ଡ଼ିଗ୍ରି…
ଅଧିକ ଖବର ଦେଖନ୍ତୁ...

ଆଜି ଭାରତରେ ବାଣ ଫୁଟିଲେ ପାକିସ୍ତାନ କହୁଛି ଯେ…..

ଲଖନଉ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଧୂଆଁଧାର ପ୍ରଚାର ଅଭିଯାନ ଚଳାଇଛନ୍ତି | ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିରୋଜାବାଦରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ ନୂତନ ଭାରତ କେବଳ ରାମ ମନ୍ଦିର ନିର୍ମାଣ କରେ…
ଅଧିକ ଖବର ଦେଖନ୍ତୁ...

ଟସ୍ ଜିତିଲା ରାଜସ୍ଥାନ ରୟାଲ୍ସ : ପ୍ରଥମେ ବୋଲିଂ ନିଷ୍ପତ୍ତି

ଲକ୍ଷ୍ନୌ: ଆଇପିଏଲ୍‌ର ୪୪ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ (ଏଲଏସଜି) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପ୍ରେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ…
ଅଧିକ ଖବର ଦେଖନ୍ତୁ...

‘କଲ୍କି ୨୮୯୮ ଏଡି’ର ରିଲିଜ୍ ତାରିଖ ଘୋଷଣା କଲେ ନିର୍ମାତା, ଏହି ମାସରେ କରିବ ମୁକ୍ତିଲାଭ

ମୁମ୍ବାଇ: ଦର୍ଶକମାନେ ଦୀର୍ଘ ସମୟ ହେଲାଣି ‘କଲ୍କି ୨୮୯୮ ଏଡି’ର ରିଲିଜକୁ ଅପେକ୍ଷା କରି ରହିଥିଲେ। ଫିଲ୍ମର ରିଲିଜ୍ ତାରିଖ ଘୋଷଣା ପୂର୍ବରୁ ଏହାର ଷ୍ଟାର କାଷ୍ଟଙ୍କ ପ୍ରଥମ ଲୁକ୍ ପ୍ରକାଶ ପାଇଥିଲା। ଏବେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ନିର୍ମାତା। ଫିଲ୍ମଟି ୨ମାସ ପରେ ରିଲିଜ୍…
ଅଧିକ ଖବର ଦେଖନ୍ତୁ...

ଥରିଲା ବୋନେନ୍ ଦ୍ବୀପପୁଞ୍ଜ: ସୁନାମୀ ନେଇ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ଏଭଳି ସୂଚନା ଜାରି

ଟୋକିଓ: ଜାପାନର ଅନେକ ଅଞ୍ଚଳରେ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି। ଆମେରିକୀୟ ସଂଗଠନ ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସଜିଏସ) କହିଛି ଜାପାନର ବୋନିନ୍ ଦ୍ୱୀପପୁଞ୍ଜରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୫ ମାପ କରାଯାଇଥିଲା। ୟୁଏସଜିଏସ ଅନୁଯାୟୀ, ଭୂକମ୍ପର…
ଅଧିକ ଖବର ଦେଖନ୍ତୁ...

ନିରାଶ ହେଲେ ଅନନ୍ତ ଓ ଜିତୁ: ଭୋଗରାଇରୁ ବିଜେଡିର ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ସନ୍ଧ୍ୟାରେ ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ବଦଳରେ ପ୍ରାର୍ଥୀ ବଦଳାଇଛନ୍ତି। ସାମ୍ବାଦିକତାରୁ ରାଜନୀତିରେ ପ୍ରବେଶ କରିଥିବା ଗୌତମବୁଦ୍ଧ ଦାସଙ୍କୁ ବିଜେଡି ଭୋଗରାଇ ଆସନରେ…
ଅଧିକ ଖବର ଦେଖନ୍ତୁ...