ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ନିଜ ଗାଁ କେନ୍ଦୁଡ଼ିହିରୁ ନାମାଙ୍କନ ପାଇଁ ବାହାରିଲେ ଜୁଏଲ ଓରାମ

ସୁନ୍ଦରଗଡ: ଗୁରୁବାର ବିଜେପିର ହେବିୱେଟ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ନାମାଙ୍କନ ପତ୍ର ଦାଖଲ କରିବେ। ସେ ନିଜ ଗାଁ ବଣାଇରେ ନିଜ ଅଧିଷ୍ଠାତ୍ରୀ ଦେବୀ ଓ ଗାଁ ମନ୍ଦିରରେ ପୁଜାଚ୍ଚର୍ନା କରିବା ପରେ ବିଶାଳ ପଟୁଆରରେ ଆସି ସୁନ୍ଦରଗଡ ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

୪ର୍ଥ ଦିନରେ ବିଧାନସଭା ପାଇଁ ୧୦ ଓ ଲୋକସଭା ପାଇଁ ଜଣେ ପ୍ରାର୍ଥୀ  ଦାଖଲ କଲେ ପ୍ରାର୍ଥୀପତ୍ର 

ରାଉରକେଲା: ସାଧାରଣ ନିର୍ବାଚନ ୨୦୨୪  ନିମନ୍ତେ  ସୁନ୍ଦରଗଡ ଜିଲ୍ଲା ରେ ନାମାଙ୍କନ ଦାଖଲର ୪ର୍ଥ ଦିନରେ  ବିଧାନ ସଭା  ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ  କରିଥିବା ବେଳେ ଲୋକସଭା ଆସନ ପାଇଁ  ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ସୁନ୍ଦରଗଡ ଲୋକସଭା ଆସନ…
ଅଧିକ ଖବର ଦେଖନ୍ତୁ...

ରାଜଗାଙ୍ଗପୁର ବିଧାନସଭା ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଅନିଲ

ସୁନ୍ଦରଗଡ଼: ସାଧାରଣ ନିର୍ବାଚନ-୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନର ଷଷ୍ଠ ଦିନରେ ବୁଧବାର ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ରାଜଗାଙ୍ଗପୁର ବିଜେଡି ପ୍ରାର୍ଥୀ ଅନିଲ ବରୁଆ ନାମାଙ୍କନ ଦାଖଲ କରିଛନ୍ତି। ହଜାର ହଜାର କର୍ମୀ ଏବଂ ସମର୍ଥକଙ୍କ ଗହଣରେ ବାପା ତଥା ପୁରୁଖା ବିଜେଡି…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ କଂଗ୍ରେସର ଶକ୍ତି ପ୍ରଦର୍ଶନ: ବିଶାଳ ପଟୁଆରରେ ଆସି ନାମାଙ୍କନ ଭରିଲେ ପ୍ରାର୍ଥୀ

ସୁନ୍ଦରଗଡ: ସୁନ୍ଦରଗଡରେ ଶକ୍ତି ପ୍ରଦର୍ଶନ କରିଛି ଜାତୀୟ କଂଗ୍ରେସ। ବିଶାଳ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସର ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ, ତଳସରା ବିଧାନସଭା ପ୍ରାର୍ଥୀ ଦେବେନ୍ଦ୍ର ଭିତ୍ରିଆ, ସୁନ୍ଦରଗଡ ସଦର ବିଧାନସଭା ପ୍ରାର୍ଥିନୀ ସୁଧାରାଣୀ…
ଅଧିକ ଖବର ଦେଖନ୍ତୁ...

ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା

ରାଉରକେଲା/କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଗୋଉଡୁଣି ପୋଷ ଧରା ସାହିରେ ପଥରରେ ଛେଚି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ଲହୁଣୀପଡା ଥାନା କଲେଇପୋଷ ପଞ୍ଚାୟତ କେନାପାଲି (ଲଡାମ) ଗ୍ରାମର ସୁବନ କନସରିଆ (୫୩) କେନାପାଲି (ଲଡାମ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଲେଫ୍ରିପଡ଼ାରେ ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର: କେନ୍ଦୁପତ୍ର ତୋଳାଳି କହିଲେ ସମସ୍ୟା

ସୁନ୍ଦରଗଡ଼, ସୁନ୍ଦରଗଡ ସଦର ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହଙ୍କ ନିର୍ବାଚନୀ ପ୍ରଚାର ଜୋର୍ ଧରିଛି। ପଞ୍ଚାୟତ, ଗାଁ, ଘରକୁ ଯାଇ ନବୀନଙ୍କ ବିକାଶର ବାର୍ତ୍ତା ଦେବା ସହ ଭୋଟ ମାଗୁଛନ୍ତି। ମଙ୍ଗଳବାର ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ବଡବଙ୍ଗା ପଞ୍ଚାୟତର ଲୋକଡେଗା,…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ ବିଧାନସଭା ଆସନରେ ନାମାଙ୍କନ ଦାଖଲ କଲେ ସିପିଆଇ ପ୍ରାର୍ଥୀ ରାଜେନ୍ଦ୍ର

ସୁନ୍ଦରଗଡ: ସାଧାରଣ ନିର୍ବାଚନ-୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନର ଷଷ୍ଠ ଦିନରେ ବୁଧବାର ସୁନ୍ଦରଗଡ ବିଧାନସଭା ଆସନ ପାଇଁ ସିପିଆଇ ପ୍ରାର୍ଥୀ ରାଜେନ୍ଦ୍ର ନାଏକ ନାମାଙ୍କନ ଦାଖଲ କରିଛନ୍ତି। କର୍ମୀ ଏବଂ ସମର୍ଥକଙ୍କ ଗହଣରେ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ…
ଅଧିକ ଖବର ଦେଖନ୍ତୁ...

ଉତ୍କଲ ଗୌରବଙ୍କ ଜୟନ୍ତୀ ପାଳନ କଲା ଜିଲ୍ଲା ଓକିଲ ସଙ୍ଘ

ସୁନ୍ଦରଗଡ଼: ଜିଲ୍ଲା ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ଓକିଲ ସଂଘ ସଭାପତି ନରେଶ କୁମାର ନାଏକ ସଭାପତିତ୍ୱ କରିଥିଲେ। ସର୍ବ ପ୍ରଥମେ ଜିଲ୍ଲା ଓକିଲ ସଂଘ ପରିସରରେ ଥିବା ମଧୁବାବୁଙ୍କ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ଦୁର୍ଘଟଣାରେ ଚାଳକ ମୃତ, ହେଲପର ଗୁରୁତର

ରାଉରକେଲା /କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ କେ ବଲାଙ୍ଗ ଥାନା ଚୁନା ଘାଟିରେ ଦୁର୍ଘଟଣା ଘଟିଛି। ଏହାଫଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଆହତ ହୋଇଛନ୍ତି। ମଧ୍ୟ ରାତ୍ରରେ ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି। ଲୁହା ପଥର ବୋଝେଇ ଟ୍ରକର ବ୍ରେକ ଫେଲ ହେବାରୁ ସାମ୍ନାରେ…
ଅଧିକ ଖବର ଦେଖନ୍ତୁ...

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ!

ରାଉରକେଲା/ବଣାଇଗଡ଼: ବଣାଇ ଉପ କାରାଗାରର ଜଣେ ବିଚାରାଧୀନ କଏଦୀ ଦେବାନନ୍ଦ ସିଂ(୪୦)ଙ୍କ ସନ୍ଦେହଜନକ ମୃତ୍ୟୁହୋଇଛି। ଅବକାରୀ ପୁଲିସ କିମ୍ବା ଜେଲ୍‌ କର୍ତ୍ତୃପକ୍ଷ ଦେବାନନ୍ଦଙ୍କୁ ମାଡ଼ମାରିବାରୁ ତାଙ୍କର ଅକାଳ ବିୟୋଗ ଘଟିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏନେଇ ରଘୁନାଥପାଲି ପୁଲିସ…
ଅଧିକ ଖବର ଦେଖନ୍ତୁ...