ଉତ୍କଲ ଗୌରବଙ୍କ ଜୟନ୍ତୀ ପାଳନ କଲା ଜିଲ୍ଲା ଓକିଲ ସଙ୍ଘ

ସୁନ୍ଦରଗଡ଼: ଜିଲ୍ଲା ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ଓକିଲ ସଂଘ ସଭାପତି ନରେଶ କୁମାର ନାଏକ ସଭାପତିତ୍ୱ କରିଥିଲେ। ସର୍ବ ପ୍ରଥମେ ଜିଲ୍ଲା ଓକିଲ ସଂଘ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ଓଡ଼ିଶା ଉଚ୍ଚ ନ୍ୟାୟଳୟ ବିଚାରପତି ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ବରିଷ୍ଠ ଆଇନଜୀବୀ ନିମାଇଁ ଚରଣ ନାଏକ ଓ ଅଶୋକ କୁମାର ଦାସ ସମ୍ମାନିତ କରିଥିଲେ। ସମ୍ମାନିତ ଅତିଥି ଜ଼ିଲ୍ଲା ଜଜ ଦାୟିତ୍ୱରେ ଥିବା ତଥା ସ୍ୱତନ୍ତ୍ର ଜଜ ଭିଜିଲାନ୍ସ ରାଜଲକ୍ଷ୍ମୀ ପଟ୍ଟନାୟକ, ସ୍ଥାୟୀ ଲୋକ ଅଦାଲତ ଅଧକ୍ଷ୍ୟ ରାଧାକାନ୍ତ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ ରାଜେଶ ଦାସ, ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ ପକ୍ସୋ ମହେନ୍ଦ୍ର କୁମାର ସୂତ୍ରଧର, ରେଜିଷ୍ଟର ଦିଲୀପ କୁମାର ଶତପଥି, ବରିଷ୍ଠ ଆଇନଜୀବୀ ନିମାଇ ଚରଣ ନାଏକ, ଅଶୋକ ଦାସ, କମଳ ଲୋଚନ ସେନ, ଗିରୀଶ ଚନ୍ଦ୍ର ସାହୁ, ସମିତା ମହାପାତ୍ର ଶ୍ରୀ ସୁକାନ୍ତ ମହାପାତ୍ର, ସମିତା ମହାପାତ୍ର ଆଇନଜୀବୀ ଦିବସ ଓ ମଧୁବାବୁଙ୍କ ଜୀବନୀ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ମୁଖ୍ୟ ଅତିଥି ବିଚାରପତି ଶ୍ରୀ ବେହେରା ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ସମ୍ପାଦକ ଅଶୋକ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

ସଭାରେ ଜିଲ୍ଲା ଓକିଲ ସଂଘ ଉପସଭାପତି ନୀରଜ ସାମନ୍ତରାୟ, ଯୁଗ୍ମ ସମ୍ପାଦକ ବାଦଲ ଚୌଧୁରୀ, କୋଷାଧକ୍ଷ୍ୟ ସରିତା ପଟେଲ, କାର୍ଯ୍ୟକାରୀ ପରିଷଦ ସଦସ୍ୟ ପ୍ରଶାନ୍ତ ପଟେଲ, ପ୍ରେମ କୁମାର, ଗୌତମ ହାତୀ, ରାଜେନ୍ଦ୍ର ବେକ, ସୁଶାନ୍ତ ସେଠୀ , ୱେଲଫେର କମିଟି ସଦସ୍ୟ ନମିତା ନାଏକ, ଅଞ୍ଜନା ସାହୁ, ମାନସ ପଣ୍ଡା, ରବୀନ୍ଦ୍ର ମାଳି, ସଞ୍ଜୟ ପଟେଲ, ସୁନୀଲ ପଟେଲ ସମେତ ବରିଷ୍ଠ ଆଇନଜୀବୀ ପୌଷ ଚନ୍ଦ୍ର ପଟେଲ, ନବୀ ଇମାମ, ପରମେଶ୍ୱର ନାଏକ, ଜନ୍ମଜୟ ନାଏକ, ଯୁଗଳ କିଶୋର ଠାକୁର, କିଶୋର ନାଏକ, ପ୍ରଦୀପ ପଟେଲ, ଧର୍ମେଶ ପଟେଲ, ସୁରେନ୍ଦ୍ର ନାରାୟଣ ନାଏକ, ଅରୁଣ ପଟେଲ, ପ୍ରଦୀପ ମହାପାତ୍ର, ପ୍ରଦୀପ ମହାନ୍ତି, ଅରୁଣ ଯୋଶୀ, କୈଳାଶ ନାଏକ, ଅଚ୍ୟୁତାନନ୍ଦ ବହିଦାର, ବୁଧଦେବ ନାଏକ, ସତ୍ୟଜିତ ନାଏକ, ନନ୍ଦଲାଲ ପଟେଲ, ପୁରୁଷୋତ୍ତମ ପ୍ରଧାନ, ବାସୁଦେବ ପାଣ୍ଡେ, ନିହାର ରଞ୍ଜନ ନନ୍ଦି, ନୟନ ରଞ୍ଜନ ନନ୍ଦି, ପୁରୁଷୋତ୍ତମ ପ୍ରଧାନ, ପ୍ରଭାତ ଚୌଧୁରୀ, ଅଶୋକ ନାଏକ, ଧର୍ମେନ୍ଦ୍ର ପଟେଲ, ସୁରେଶ ଚନ୍ଦ୍ର ପଟେଲ, ସୁଧୀର ପଟେଲ, ପ୍ରମୋଦ ମିଶ୍ର, ସୁଶୀଳ ମିଞ୍ଜ, ବିଭୋର ପଟେଲ, ସୁନ୍ଦରଲାଲ ବେହେରା, ତାରାଚନ୍ଦ ପଟେଲ, ସ୍ୱରାଜ ପଟେଲ, ମନୋଜ ମହାରଣା, ଉମା ଶଙ୍କର ପଟେଲ,ପ୍ରଣବ ସିଂ, ପ୍ରୀତିଶ ମିଶ୍ର, ମାଳି ଟପ୍ପୋ, ଅକ୍ଷୟ ବିରଗଣ୍ଠିଆ, ସୁଶାନ୍ତ ପାଣ୍ଡେ, ରଘୁନାଥ ପଣ୍ଡା, ସତ୍ୟଜିତ ପଣ୍ଡା, ଯୋଗେନ୍ଦ୍ର ପାତ୍ର, ଗଜିନ୍ଦ୍ର ପାତ୍ର, ସଞ୍ଜୟ ମାଝୀ, ଅଶୋକ ପୃସେଠ, ନର୍ସିଙ୍ଗ କିସାନ, ଜୟଦେବ ତୀର୍କୀ, ରଜତ ସାହୁ, ବିକାଶ ରାଉତରାୟ, ସୌରଭ ପଟେଲ, ଚତୁର୍ଭୁଜ ନାଏକ, ଚୂଡ଼ାମଣି ନାଏକ, ପଞ୍ଚାନନ ନାଏକ, ଅଭିଳାଷ ପଣ୍ଡା, ଶ୍ରୀକାନ୍ତ ସାହୁ, ସ୍ୱାଗତ ବିଶି, ମିଥୁନ ମହାନନ୍ଦିଆ, ପ୍ରତୀକ ଶେଖର, କଳ୍ପନା ମାଈତି, ପ୍ରଭାତୀ ଯୋଶୀ, ପ୍ରତିମା ମିଶ୍ର, ସ୍ନେହଲତା ପଟେଲ, ସୁପ୍ରଭା ପଟେଲ, ତନୁଜା ମହାନ୍ତି, କବିତା ମଞ୍ଜରୀ ହୋତା, ଅନୁସୟା ନାଏକ, ସୁନିତା ପଟେଲ, ଗୀତା ପଟେଲ, ମଞ୍ଜୁ ପଟେଲ, ବାସନ୍ତୀ ବାରିକ, କଳ୍ପନା ମିଶ୍ର, ଦୁଲାରୀ ନାଗ, ଅଞ୍ଜନା ସାହୁ, ସୁଜାତା ଟପ୍ପୋ, ଅଲିଭା ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀ, ଦୀପାଞ୍ଜଳି ନାଏକ, ତୃପ୍ତିମୟୀ ନାଏକ, ସିନି ପଟେଲ, ଆଭାମୟୀ ଖାଖା, ରଶ୍ମିତା ମିଞ୍ଜ, ଜ୍ୟୋତି ଲକ୍ଷ୍ମୀ ତାଣ୍ଡିଆ, ରଶ୍ମିତା ନାଏକ, ରଶ୍ମିତା ବାରିକ, ଦୁଶିଲା ଷଣ୍ଢ, ପାୟଲ କୁମୁରା, ପୂଜାରାଣୀ ସାହୁ, ସମ୍ପ୍ରିତା ଯୋଶୀ, ଆଭାରାଣୀ ମିଶ୍ର ଓ ମାନସୀ ସା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର