ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଆର୍‌ଏସ୍‌ପି ୟୁନିଅନ ନିର୍ବାଚନ ବିଗୁଲ୍‌ ବାଜିଲା

ରାଉରକେଲା: ଶେଷଥର ପାଇଁ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ସ୍ବୀକୃତିପ୍ରାପ୍ତ ନିର୍ବାଚନ ୨୦୨୧ ନଭେମ୍ବର ୧୫ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟୀ ହୋଇଥିବା ରାଉରକେଲା ଶ୍ରମିକ ସଂଘ(ଆର୍‌ଏସ୍‌ଏସ୍‌)ର କାର୍ଯ୍ୟକାଳ ମାର୍ଚ୍ଚ ୧୧ ତାରିଖରେ ଶେଷ ହୋଇଥିଲା। ଏହା ପରଠାରୁ ବିଏମ୍‌ଏସ୍‌…
ଅଧିକ ଖବର ଦେଖନ୍ତୁ...

ଖାଉଟି ଆୟୋଗଙ୍କ ଆଦେଶ ଅବମାନନା: ସୁନ୍ଦରଗଡ଼ ନୁର ସାଇନ ଓ ଗ୍ରାଫିକ୍ସ ପରିଚାଳକ ଗିରଫ

ସୁନ୍ଦରଗଡ଼: ତ୍ରୁଟିପୂର୍ଣ୍ଣ ସାମଗ୍ରୀ ବିକ୍ରି ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗଙ୍କ କ୍ଷତିପୂରଣ ଆଦେଶ ଦେଇଥିଲେ। ତାକୁ ଅବମାନନା କରି ସୁନ୍ଦରଗଡ଼ ନୁର ସାଇନ ଓ ଗ୍ରାଫିକ୍ସ ପରିଚାଳକ ହଟହଟା ହୋଇଛନ୍ତି। ଆୟୋଗଙ୍କ ପରିଚାଳକଙ୍କ ନାମରେ ଗିରଫ ପରୱାନା ଇସ୍ୟୁ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ଜେଏମ୍‌ଏମ୍‌ ପ୍ରାର୍ଥୀ ନିହାରଙ୍କ ପ୍ରାର୍ଥିପତ୍ର ନାକଚ

ରାଉରକେଲା: ଟିକଟ୍‌ ନ ମିଳିବାରୁ ବିଜେଡି ଛାଡ଼ି ଇଣ୍ଡି ମେଣ୍ଟ (ଜେଏମ୍‌ଏମ୍‌)ରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ନିହାର ସୁରିନଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଜାତୀୟ ଦଳର ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲବେଳେ ୧୦ ଜଣ ଲେଖାଏ ପ୍ରସ୍ତାବକ ଦେବାର ନିୟମ ରହିଛି। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଯୋଗେଶଙ୍କ ବିଜୟ ପାଇଁ ମଇଦାନରେ ଦୁଇ ପ୍ରଫୁଲ୍ଲ: ‘ମେ କୋଡ଼ିଏ, ଶଂଖ ଯୋଡ଼ିଏ’ ନାରାରେ କମ୍ପିଲା ଗାଁ

ସୁନ୍ଦରଗଡ଼: ଗାଁ, ଗାଁରେ ନିର୍ବାଚନୀ ସଭା, ଘରେ ଘରେ ଭୋଟରଙ୍କୁ ଭେଟି ଭୋଟ ମାଗୁଛନ୍ତି ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ ଯୋଗେଶ କୁମାର ସିଂ। ନିର୍ବାଚନମଣ୍ଡଳୀରେ ପ୍ରଚାର ଜୋର୍ ଧରିଥିବାବେଳେ ଯୋଗେଶଙ୍କ ବିଜୟ ସଂକଳ୍ପ ନେଇ ଏବେ ମଇଦାନକୁ ଓହ୍ଲାଇଛନ୍ତି ଦୁଇ ବରିଷ୍ଠ ନେତା ତଳସରାର ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ: ଜଣେ ମୃତ, ୨ ନିଖୋଜ

ରାଉରକେଲା: ତରକେରା ଘାଟରେ ବୁଡି ଜଣେ ମୃତ। ଅନ୍ୟ ଜଣେ ନିଖୋଜ। ମୃତକ ରାଉରକେଲା ଡେଲିମାର୍କେଟ ଅଞ୍ଚଳର। ତିନି ସାଙ୍ଗ ଗାଧୋଇବାକୁ ତରକେରା ବ୍ରାହ୍ମଣୀ ନଦୀ ଘାଟକୁ ଯାଇଥିଲେ। ଜଣ ପରେ ଜଣେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଅନ୍ୟ ଦୁଇ ଜଣ ନିଖୋଜ ହୋଇ…
ଅଧିକ ଖବର ଦେଖନ୍ତୁ...

ବିଜେପି ବିଦ୍ରୋହୀ ପ୍ରାର୍ଥୀ ନିହାରଙ୍କ ଶକ୍ତି ପ୍ରଦର୍ଶନ

ରାଉରକେଲା: ସବୁ କଳ୍ପନାଜଳ୍ପନାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଜେପିର ବିଦ୍ରୋହୀ ନେତା ନିହାର ରାୟ ଶୁକ୍ରବାର ଶେଷ ଦିନରେ ବହୁ ଆଡ଼ମ୍ବରରେ ରାଉରକେଲା ବିଧାନସଭା କ୍ଷେତ୍ରରୁ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଶୋଭାଯାତ୍ରାରେ ଜୋରଦାର ଶକ୍ତି ପ୍ରଦର୍ଶନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଗାଁରେ ଯୋଗେଶଙ୍କ ପ୍ରଚାର ଜୋର୍: ଏପଟେ ସହରରେ ମଙ୍ଗ ଧରିଛନ୍ତି ପତ୍ନୀ ଶ୍ରଦ୍ଧାଞ୍ଜଳି

ସୁନ୍ଦରଗଡ଼: ପ୍ରଚାରର ଆଗରେ ଅଛନ୍ତି ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେଶ କୁମାର ସିଂ। ଗାଁ, ପଡ଼ାରେ ନିର୍ବାଚନୀ ସଭା କରିବା ସହ ଘରକୁ ଘର ଯାଇ ନବୀନଙ୍କ ବିକାଶର ବାର୍ତ୍ତା ଦେଇ ଷଷ୍ଠଥର ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅନୁରୋଧ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ତଳସରା ବିଧାନସଭା: ମହିଳାଙ୍କ ପାଦ ଧୋଇ ଆଶୀର୍ବାଦ ମାଗିଲେ ବିନୟ 

ସୁନ୍ଦରଗଡ଼: ଆଉ ୧୭ ଦିନ ପରେ ଭୋଟ। ହାତରେ ସମୟ କମ୍। ତେଣୁ ଦଳ ଓ ପ୍ରାର୍ଥୀ ନିଜ ନିଜ କ୍ଷେତ୍ରରେ ଦିନରାତି ପ୍ରଚାର ଚଲାଇଛନ୍ତି। ଟାଣ ଖରାରେ ବି ଭୋଟରଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି। ନାମାଙ୍କନପତ୍ର ଦାଖଲ ପରେ ତଳସରା ବିଧାନସଭା ଆସନ ପାଇଁ ଲଢ଼େଇ କରୁଥିବା ବିଜୁ ଜନତା ଦଳର…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ହାଇୱା ଧକ୍କାରେ ସ୍ୱାମୀଙ୍କ ମୃତ୍ୟୁ, ବର୍ତ୍ତିଗଲେ ପତ୍ନୀ ଓ ପୁଅ

ରାଉରକେଲା: ସେକ୍ଟର-୧ ଏନଆଇଟି ରାସ୍ତାର ଓମଫେଡ଼ ବୁଥ ନିକଟରେ ହାଇୱା ଧକାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଛି। ପତ୍ନୀ ଓ ତାଙ୍କ ପୁଅ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ମୃତକ ସେକ୍ଟର-୧ର ଲିପୁ ବୋଲି ଜଣାପଡ଼ିଛି। ସେ ତାଙ୍କ ପରିବାର ସହ ସ୍କୁଟିରେ ଘରକୁ ଯାଉଥିଲେ। ଏନଆଇଟି ଆଡକୁ…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ କଲବଲ: ଭୋଟ୍‌ ବର୍ଜନ ପାଇଁ ଚେତାବନୀ

ରାଉରକେଲା: ସ୍ମାର୍ଟସିଟି ରାଉରକେଲା। କ୍ରୀଡ଼ା ଭିତ୍ତିଭୂମିଠାରୁ ଆରମ୍ଭକରି ସହରର ସୌନ୍ଦର୍ଯ୍ୟକରଣ ପର୍ଯ୍ୟନ୍ତ; ସବୁକ୍ଷେତ୍ରକୁ ବିକାଶ ଛୁଇଁଛି। କିନ୍ତୁ ବିଡ଼ମ୍ବନା, ଜନସାଧାରଣଙ୍କୁ ମୌଳିକ ସେବା, ପାନୀୟ ଜଳ ପାଇବାରୁ ବଞ୍ଚିତ। କେଉଁଠି ପାଇପ୍‌ ଅଛି ପାଣିନାହିଁ, ପୁଣି କେଉଁଠି ପାଇପ୍‌…
ଅଧିକ ଖବର ଦେଖନ୍ତୁ...