ବିଜେଡିର ଆଇଟି ଓ୍ଵିଙ୍ଗ୍‌: ଅମର ପଟ୍ଟନାୟକ ହେଲେ ଅଧ୍ୟକ୍ଷ, ଟିମ୍‌ରେ ୬ ଜଣ ସଦସ୍ୟଙ୍କୁ ନିଯୁକ୍ତି

ଭୁବନେଶ୍ୱର: ‘ବିଜୁ ଜନତା ଦଳ’ ଶୁକ୍ରବାର ସୂଚନା ଓ ପ୍ରଯୁକ୍ତି ଶାଖା ଗଠନ କରିଛି। ଆଇଟି ଓ୍ଵିଙ୍ଗ୍‌ରେ ଅମର ପଟ୍ଟନାୟକଙ୍କୁ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି। ସେହିଭଳି ଆଇଟି ଓ୍ଵିଙ୍ଗ୍‌ରେ ଅନ୍ୟ ୬ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର