ତିନି ରଥରେ ଆଜ୍ଞାମାଳ ବିଜେ

ପୁରୀ : ମହାପ୍ରଭୁଙ୍କୁ ଶ୍ରୀଗୁଣ୍ଡିଚା ଅଭିମୁଖେ ପାଛୋଟି ନେବାକୁ ସିଂହଦ୍ବାର ସମ୍ମୁଖ ଚକଡ଼ାରେ ତିନି ରଥ ପ୍ରସ୍ତୁତ ହୋଇ ରହିଛନ୍ତି। ଭକ୍ତମାନେ ବି ମହାପ୍ରଭୁଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି। ଭକ୍ତ ଓ ଭଗବାନ ଏବେ ରଥ ମନସ୍କ। ରଥ ଆଜ୍ଞାମାଳ ବିଜେ ପାଇଁ ଆଜି ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଗୁଣ୍ଡିଚା ମନ୍ଦିରରେ ଭୂତଶୋଧ

ପୁରୀ : ରଥଯାତ୍ରା ପୂର୍ବରୁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଭୂତଶୋଧ ନୀତି ଅନୁଷ୍ଠିତ ହୋଇଛି। ଗୌଡ଼ୀୟ ବୈଷ୍ଣବମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହୁଥିବା ଭୂତଙ୍କୁ ଘଉଡ଼ାଇବା ପାଇଁ ମନ୍ଦିର ଆଗରେ ଏହି ଭୂତଶୋଧ ନୀତି ସଂପାଦନ କରିଛନ୍ତି। ପରମ୍ପରା ଅନୁଯାୟୀ, ବୈଷ୍ଣବମାନେ ଶ୍ରୀଚୈତନ୍ୟ ଅବସ୍ଥାନ…
ଅଧିକ ଖବର ଦେଖନ୍ତୁ...

ଧନ୍ୟ ସେ ରଥ! ଧନ୍ୟ ସେ ପଥ!

ଗୋଟିଏ ପଟେ ଶ୍ରୀମନ୍ଦିର। ଆଉ ଗୋଟିଏ ପଟେ ଶ୍ରୀଗୁଣ୍ଡିଚା ମନ୍ଦିର। ଦକ୍ଷିଣ ଓ ଉତ୍ତର ହୋଇ ବିରାଜମାନ କରୁଥିବା ଏ ଦୁଇ ମନ୍ଦିରକୁ ଯୋଡ଼ୁଛି ବଡ଼ଦାଣ୍ଡ। ପ୍ରଥମଟି ଲୀଳାକ୍ଷେତ୍ର। ସେଇଠି ଅଛି ତାଙ୍କର ରତ୍ନବେଦୀ। ଦ୍ୱିତୀୟଟି ଜନ୍ମବେଦୀ। ତାହା ତାଙ୍କର ଜନ୍ମସ୍ଥାନ। ବର୍ଷକୁ ଥରେ ଆଷାଢ଼ ଶୁକ୍ଳ…
ଅଧିକ ଖବର ଦେଖନ୍ତୁ...

ମହାଔଷଧ ମହାପ୍ରସାଦ

ଜଣେ ବିଶିଷ୍ଟ ନାଟ୍ୟକାର, ଯାହାଙ୍କର ବଙ୍ଗଳା ନାଟ୍ୟ-ସାହିତ୍ୟକୁ ଅବଦାନ ଅବିସ୍ମରଣୀୟ, ସେ ଉତ୍କଟ କଲେରାରୋଗରେ ପୀଡ଼ିତ ହେଲେ। ଚିକିତ୍ସକମାନେ ବ୍ୟର୍ଥ ହୋଇ ତାଙ୍କର ଆରୋଗ୍ୟ ଲାଭର ଆଶା ଛାଡ଼ିଦେଲେ। ଅସହାୟ ରୋଗୀଜଣକ ଅର୍ଦ୍ଧଚେତନ ଅବସ୍ଥାରେ ପଡ଼ିଥିବା ସମୟରେ ଏକ ମାତୃମୂର୍ତ୍ତି ତାଙ୍କ ନିକଟରେ…
ଅଧିକ ଖବର ଦେଖନ୍ତୁ...

‘ପହଣ୍ଡି ବିଜେ’ର ‘ଟାହିଆ’

ବୈଦିକ ମହୋତ୍ସବମାନଙ୍କରେ ରଥର ପ୍ରଚଳନ ରହିଥିଲେ ହେଁ, ଅତ୍ୟନ୍ତ ପ୍ରାଚୀନ ସମୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାରମ୍ପରିକ ପ୍ରବାହ, ବୈଦିକ ସଂସ୍କୃତିକୁ ବିଶ୍ୱ ସଂସ୍କୃତିରେ ରୂପାନ୍ତରିତ କରିପାରିଛି। ଅନେକ ପୁରାଣ, ଉପପୁରାଣ, ଆଧ୍ୟାତ୍ମିକ ଗ୍ରନ୍ଥରେ ମହାପ୍ରଭୁଙ୍କର…
ଅଧିକ ଖବର ଦେଖନ୍ତୁ...

ରଥେ ବିଜେ କାଳିଆ ସାଆନ୍ତେ

ଓଡ଼ିଆ ପ୍ରାଣର ଠାକୁର ରାଜା କାଳିଆ ସାଆନ୍ତେ ଅଣସର ଘରୁ ବାହାରି ବର୍ଷକରେ ଥରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବଡ଼ଭାଇ ବଳଭଦ୍ର, ଭଗିନୀ ସୁଭଦ୍ରା ଓ ଆୟୁଧ ସୁଦର୍ଶନଙ୍କୁ ସାଥିରେ ଧରି ବାହାରି ପଡ଼ନ୍ତି। ସେ ହଲି ଦୋହଲି ତିନିଟି ସୁସଜ୍ଜିତ ରଥରେ ଭବ୍ୟ ବର୍ଣ୍ଣାଢ଼୍ୟ ବେଶରେ ରାଜକୀୟ ଠାଣିରେ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ଠିଆ ପହୁଡ଼

ପୁରୀ : ଶ୍ରୀଜିଉଙ୍କ ଆଜି ଠିଆ ପହୁଡ଼ ନୀତି ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ରଥଯାତ୍ରା ଥିବାରୁ ଶ୍ରୀମନ୍ଦିରରେ ଆଜି ପହୁଡ଼ ପଡ଼ିନଥିବାବେଳେ ଶ୍ରୀଜିଉଙ୍କ ମୁଖରେ କେବଳ ଖଣ୍ଡୁଆ ପାଟ ପକାଇ ଠିଆ ପହୁଡ଼ କରାଯାଇଛି। ପୁଷ୍ପାଳକ ସେବକମାନେ ଏହି ନୀତି ସଂପାଦନ କରିଛନ୍ତି। ବିଶ୍ୱାସ ରହିଛି, ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ଆସନ୍ତା କାଲି ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଏଥିପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନିଜର ଏକ ବାର୍ତ୍ତାରେ ସେ କହିଛନ୍ତି ଯେ ଶ୍ରୀଜଗନ୍ନାଥ ଭଗବାନ ବିଷ୍ଣଙ୍କ ଏକ ଅବତାର ଭାବେ ପରିଗଣିତ ହୁଅନ୍ତି ।…
ଅଧିକ ଖବର ଦେଖନ୍ତୁ...

‘ତାଳ’, ‘ତାଳକେତୁ’ ଓ ‘ନିକୁମ୍ଭିଲା’ ଦେବୀ

ଶ୍ରୀଜଗନ୍ନାଥଙ୍କ ରଥର ନାମ ଯେପରି ‘ନନ୍ଦିଘୋଷ’, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥର ନାମ ସେପରି ‘ତାଳଧ୍ୱଜ’ ଓ ‘ଦେବଦଳନ’ । ଏ ଦୁଇ ନାମ ପଛରେ ମଧ୍ୟ ଅନେକ ରହସ୍ୟ ରହିଛି । ଶ୍ରୀବଳଭଦ୍ର ବଡ଼ଭାଇ । ବଡ଼ଠାକୁର । ତେଣୁ ତାଙ୍କ ରଥକୁ କେହି କେହି ‘ବଡ଼ବାଡ଼ ରଥ’ ବୋଲି ବି କହନ୍ତି । ତେବେ…
ଅଧିକ ଖବର ଦେଖନ୍ତୁ...

ତିନି ରଥର ପାର୍ଶ୍ବ ଦେବାଦେବୀ

ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ପାଇଁ ନିର୍ଦ୍ଦିଷ୍ଟ ପାର୍ଶ୍ବ ଦେବାଦେବୀ ରହିଥାନ୍ତି। ସେହି ଅନୁଯାୟୀ ତିନି ରଥରେ ଭିନ୍ନ ଭିନ୍ନ ପାର୍ଶ୍ବ ଦେବାଦେବୀଙ୍କୁ ସ୍ଥାପନ କରାଯାଏ। ରଥଯାତ୍ରା ପୂର୍ବରୁ ପାର୍ଶ୍ବ ଦେବାଦେବୀଙ୍କୁ ଚିତ୍ରକର ସେବକମାନେ ରଙ୍ଗ ଦେଇ ପ୍ରସ୍ତୁତ କରିଥାନ୍ତି।…
ଅଧିକ ଖବର ଦେଖନ୍ତୁ...