ବଡ଼ଦାଣ୍ଡରେ ରଥ ଉପରୁ ଭକ୍ତଙ୍କୁ ଦର୍ଶନ ଦେଲେ ମହାବାହୁ, ରଥ ଟାଣିବାକୁ କାଲିକୁ ଅପେକ୍ଷା

ବାରିପଦା (ରାଜ କିଶୋର ଦାଶ): ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ନେଲେ ମହାବାହୁ। ଗୋଟି ପହଣ୍ଡିରେ ମହାପ୍ରଭୂ ସୁଦର୍ଶନଙ୍କ ସହ ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। ପବିତ୍ର ଘୋଷଯାତ୍ରା ଅବସରରେ ଗୁରୁବାର ୨ୟ ଶ୍ରୀକ୍ଷେତ୍ର ବାରିପଦାରେ ଭକ୍ତିଭାବମୟ ପରିବେଶ ସୃଷ୍ଟି ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଶରଧାବାଲିରେ ତାଳଧ୍ୱଜ-ଦର୍ପଦଳନ-ନନ୍ଦିଘୋଷ

ପୁରୀ: ଶରଧାବାଲିରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ପହଂଚିଛି। ଲକ୍ଷ ଲକ୍ଷ ଭକ୍ତ ହର୍ଷୋଲ୍ଲାସର ସହିତ ତିନି ରଥକୁ ସିଂହଦ୍ୱାର ସମ୍ମୁଖରୁ ଟାଣି ନେଇ ଶରଧାବାଲିରେ ପହଂଚିଛନ୍ତି। ମହାପ୍ରଭୁଙ୍କ ମହିମା ଅପାର ହୋଇଥିବାରୁ ନିର୍ଦ୍ଧାରିତ ଲକ୍ଷ୍ୟ ପୂର୍ବରୁ ଭଗବାନ ଶ୍ରୀଜଗନ୍ନାଥ ନିଜ…
ଅଧିକ ଖବର ଦେଖନ୍ତୁ...

ଶଗଡ଼ରେ ଜଗନ୍ନାଥ ଗଲେ ମାଉସୀଘର, ଭକ୍ତିର ବର୍ଷାରେ ଭିଜିଲା ଦିଲ୍ଲୀ ସହର

ନୂଆଦିଲ୍ଲୀ: ବିଶ୍ଵନିୟନ୍ତା ମହାପ୍ରଭୁ ଜଗନ୍ନାଥ ଆଜି ମାଉସୀ ଘରକୁ ଯାଇଛନ୍ତି | ଭାଇ ବଳଭଦ୍ର ଓ ଅଲିଅଳି ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଗୁଣ୍ଡିଚା ମାଉସୀ ପାଖକୁ ଯାଇଛନ୍ତି କାଳିଆ ଠାକୁର | କେବଳ ଶ୍ରୀକ୍ଷେତ୍ର ନୁହଁ, ବରଂ ଓଡିଶା ବାହାରେ ବି ଜଗନ୍ନାଥପ୍ରେମୀ ରଥଯାତ୍ରାର ଆୟୋଜନ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଛେରା ପହଁରା; ଜାଣନ୍ତୁ ଏହି ସମୟରେ କେଉଁ କେଉଁ ନୀତି ସଂପାଦନ କରିଥାଆନ୍ତି ଗଜପତି

ପୁରୀ : ଆରମ୍ଭ ହୋଇଛି ଛେରା ପହଁରା ନୀତି। ଶ୍ରୀଜିଉଙ୍କ ପ୍ରଥମ ସେବକ ଗଜପତି ମହାରାଜା ଆରମ୍ଭ କରିଛନ୍ତି ଛେରା ପହଁରା। ଗଜପତି ଦିବ୍ୟସିଂହ ଦେବ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥରେ ଛେରା ପହଁରା ନୀତି ସଂପାଦନ କରୁଛନ୍ତି। ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ,…
ଅଧିକ ଖବର ଦେଖନ୍ତୁ...

‘ଅଣସର ଘରେ ଥିଲ… ଆଜ ବାହାର ହେଲ’

ଜ୍ୟେଷ୍ଠପୂର୍ଣ୍ଣିମା ବା ସ୍ନାନପୂର୍ଣ୍ଣିମାଠାରୁ ଆଷାଢ଼ ଅମାବାସ୍ୟା- ପନ୍ଦର ଦିନର ‘ଅଣସର’ । ନବକଳେବର ବର୍ଷରେ ଏହା ଦେଢ଼ମାସକୁ ବଢ଼ିଯାଏ । ‘ମହାଅଣସର’ ହୁଏ । ତା’ପରେ ଆଷାଢ଼ ଶୁକ୍ଳ ପ୍ରତିପଦାରେ ‘ନବଯୌବନ’ରେ ଭକ୍ତଙ୍କୁ ଦର୍ଶନ ଦେଇ, ଦ୍ୱିତୀୟା ଦିନ ସକାଳେ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରୁ…
ଅଧିକ ଖବର ଦେଖନ୍ତୁ...

ନିର୍ଦ୍ଧାରିତ ସମୟର ଘଣ୍ଟାଏ ପୂର୍ବରୁ ପହଣ୍ଡି ବିଜେ ଆରମ୍ଭ

ପୁରୀ: ଗୁରୁବାର ସକାଳ ୮: ୩୦ ରେ ରଥଯାତ୍ରା ପାଇଁ ଦିଅଁମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି। ପହଣ୍ଡିରେ ପ୍ରଥମେ ଆସୁଛନ୍ତି ସୁଦର୍ଶନ। ତାଙ୍କ ପଛକୁ ରଥାରୁଢ଼ ହେବାକୁ ପହଣ୍ଡି ବିଜେ କରିବେ ତିନି ଦିଅଁ। ଆଜି ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଛି। କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

‘ସଜାଇଛି, କେତେ ଖର୍ଚ୍ଚ ହୋଇଛି କହିଦେଲେ ଅହଙ୍କାର ହେବ’ : ଫୁଲରେ ଝଲସୁଛି ଶ୍ରୀମନ୍ଦିର

ପୁରୀ : କେତେ କିସମର ରଙ୍ଗବେରଙ୍ଗର ଫୁଲରେ ଝଲସୁଛି ଶ୍ରୀମନ୍ଦିର। ଦେଖିଲେ ଆଖି ଖୋସି ହୋଇଯାଉଛି। ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ଏକ ନିଆରା ଦୃଶ୍ୟ ଦେଖିବାର ସୌଭାଗ୍ୟ ପ୍ରାପ୍ତି ହୋଇଛି ଭକ୍ତମାନଙ୍କୁ। ଫୁଲ ସଜା ହେବା ପରେ ଶ୍ରୀମନ୍ଦିର ‌ଶୋଭା ଯେମିତି ଦ୍ବିଗୁଣିତ ହୋଇଯାଇଛି।…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କୁ ଲାଗି ହେବ ଦୁଇ ପୋଡ଼ ପିଠା!

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରୁଥିବା ମହାପ୍ରଭୁ ମାଉସୀ ମା ଘରେ ପୋଡ଼ପିଠା ଖାଇବା ପରମ୍ପରା କାହିଁ କେଉଁ ଅମଳରୁ ରହି ଆସିଛି। ବାହୁଡ଼ା ଯାତ୍ରା ସମୟରେ ମହାପ୍ରଭୁ ମାଉସୀ ମା’ଙ୍କ ମନ୍ଦିର ନିକଟରେ ଅଟକି ମାଉସୀଙ୍କ ଦ୍ୱାରା ପ୍ରସ୍ତୁତ ପୋଡ଼ପିଠା ଖାଇଥାନ୍ତି। କିନ୍ତୁ ମାଉସୀ ମା’ଙ୍କ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ପହଣ୍ଡି ଟିକେଟ୍ ବିକ୍ରି ସଂଖ୍ୟା ସର୍ବାଧିକ ୫ ହଜାର : ଟିକେଟ୍ ପିଛା ୧୦୦ ଟଙ୍କା

ପୁରୀ : ପୂର୍ବବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରାରେ ପହଣ୍ଡି ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା କରାଯାଇଛି। ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ପହଣ୍ଡି ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା କରାଯାଇଥିବାବେଳେ ଏଥିପାଇଁ ନିର୍ଧିଷ୍ଟ ଦରଧାର୍ଯ୍ୟ ହୋଇଛି। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ପହଣ୍ଡି ଟିକେଟ୍ ଦର…
ଅଧିକ ଖବର ଦେଖନ୍ତୁ...

ଟାହିଆ ଛୁଇଁଲେ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୀ : ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ପହଣ୍ଡିଠାରୁ ଆରମ୍ଭ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ବ୍ୟବସ୍ଥାବଳୀକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦେଶନାମା ଜାରି ହୋଇଛି। ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...