ବନକଲାଗି ହେଲେ ମହାପ୍ରଭୁ, ଆଜି ହେରାପଞ୍ଚମୀ

ପୁରୀ : ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି ମହାପ୍ରଭୁ। ସାଙ୍ଗରେ ଭାଇ-ଭଉଣୀଙ୍କୁ ଧରି ଚାଲି ଆସିଥିବାରୁ ବିରହିଣୀ ମା’ ଲକ୍ଷ୍ମୀ ଠାକୁରାଣୀ ଚିନ୍ତାରେ ଅଛନ୍ତି। ୪ ଦିନର ବିରହ ବେଦନା ମା’ଙ୍କୁ ଅସହ୍ୟ କଲାଣି। ବିରହ ବେଦନାକୁ ମା’ ଭଗନୀ ବିମଳାଙ୍କ ପାଖରେ ପ୍ରକାଶ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ସୁନା ଶଗଡ଼ରେ ଦିଅଁଙ୍କ ଦାରୁ

ଶ୍ରୀଗୁଣ୍ଡିଚା ମନ୍ଦିରର ଗୋଟିଏ ପୁରୁଣା ନାଆଁ ‘ଆଡ଼ପ ମଣ୍ଡପ’ । ଏବେ ବି ଏହି ନାଆଁ ଅଛି । ‘ସ୍କନ୍ଦପୁରାଣ’ରେ ଏହାକୁ ‘ଗୁଣ୍ଡିଚା ମଣ୍ଡପ’ କୁହାଯାଇଛି । କିନ୍ତୁ ଏହା କାହିଁକି ‘ଆଡ଼ପ’ ମଣ୍ଡପ, ସେ ନେଇ ଅଛି ଭିନ୍ନ ଭିନ୍ନ ମତ । ତେବେ ସେ ସବୁକୁ ଯିବା ଆଗରୁ, ଏହାର ପୃଷ୍ଠଭୂମି ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

ଜନ୍ମବେଦୀରେ ଦର୍ଶନ ଦେଲେ ମହାପ୍ରଭୁ, ଭକ୍ତଙ୍କୁ ମିଳିଲା ଆଡ଼ପ ଅବଢ଼ା, ବିଳମ୍ବ ହେଲା ନୀତି ଓ ଦର୍ଶନ

ପୁରୀ: ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁ ଆଜି ତୃତୀୟ ଦିନରେ ଭକ୍ତଙ୍କୁ ଜନ୍ମବେଦୀରେ ଦର୍ଶନ ଦେଇଛନ୍ତି। ବର୍ଷତମାମ୍ ରତ୍ନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ଶ୍ରଦ୍ଧାଳୁମାନେ ଜନ୍ମବେଦୀରେ ମହାପ୍ରଭୁଙ୍କୁ ଦେଖି କୋଟି ପୁଣ୍ୟ ଲାଭ କରିଛନ୍ତି। ଏଥି ପାଇଁ ଆଜି…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ବନକଲାଗି, ଆଜି ରାତି ୯ରୁ ଦର୍ଶନ ବନ୍ଦ

ପୁରୀ: ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତି ରବିବାର ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଦେବେ। ଏହା ପରେ ବନକଲାଗି ନୀତି ପାଇଁ ଦର୍ଶନ ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଜି ସୂଚନା ଦେଇଛି। ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ହେରାପଞ୍ଚମୀ ପୂର୍ବଦିନ ଶ୍ରୀଗୁଣ୍ଡିଚା ଯାତ୍ରାରେ…
ଅଧିକ ଖବର ଦେଖନ୍ତୁ...

‘ଗୁଣ୍ଡିଚା’, ‘ଗୁଣ୍ଡି-ଚୋଡ଼ି’, ‘ଗୁଣ୍ଡକେରୀ ନା ‘ଗୁଣ୍ଡମତୀ’- କେଉଁ ରାଣୀଙ୍କ ନାଆଁରେ ହୋଇଛି ‘ଗୁଣ୍ଡିଚା ମନ୍ଦିର’?

ପ୍ରତିବର୍ଷ ନଅଦିନର ରଥଯାତ୍ରାରେ ଠାକୁରମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଯିବା ଦିନ ଓ ଆସିବା ଦିନକୁ ବାଦ୍‍ ଦେଲେ, ମଝିରେ ସେମାନେ ସାତଦିନ ସେଠାରେ ରହନ୍ତି । ତେବେ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ଚାରି ଦାରୁଦେବତା ଓ ତିନି ଉତ୍ସବ ଦେବତା ଗୁଣ୍ଡିଚା ମନ୍ଦିରକୁ ଯାଇ…
ଅଧିକ ଖବର ଦେଖନ୍ତୁ...

ମାଉସୀ ମା’ ମନ୍ଦିରରେ ପହଞ୍ଚିଲା ତାଳଧ୍ୱଜ, ଟାଉନ ଥାନା ନିକଟରେ ଅଟକିଲା ଦର୍ପଦଳନ

ବାରପଦା: ଶ୍ରୀକ୍ଷେତ୍ରର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ସୃଷ୍ଟି ହୋଇଥିବା ଅପୂର୍ବ ଉତ୍ସାହ ଓ ଉଦ୍ଦିପନାର ସମ୍ପୂର୍ଣ୍ଣ ନିଦର୍ଶନ ଦେଖିବାକୁ ମିଳିଛି। ୨ୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଅର୍ଜନ କରିଥିବା ବାରିପଦା ରଥଯାତ୍ରାରେ ଗୋଟିଏ ଦିନ ବିଳମ୍ବରେ ହେଉ ପଛେ ରଥ ଟାଣିବାକୁ ଭକ୍ତଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ମା’କୁ ସମ୍ମାନ ଓ ନାରୀ ଶକ୍ତିର ଅନନ୍ୟ ନିଦର୍ଶନ: ବାରିପଦାରେ କେବଳ ମହିଳା ଟାଣିଲେ ଦେବୀ ସୁଭଦ୍ରାଙ୍କ ରଥ

ବାରିପଦା (ରାଜ୍‌ କିଶୋର ଦାଶ): ଶାସ୍ତ୍ର କହୁଛି ଯେଉଁଠାରେ ନାରୀଙ୍କୁ ସମ୍ମାନ କରାଯାଏ, ସେଠାରେ ଦେବତାମାନେ ବାସ କରିଥାଆନ୍ତି। ନାରୀ କେବଳ ଅବଳା କି ଦୁର୍ବଳା ନୁହେଁ। ବିଶ୍ୱର ଆରମ୍ଭ ହୋଇଥାଏ ମା’ ପାଖରୁ। ଆଉ ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ବିଶ୍ୱରେ ସଫଳତାର ଶୀର୍ଷରେ ପହଞ୍ଚିସାରିଲେଣି…
ଅଧିକ ଖବର ଦେଖନ୍ତୁ...

ଜନ୍ମବେଦୀରେ ଚତୁର୍ଦ୍ଧାମୂରତି, ଆସନ୍ତାକାଲିଠୁ ମିଳିବ ଆଡ଼ପ ଦର୍ଶନ-ଆଡ଼ପ ଅବଢ଼ା

ପୁରୀ: ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ଶୁକ୍ରବାର ସନ୍ଧ୍ୟାରେ ଗୋଟି ପହଣ୍ଡି ଶେଷ ହେବା ପରେ ଚତୁର୍ଦ୍ଧାମୂରତି ମାନେ ଜନ୍ମବେଦୀରେ ବିରାଜମାନ କରିଛନ୍ତିି। ତାଳଧ୍ୱଜରୁ ବଳଭଦ୍ର, ଦର୍ପଦଳନରୁ ଦେବୀ ସୁଭଦ୍ରା ଓ ନନ୍ଦିଘୋଷରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତଳକୁ ଅଣାଯିବା ପରେ…
ଅଧିକ ଖବର ଦେଖନ୍ତୁ...

ଭାଇ-ଭଉଣୀଙ୍କ ସହ ଆଡପ ମଣ୍ଡପକୁ ବିଜେ କରିବେ କଳା ଠାକୁର, ପହଣ୍ଡି ପାଇଁ ଚାଲିଛି ପ୍ରସ୍ତୁତି

ପୁରୀ: ଭାଇ ଓ ଭଉଣୀଙ୍କ ସହ କଳାଠାକୁର ଶୁକ୍ରବାର ରାତି ଆଡ଼ପ ମଣ୍ଡପକୁ ବିଜେ କରିବେ। ଆଡ଼ପ ମଣ୍ଡପକୁ ନେବା ପାଇଁ ସେବାୟତ ମାନେ ପ୍ରସ୍ତୁତି କରିଛନ୍ତି। ଆଡ଼ପ ମଣ୍ଡପରେ ଶ୍ରୀଜିଉମାନଙ୍କ ଦର୍ଶନର ସ୍ୱତନ୍ତ୍ରତା ରହିଛି। କାରଣ ଏହି ଦର୍ଶନ ବର୍ଷକ ମଧ୍ୟରେ ଥରେ ଆସୁଥିବାରୁ ଭକ୍ତମାନେ ସୁଯୋଗକୁ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ‘ଦଶାବତାର ଯାତ୍ରା’ କାହିଁକି? ଏହି ଯାତ୍ରାରେ କେଉଁ ‘ଦଶ’ ଯାଆନ୍ତି?

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନେକ ନାମ । ଏହାର ଗୋଟିଏ ନାମ ‘ପତିତପାବନ ଯାତ୍ରା’ । ତାଙ୍କ ‘ପ୍ରାସାଦ’ ବା ମନ୍ଦିରର ଚୂଡ଼ାରେ ଉଡ଼ୁଥିବା ବାନାର ନାମ ଯେପରି ‘ପତିତପାବନ’, ତାଙ୍କର ଏ ଯାତ୍ରାର ନାମ ସେପରି ‘ପତିତପାବନ’ । କାରଣ, ମନ୍ଦିର ପ୍ରବେଶ ପାଇଁ ଯେଉଁମାନଙ୍କୁ ବାରଣ ଅଛି, ବା ମନ୍ଦିର…
ଅଧିକ ଖବର ଦେଖନ୍ତୁ...