ଜାତୀୟ ଗଣମାଧ୍ୟମ ଷ୍ଟେନ୍ସ ହତ୍ୟା ମାମଲା ସହ ପ୍ରତାପଙ୍କୁ ଯୋଡ଼ିଲେ, କେନ୍ଦ୍ରମନ୍ତ୍ରୀ କହିଲେ- କୋର୍ଟରୁ ମିଳିସାରିଛି…

ନୂଆଦିଲ୍ଲୀ: କେନ୍ଦ୍ର ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ପ୍ରତାପ ଷଡଙ୍ଗୀ । ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ସେପଟେ  ବିଜେପିର ଏହି କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଏବେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୧୯୯୯ ମସିହାରେ ଘଟିଥିବା ଗ୍ରାହାମ୍…
ଅଧିକ ଖବର ଦେଖନ୍ତୁ...

ଠାକୁର୍‌ ଭଲେ ବିରାଜୋ ଜି…

‘‘ଠାକୁର୍‌ ଭଲେ ବିରାଜୋ ଜି ଓଡ଼ିଶା ଜଗନ୍ନାଥ ପୁରୀ ମେଁ ଭଲେ ବିରାଜୋ ଜି...।’’ ଦିନେ ନୀଳାଦ୍ରି ବିଜେରେ ଶ୍ରୀଜଗନ୍ନାଥ ଯାଇ ରତ୍ନସିଂହାସନରେ ବିଜେ ହେବା ଦେଖି ପଞ୍ଚଦଶ ଶତାବ୍ଦୀର ସନ୍ଥକବି କବିର ଦାସ ଭାବ-ବିହ୍ଵଳ କଣ୍ଠରେ ଏହା ଗାଇ ଉଠିଥିଲେ। ସେଇଦିନୁ ଅଗଣିତ ଭକ୍ତ ତାଙ୍କରି ଭାଷାରେ…
ଅଧିକ ଖବର ଦେଖନ୍ତୁ...

ମା ଲକ୍ଷ୍ମୀଙ୍କ ଅଭିମାନ : ଚାହାଣି ମଣ୍ଡପରେ କଣେଇ ଚାହିଁଲେ

ପୁରୀ : ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇଗଲେ, ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ମନ୍ଦିରରେ ଛାଡିଗଲେ। ଅଭିମାନରେ ମା ଲକ୍ଷ୍ମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ କୋପ କରିଥିଲେ। ମାନବୀୟ ଲୀଳା କରୁଥିବା ମହାବାହୁ ଆଜି ମଧ୍ୟ ଜଣେ ସାଧାରଣ ପତି-ପତ୍ନୀଙ୍କ ମଧ୍ୟରେ ଘଟୁଥିବା ରାଗରୁଷାକୁ ପ୍ରତିଫଳିତ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜିଉଙ୍କୁ ଅଧରପଣା ଲାଗି

ପୁରୀ: ନବଦିନ ଧରି ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଚଣ୍ଡୀ, ଚାମୁଣ୍ଡା, ଅଶରୀରମାନେ ଘୁରି ବୁଲୁଥାନ୍ତି। ଚଣ୍ଡୀ, ଚାମୁଣ୍ଡା, ଅଶରୀରମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ଦ୍ଵାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସାମ୍ନାରେ…
ଅଧିକ ଖବର ଦେଖନ୍ତୁ...

ବିବାହ ଗଇଣ୍ଠାଳ ଫିଟା ଓ ରସଗୋଲା ଭୋଗ

ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ବହୁ ଶତାବ୍ଦୀ ଧରି ‘ନୀଳାଦ୍ରି ବିଜେ’ ଦିନ ମହାଲକ୍ଷ୍ମୀଙ୍କ ମାନଭଞ୍ଜନର ମଧୁର ନୈବେଦ୍ୟ ରୂପେ ରସଗୋଲା ଭୋଗ ଅର୍ପିତ ହୋଇ ଆସୁଛି। ଏ ସଂପର୍କରେ ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ମଧ୍ୟ ଉଲ୍ଲେଖ ଅଛି। ଏହାକୁ ଦାମ୍ପତ୍ୟ କଳହର ମଧୁର ପରିଣତି ବୋଲି ଆଖ୍ୟା ଦିଆଯାଇଥାଏ।…
ଅଧିକ ଖବର ଦେଖନ୍ତୁ...

ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

ପୁରୀ: ସରିଲା ଘୋଷ ଯାତ୍ରା। ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ବାହାରେ ପତିତଜନଙ୍କୁ ଦର୍ଶନ ଦେଲେ ମହାପ୍ରଭୁ। ୧୨ ଦିନର ଏହି ଲୀଳାଖେଳ ଶେଷ ପରେ ଆସନ୍ତାକାଲି ବୁଧବାର ଚତୁର୍ଦ୍ଧା ମୂର୍ତ୍ତି ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରାର ଅନ୍ତିମପର୍ବ: ନୀଳାଦ୍ରିବିଜେ

ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ତିମପର୍ବ ହେଉଛି ‘ନୀଳାଦ୍ରିବିଜେ’। ଜ୍ୟେଷ୍ଠ ଶୁକ୍ଳଦଶମୀ ବା ବାହୁଡ଼ା ଦଶମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରର ସିଂହଦ୍ଵାରକୁ ଫେରିବା ପରେ, ଶ୍ରୀଜିଉମାନେ ଯେଉଁଦିନ ନୀଳାଦ୍ରିକନ୍ଦରର ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରନ୍ତି, ସେହିଦିନଟି…
ଅଧିକ ଖବର ଦେଖନ୍ତୁ...

ରଥଭୋଗ: ‘ଆହୁଡ଼ା’ ପନ୍ତି ଓ ‘ବାହୁଡ଼ା’ ପନ୍ତି

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ଗୋଟିଏ ବିଶେଷ ଅନୁଷ୍ଠାନ ହେଉଛି ‘ପନ୍ତି ଭୋଗ’। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ‘ପନ୍ତି’ର ଅର୍ଥ ପଥ ଏବଂ ‘ପନ୍ତିଭୋଗ’ ହେଉଛି ପଥଭୋଗ। ଦେବପ୍ରତିମା ଗ୍ରାମଦାଣ୍ଡରେ ବିଜେ କଲାବେଳେ ପ୍ରତ୍ୟେକ ଗୃହସ୍ଥର ସାମନା ଦାଣ୍ଡରେ କିଛିକ୍ଷଣ…
ଅଧିକ ଖବର ଦେଖନ୍ତୁ...

ବାହୁଡ଼ା ଯାତ୍ରା ଆରମ୍ଭ: ଅପରାହ୍ଣ ୪ଟାରେ ରଥଟଣା

ପୁରୀ: ପାରମ୍ପରିକ ରୀତିରେ ରବିବାର ପ୍ରତ୍ୟୁଷରୁ ବାହୁଡ଼ା ଯାତ୍ରା ଆରମ୍ଭ ହୋଇଛି। ପ୍ରତିକୂଳ ପାଗ ସତ୍ତ୍ୱେ ଗୁଣ୍ଡିଚା ମନ୍ଦିର ନିକଟରେ ଯାତ୍ରୀମାନଙ୍କ ଗହଳି ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ପ୍ରାୟ ତିନି ଲକ୍ଷ ସରିକି ଯାତ୍ରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଥିବା ଆକଳନ କରାଯାଉଛି। ଗତ ରାତିରେ…
ଅଧିକ ଖବର ଦେଖନ୍ତୁ...

ରଥର ପଥ: ପାଟଣା, କାନ୍ତାର ଓ ଶରଧାବାଲି

ସାତଭାଗରେ ବିଭକ୍ତ ବଡ଼ଦାଣ୍ଡର ଚାରିଖଳା ବ୍ୟତୀତ, ଅନ୍ୟ ତିନିଭାଗ ହେଉଛି- ପାଟଣା, କାନ୍ତାର ଓ ଶରଧାବାଲି। ତାହା ସଂକ୍ଷେପରେ ଏହିପରି- ୫. ପାଟଣା: ବଳଗଣ୍ଡିଠାରେ ମାଳିନୀ ନଦୀ ରଥର ପଥକୁ ବିଭକ୍ତ କରି ପ୍ରବାହିତ ହେଉଥିଲା ଏବଂ ସେହିଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ବିସ୍ତୃତ ଥିଲା ପାଟଣା ଓ…
ଅଧିକ ଖବର ଦେଖନ୍ତୁ...