ପୂଜା ପାଇଲେ ପଟି ଦିଅଁ

ପୁରୀ: ସ୍ନାନ ପରେ ଜ୍ୱର ପୀଡ଼ିତ ମହାପ୍ରଭୁ ଅଣସର ବାସରେ ରହିଛନ୍ତି। ବିଳମ୍ୱିତ ରାତିରେ ସ୍ନାନ ବେଦୀରୁ ବାହୁଡ଼ା ପହଣ୍ଡିରେ ଯିବା ବେଳେ ଅଣସର ପିଣ୍ଡିରେ ଅଟକିଛନ୍ତି ତିନି ଠାକୁର। କେବଳ ଏକ ଦୀପକୁ ଛାଡ଼ିଦେଲେ ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ନୀତି। ଏଥି…
ଅଧିକ ଖବର ଦେଖନ୍ତୁ...

ଶୁକ୍ଳ ବସ୍ତ୍ର ପରିଧାନ କଲେ ମହାପ୍ରଭୁ, ଲାଗି ହେଲା ଧଳାଫୁଲ

ପୁରୀ: ମହାପ୍ରଭୁ ଅସୁସ୍ଥ ହେବା ପରେ ଶ୍ରୀମନ୍ଦିର ସତେ ଯେମିତି ନିରବି ଯାଇଛି। ସଦାସର୍ବଦା ଭକ୍ତଙ୍କ କୋଳାହଳ ପରିବେଶରେ ରହୁଥିବା ଶ୍ରୀମନ୍ଦିର ଆଜିଠାରୁ ଖାଁଖାଁ ହୋଇଯାଇଛି। ମହାପ୍ରଭୁ ସୁସ୍ଥ ହେବା ପାଇଁ ସେବକମାନେ ଦିନରାତି ଏକ କରି ଦେଇଥିବା ବେଳେ ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଦଇତାପତି…
ଅଧିକ ଖବର ଦେଖନ୍ତୁ...

ଶ୍ରୀଅଲାରନାଥଙ୍କ, ଅଣସର ଦର୍ଶନ ଆରମ୍ଭ

ବ୍ରହ୍ମଗିରି: ଚତୁର୍ଦ୍ଧା ମୂର୍ତ୍ତି ଅଣସର ପିଣ୍ତିକୁ ବିଜେ ପରେ ଆଜିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଗହଳି ଲାଗିଛି। ମହାପ୍ରଭୁ ୧୫ ଦିନ ଅଣସର ପିଣ୍ତିକୁ ବିଜେ ସମୟରେ ଶ୍ରଦ୍ଧାଳୁ ଭକ୍ତ ଶ୍ରୀଅଲାରନାଥଙ୍କୁ ଦର୍ଶନ କରିବାର ପରମ୍ପରା ରହିଛି। ମଙ୍ଗଳବାର ଭୋର…
ଅଧିକ ଖବର ଦେଖନ୍ତୁ...

ବିଧାୟକଙ୍କୁ ସ୍ନାନ ବେଦୀକୁ ନେଲା କିଏ?

ପୁରୀ: ଶ୍ରୀଜିଉଙ୍କ ନୀତି ଚାଲିଥିବା ବେଳେ ସ୍ନାନବେଦୀ ଉପରକୁ କେଉଁ ସେବକ ଯାଇପାରିବେ ଓ କିଏ ଯାଇ ପାରିବେ ନାହିଁ ତା’ର ତାଲିକା ପ୍ରସ୍ତୁତ କରିବା ଦାୟିତ୍ବ ପ୍ରତିହାରୀ ସେବକଙ୍କର। ସ୍ନାନ ମଣ୍ଡପର ପ୍ରବେଶ ପଥରେ ପ୍ରତିହାରୀ ସେବକମାନେ ଜଗି ରହି ନୀତି ସଂପୃକ୍ତ ସେବକଙ୍କୁ ଛାଡିବା ଲାଗି…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ, ଚାଲିଛି ଛନ୍ଦା ଗୟଳ ମୋଡ଼ା

ପୁରୀ: ରଥଯାତ୍ରା ପାଖେଇ ଆସୁଥିବା ବେଳେ ରଥ ନିର୍ମାଣ କାମ ଜୋରସୋରରେ ଚାଲିଛି। ବିଶ୍ବକର୍ମାମାନେ ଆଜି ତିନି ରଥରେ ଛନ୍ଦା ଗୟଳ ମୋଡ଼ିଛନ୍ତି। ୨ଟି ଲେଖା ଛନ୍ଦା ଗୟଳ ତିନି ରଥରେ ମୋଡ଼ା ହୋଇଛି। ବାକି ଛନ୍ଦା ଗୟଳ କାମ ଆଗେଇ ଚାଲିଛି। ସେପଟେ ଚଉପଟ କାମ ବି ତ୍ବରାନ୍ବିତ ହୋଇଛି। ଚିତ୍ରକର…
ଅଧିକ ଖବର ଦେଖନ୍ତୁ...

ଧଳାହାତୀ ଓ କଳାହାତୀ ବେଶ କଥା

କାଞ୍ଚି ଅଭିଯାନରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଧଳା ଓ କଳା ଘୋଡ଼ାରେ ଚଢ଼ି ଯୁଦ୍ଧକ୍ଷେତ୍ରକୁ ଯାଇଥିଲେ ବୋଲି କିଂବଦନ୍ତି ଅଛି । ଶ୍ରୀଜଗନ୍ନାଥ କଳା, ତେଣୁ ତାଙ୍କର ଘୋଡ଼ା ଧଳା । ସେହିପରି ଶ୍ରୀବଳଭଦ୍ର ଧଳା, ତେଣୁ ତାଙ୍କର ଘୋଡ଼ା କଳା । ଏହି ରଙ୍ଗଭେଦ ତାଙ୍କ ରଥର ଘୋଡ଼ାଙ୍କଠାରେ ମଧ୍ୟ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଜଗାକୁ ଜ୍ବର: ଗୁପ୍ତନୀତି କରିବେ ଦଇତା

ପୁରୀ : ସ୍ନାନ ବେଦୀରେ ‌୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଆଜି ମହାପ୍ରଭୁ ଅସୁସ୍ଥ ହୋଇ ପଡିଛନ୍ତି। ମାନବୀୟ ଲୀଳାର ପ୍ରତୀକ ମହାପ୍ରଭୁ ଅଧିକ ସ୍ନାନ କରିବା ପ‌ରେ ଜ୍ବରରେ ଆକ୍ରାନ୍ତ ହୋଇ ଅଣସର ପିଣ୍ଡି‌ରେ ଅବସ୍ଥାନ କରିଛନ୍ତି। ଆଜି ସାହାଣମେଳା ଦର୍ଶନ ପରେ ମହାପ୍ରଭୁଙ୍କ ହାତୀ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ବିଜେ ହେଲେ ପଟିଦିଅଁ

ଆଜି ବିଳମ୍ବିତ ରାତିରେ ସ୍ନାନବେଦୀରୁ ପହଣ୍ଡି ଯିବାବେଳେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିରେ ଅଟକିଛନ୍ତି। ଆଜିଠାରୁ ଏଠାରେ ମହାପ୍ରଭୁଙ୍କ ଗୋପନ ନୀତି ଅନୁଷ୍ଠିତ ହେବ। ଅଣସରବାସ ପିଣ୍ଡି ସମ୍ମୁଖରେ ଅଣସର ତାଟି ଦିଆଯାଇଛି। ମହାପ୍ରଭୁଙ୍କ ଅଣସର ବେଳର ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ : ଉଠିଲା ଚାରିନାହାକା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ପରମ୍ପରା ଅନୁଯାୟୀ ‌ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରିନାହାକା ଉଠିଛି। ମହାରଣା ଓ ଭୋଇ ସେବକମାନେ ଏହି କାର୍ଯ୍ୟ ସଂପାଦନ କରିଛନ୍ତି। ସେପଟେ ପୋଲ ଗୟଳ ମୋଡ଼ା କାମ ବି ଆଗେଇ ଚାଲିଛି। ଆଜି…
ଅଧିକ ଖବର ଦେଖନ୍ତୁ...

ସ୍ନାନଯାତ୍ରା: ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ ଯାତ୍ରା

ଜ୍ୟେଷ୍ଠ ପୂର୍ଣ୍ଣିମାରେ ହୁଏ ଶ୍ରୀଜଗନ୍ନାଥଙ୍କର ସ୍ନାନଯାତ୍ରା। ଏହି ଦିନଟି ତାଙ୍କର ଜନ୍ମଦିନ। ଏହା ଶ୍ରୀଜଗନ୍ନାଥ ନିଜେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ବୋଲି କେତେକ ଶାସ୍ତ୍ର, ଗ୍ରନ୍ଥରେ ବର୍ଣ୍ଣନା ଅଛି। 'ନୀଳାଦ୍ରି ମହୋଦୟ'ରେ ଶ୍ରୀଜଗନ୍ନାଥ କହିଛନ୍ତି- ଜ୍ୟେଷ୍ଠ ଅମାବାସ୍ୟା ଦିନ…
ଅଧିକ ଖବର ଦେଖନ୍ତୁ...