ରଙ୍ଗର ଖେଳ: କଳା, ଧଳା, ଲାଲ ଓ ହଳଦି

ଶ୍ରୀମନ୍ଦିରର ରତ୍ନବେଦୀରେ ପୂଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କର ରଙ୍ଗ ମଧ୍ୟ ଚାରି । କଳା, ଧଳା, ଲାଲ ଓ ହଳଦି । ଶ୍ରୀଜଗନ୍ନାଥଙ୍କର ରଙ୍ଗ କଳା, ଶ୍ରୀବଳଭଦ୍ରଙ୍କର ଧଳା, ଦେବୀ ସୁଭଦ୍ରାଙ୍କର ହଳଦି ଓ ଶ୍ରୀସୁଦର୍ଶନଙ୍କର ଲାଲ । କିନ୍ତୁ ଦେବୀ ସୁଭଦ୍ରାଙ୍କର ବର୍ଣ୍ଣ ହଳଦି ବୋଲି କୁହାଗଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ, ଦ୍ବିତୀୟ ଭୁଇଁ ଉଠିବ ଆଜି

ପୁରୀ: ରଥଯାତ୍ରାକୁ ଆଉ ମାତ୍ର ୮ ଦିନ ରହିଲା। ବିଶ୍ବକର୍ମାମାନେ ତିନି ରଥ ନିର୍ମାଣକୁ ଜୋରସୋରରେ ଆଗେଇ ନେଇଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ରଥ କାମ ସାରିବା ଲାଗି ଆସନ୍ତାକାଲିଠାରୁ ବିଶ୍ବକର୍ମାମାନେ ସେମାନଙ୍କ ଭାଇପୁଅଙ୍କ ସମେତ ଭୋଇ ସେବାୟତମାନଙ୍କୁ ନେଇ ଓଭର ଟାଇମ୍‌ କାମ କରିବେ। ଆଜି…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମଙ୍କୁ ଘେରି ରହନ୍ତି ‘ନାଗ-ନାଗୁଣୀ’!

ଶ୍ରୀଜଗନ୍ନାଥଙ୍କ ଅଣସରର ଗୁପ୍ତନୀତି ଯେତିକି ବିଚିତ୍ର, ସେତିକି ରହସ୍ୟମୟ । ଅନ୍ୟ ସବୁ ସାଧାରଣ ବର୍ଷରେ ଏହାର ଅବଧି ୧୫ ଦିନ ହୋଇଥାଏ । କିନ୍ତୁ ନବକଳେବର ବର୍ଷରେ ଏହା ଅଧିକ ଏକମାସ ବା ମୋଟ ୪୫ ଦିନ ହୁଏ । ତେଣୁ ଏହାକୁ ‘ମହାଅଣସର’ କୁହାଯାଏ । ଅଣସର ବା ମହାଅଣସରର ଗୋଟିଏ ବିଶେଷ ନୀତି…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥ ହିଁ ‘ରାଜା’, ତେଣୁ ତାଙ୍କ ପ୍ରସାଦ ‘ରାଜପ୍ରସାଦ’

ଶାସ୍ତ୍ରରେ କୁହାଯାଇଛି, ସବୁ କ୍ଷେତ୍ର ମଧ୍ୟରେ ରାଜା ହେଉଛି 'ପୁରୁଷୋତ୍ତମ' କ୍ଷେତ୍ର ବା ପୁରୀ। ପୁଣି କୁହାଯାଇଛି, ସବୁ ଦେବତାଙ୍କ ମଧ୍ୟରେ ରାଜା ହେଉଛନ୍ତି 'ପୁରୁଷୋତ୍ତମ' ବା ଶ୍ରୀଜଗନ୍ନାଥ। ଏହା ଅଣସର ସମୟର ଏକ ନୀତିରୁ ମଧ୍ୟ ସ୍ପଷ୍ଟ ଭାବେ ପ୍ରତିପାଦିତ ହୁଏ। ଅଣସର ଘରେ ଜରରେ…
ଅଧିକ ଖବର ଦେଖନ୍ତୁ...

ଲାଗିଲା ପ୍ରଧାନ ଭୂଇଁ

ପୁରୀ : ରଥଯାତ୍ରାକୁ ଆଉ ୧୧ ଦିନ ବାକି ଥିବାବେଳେ ରଥ ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଲାଗି ପଡ଼ିଛନ୍ତି ବିଶ୍ବକର୍ମା ଓ ଭୋଇ ସେବକ। ଗତକାଲି ଭୂଇଁ କାମ ଆରମ୍ଭ ହେବା ପରେ ଆଜି ଏହାକୁ ତିନି ରଥରେ ସଂଯୋଗ କରାଯାଇଛି। ପ୍ରଥମ ତଥା ପ୍ରଧାନ ଭୂଇଁକୁ ଆଜି ତିନି ରଥରେ…
ଅଧିକ ଖବର ଦେଖନ୍ତୁ...

କ’ଣ ହୁଏ ତାଟି ଭିତରେ, ଗୋପନରେ ?

ଅଣସର ନୀତିର ଗୋଟିଏ ଉଲ୍ଲେଖନୀୟ ବିଷୟ ହେଉଛି, ଅଣସରବେଳେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀସୁଭଦ୍ରାଙ୍କର ପଟିଦିଅଁ ମନ୍ଦିର ଭିତରେ ପୂଜା ପାଇବା ପରି, ସିଂହଦ୍ୱାର ଗୁମୁଟରେ ମଧ୍ୟ ଶ୍ରୀପତିତପାବନଙ୍କର ପଟିଦିଅଁ ପୂଜା ପାଆନ୍ତି । ଏହି ପଟିଦିଅଁ ‘ନାରାୟଣ’ ପଟିଦିଅଁଙ୍କ ଅନୁରୂପ । ତେଣେ…
ଅଧିକ ଖବର ଦେଖନ୍ତୁ...

ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି‌ ବୈଠକ : ୧୧ଟି ସ୍ଥାନରେ ରହିବ ସୂଚନା କେନ୍ଦ୍ର,…

ଭୁବନେଶ୍ବର : ଚଳିତ ବର୍ଷ ରଥଯାତ୍ରାରେ ଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ସୂଚନା ସରବରାହ ସମେତ ଅନ୍ୟାନ୍ୟ ଆତ୍ୟାବଶ୍ୟକ ସୁବିଧା ନିମନ୍ତେ ୧୧ଟି ସୂଚନା କେନ୍ଦ୍ର କାର୍ଯ୍ୟ କରିବ। ଏହି ସବୁ କେନ୍ଦ୍ର ସିଂହଦ୍ବାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି,…
ଅଧିକ ଖବର ଦେଖନ୍ତୁ...

ତୁଟିଲା ଘୋଷଯାତ୍ରା ପ୍ରସାରଣ ଅଧିକାର ବିବାଦ, ସବୁ ଚ୍ୟାନେଲ୍‌ କରିପାରିବେ ସିଧା ପ୍ରସାରଣ

ପୁରୀ : ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ସିଧା ପ୍ରସାରଣ ବିକ୍ରି (ଟେଣ୍ଡର) ପ୍ରକ୍ରିୟାକୁ ନେଇ ଚାଲିଥିବା ବିବାଦର ଆଜି ଅନ୍ତ ଘଟିଛି। ଶ୍ରୀମନ୍ଦିର ପ୍ରଶାସନ ପୂର୍ବବତ୍‌ ସମସ୍ତ ଟିଭି ଚ୍ୟାନେଲକୁ ସିଧା ପ୍ରସାରଣର ସୁ‌ଯୋଗ ଦେଇଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ…
ଅଧିକ ଖବର ଦେଖନ୍ତୁ...

ଜ୍ବରରେ ଥରୁଛନ୍ତି ମହାପ୍ରଭୁ, ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରି ତେଲ

ପୁରୀ : ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପଡ଼ିଛନ୍ତି। ଅଣସର ପିଣ୍ଡିରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କୁ ଜ୍ବରରୁ ମୁକ୍ତି ପାଇଁ ଚାଲିଛି ଗୁପ୍ତନୀତି। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ‌ସେବକମାନଙ୍କ ଦ୍ବାରା ଶାସ୍ତ୍ରାନୁମୋଦିତ ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ : ଆରମ୍ଭ ହେଲା ଭୂଇଁ କାମ

ପୁରୀ : ରଥଯାତ୍ରାକୁ ଆଉ ୧୧ ଦିନ ବାକି ଥିବା ବେଳେ ଏହା ପୂର୍ବରୁ ତିନି ରଥକୁ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି ବିଶ୍ବକର୍ମା, ଭୋଇ ସେବକ, ରୂପକାର ସେବକ ଏବଂ ଓଝା ସେବକମାନେ। ବିଶ୍ବକର୍ମା ସେବକମାନେ ଯୋଖା ହଣା ଶେଷ କରିବା ପରେ ଆଜିଠାରୁ ଭୂଇଁ କାମ ଆରମ୍ଭ କରିଛନ୍ତି। ତିନି ରଥର ଭୂଇଁ…
ଅଧିକ ଖବର ଦେଖନ୍ତୁ...