ରଥଖଳା ଚଳଚ‌ଞ୍ଚଳ : ସରିଲା ୧୨ ପରସ୍ତ ପୋଟଳ କାମ

ପୁରୀ : ମହାପ୍ରଭୁଙ୍କ ଘୋଷ ଯାତ୍ରା ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇଉଠିଛି ରଥଖଳା। ରାତିଦିନ ଏକ କରି ଦେଇଛନ୍ତି ସମସ୍ତ ସେବକ। ମହାରଣା ସେବକମାନେ ରଥ ନିର୍ମାଣ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବାକୁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି ତିନି ରଥ ପାଇଁ ଆବଶ୍ୟକ…
ଅଧିକ ଖବର ଦେଖନ୍ତୁ...

ରଥ ତିନି, ଆଜ୍ଞାମାଳ ପାଞ୍ଚ

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଯେପରି ବିଚିତ୍ର, ସେପରି ବ୍ୟବସ୍ଥିତ । ପ୍ରତିବର୍ଷ ବାରମାସରେ ତେରଯାତ୍ରା ସହିତ ସେଠାରେ ଅନେକ ଯାନି ବା ଉପଯାତ୍ରା ଓ ପର୍ବ ଅନୁଷ୍ଠିତ ହୋଇଥାଏ । ପୁଣି ପ୍ରତିବର୍ଷ ତିନିଟି ନୂଆ ରଥର ନିର୍ମାଣ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଶେଷ ହୁଏ । ଏହିସବୁ…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ : ସରିଲା ଚନ୍ଦ୍ରଶାଳି କାମ

ପୁରୀ : ରଥଯାତ୍ରାକୁ ଆଉ ୬ ଦିନ ବାକି ରହିଛି। ଏ ନେଇ ରଥ ନିର୍ମାଣ କାର୍ଯ୍ୟରେ ତତ୍ପରତା ଦେଖାଇଛନ୍ତି ସେବକମାନେ। ଆଜି ତିନି ରଥର ଚନ୍ଦ୍ରଶାଳି କାମ ଶେଷ ହୋଇଛି। ତିନି ରଥରେ ୪ଟି ଲେଖା କରି ୧୨ଟି ଚନ୍ଦ୍ରଶାଳି ଆବଶ୍ୟକ ହୋଇଥାଏ। ସେପଟେ ନାଟଗୋଡ଼ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…
ଅଧିକ ଖବର ଦେଖନ୍ତୁ...

ଶସ୍ତା ହେବ କାଳିଆ ଦର୍ଶନ, ଆପଣ ଦେବେ କମ ଯାତ୍ରା ଖର୍ଚ୍ଚ

ପୁରୀ: ଆସନ୍ତା ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା | ବିଶ୍ଵନିୟନ୍ତାଙ୍କ ଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରକୁ ଆସିବେ ଲକ୍ଷ ଲକ୍ଷ ଭକ୍ତ | ଏହାରି ପୂର୍ବରୁ ଆଜି ପୁରୀରେ ବସିଥିବା ରଥଯାତ୍ରା ପ୍ରସ୍ତୁତିର ଶେଷ ସମନ୍ୱୟ ବୈଠକରେ କିଛି…
ଅଧିକ ଖବର ଦେଖନ୍ତୁ...

ଏମିତି ଦିଅଁ ଜଗନ୍ନାଥ: ଫି’ ବରଷ ନୂଆ ରଥ

ଶ୍ରୀଜଗନ୍ନାଥ ବୋଧହୁଏ ସାରା ଦୁନିଆର ଏକମାତ୍ର ଠାକୁର, ଯାହାଙ୍କ ପାଇଁ ପ୍ରତିବର୍ଷ ନୂଆ ରଥ ତିଆରି ହୋଇଥାଏ । ପୁଣି ସେହି ରଥରେ ସେ ଗୋଟିଏ ଜାଗାକୁ ଥରେ ଯିବା ଓ ସେଠୁ ଥରେ ଆସିବା ପରେ ସେ ରଥ ଆଉ ବ୍ୟବହାର ହୁଏ ନାହିଁ । ପୃଥିବୀର ଧନୀରୁ ଅତି ଧନୀ କେହି ବୋଧେ ଗାଡ଼ି ଚଢ଼ିବାରେ ଏପରି କରୁ ନଥିବେ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା : ନୂଆପାଟଣାରୁ ଶ୍ରୀକ୍ଷେତ୍ର ଗଲା ଗୀତଗୋବିନ୍ଦ ଖଣ୍ଡୁଆ ପାଟ

ତିଗିରିଆ : ଗୁଣ୍ଡିଚା ଯାତ୍ରା ପାଇଁ ଲୋଡ଼ା ପଡ଼େ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ଓ ତାରାବଳୀ ପାଟ। କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ଅନ୍ତର୍ଗତ ନୂଆପାଟଣାରେ କାରିଗରଙ୍କ ଶେଷ ସ୍ପର୍ଶ ପାଇ ଏହି ପାଟ ଏବେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚି ସାରିଛି।…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ : ଉଠିଲା ତୃତୀୟ ଭୁଇଁ, ଲାଗିଲା ପୋଟଳ

ପୁରୀ : ଆଉ ୭ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାର ଦିନକ ପୂର୍ବରୁ ସିଂହଦ୍ବାର ସମ୍ମୁଖ ରଥଚକଡ଼ାକୁ ଯିବେ ତିନି ରଥ। ଏଥି ପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ରଥ ନିର୍ମାଣ କାର୍ଯ୍ୟ ପଛେଇ ଯାଇଥିବାରୁ ଓଭରଟାଇମ୍ କାମ କରି ଏହାକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବା ଲାଗି ଦିନରାତି ଏକ କରି…
ଅଧିକ ଖବର ଦେଖନ୍ତୁ...

ରାଞ୍ଚିର ନିଆରା ରଥଯାତ୍ରା : ହିନ୍ଦୁଙ୍କ ସହ ମୁସଲମାନ ମଧ୍ୟ ରଥଯାତ୍ରାରେ ହୁଅନ୍ତି ସାମିଲ

ଆଉ ମାତ୍ର କେଇ ଦିନର ରହିଛି ଅପେକ୍ଷା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି  ବଡଦାଣ୍ଡକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତ । ଲକ୍ଷ ଲକ୍ଷ ଭକ୍ତଙ୍କ ଆଗରେ ଦଇତାପତିଙ୍କ କାନ୍ଧରେ,  ମୁଣ୍ଡରେ ଟାହିଆ ଲଗାଇ ଝୁଲି ଝୁଲି ଶ୍ରୀମନ୍ଦିର ଗର୍ଭଗୃହ ମଧ୍ୟରୁ ବାହାରି ଆସିବେ ଶ୍ରୀଜିଉ । ବଡଦାଣ୍ଡରେ…
ଅଧିକ ଖବର ଦେଖନ୍ତୁ...

ଆଖି ନଥାଇ କେମିତି ଦେଖନ୍ତି ଜଗନ୍ନାଥ?

ଶ୍ରୀଜଗନ୍ନାଥ ଚକାଆଖି । ସେ ଆଖିରେ ପଲକ ନଥାଏ । ସେଥିପାଇଁ ତାଙ୍କୁ ‘ଜଗତ୍‍ଚକ୍ଷୁ’ ବା ‘ସାକ୍ଷୀ ପୁରୁଷ’ କୁହାଯାଇଛି । ଲୋକୋକ୍ତିରେ କୁହାଯାଏ- “ଚକାଆଖି ସବୁ ଦେଖୁଛି” । ଅଥଚ ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ତାଙ୍କର ‘ନେତ୍ରୋତ୍ସବ’ ହୋଇଥାଏ । ଏହା ହୁଏ ତାଙ୍କର ‘ନବଯୌବନ ଦର୍ଶନ’ ପରେ ।…
ଅଧିକ ଖବର ଦେଖନ୍ତୁ...

ରଥଖଳା ହାଲଚାଲ : ବୁଲିଲା ଚାରିନାହାକା, ଉଠିଲା ଦ୍ବିତୀୟ ଭୁଇଁ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ୮ ଦିନ ବାକି ରହିଲା। ଏଥି ପାଇଁ ଅଧିକ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ବିଶ୍ବକର୍ମା ଓ ଭୋଇ ସେବକମାନେ ରଥ ନିର୍ମାଣ କାର୍ଯ୍ୟରେ ତତ୍ପରତା ଦେଖାଇଛନ୍ତି। ଆଜି ରଥଖଳାରେ ଚଉଦନାହାକା, ଦ୍ବିତୀୟ ଭୁଇଁ କାମ ଶେଷ ପରେ ତୃତୀୟ ଭୁଇଁ କାମ ଆରମ୍ଭ ହୋଇଛି।…
ଅଧିକ ଖବର ଦେଖନ୍ତୁ...