ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ବିଭିନ୍ନ ନୀତି ସଂପନ୍ନ, ଏବେ ପୁଷ୍ପାଳକ, ସିଂହାରୀ ସେବକମାନେ ଠାକୁରଙ୍କର ବେଶ…

ପୁରୀ : ଆଜି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନ ବେଦୀରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତି। ଏହି ଉପଲକ୍ଷେ ଆଜି ଭୋର ୪ଟାରେ ତୋରଲାଗି ପୁଷ୍ପାଞ୍ଜଳି ନୀତି ହୋଇଥିଲା। ଏହାପରେ ସକାଳ ୫ଟା ୧୦ ମିନିଟରେ  ପହଣ୍ଡି ଆରମ୍ଭ ହୋଇ…
ଅଧିକ ଖବର ଦେଖନ୍ତୁ...

ପୁଲିସର ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି, ଜଗିବେ ୩୦୦ ଅଫିସର, ୧୨୪ ସେକ୍ସନ୍ ଫୋର୍ସ

ପୁରୀ : ଦେବସ୍ନାନ ପୂର୍ଣ୍ଣିମାର ଦିନକ ପୂର୍ବରୁ ଆଇନଶୃଙ୍ଖଳା ଉପରେ ପୁଲିସ ଆଇଜିଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପସ୍ଥିତ ପୁଲିସ ଅଫିସରଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ସମୀକ୍ଷା ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାଶ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ସ୍ନାନଯାତ୍ରା ପାଇଁ ବ୍ୟବସ୍ଥାବଳୀ : ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି ଭକ୍ତ

ପୁରୀ : ଚଳିତ ବର୍ଷର ସ୍ନାନଯାତ୍ରା ପାଇଁ ସଂପୃକ୍ତ ସେବାୟତ, ପରିଚାଳନା କମିଟି ଓ ଅଧିକାରୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ଲାଗୁ କରାଯାଇଛି। ବ୍ୟବସ୍ଥାବଳୀ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନୁ ସୁନିଶ୍ଚିତ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରି ଦେଇଛି। ଏଥିପାଇଁ ୩୮ ଟିକିଆ…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ : ଉଠିଲା ଗରଗରା

ପୁରୀ : ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳାରେ ଆଜି ଗରଗରା କାମ ଶେଷ ହୋଇଛି। ଗତକାଲି ଦଣ୍ଡା ଉଠିବା ପରେ ଆଜି ଗରଗରା ବାଡ଼ିଆ କାମ ଶେଷ ହୋଇଛି। ଅନ୍ୟପଟେ ବିଶ୍ବକର୍ମାମାନେ ଚାରିନାହାକା କାମକୁ ଆଗେଇ ନେଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଚାରିନାହାକା କାମ ସରିବାର ପରମ୍ପରା ଥିବାରୁ…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ : ଉଠିଲା ଦଣ୍ଡା, ଲାଗିଲା ନିରାଡ଼ି

ପୁରୀ : ଆଉ ଅଳ୍ପ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭୋଇ ସେବକ, ମହାରଣା ସେବକ, ଚିତ୍ରକର ସେବକ, ଦର୍ଜୀ ସେବକ, ଓଝା ସେବକମାନେ ଦିନରାତି ଏକ କରି ଦେଇଛନ୍ତି। ପର୍ଯ୍ୟାୟକ୍ରମେ ରଥକାମ ଆଗେଇ ଚାଲିଥିବାବେଳେ ଆଜି ରଥଖଳାରେ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନର ଦଣ୍ଡା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଦଇତା ପ୍ରବେଶ ଆଜି, ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ତୁଲାଇବେ ସବୁ ଦାୟିତ୍ବ

ପୁରୀ : ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ହେଉଛନ୍ତି ଦଇତାପତି ସେବକ। ଘୋଷ ଯାତ୍ରାର ପରମ୍ପରା ମୁତାବକ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା (ସ୍ନାନଯାତ୍ରା)ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏମାନଙ୍କ ଦ୍ବାରା ସମସ୍ତ ଗୁରୁତ୍ବପୂର୍ଣ୍ଣ ନୀତି ସଂପନ୍ନ ହେବ। ମହାପ୍ରଭୁଙ୍କ ଗୁପ୍ତ ସେବା କରିବା…
ଅଧିକ ଖବର ଦେଖନ୍ତୁ...

ସରିଲା ଗରଗରା କାମ, ଚାଲିଛି ଚାରିନାହାକା

ପୁରୀ : ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ହୋଇ ଉଠିଥିବା ରଥଖଳାରେ ଆଜି ଗରଗରା କାମ ଶେଷ ହୋଇଛି। ତିନି ରଥ ପାଇଁ ୨ଟି ଲେଖା ୬ଟି ଗରଗରା ଆବଶ୍ୟକ ଥିବାବେଳେ ଏହି କାମ ଆଜି ବିଶ୍ବକର୍ମାମାନେ ଶେଷ‌ କରିଛନ୍ତି। ସେପଟେ ଚକ ଓ ଅଖରେ ଭାରସାମ୍ୟ ରଖିବା ପାଇଁ ଚକରେ ମେଣ୍ଡି ଦିଆଯାଇଛି। ଦୋଳବେଦିରେ ଗୟଳ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ତୃତୀୟ ସମନ୍ବୟ ବୈଠକ : ରଥକାଠ ଅଭାବକୁ ନେଇ ହୋହଲ୍ଲା

ପୁରୀ : ରଥଯାତ୍ରା ତୃତୀୟ ସମନ୍ବୟ ବୈଠକ ଆଜି ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରୁ ରଥକାଠ ଅଭାବକୁ ନେଇ ହୋହଲ୍ଲା ହୋଇଥିଲା। ରଥକାଠ ସଂକଟର ପ୍ରତିକାର ବ୍ୟବସ୍ଥା କରିବାକୁ ସେବାୟତ ଓ ବୁଦ୍ଧିଜୀବୀମାନେ ଦାବି…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ : ଚାଲିଛି ନିରାଡ଼ି, ଚାରିନାହାକା କାମ

ପୁରୀ : ରଥଖଳାରେ ଚକଡେରା କାମ ସରିବା ପରେ ନିରାଡ଼, ଚାରିନାହାକା କାମକୁ ଆଗେଇ ନେଇଛନ୍ତି ବିଶ୍ବକର୍ମା ସେବକ। ଚାରିନାହାକା କାମ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବାର ପରମ୍ପରା ଥିବାରୁ ବିଶ୍ବକର୍ମାମାନେ ଏହି କାମକୁ ତ୍ବରାନ୍ବିତ କରିଛନ୍ତି। ସୂଚନାଯୋଗ୍ୟ, ତିନି ରଥ ପାଇଁ ଚାରିଟି ଲେଖା…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଗଣମାଧ୍ୟମ ଷ୍ଟେନ୍ସ ହତ୍ୟା ମାମଲା ସହ ପ୍ରତାପଙ୍କୁ ଯୋଡ଼ିଲେ, କେନ୍ଦ୍ରମନ୍ତ୍ରୀ କହିଲେ- କୋର୍ଟରୁ ମିଳିସାରିଛି…

ନୂଆଦିଲ୍ଲୀ: କେନ୍ଦ୍ର ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ପ୍ରତାପ ଷଡଙ୍ଗୀ । ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ସେପଟେ  ବିଜେପିର ଏହି କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଏବେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୧୯୯୯ ମସିହାରେ ଘଟିଥିବା ଗ୍ରାହାମ୍…
ଅଧିକ ଖବର ଦେଖନ୍ତୁ...