ମାଉସୀ ମାଆ ମନ୍ଦିର

ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଝିରେ ମାଉସୀ ମାଆ ମନ୍ଦିର ଅବସ୍ଥିତ। ଅର୍ଦ୍ଧାସିନୀ ଦେବୀ ମନ୍ଦିରର ଆରାଧ୍ୟା ଠାକୁରାଣୀ ଏବଂ ଠାକୁରମାନଙ୍କର ମାଉସୀ ମାଆ ଭାବେ ଖ୍ୟାତ। ବାହୁଡ଼ା ଦିନ ଠାକୁରମାନେ ରଥରେ ଏହି ବାଟ ଦେଇ ଫେରିବା ବେଳେ ମାଉସୀ ମାଆଙ୍କଠାରୁ ପୋଡ଼ପିଠା ଖାଇଥା’ନ୍ତି। ଦେବୀ…
ଅଧିକ ଖବର ଦେଖନ୍ତୁ...

ରଥର ପଥ: ବଡ଼ଦାଣ୍ଡର ଚାରିଖଳା

ଯେଉଁ ପଥ ଦେଇ ଶ୍ରୀଗୁଣ୍ଡିଚା ଯାତ୍ରାର ତିନିରଥ ଗୁଣ୍ଡିଚା ମନ୍ଦିରକୁ ଯାଏ ଏବଂ ଯେଉଁ ପଥ ଦେଇ ସେହି ତିନିରଥ ସେଠାରୁ ଶ୍ରୀମନ୍ଦିରକୁ ଆସେ- ତାହା ହେଉଛି ‘ରଥମାର୍ଗ’ ବା ‘ରଥଦାଣ୍ଡ’। ଲୋକମୁଖରେ ତଥା ଓଡ଼ିଆ ଭକ୍ତି ସାହିତ୍ୟ ପରମ୍ପରାରେ ତାହା ‘ବଡ଼ଦାଣ୍ଡ’। ‘ବଡ଼ଠାକୁର’ କହିଲେ…
ଅଧିକ ଖବର ଦେଖନ୍ତୁ...

‘ହେରାପଞ୍ଚମୀ’ର ରସ ଓ ରହସ୍ୟ

ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ଏକ ରସପୂର୍ଣ୍ଣ ଓ ରହସ୍ୟମୟ ନୀତି ହେଉଛି ‘ହେରାପଞ୍ଚମୀ’। ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ଆରମ୍ଭ ହେଉଥିବା ରଥଯାତ୍ରାର ପଞ୍ଚମଦିନ ଅନୁଷ୍ଠିତ ହେଉଥିବାରୁ ଏହା ‘ହେରାପଞ୍ଚମୀ’। କିନ୍ତୁ ଏହାର ତିଥି- ଆଷାଢ଼ ଶୁକ୍ଳ ଷଷ୍ଠୀ। ଏହାର କାହାଣୀ ଅତ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଜନ୍ମବେଦିରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ: ଜନ୍ମବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ଏଥିପାଇଁ ସେମାନଙ୍କୁ ଧାଡ଼ିବାନ୍ଧି ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡିଥିଲା। ସେପଟେ ଆଜିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ଉପଲବ୍ଧ ହୋଇଛି। ଆଡ଼ପ ଅବଢ଼ା ପାଇବା ପାଇଁ ଭକ୍ତ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଆଜି ହେରାପଞ୍ଚମୀ; ମହାପ୍ରଭୁଙ୍କ ବନକଲାଗି

ପୁରୀ: ଶ୍ରୀମନ୍ଦିର ଛାଡ଼ି ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି। ସାଙ୍ଗରେ ଭାଇ-ଭଉଣୀଙ୍କୁ ଧରି ଚାଲି ଆସିଥିବାରୁ ବିରହିଣୀ ମା’ ମହାଲକ୍ଷ୍ମୀ ଠାକୁରାଣୀ ଚିନ୍ତାରେ ଅଛନ୍ତି। ୪ ଦିନର ବିରହ ବେଦନା ମା’ଙ୍କୁ ଅସହ୍ୟ କଲାଣି। ବିରହ ବେଦନାକୁ ବଖାଣିବା ପରେ ମା’ ମହାଲକ୍ଷ୍ମୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ମହାଯଜ୍ଞ ମହାବେଦୀରେ ଦାରୁମୟ ମହେଶ୍ୱର

‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ର ୩୩ ଅଧ୍ୟାୟରେ ଶ୍ରୀଗୁଣ୍ଡିଚା ଯାତ୍ରାକୁ ‘ମହାବେଦୀ ମହୋତ୍ସବ’ କୁହାଯାଇଛି। କାରଣ, ତାହା ଥିଲା ପୁରାଣପ୍ରସିଦ୍ଧ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଅଶ୍ୱମେଧ ମହାଯଜ୍ଞର ବେଦୀ। ସେହି ଦୃଷ୍ଟିରୁ ତାହା ମଧ୍ୟ ‘ଯଜ୍ଞ ମଣ୍ଡପ’ ରୂପେ ଖ୍ୟାତ।…
ଅଧିକ ଖବର ଦେଖନ୍ତୁ...

ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି : ବନକ ଲାଗି ନୀତି ଯୋଗୁଁ ମଙ୍ଗଳବାର ରାତି ୮ଟାରୁ ବନ୍ଦ ରହିବ ଦର୍ଶନ

ପୁରୀ : ସୋମବାର ରଥାରୁଢ଼ ଶ୍ରୀଜିଉଙ୍କୁ ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପକୁ ବିଜେ କରିଛନ୍ତି । ସୋମବାର ସନ୍ଧ୍ୟା ଧୂପ ସରିବା ପରେ ଘୋଡାଫିଟା, ଚାରମାଳ ବନ୍ଧା, ପୁଷ୍ପାଞ୍ଜଳି ହେବା ପରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିଛନ୍ତି । ପ୍ରଥମେ ସଂଧ୍ୟା ୬ଟା ବେଳେ ଶ୍ରୀସୁଦର୍ଶନଙ୍କ…
ଅଧିକ ଖବର ଦେଖନ୍ତୁ...

ରଥେ ତୁ ବାମନଂ ଦୃଷ୍ଟ୍ଵା…

ଶ୍ରୀଜଗନ୍ନାଥଙ୍କ ତିନି ପ୍ରମୁଖ ଯାତ୍ରା- ଦୋଳଯାତ୍ରା, ଚନ୍ଦନଯାତ୍ରା ଓ ଶ୍ରୀଗୁଣ୍ଡିଚାଯାତ୍ରାକୁ ନେଇ ଗୋଟିଏ ଲୋକପ୍ରିୟ ଶ୍ଳୋକ ପ୍ରଚଳିତ। ତାହା ହେଉଛି- ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍‌। ରଥେ ତୁ ବାମନଂ ଦୃଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ।। ଏହାର ଅର୍ଥ, ଦୋଳବେଦୀରେ…
ଅଧିକ ଖବର ଦେଖନ୍ତୁ...

ବଡ଼ଦାଣ୍ଡରେ ମହାବାହୁ

ମଦନମୋହନଙ୍କୁ ଛୁଇଁଲେ ବିଦେଶୀ ଭକ୍ତ ରଥଯାତ୍ରା ସମୟରେ ମହାପ୍ରଭୁ ଓ ରଥକୁ ଛୁଇଁବା ମନା ଥିଲା। କିନ୍ତୁ ଏହାକୁ ଆଜି କେହି ମାନିନାହାନ୍ତି। କଡ଼ା ସୁରକ୍ଷା ବଳୟ ଭାଙ୍ଗି ଠାକୁର ଓ ରଥକୁ ଛୁଇଁଛନ୍ତି। ଆଜି ଜଣେ ବିଦେଶୀ ଭକ୍ତ ବି ମଦନମୋହନଙ୍କୁ ସ୍ପର୍ଶ କରିବାକୁ ପଛାଇନାହାନ୍ତି। ଶ୍ରୀମନ୍ଦିରରୁ…
ଅଧିକ ଖବର ଦେଖନ୍ତୁ...

କର୍ମବେଦିରୁ ଜନ୍ମବେଦି

ଅସୁରକ୍ଷିତ କୋଠାରେ ହଜାର ହଜାର ଭକ୍ତ ପୁରୀ : ବଡ଼ଦାଣ୍ଡରେ ହଜାର ହଜାର ଭକ୍ତ ଆଜି ଅସୁରକ୍ଷିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ବର୍ଷେ ତଳେ ଜିଲ୍ଲା ପ୍ରଶାସନ ବଡ଼ଦାଣ୍ଡର କେତୋଟି କୋଠା, ମଠକୁ ଅସୁରକ୍ଷିତ ଘୋଷଣା କରିଥିଲା। କିନ୍ତୁ ଏହିସବୁ କୋଠାରେ ରଥଯାତ୍ରାରେ ବେପାର ହୋଇଛି। ଚେୟାର…
ଅଧିକ ଖବର ଦେଖନ୍ତୁ...