ରଥଯାତ୍ରା

ଭକ୍ତ ସାଲବେଗ ଗାଇଥିଲେ: ‘ରଥ ଚାରିପାଖେ ଲମ୍ବେ ମୁକୁତାର ଝରା, ଝଲମଲ ଦିଶୁଥାଇ ପ୍ରଭୁ ଚକାଡ଼ୋଳା। .....ଆଗେ ଚାଲେ ବଳଭଦ୍ର ମଧ୍ୟେ ଚାନ୍ଦମୁହୀଁ, ପଛେ ଆସୁଛି କାଳିଆ ଗହଳ ଲଗାଇ।’ କେଉଁ ପୁରୁଣା କାଳରୁ ବିଶ୍ୱର ବିଭିନ୍ନ ଅଞ୍ଚଳ, ସମାଜ ଓ ଧର୍ମରେ ରଥଯାତ୍ରା ପ୍ରଚଳିତ। ତେବେ, ପୁରୁଷୋତ୍ତମ ପୀଠର…
ଅଧିକ ଖବର ଦେଖନ୍ତୁ...

ଅଣସର ଘରେ ଥିଲ, ଆଜ ବାହାର ହେଲ…

‘‘ଅଣସର ଘରେ ଥିଲ ଆଜ ବାହାର ହେଲ ତ୍ରିଭଙ୍ଗୀ ଭଙ୍ଗୀ କରି ଚାହିଁଛ। ଶ୍ରୀଭୁଜେ ଭୁଜ ପେଲି ମତ୍ତଗଜ ପ୍ରାୟେ ଝୁଲି ମହାପାତକମାନଙ୍କୁ ଦହୁଛ।।’’ ଭକ୍ତକବି ସାଲବେଗଙ୍କର ଏହି ପଦଟି କେବଳ ଭଜନ ଦୃଷ୍ଟିରୁ ଭାବପୂର୍ଣ୍ଣ ନୁହେଁ- ଏହା ଶ୍ରୀଗୁଣ୍ଡିଚାଯାତ୍ରାର ଏକ ଆକର୍ଷଣୀୟ ଦୃଶ୍ୟ।…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଘୋଷଯାତ୍ରା: ରଥ-ପଥ-ଭକ୍ତ ପ୍ରସ୍ତୁତ; ମହାପ୍ରଭୁ ଦେଲେ ନବଯୌବନ ଦର୍ଶନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମାଉସୀ ଘର ନେଇ ଯିବାକୁ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇଛି। ପରେ ପରଂପରା ଅନୁସାରେ ରଥଗୁଡ଼ିକୁ ପୂଜାର୍ଚ୍ଚନା କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ରଥ ଖଳା ହାଲ୍‌ଚାଲ୍‌ : ତିନି ରଥରେ ଲାଗିଲା ପ୍ରଭା, ଆଜି ସିଂହଦ୍ଵାର ଚକଡ଼ାକୁ ଯିବ ରଥ

ପୁରୀ : ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଏହା ଭିତରେ ଶେଷ ହୋଇଥିବା ବେଳେ ରଥଖଳା ଚାଳି ଭଙ୍ଗା ସରିଛି। ବର୍ତ୍ତମାନ କେବଳ ରଥ ଉପର କାମ ଚାଲିଛି। ଗତକାଲି ତିନି ରଥରେ କଳସ, ଓଲଟ ଶୁଆ ଓ ଦୁଆର ବେଢ଼ା କନା ଲାଗିବା ପରେ ଆଜି ପ୍ରଭା ସଂଯୋଗ କରାଯାଇଛି। ମହାରଣା ସେବକ ଓ ଭୋଇ ସେବକମାନେ ଏହି…
ଅଧିକ ଖବର ଦେଖନ୍ତୁ...

‘ତଚ୍ଚକ୍ଷୁ’ ମନ୍ତ୍ରରେ ନେତ୍ରୋତ୍ସବ ବିଧାନ

ପାରମ୍ପରିକ ବିଧାନ ଅନୁସାରେ ଅଣସର ଚତୁର୍ଦ୍ଦଶୀ ଦିନ ଶ୍ରୀବିଗ୍ରହମାନଙ୍କୁ ବନକଲାଗି କରାଯାଏ। ସେତେବେଳକୁ ପ୍ରଭୁ ସୁସ୍ଥ ହୋଇ ଚକା ଉପରେ ଉପବେଶନ କରିଥାନ୍ତି। ସେହି ଆଷାଢ଼ ଅମାବାସ୍ୟା ରାତିରେ, ପଟିରେ ଆରୋପିତ ଦେବତାମାନଙ୍କୁ ମଧ୍ୟ ବିସର୍ଜନ ଦିଆଯାଏ। ତାହାପରେ, ଦଶାବତାର ଦେବତାଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

‘ତାଟି-ମନ୍ଦିର’ର ‘ପଟ-ବ୍ରହ୍ମ’

ଜ୍ୟେଷ୍ଠ ପୂର୍ଣ୍ଣମୀ ଦିନ ଅନୁଷ୍ଠିତ ହୁଏ ଶ୍ରୀଜଗନ୍ନାଥଙ୍କ ଜ୍ୟେଷ୍ଠାଯାତ୍ରା। ସେଦିନ ସ୍ନାନବେଦୀରେ ସ୍ନାନ ସରିବା ପରେ ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଇ ଠାକୁରମାନେ ଚାଲିଯାଆନ୍ତି ଅଣସର ଘରକୁ। ସେହିଠାରେ ହୁଏ ସେମାନଙ୍କର ଗୁପ୍ତନୀତି। ଦଇତା ଓ ପତି ସେବକମାନେ ସେହି ଗୁପ୍ତନୀତି…
ଅଧିକ ଖବର ଦେଖନ୍ତୁ...

ଚିନ୍ତାମଣି କୃଷ୍ଣ, ନାରାୟଣ ଓ ନୃସିଂହ

‘ନନ୍ଦିଘୋଷ’ ରଥର ବାମ ଓ ପଛପାଖର ତିନି ପାର୍ଶ୍ୱଦେବତାଙ୍କ ପରି, ଦକ୍ଷିଣରେ ମଧ୍ୟ ତିନି ପାର୍ଶ୍ୱଦେବତା ଅବସ୍ଥାନ କରନ୍ତି। ସେହି ତିନି ପାର୍ଶ୍ୱ ଦେବତା ହେଉଛନ୍ତି- ଚିନ୍ତାମଣି କୃଷ୍ଣ, ନାରାୟଣ ଓ ନୃସିଂହ। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି- ୭. ଚିନ୍ତାମଣି କୃଷ୍ଣ: ଶ୍ରୀଚନ୍ଦନ ନାମକ…
ଅଧିକ ଖବର ଦେଖନ୍ତୁ...

ଶ୍ରୀନଅରକୁ ରାଜପ୍ରସାଦ ବିଜେ

ପୁରୀ: ଅଣସର ସେବାର ଅନ୍ୟତମ ପ୍ରମୁଖ ନୀତି ରାଜପ୍ରସାଦ ବିଜେ ଆଜି ସମ୍ପର୍ଣ୍ଣ ହୋଇଛି। ଶ୍ରୀବିଗ୍ରହଙ୍କ ରାଜପ୍ରସାଦ ଆଜି ଶ୍ରୀନଅରକୁ ବିଜେ ହୋଇଛି। ଦଇତାପତି, ପତି ମହାପାତ୍ର ସେବକ, ଖୁଣ୍ଟିଆ ମେକାପ, ଦେଉଳକରଣ, ତଢ଼ଉକରଣ ପ୍ରମୁଖ ଏକ ଭବ୍ୟ ଶୋଭାଯାତ୍ରାରେ ରାଜପ୍ରସାଦ ଶ୍ରୀନଅରକୁ ନେଇ ସେଠାରେ…
ଅଧିକ ଖବର ଦେଖନ୍ତୁ...

ରଥରେ ଲାଗିବ ସୋଲର କଦମ୍ବ ଫୁଲ

ଖୋର୍ଧା: ପ୍ରତିବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲେ ବିଭିନ୍ନ ପ୍ରକାରର ଆନୁଷଙ୍ଗିକ ପ୍ରସ୍ତୁତି। ସେହି କ୍ରମରେ ଖୋର୍ଧାର ରାଉତପଡ଼ାରୁ ତିନି ଠାକରୁଙ୍କ ପାଇଁ ପାଟବସ୍ତ୍ର ଗଲା ଭଳି ତିନି ରଥକୁ ଅଧିକ ସୁନ୍ଦର ଓ ଆକର୍ଷଣ କରିବା ପାଇଁ ସୋଲରେ ତିଆରି କଦମ୍ବ ଫୁଲ ମଧ୍ୟ ପଠାଯାଇଥାଏ…
ଅଧିକ ଖବର ଦେଖନ୍ତୁ...

ରଥ ଖଳା ହାଲ୍‌ଚାଲ୍‌ : ସରିଲା ଶିଖ ଡମ୍ବୁରୁ ବାଡ଼ିଆ, ପାର୍ଶ୍ୱ ଦେବାଦେବୀ ସଂଯୋଗ

ପୁରୀ : ରଥ ନିର୍ମାଣ କାର୍ଯ୍ୟର ଶେଷ ପର୍ଯ୍ୟାୟ କାମ ଏବେ ଆଗେଇ ଚାଲିଛି। ଗତକାଲି ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନରେ ହଂସପଟା ବାଡ଼ିଆ କାମ ଶେଷ ପରେ ଆଜି ଶିଖ ଡମ୍ବୁରୁ ବାଡ଼ିଆ କାମ ଶେଷ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ଆଜି ତିନି ରଥରେ ଶିଖ ଡମ୍ବୁରୁ ବାଡ଼ିଆ କାମ ଶେଷ…
ଅଧିକ ଖବର ଦେଖନ୍ତୁ...