ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ର ଋଷିପଟା (୨)

ପୁଲହ ଓ ପୁଲସ୍ତ୍ୟଙ୍କ ପରି ଶ୍ରୀବଳଭଦ୍ରଙ୍କ ରଥର ଋଷିପଟାରେ ସପ୍ତର୍ଷିମଣ୍ଡଳର ଅନ୍ୟ ଯେଉଁ ଦୁଇଋଷି ସ୍ଥାନପାଇଛନ୍ତି, ସେ ଦୁହେଁ ହେଲେ ଅତ୍ରି ଓ ଅଙ୍ଗିରା। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି- ୩. ଅତ୍ରି: ବ୍ରହ୍ମାଙ୍କର ଦଶ ମାନସ ପୁତ୍ରଙ୍କ ମଧ୍ୟରେ ଏ ଋଷିଙ୍କୁ ଗ୍ରହଣ କରାଯାଇଥାଏ। ଏ…
ଅଧିକ ଖବର ଦେଖନ୍ତୁ...

ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ର ଋଷିପଟା

ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥର ଋଷିପଟାରେ ଅବସ୍ଥାନ କରୁଥିବା ଅଷ୍ଟଋଷି ହେଉଛନ୍ତି- ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ଅଗସ୍ତ୍ୟ, କୃଷ୍ଣ, ମୁଦ୍‌ଗଲ ଓ କଶ୍ୟପ। ତେବେ ଅନ୍ୟ କେତେକ ଆଲୋଚନାରେ ଏହି ଅଷ୍ଟଋଷିଙ୍କ ନାମ ସଂପୂର୍ଣ୍ଣ ଭିନ୍ନ ବୋଲି ଉଲ୍ଲେଖ ଅଛି। ସେହି ଅଷ୍ଟଋଷି ହେଉଛନ୍ତି- ଅପ,…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ର ଋଷିପଟା (୩)

ନାରଦ, ଦେବଳ, ଶୁକ, ବ୍ୟାସ ଓ ପରାଶରଙ୍କ ବ୍ୟତୀତ ନନ୍ଦିଘୋଷ ରଥର ଋଷିପଟାରେ ସ୍ଥାନ ପାଇଥିବା ଶେଷ ତିନି ଋଷି ହେଉଛନ୍ତି- ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି- ୬. ବଶିଷ୍ଠ: ବ୍ରହ୍ମାଙ୍କର ମାନସପୁତ୍ର ତଥା ଜଣେ ବ୍ରହ୍ମର୍ଷି ଭାବରେ ବଶିଷ୍ଠ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ର ଋଷିପଟା

ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥର ଋଷିପଟାରେ ଅବସ୍ଥାନ କରୁଥିବା ଅଷ୍ଟଋଷି ହେଉଛନ୍ତି- ନାରଦ, ଦେବଳ, ଶୁକ, ବ୍ୟାସ, ପରାଶର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର। ତେବେ କେତେକ ଆଲୋଚକଙ୍କ ଲେଖାରେ ଏମାନଙ୍କ ମଧ୍ୟରୁ କେବଳ ନାରଦ ସ୍ଥାନ ପାଇଛନ୍ତି। ଅନ୍ୟ ସପ୍ତଋଷିଙ୍କର ମଧ୍ୟରେ ଅଛନ୍ତି ଅମ୍ବରୀଷ,…
ଅଧିକ ଖବର ଦେଖନ୍ତୁ...

ତିନି ରଥର ଋଷିପଟା

ରଥର ହଂସପଟି, ଗାଈପଟା ଓ କପୋତାଳିର ଉପରେ ଥାଏ ଦଧିନଉତି, ଓଲଟଶୁଆ, କଳସ ଓ ପତାକା ଆଦି। ତେବେ ସେସବୁର ଆଲୋଚନା ପୂର୍ବରୁ ଅନ୍ୟ କେତେକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗର ଆଲୋଚନା ଆବଶ୍ୟକ ମନେହୁଏ। ସେଥିରୁ ଗୋଟିଏ ହେଉଛି ଋଷିପଟା। ପ୍ରତି ରଥରେ ଆଠଟି ଲେଖାଏଁ ଋଷିପଟା ଥାଏ ଏବଂ ସେଥିରେ ଜଣେ ଲେଖାଏଁ…
ଅଧିକ ଖବର ଦେଖନ୍ତୁ...

ରଥର କପୋତାଳି ବା ପାରାଭାଡ଼ି

ହଂସପଟି ଓ ଗାଈପଟା ପରି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥରେ ଥାଏ କପୋତାଳି। ଲୋକକଥିତ ଭାଷାରେ ଏହା ‘ପାରାଭାଡ଼ି’। ରଥର ଋଷିପଟାର ଉପରିଭାଗରେ ଥିବା ପୋଟଳ ଚତୁର୍ଦ୍ଦଶ ଭୁବନର ପ୍ରତୀକ। ଏହା ଦୁଇଭାଗରେ ବିଭକ୍ତ ହୋଇଥାଏ। ତାହାର ମଝିରେ ରହିଥାଏ କପୋତାଳି ବା ପାରାଭାଡ଼ି। ୧୧ ପରସ୍ତ ପୋଟଳ…
ଅଧିକ ଖବର ଦେଖନ୍ତୁ...

ରଥର ଗାଈପଟା: ତତ୍ତ୍ୱ ଓ ତାତ୍ପର୍ଯ୍ୟ

ହଂସପଟି ପରି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ- ତିନିଟି ଯାକ ରଥରେ ଗାଈପଟା ଥାଏ। ନିଜନିଜ ରଥର ଯେଉଁ ସିଂହାସନ (ଚକା) ଉପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବିଜେ କରନ୍ତି, ସେହି ସିଂହାସନର ତଳେ ଏହି ଗାଈପଟା ରହିଥାଏ। ଏହା ଚିତ୍ରିତ ହୋଇଥାଏ ଶଙ୍ଖଧବଳ ରଙ୍ଗରେ। ବେଦରେ ଯେଉଁ ତିନିଟି ବର୍ଗର…
ଅଧିକ ଖବର ଦେଖନ୍ତୁ...

ରଥର ହଂସପଟି: ଏକ ତାତ୍ତ୍ଵିକ ବିଚାର

ଶ୍ରୀଜଗନ୍ନାଥଙ୍କ ରଥର ଅରପୀଠ ଉପରିଭାଗରେ ଅଙ୍କିତ ହୋଇଥାଏ ହଂସଙ୍କର ଏକ ଧାଡ଼ି। ଏହି ହଂସ, ନିଜନିଜର ଚଞ୍ଚୁରେ ମୃଣାଳ ଧାରଣ କରି ଗୋଟିଏ ଦିଗରେ ଯାତ୍ରା କରୁଥାଆନ୍ତି। ରଥର ପାରମ୍ପରିକ ପରିଭାଷାରେ ଏହାକୁ ‘ହଂସପଟି’ କୁହାଯାଏ। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଭାରତୀୟ ପରମ୍ପରାରେ ହଂସର ଏକ…
ଅଧିକ ଖବର ଦେଖନ୍ତୁ...

ରଥର ଗଠନ-ତତ୍ତ୍ଵ: ପଞ୍ଚ-ମହାଭୂତ!

ନିର୍ଦ୍ଦିଷ୍ଟ ବିଧିରେ ଏବଂ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ନିର୍ମିତ ହେଉଥିବା ଶ୍ରୀକ୍ଷେତ୍ରର ତିନିରଥର କାରିଗରୀ ଯେପରି ଜଟିଳ, ତାହାର ବିଭିନ୍ନ ଅଙ୍ଗର ତତ୍ତ୍ଵ ମଧ୍ୟ ସେପରି ଜଟିଳ। ପ୍ରତ୍ୟକ୍ଷ ଜ୍ଞାନ ନଥିଲେ ସେହି କାରିଗରୀକୁ ଯେପରି ବୁଝିବା କଷ୍ଟକର, ଶାସ୍ତ୍ରରେ ଅବଗାହନ ନଥିଲେ ସେହି…
ଅଧିକ ଖବର ଦେଖନ୍ତୁ...

ତ୍ରିରଥ ନିର୍ମାଣର ବିଧି ଓ ଅବଧି

ପୂର୍ବରୁ ସୂଚିତ ହୋଇଛି ଯେ ଶ୍ରୀଗୁଣ୍ଡିଚା ଯାତ୍ରାପାଇଁ ଏବେ ଛଅଟି ପରିବର୍ତ୍ତେ ତିନିଟି ରଥ ନିର୍ମାଣ ହେଉଛି। ଏହି ରଥପର୍ବ ଶେଷ ହେବାପରେ ରଥଗୁଡ଼ିକୁ ଭାଙ୍ଗି ଦିଆଯାଏ। କେବଳ ସାରଥି, ଅଶ୍ୱ, ପାର୍ଶ୍ୱଦେବଦେବୀ, ସଖୀମୂର୍ତ୍ତିି, ପିତଳରେ ତିଆରି କଦଳୀ ଗଛ, ମଗର ଓ ରଥବାଡ଼ ଆଦିକୁ ପରବର୍ତ୍ତୀ…
ଅଧିକ ଖବର ଦେଖନ୍ତୁ...