ଆଗେ ଗଲେ ବଡ଼ ଭାଇ,ପଛେ ଚାନ୍ଦମୁହିଁ; ଶେଷେ ଗଲେ କାଳିଆ ଗୋସାଇଁ… ବଡ଼ଦାଣ୍ଡେ ଗହଳ ଲଗାଇ

ପୁରୀ: ଆଗେ ଆଗେ ବଡ଼ ଭାଇ ପଛେ ଚାନ୍ଦମୁହିଁ,ଶେଷେ ଗଲେ କାଳିଆ ଗୋସେଇଁ.. ବଡ଼ଦାଣ୍ଡେ ଗହଳ ଲଗାଇ। ରଥାରୁଢ଼ ଶ୍ରୀଜିଉ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି। ଭକ୍ତ ମେଳରେ ଗହଳ ଚହଳ ଲଗାଇ ମହାପ୍ରଭୁ ମାଉସୀ ଘରକୁ ଯାଉଛନ୍ତି। କାଳିଆ ମହାପ୍ରଭୁ ଆଜି ରତ୍ନବେଦିରୁ …
ଅଧିକ ଖବର ଦେଖନ୍ତୁ...

ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ: ଅାଗେ ଗଲେ ବଡ଼ଭାଇ, ପଛେ ଚାନ୍ଦମୁହିଁ; ଶେଷେ ଗଲେ କାଳିଅା ଗୋସେଇଁ..

ପୁରୀ: ମହାପ୍ରଭୁ ଆଜି ମାଉସୀ ଘରକୁ ଯିବା ଲାଗି ବ୍ୟଗ୍ର। କାହିଁକି ନା ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ରଥଟଣା। ତାଙ୍କ ଇଚ୍ଛା ନ ଥିଲେ କିଛି ବି ହୁଏ ନାହିଁ।  ପୂର୍ବରୁ ସ୍ଥିରୀକୃତ ହୋଇଥିଲା କି ଅପରାହ୍ନ ୪ଟା ସମୟରେ ରଥଟଣା ଆରମ୍ଭ ହେବ। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ…
ଅଧିକ ଖବର ଦେଖନ୍ତୁ...

ଦାରୁରୂପୀ ଜଗନ୍ନାଥ ଓ ଦଶାବତାର ଯାତ୍ରା

ଦାରୁରୂପୀ ଜଗନ୍ନାଥ କେବଳ ଓଡ଼ିଶାର ନୁହନ୍ତି, ତାଙ୍କର ଆଦର୍ଶ ଧର୍ମ ଧାରାରେ ପ୍ରଭାବିତ ହୋଇ ସାରା ବିଶ୍ୱରେ ଜଗନ୍ନାଥ ହିଁ ଆରାଧ୍ୟ। ଜଗନ୍ନାଥ ସଂସ୍କୃତି ହିଁ ବିଶ୍ୱ ସଂସ୍କୃତି ଭାବରେ ସର୍ବସ୍ୱୀକୃତ। ଶ୍ରୀ ଜଗନ୍ନାଥ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଦୃଷ୍ଟିଭଙ୍ଗୀରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ବିଖ୍ୟାତ ଘୋଷଯାତ୍ରା, ରତ୍ନବେଦିରୁ ଜନ୍ମବେଦି

ବିଶ୍ୱ ବିଖ୍ୟାତ ଘୋଷଯାତ୍ରା, ରତ୍ନବେଦିରୁ ଜନ୍ମବେଦି। ଏହି ଆକାଂକ୍ଷିତ ପବିତ୍ର ଲଗ୍ନକୁ କେନ୍ଦ୍ର କରି ଅନେକ ମହାନ୍‌ ଲେଖକ, କବି, ସମାଲୋଚକ ଓ ସମୀକ୍ଷକ ନିଜ ନିଜର ଅଲିଭା ଆଲେଖ୍ୟ ରଖି ଯାଇଛନ୍ତି। ବିଶ୍ୱକବିି ରବୀନ୍ଦ୍ର ନାଥଙ୍କ ଭାଷାରେ- ‘‘ରଥଯାତ୍ରା ଲୋକାରଣ୍ୟ ମହାଧୁମଧାମ- ଭକ୍ତେରା…
ଅଧିକ ଖବର ଦେଖନ୍ତୁ...

ସର୍ବଷାଂ ସର୍ବ କ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ, ସର୍ବେଷାଂ ସର୍ବ ଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମ

ସର୍ବଷାଂ ସର୍ବ କ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ ସର୍ବେଷାଂ ସର୍ବ ଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମ ସମସ୍ତ ତୀର୍ଥକ୍ଷେତ୍ରମାନଙ୍କ ମଧ୍ୟରେ ପୁରୁଷୋତ୍ତମ ଧାମ ପୁରୀ ଶ୍ରେଷ୍ଠ । ସମସ୍ତ ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଶ୍ରୀ ଜଗନ୍ନାଥ। କାହିଁ କେଉଁ ଅନାଦି କାଳରୁ ଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଲୋକ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ

ଆଚରଣ ଓ ଅନୁଷ୍ଠାନରେ ଶ୍ରୀଜଗନ୍ନାଥ ଲୋକର ଦେବତା, ସେହି ପରମ କାରୁଣିକ ସଚ୍ଚିଦାନନ୍ଦ ଭଗବାନଙ୍କ ମହିମା ଜାଣିବା ପାଇଁ ଶିବ, ବିରଞ୍ଚି ଓ ନାରଦ ଯାହାର ଦ୍ୱାର ଦେଶରେ କର ପତ୍ର ଯୋଡ଼ିଣ ନତ ମସ୍ତକ ହୋଇଣ ପାଦ ବନ୍ଦନା କରୁଥାନ୍ତି ତଥାପି କଳ୍ପ କଳ୍ପ ବିତି ଯାଇଥିଲେ ମଧ୍ୟ ତାଙ୍କର ସ୍ୱରୂପକୁ ଠାବ…
ଅଧିକ ଖବର ଦେଖନ୍ତୁ...

ଜଗତ ଜଗନ୍ନାଥ ମୟ

କୁହାଯାଇଛି- ‘‘ସୁହୃଦଂ ସର୍ବଭୂତାନାମ୍‌’’। ପରାମାତ୍ମା ନିରନ୍ତର ନିଜ ଆଡ଼କୁ ସମସ୍ତଙ୍କୁ ଟାଣୁଛନ୍ତି, ଡାକୁଛନ୍ତି। ମୁଁ ସମସ୍ତଙ୍କ ହୃଦୟରେ ତିଷ୍ଠି ରହିଛି, ସମସ୍ତ ହୃଦୟରେ ବିରାଜମାନ, ସର୍ବସ୍ୟ ଚାହଂ ହୃଦି ସଂନିବିଷ୍ଟଃ... ଏଣୁ ସେ ସର୍ବଘଟରେ ସମାନ ଭାବରେ ରହିଛନ୍ତି। ଯିଏ ନିତ୍ୟ ନିରନ୍ତର…
ଅଧିକ ଖବର ଦେଖନ୍ତୁ...

ସପ୍ତ ରଥକାର : ତ୍ରିରଥ ନିର୍ମାଣର କାରିଗର

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱପ୍ରସିଦ୍ଧ। ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀର ଏହି ରଥଯାତ୍ରା ପାଇଁ ତିନିଟି ନୂଆ ରଥ ନିର୍ମିତ ହୋଇଥାଏ। ତେବେ ରଥର ସବୁ ଅଙ୍ଗ ପ୍ରତିବର୍ଷ ନିର୍ମିତ ହୁଏନାହିଁ। ସାରଥି, ସଖୀ, ପାର୍ଶ୍ୱ ଦେବଦେବୀ, ଓଲଟ ଶୁଆ ଓ ରଥର ବ୍ରେକ୍‌ ଆଦି ନବକଳେବର ବର୍ଷରେ ନୂଆକରି…
ଅଧିକ ଖବର ଦେଖନ୍ତୁ...

ଛତିଶା ନିଯୋଗ ସେବା ଓ ସେବକ

ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତି ସଂପାଦନ ପାଇଁ ୧୨୦ ପ୍ରକାର ସେବା ରହିଛି। ଏଥି ମଧ୍ୟରୁ ମୁଦ୍ରିତ ସ୍ୱତ୍ଵଲିପିରେ ୧୧୯ ପ୍ରକାରର ସେବା ଥିବାବେଳେ ପରେ ସ୍ୱତ୍ଵଲିପିରେ ସଂଶୋଧନ ହୋଇ ୧୨୦ ନମ୍ବର ସେବା ରୂପେ ବେହେରାକରଣ ସେବା ଯୋଗ କରାଯାଇଛି। ଏହି ସେବକମାନେ ସମୟକ୍ରମେ ଓ କର୍ମଭେଦରେ ୩୬ ଭାଗରେ…
ଅଧିକ ଖବର ଦେଖନ୍ତୁ...

ତିନି ରଥର ବାଡ଼ଗ୍ରାହୀ ବଖାଣନ୍ତି ଶ୍ରୀଜିଉଙ୍କୁ ନେଇ ଅଲୌକିକ ଅନୁଭୂତି; ଶୁଣିଲେ ଭାବରେ ରୋମାଞ୍ଚିତ ହୋଇଉଠିବ ଶରୀର !

ଶ୍ରୀମନ୍ଦିର ସ୍ୱତ୍ଵଲିପିର କ୍ରମ ୨୦ ଓ ୨୧ରେ ଦଇତା ଓ ପତିମହାପାତ୍ର ସେବାର ଉଲ୍ଲେଖ ଅଛି। ବର୍ଷର ଅନ୍ୟାନ୍ୟ ସେବା ବ୍ୟତୀତ, ପ୍ରତିବର୍ଷର ରଥଯାତ୍ରାରେ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଠାରୁ ଆଷାଢ଼ ଶୁକ୍ଳ ତ୍ରୟୋଦଶୀର ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଏକମାସ ଏହାଙ୍କର ଗୁରୁତ୍ଵପୂର୍ଣ୍ଣ ସେବା ଥାଏ।…
ଅଧିକ ଖବର ଦେଖନ୍ତୁ...