ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ପୁନଶ୍ଚ ସଚିନ

ବିଶ୍ବ କ୍ରିକେଟ ଯେଉଁ ଅଳ୍ପ କେତେଜଣ ଭାରତୀୟ ଖେଳାଳିଙ୍କୁ ସର୍ବକାଳୀନ ଶ୍ରେଷ୍ଠ (ଇଂରାଜୀରେ Greatest Of All Time ବା ସଂ‌କ୍ଷେପରେ GOAT) ସ୍ତରର ମାନ୍ୟତା ଦିଏ, ସେମାନଙ୍କ ତାଲିକା ନିର୍ଦ୍ବନ୍ଦ୍ବରେ ‌ଯେ କେହି କରିଦେଇପାରିବେ। ଗାଭାସ୍କର, କପିଳଦେବ, ସଚିନ ଓ କୋହଲିଙ୍କୁ ଏକ ସ୍ବତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଆଜି ବି ରାଜେଶ-ଡିମ୍ପଲ୍‌ଙ୍କୁ ନେଇ ଚର୍ଚ୍ଚା ହୁଏ

ସପ୍ତମ ଦଶକ ବେଳକୁ ବଲିଉଡ୍‌ର ପ୍ରଥମ ‘ସୁପର୍‌ଷ୍ଟାର୍’ ରାଜେଶ ଖାନ୍ନାଙ୍କ ନାହିଁ ନଥିବା ଲୋକପ୍ରିୟତା। ୧୯୭୩ରେ ତାଙ୍କୁ କିପରି ବାହା ହେଲେ ସେ ନେଇ ଡିମ୍ପଲ କପାଡ଼ିଆ ଏକ ପୁରୁଣା ସାକ୍ଷାତକାରରେ ପ୍ରକାଶ କରିଥିବା କିଛି ଅନାଲୋଚିତ କଥାକୁ ନେଇ ଗଣମାଧ୍ୟମରେ ଏବେ ପୁଣି ଚର୍ଚ୍ଚା ଚାଲିଛି। ଥରେ…
ଅଧିକ ଖବର ଦେଖନ୍ତୁ...

ସେଦିନର ଅନାହାର ମୃତ୍ୟୁ ଓ ଆଜିର ଅପପୁଷ୍ଟି ମୃତ୍ୟୁ ପାଇଁ ସରକାରୀ ଅପାରଗତା ଦାୟୀ: ସଞ୍ଜୟ ପାରିଖ

୧୯୯୬ ମସିହା ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ରେ ପ୍ରକାଶିତ ରିପୋର୍ଟର ଶୀର୍ଷକ ଥିଲା ‘ଏଣ୍ଡଲେସ୍‌ ହଙ୍ଗର୍‌’ ଯାହାର ଓଡ଼ିଆ ଶବ୍ଦାନୁବାଦ ‘ଅନ୍ତହୀନ ଭୋକ’। କଳାହାଣ୍ଡି, ବଲାଙ୍ଗୀର ଏବଂ କୋରାପୁଟର ସ୍ଥିତିକୁ ନେଇ ପ୍ରକାଶିତ ଏହି ରିପୋର୍ଟରେ ତତ୍କାଳୀନ କେନ୍ଦ୍ର କୃଷିମନ୍ତ୍ରୀ ଚତୁରାନନ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ଘରେ ନବସି ଷ୍ଟେସନରେ ଛିଡ଼ା ହୋଇ ରୁମାଲ ବିକ୍ରି କରୁଛନ୍ତି ବୃଦ୍ଧ

ମୁମ୍ବାଇ: ବୟସ ବଢ଼ିଲେ ଧୀରେଧୀରେ କାମ କରିବା ପ୍ରତି ଇଚ୍ଛା ମରି ଯାଇଥ‌ାଏ। କିନ୍ତୁ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଯୁବାଅବସ୍ଥାରେ ବି କାମ କରିବାକୁ ପଛଘୁଞ୍ଚା ଦେଇ ଥାଆନ୍ତି। ବୃଦ୍ଧ ବାପା ରୋଜଗାର କରି ଆଣୁଥିଲା ବେଳେ ଘରେ ବଢ଼ିଲା ପୁଅ ବସି ଖାଇଥାଏ। ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ବସ ଚଳାଉଥିବା ବେଳେ ଅଚେତ ହୋଇପଡ଼ି‌ଲେ ଚାଳକ, ୭ମ ଶ୍ରେଣୀ ବାଳକଙ୍କ ପାଇଁ ବଞ୍ଚିଗଲା ୬୬ଜଣଙ୍କ ଜୀବନ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବସ୍ ଚାଳକ ନିଜ ଆସନରେ ବସି ଗାଡି ଚଳାଉଛନ୍ତି । ଏହି ସମୟରେ ହଠାତ ତାଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ହେବ‌ାରୁ ସେ ଅଚେତ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଉକ୍ତ ବସରେ ବସି ଯାତ୍ରା କରୁଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ଚାକିରି ଦେଉଛି ମୋବାଇଲ ଆପ୍ ! ଦିନକୁ ଖର୍ଚ୍ଚ ମାତ୍ର ଟଙ୍କାଏ, ବସ୍ତିର ଝୁମ୍ପୁଡ଼ି ଘରୁ କମାଲ କଲେ ଉଦୟ…

ମୁମ୍ବାଇ: ଦେଶରେ ବୃଦ୍ଧି ପାଉଛି ଚାକିରି ଆଶାୟୀଙ୍କ ସଂଖ୍ୟା । ଚାକିରି ଖୋଜିବା ପାଇଁ ପ୍ରାର୍ଥୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରିପୋର୍ଟ ଅନୁଯାୟୀ, ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ଏକ ତଥ୍ୟ ପ୍ରକାଶିତ ହୋଇଛି । ଡିସେମ୍ବର ୨୦୨୧ ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍ ଚାକିରି ଛାଡ଼ି ୨୨୫୦ଟଙ୍କା ଦରମାରେ ଚାକିରି କରୁଥିବା ଭାର୍ଗବ ଆଜି ୨.୬୦ଲକ୍ଷ କୋଟିର ମାଲିକ !

ନୂଆଦିଲ୍ଲୀ: ଦେଶର ବୃହତ୍ତମ କାର ନିର୍ମାତା କମ୍ପାନି ମାରୁତି ସୁଜୁକି ନିକଟରେ ଏକ ରେକର୍ଡ ସୃଷ୍ଟି କରିଥିଲା। ଏକ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଲକ୍ଷ୍ୟ ଅତିକ୍ରମ କରି ଚର୍ଚ୍ଚ‌ାକୁ ଆସିଥିଲା ମାରୁତି ସୁଜୁକି। ଏଭଳି କରିବାରେ ମାରୁତି ସୁଜୁକି ଭାରତର ପ୍ରଥମ କମ୍ପାନି ହୋଇପାରିଛି। କମ୍ପାନିର…
ଅଧିକ ଖବର ଦେଖନ୍ତୁ...

ଚାକିରି ଛାଡ଼ି ହେଲେ ଡିଜ୍‌ନି ରାଜକୁମାରୀ

ଅନେକ ଝିଅ ଛୋଟ ବେଳେ ଡିଜ୍‌ନି ରାଜକୁମାରୀ ହେବାର ସ୍ବପ୍ନ ଦେଖିଥାନ୍ତି। ଅବଶ୍ୟ ଏ ସ୍ବପ୍ନ ସତ ହେବାର ସମ୍ଭାବନା ନାହିଁ ବୋଲି ବଡ଼ ହେବା ପରେ ସମସ୍ତେ ଅନୁଭବ କରନ୍ତି। କିନ୍ତୁ ୟୁନାଇଟେଡ୍ କିଙ୍ଗଡମ୍‌ର ଜଣେ ୨୭ ବର୍ଷୀୟ ମହିଳା ଡିଜ୍‌ନି ରାଜକୁମାରୀ ହେବା ପାଇଁ ଶିକ୍ଷକତା ଚାକିରି…
ଅଧିକ ଖବର ଦେଖନ୍ତୁ...

ଆନ୍ତର୍ଜାତିକ ନୃତ୍ୟ ଦିବସ ଆଜି

ଆମ ଜୀବନକୁ ନୃତ୍ୟ କିପରି ସକାରାତ୍ମକ ଭାବେ ପ୍ରଭାବିତ କରିଆସିଛି, ତାହାକୁ ଉତ୍‌ଥାପନ କରିବା ଲାଗି ପ୍ରତି ବର୍ଷ ଆଜିର ଦିନକୁ ‘ଆନ୍ତର୍ଜାତିକ ନୃତ୍ୟ ଦିବସ’ ଭାବେ ପାଳନ କରାଯାଉଛି। ପ୍ରକୃତରେ ନୃତ୍ୟକୁ ଏକ ବୃତ୍ତିଗତ କଳା ଭାବେ ବିଶ୍ବ ସ୍ବୀକୃତି ଦେବା ଲାଗି ଏପରି ଦିବସ ପାଳନର ପରିକଳ୍ପନା…
ଅଧିକ ଖବର ଦେଖନ୍ତୁ...

ବାଘକୁ ଘଉଡ଼ାଇଲା ଗାଈ!

ଜଙ୍ଗଲରେ ଜଳାଭାବ ଆଦି କାରଣ ଯୋଗୁଁ ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁମାନେ ଜନବସତିମୁହାଁ ହେବା କିଛି ନୂଆ କଥା ନୁହେଁ। ତେବେ ଅନ୍ୟ ଜନ୍ତୁ ତୁଳନାରେ ବାଘ ପରି ହିଂସ୍ର ଜୀବ ଜନବସତି ଆଡ଼କୁ ମାଡ଼ି ଆସିଲେ ଚାରିଆଡ଼େ ଆତଙ୍କ ଖେଳିଯାଇଥାଏ। ସଦ୍ୟ ଏକ ଘଟଣାରେ ଏକ ବାଘ ଜନବସତି ଅନ୍ତର୍ଗତ ଏକ ଖୋଲା…
ଅଧିକ ଖବର ଦେଖନ୍ତୁ...