ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ସନ୍ତାନ ଜନ୍ମ ପାଇଁ ପୁରସ୍କାର

ଦେଶର ପ୍ରଗତିରେ ଜନସଂଖ୍ୟା ବୃଦ୍ଧିର ନକାରାତ୍ମକ ପ୍ରଭାବ ଯୋଗୁଁ ଅନେକ ଦେଶରେ ଅଧିକ ସନ୍ତାନ ଜନ୍ମକୁ ନିରୁତ୍ସାହିତ କରାଯାଉଛି। ଏପରିକି ଆମ ଭାରତରେ ‘ଛୋଟ ପରିବାର, ସୁଖୀ ପରିବାର’ର ସ୍ଲୋଗାନ ସହ ସର୍ବାଧିକ ଦୁଇ ସନ୍ତାନରେ ପରିବାର ସୀମିତ ରଖିବା ପାଇଁ ସରକାର ପ୍ରୋତ୍ସାହନ ଯୋଗାଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ରେଡ୍‌କ୍ରସ୍‌ ଦିବସ ଆଜି

ଆଜି ସର୍ବତ୍ର ‘ବିଶ୍ବ ରେଡ୍‌କ୍ରସ୍‌ ଦିବସ’ ପାଳନ କରାଯାଉଛି। ବିଶେଷ କରି ଅନ୍ତର୍ଜାତୀୟ ରେଡ୍‌କ୍ରସ୍‌ ଓ ରେଡ୍‌କ୍ରସ୍‌ ଆନ୍ଦୋଳନର ନୀତି ଓ ଆଦର୍ଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ସହ ସମସ୍ତଙ୍କ ପାଇଁ ମାନବିକ କାର୍ଯ୍ୟକୁ ପ୍ରାଥମିକତା ଦେବା ଲାଗି ଏହି ଦିବସ ପାଳନର ପରିକଳ୍ପନା କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ଥାଲାସେମିଆ ଦିବସ ଆଜି

ଆଜି ମଧ୍ୟ ସବୁଠି ‘ବିଶ୍ବ ଥାଲାସେମିଆ ଦିବସ’ ପାଳିତ ହେଉଛି। ଥାଲାସେମିଆ ଏପରି ଏକ ବଂଶାନୁକ୍ରମିକ ରୋଗ ଯେଉଁଥିରେ ଜୈବିକ ପରିବର୍ତ୍ତନ ପ୍ରଭାବରେ ଲାଲ ରକ୍ତକଣିକାରେ ଥିବା ହିମୋଗ୍ଲୋବିନ ପରିମାଣ କମି ଆସିଥାଏ। ଫଳରେ ଶରୀରରେ ଅମ୍ଳଜାନଯୁକ୍ତ ରକ୍ତଯୋଗାଣର ଅଭାବ (ରକ୍ତହୀନତା) ଘଟିଥାଏ। ତେବେ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ନୌର ରାଜକୀୟ ସୁବର୍ଣ୍ଣ ଚା’, କପ୍ ପିଛା ଦର ୧୫୦ ଟଙ୍କା

ଦିନକୁ ଦିନ ଲୋକଙ୍କର ଖର୍ଚ୍ଚ କରିବାର କ୍ଷମତା ବଢ଼ିବା ସହିତ ଅବିଶ୍ବସନୀୟ ମୂଲ୍ୟର ଖାଦ୍ୟ ଓ ପାନୀୟ ମଧ୍ୟ ମିଳିବାରେ ଲାଗିଛି। ଏହି କ୍ରମରେ ଲକ୍ଷ୍ନୌର ଏକ ସମ୍ଭ୍ରାନ୍ତ ଜଳଖିଆ ଦୋକାନ (କାଫେ)ରେ ମିଳୁଥିବା ଦେଶର ସବୁଠୁ ଲୋକପ୍ରିୟ ପାନୀୟ ଚା’ର ଏକ ସ୍ବତନ୍ତ୍ର ସଂସ୍କରଣ ଏବେ ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...

ଉଦ୍ଧାର ହେଲା ଧଳା ରଙ୍ଗର ଦୁର୍ଲଭ ନାଗ ସାପ

ନୂଆଦିଲ୍ଲୀ: ଭାରତର ତାମିଲନାଡୁରେ ଧଳା ରଙ୍ଗର ନାଗ ସାପ ବାହାରିଥିବା ଖବର ମିଳିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଏଥିସହିତ ଉକ୍ତ ସାପ ବାହାରିଥିବା ଖବର ପାଇବା ପରେ ଘଟଣାସ୍ଥଳରେ ସାପ ଧରାଳୀ ତୁରନ୍ତ ଆସି ପହଞ୍ଚି ଯାଇଥିଲେ। ସୂଚନାଯୋଗ୍ୟ, ନିକଟରେ ତାମିଲନାଡ଼ୁର…
ଅଧିକ ଖବର ଦେଖନ୍ତୁ...

କୁକୁରକୁ କାଖେଇ ବରଯାତ୍ରୀରେ ସାମିଲ ହୋଇ ମନଖୋଲି ନାଚିଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବାହାଘର ସମୟରେ ବରଯାତ୍ରୀମାନେ ନୃତ୍ୟ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ତେବେ ଆପଣମାନେ ଭାବୁ ଥାଇ ପ‌ାରନ୍ତି ପ୍ରତି ବାହାଘରରେ ତ ବରଯାତ୍ରୀମାନେ ନୃତ୍ୟ କରନ୍ତି ଏଥିରେ ନୂଆକଥା କ’ଣ ରହିଲା। ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି, ଏହି…
ଅଧିକ ଖବର ଦେଖନ୍ତୁ...

ଭିଡ଼ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଇଲେ ବୃଦ୍ଧ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଅଧିକ ଭ୍ୟୁ ପାଇବା ପାଇଁ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ଏମିତି କି ଲୋକେ ନିଜ ଜୀବନକୁ ବିପଦରେ ପକାଇ ଦେଉଛନ୍ତି। ତେବେ ନିକଟ‌ରେ…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ ମା’ର ଚିକିତ୍ସା ପାଇଁ ଆଇସକ୍ରିମ୍ ବିକ୍ରି କ‌ଲେ କୁନି ଭାଇ ଓ ଭଉଣୀ

ନୂଆଦିଲ୍ଲୀ: ନିକଟରେ ବିଶ୍ବର ଅନେକ ସ୍ଥାନରେ ମଇ ୧ ତାରିଖରେ ଶ୍ରମିକ ଦିବସ ପାଳନ କରାଯାଇଛି। ଏହି କ୍ରମରେ ଚୀନ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ଘଟଣାର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣାଟି ହେଉଛି ଏପରି, ଜଣେ ଛୋଟ ଝିଅ ଓ ତାର ଭାଇ ହେନାନରୁ ନିଜ ଘର…
ଅଧିକ ଖବର ଦେଖନ୍ତୁ...

କୋଟିପତି କୃଷକ : କିଏ ଇଂଜିନିୟର, କିଏ ଚାଟାର୍ଡ ତ ପୁଣି କିଏ ଉଚ୍ଚଶିକ୍ଷିତ; ଚାଷକୁ ବେଉସା କରି ସଭିଏଁ ସଫଳ

ଚଳିତ ବର୍ଷ ଓଡ଼ିଶାର ଚାଷୀ ପଟ୍ଟାୟତ ସାହୁ ପଦ୍ମଶ୍ରୀ ସମ୍ମାନ ଲାଭ କରିଛନ୍ତି। ଔଷଧୀୟ ବୃକ୍ଷରାଜିର ସଂରକ୍ଷଣ ଦିଗରେ ତାଙ୍କର ଉଦ୍ୟମ ଉଚ୍ଚ ପ୍ରଶଂସିତ ହୋଇଛି। ଚାଷରୁ ଆଜିର ଯୁବପିଢ଼ି ବୀତସ୍ପୃହ ହେଉଥିବା ବେଳେ ଦେଶରେ ଏଭଳି କେତେକ କୃଷକଙ୍କ ଉଦାହରଣ ଅଛି ଯେଉଁମାନେ ଚାଷରୁ କୋଟି କୋଟି ଟଙ୍କା…
ଅଧିକ ଖବର ଦେଖନ୍ତୁ...

ନୀରଜଙ୍କୁ ମୋଦୀ ଅଭିନନ୍ଦନ ଜଣାନ୍ତୁ; ହେଲେ କୁସ୍ତିଯୋଦ୍ଧାଙ୍କ କଥା ବି ବୁଝନ୍ତୁ

ଯଦି ନିକଟ ଅତୀତରେ ପ୍ରକାଶିତ ଓପିନିଅନ୍-ପୋଲ୍‌ଗୁଡ଼ିକୁ ଠିକ୍ ବୋଲି ଧରାଯାଏ, ପ୍ରଧାନମନ୍ତ୍ରୀ ମୋଦୀ ଏବେ ମଧ୍ୟ ସବୁଠୁ ଜନପ୍ରିୟ ନେତା ହୋଇଥାଇପାରନ୍ତି। ତେବେ କୁସ୍ତି ଆଥ୍‌ଲେଟଙ୍କ ନିର୍ଯାତନା ପ୍ରସଙ୍ଗରେ ତାଙ୍କ ନିରବତାକୁ କଠୋର ଭାଷାରେ ଲୋକେ ସମାଲୋଚନା କରୁଛନ୍ତି। ଦୋହାରେ…
ଅଧିକ ଖବର ଦେଖନ୍ତୁ...