ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ନିଜ ବାହାଘରରେ ଚାକିରି ଦିଅ କହି ସ୍ଲୋଗାନ୍‌ ଦେଲେ କନ୍ୟା: ସମର୍ଥନ କରି ସାଙ୍ଗ‌ରେ ନାରା ଲଗାଇଲେ ବର

କୋଲକାତା: ସୋସିଆଲ୍‌ ମିଡିଆରେ ଆପଣ ଅନେକ ଭାଇର‌ାଲ୍‌ ଭିଡିଓ ଦେଖିଥିବେ। ଆଜିକ‌ାଲି ବିବାହ ଋତୁ ଚାଲୁଥିବାରୁ ଅନେକ ବାହାଘର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ପଶ୍ଚିମବଙ୍ଗର ପୂର୍ବ ବର୍ଦବାନର ଏକ ଭିଡିଓ ଏବେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେଉଛି। ଭିଡିଓକୁ ଦେଖିବା ପରେ ଆପଣ ନିଜ ହସ…
ଅଧିକ ଖବର ଦେଖନ୍ତୁ...

ଜୁନ୍ ୪ରେ ୱାନ୍ ଆର୍ଥ ଇଣ୍ଟରସ୍କୁଲ୍ କୁଇଜ୍ ପ୍ରତିଯୋଗିତା, ଭାଗ ନେବାକୁ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଉତ୍ସାହ

ଭୁବନେଶ୍ୱର: ‘ସମ୍ବାଦ ଡିଜିଟାଲ’ ଓ ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟର ମିଳିତ ଉଦ୍ୟମରେ ଚାଲିଥିବା ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ’ ପକ୍ଷରୁ ଆୟୋଜନ ହେବାକୁ ଯାଉଛି ଏକ ଆନ୍ତଃସ୍କୁଲ କୁଇଜ୍ ପ୍ରତିଯୋଗିତା। ‘ୱାନ୍ ଆର୍ଥ ଇଣ୍ଟର ସ୍କୁଲ୍ କୁଇଜ୍ କମ୍ପିଟିସନ୍’ ଶୀର୍ଷକ ଏହି…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ସୁଟିଂ ପରେ ହିରୋ-ହିରୋଇନ୍ ପିନ୍ଧିଥିବା ଦାମୀ ପୋଷାକ କୁଆଡ଼େ ଯାଏ ?

ମୁମ୍ବାଇ : ଆଜିକାଲି ଫିଲ୍ମଗୁଡ଼ିକ ନିର୍ମାଣ ପାଇଁ ଶହ ଶହ କୋଟି ଖର୍ଚ୍ଚ ହେଉଛି । ଏହି ଖର୍ଚ୍ଚର ଏକ ବଡ଼ ଭାଗ ତାରକା ଓ ଅନ୍ୟ ଚରିତ୍ରମାନଙ୍କ ପୋଷାକ ବା କଷ୍ଟ୍ୟମରେ ବ୍ୟୟ ହୋଇଥାଏ । ଫିଲ୍ମର ଷ୍ଟାରମାନେ କୋଟି କୋଟି ଟଙ୍କା ମୂଲ୍ୟର ଦାମୀ ପୋଷାକ ପିନ୍ଧନ୍ତି ।  ତେବେ ଆପଣ କେବେ ଭାବିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଧାରଣାରେ ଫସି ଯାଇଥିବା ‌ଯୁବକଙ୍କ ଜୀବନ ବଞ୍ଚାଇଲେ ଲୋକୋପାଇଲଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେନକୁ ‌ନେଇ ଅନେକ ଘଟଣା ଓ ଦୁର୍ଘଟଣାର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏମିତି ଭାଇରାଲ ଭିଡିଓ ମଧ୍ୟରୁ ଲୋକୋପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଥିବାର ଘଟଣା ବି ଦେଖିବାକୁ ମିଳିଛି। ନିକଟରେ ଏମିତି ଏକ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ରେ ଚହଲଙ୍କ ପ୍ରଦର୍ଶନ ଦେଖି ‘ଲିଜେଣ୍ଡ୍‌’ ବୋଲି ସମ୍ବୋଧନ କଲେ ପତ୍ନୀ ଧନଶ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ତାରକା ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସଂପର୍କ ବିଷୟରେ ଅଳ୍ପବହୁତ ସମସ୍ତଙ୍କୁ ଜଣା ଅଛି। ଧନଶ୍ରୀ ପୂର୍ବରୁ ବି ତାଙ୍କର କିଛି ସୋସିଆଲ୍‌ ମିିଡିଆ ପୋଷ୍ଟ୍‌ ପାଇଁ  ଚର୍ଚ୍ଚାରେ ଅଛନ୍ତି। ଏବେ ପୁଣି ଥ‌ରେ ସେ ତାଙ୍କର ଏକ…
ଅଧିକ ଖବର ଦେଖନ୍ତୁ...

ସ୍ପେନୀୟ ମହିଳାଙ୍କ ଅଦ୍ଭୁତ ଦାବି: ବଏଫ୍ରେଣ୍ଡ୍‌ଙ୍କ ସହ ଖାଇଛନ୍ତି ନିଜ ଦେହର ଅଂଶ!

ସ୍ପେନ୍‌ର ୩୦ ବର୍ଷୀୟା କଣ୍ଟେଣ୍ଟ୍ କ୍ରିଏଟର୍ ପୌଲା ଗୋନୁ ନିକଟରେ ଏକ ଆଶ୍ଚର୍ଯ୍ୟଜନକ କଥା ପ୍ରଘଟ କରିଛନ୍ତି। ୟୁଟ୍ୟୁବ୍‌ରେ ପ୍ରକାଶିତ ‘କ୍ଲବ୍ ୧୧୩’ ନାମକ ଆଲୋଚନା କାର୍ଯ୍ୟକ୍ରମରେ ଭାଗ ନେଇ ପୌଲା କହିଛନ୍ତି ଯେ ସେ ନିଜ ଆଣ୍ଠୁର ଅଂଶକୁ ରାନ୍ଧି ନିଜ ବଏଫ୍ରେଣ୍ଡ୍‌ଙ୍କ ସହିତ ଖାଇଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ଆନ୍ତର୍ଜାତିକ ସେବିକା ଦିବସ ଆଜି

ଆଜି ସମଗ୍ର ବିଶ୍ବରେ ‘ଆନ୍ତର୍ଜାତିକ ସେବିକା ଦିବସ’ ପାଳିତ ହେଉଛି। ବିଶ୍ବବ୍ୟାପୀ ସ୍ବାସ୍ଥ୍ୟକ୍ଷେତ୍ରରେ ସେବିକା ବା ଧାଈ ଏବଂ ସେମାନଙ୍କର ଅତୁଳନୀୟ ଉତ୍ସର୍ଗୀକୃତ କାର୍ଯ୍ୟକୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ୧୯୬୫ ମସିହାରୁ ଆନ୍ତର୍ଜାତିକ ସେବିକା ପରିଷଦ ପକ୍ଷରୁ ଏହି ଦିବସ ପାଳନର…
ଅଧିକ ଖବର ଦେଖନ୍ତୁ...

ନିରନ୍ତର ବୃତ୍ତି, ନିଆରା ସ୍ବୀକୃତି

କୌଣସି କାରଣରୁ କାର୍ଯ୍ୟସ୍ଥଳୀରେ ଲଗାତାର ସପ୍ତାହେରୁ ଅଧିକ ଦିନ କାମ କଲେ ଆମେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥା’ନ୍ତି। ଅବଶ୍ୟ ସେଭଳି ମନସ୍ତାତ୍ତ୍ବିକ କାରଣରୁ ନିଯୁକ୍ତିଦାତାମାନେ ସାପ୍ତାହିକ ଛୁଟିଦିବସର ବ୍ୟବସ୍ଥା କରିଛନ୍ତି। ସ୍ଥଳବିଶେଷରେ ସପ୍ତାହକୁ ଦୁଇ ଦିନ ନିୟମିତ ଛୁଟିର ପ୍ରାବଧାନ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଜୀବନ-ମନ୍ତ୍ର: ସାବିତ୍ରୀ; ତତ୍ତ୍ୱ ଓ ବ୍ରତ

ଜ୍ୟେଷ୍ଠ ଅମାବାସ୍ୟା ‘ସାବିତ୍ରୀ ଅମାବାସ୍ୟା’ ଭାବରେ ଖ୍ୟାତ ଏବଂ ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୁଏ। ଏହାର ମୂଳଉତ୍ସ ପ୍ରାଚୀନତମ ବୈଦିକ କାହାଣୀ ‘ସାବିତ୍ରୀ-ସତ୍ୟବାନ-ସମ୍ବାଦ’। ବ୍ୟାସଦେବଙ୍କ ‘ମହାଭାରତ’ରେ ଏହାର ବିସ୍ତାରିତ କଥାରୂପ…
ଅଧିକ ଖବର ଦେଖନ୍ତୁ...

ପାଞ୍ଜି କଥା: ରାଶି-ନକ୍ଷତ୍ର

ବୁଝନ୍ତୁ ବା ନ ବୁଝନ୍ତୁ, ପ୍ରାୟ ସମସ୍ତେ ନିଜର ରାଶି-ନକ୍ଷତ୍ର ମନେ ରଖିଥାଆନ୍ତି। ନବଜାତକର କୋଷ୍ଠୀ ତିଆରି କଲାବେଳେ ତା’ର ଜନ୍ମସ୍ଥାନ ଓ ସମୟ ଭିତ୍ତିରେ ଚନ୍ଦ୍ରଙ୍କର ସ୍ଥିତି ନେଇ ଏଇ ରାଶି-ନକ୍ଷତ୍ରର ନିରୂପଣ କରାଯାଇଥାଏ। ସୂର୍ଯ୍ୟ ଚାରିପଟେ ପୃଥିବୀର ପରିକ୍ରମଣ ସମୟ ଏକ ବର୍ଷ ହୋଇଥିବା…
ଅଧିକ ଖବର ଦେଖନ୍ତୁ...